ଅନୁସନ୍ଧାନ କରୁଥିବା ବର୍ଗ

ସୁବର୍ଣ୍ଣପୁର

ବିରୋଧୀଙ୍କର କଥା ବେଶି, କାମ କମ୍‌: ଭି‌ କେ ପାଣ୍ଡିଆନ୍‌

ବୌଦ୍ଧ/ସୋନପୁର/ବୀରମହାରାଜପୁର: ବିଜୁ ଜନତା ଦଳ (ବିଜେଡି) ନେତା ଭୈରବ କାର୍ତ୍ତିକ ପାଣ୍ଡିଆନ ରବିବାର ବୌଦ୍ଧ, ସୋନପୁର ଏବଂ ବୀରମହାରାଜପୁର ନିର୍ବାଚନ ମଣ୍ଡଳୀରେ ଦଳୀୟ ବିଧାନସଭା ପ୍ରାର୍ଥୀ ଯଥାକ୍ରମେ ପ୍ରଦିପ ଅମାତ, ନିରଂଜନ ପୂଜାରୀ ଓ ପଦ୍ମନାଭ ବେହେରାଙ୍କ ପାଇଁ ପ୍ରଚାର କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ବୀରମହାରାଜପୁର ନିର୍ବାଚନ ମଣ୍ଡଳୀରେ ସମସ୍ତ ୭ ଜଣ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର ବୈଧ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରାମହାରାଜପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଶନିବାର ଦିନ ପ୍ରାର୍ଥିପତ୍ର ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି। ଯାଞ୍ଚ ପରେ ସମସ୍ତ ୭ ଜଣଙ୍କର ପ୍ରାର୍ଥିପତ୍ର କାଏମ୍‌ ରହିଛି। ମେ’ ୬ ତାରିଖ ଦିନ ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ନିର୍ଦ୍ଧାରଣ…
ଅଧିକ ଖବର ଦେଖନ୍ତୁ...

ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ମନ ଖୋଲି କଥା ହେଲେ କଂଗ୍ରେସ, ବିଜେପି ପ୍ରାର୍ଥୀ

ବୀରମହାରାଜପୁର: ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ଦୁଇ ବିଧାୟକ ପ୍ରାର୍ଥୀ ମନଖୋଲି କଥା ହୋଇଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ଏହି ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି। ଏହି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଶୁକ୍ରବାର ପ୍ରଥମେ କଂଗ୍ରେସ ପରେ ବିଜେପି ଶକ୍ତି ପ୍ରଦର୍ଶନ କରି…
ଅଧିକ ଖବର ଦେଖନ୍ତୁ...

ବୀରମହାରାଜପୁରରେ ପ୍ରାର୍ଥିପତ୍ର ଦାଖଲ ପରେ ବିଶାଳ ରାଲି ସହ ଶକ୍ତି ପ୍ରଦର୍ଶନ କଲେ ବିଜେପି ପ୍ରାର୍ଥୀ ରଘୁନାଥ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଚଳିତ ନିର୍ବାଚନରେ ଭାରତୀୟ ଜନତା ଦଳ (ବିଜେପି) ପ୍ରାର୍ଥୀ ରଘୁନାଥ ଜଗଦଲା ଶୁକ୍ରବାର ବିଶାଳ ରାଲି ସହ ଶକ୍ତି ପ୍ରଦର୍ଶନ କରିଛନ୍ତି। ଶ୍ରୀ ଜଗଦଲା ବୀରମହାରାଜପୁର ଜଗନ୍ନାଥ ମନ୍ଦିରରୁ ବର୍ଣ୍ଣାଢ଼୍ୟ…
ଅଧିକ ଖବର ଦେଖନ୍ତୁ...

ଶକ୍ତି ପ୍ରଦର୍ଶନ ସହ ନାମାଙ୍କନ ପତ୍ର ଦାଖଲ କଲେ କଂଗ୍ରେସର ବୀରମହାରାଜପୁର ବିଧାୟକ ପ୍ରାର୍ଥୀ

ବୀରମହାରାଜପୁର: ଓଡ଼ିଶାରେ ଦ୍ଵିତୀୟ ପର୍ଯ୍ୟାୟରେ ହେବାକୁ ଥିବା ଭୋଟ୍‌ ଗ୍ରହଣ ପାଇଁ ଆଜି ନାମାଙ୍କନର ଶେଷ ଦିନରେ ବୀରମହାରାଜପୁରରେ କଂଗ୍ରେସର ବିଧାୟକ ପ୍ରାର୍ଥୀ ପ୍ରଦୀପ କୁମାର ସେଠୀ ଶକ୍ତି ପ୍ରଦର୍ଶନ କରିଛନ୍ତି। ବୀରମହାରାଜପୁର ଜଗନ୍ନାଥ ମନ୍ଦିରରୁ ସେ ରାଲିରେ ବାହାରି ଥିଲେ। ବଲାଙ୍ଗୀର…
ଅଧିକ ଖବର ଦେଖନ୍ତୁ...

କରଡ଼ାପାଲ ଗ୍ରାମରେ ଅଗ୍ନିକାଣ୍ଡ: ଦୁଇ ବଖରା ଘର ଭସ୍ମୀଭୂତ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ କରଡ଼ାପାଲ ଗ୍ରାମରେ ଅଗ୍ନିକାଣ୍ଡ ଘଟି ଜଣେ ବ୍ୟକ୍ତିଙ୍କ ଦୁଇ ବଖରା ଘର ପୋଡି ଯାଇ ନଷ୍ଟ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ ଉକ୍ତ ଗ୍ରାମର ଚତୁର୍ଭୁଜ ସାମଲଙ୍କ ଘରେ ଗୁରୁବାର ଅପରାହ୍ନ ପ୍ରାୟ ପାଞ୍ଚଟାରେ ସମୟରେ…
ଅଧିକ ଖବର ଦେଖନ୍ତୁ...

ବିଜେଡି ବିଧାୟକ ପ୍ରାର୍ଥୀ ପଦ୍ମନାଭ ବେହେରା କଲେ ନାମାଙ୍କନ ପତ୍ର ଦାଖଲ

ବୀରମହାରାଜପୁର: ବିଜୁ ଜନତା ଦଳ ପ୍ରାର୍ଥୀ ତଥା ବିଧାୟକ ପଦ୍ମନାଭ ବେହେରା ଗୁରୁବାର ବୀରମହାରାଜପୁରରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ପ୍ରଥମେ ଜଗନ୍ନାଥ ମନ୍ଦିରକୁ ଯାଇ ଆଶୀର୍ବାଦ ଭିକ୍ଷା କରିଥିଲେ। ସେଠାରୁ ସେ ଚମ୍ପାମାଳ ଚମ୍ପେଶ୍ୱର ମହାଦେବଙ୍କ ଦର୍ଶନ କଲାପରେ ବିଜୁ ପଟ୍ଟନାୟକ…
ଅଧିକ ଖବର ଦେଖନ୍ତୁ...

ବୀରମହାରାଜପୁରରେ ନାମାଙ୍କନପତ୍ର ଦାଖଲ କଲେ ବିଜେପି ପ୍ରାର୍ଥୀ ରଘୁ ଜଗଦଲା

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବିଧାନସଭା ନିର୍ବାଚନ ପାଇଁ ଗୁରୁବାର ଦିନ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ ନାମାଙ୍କନପତ୍ର ଦାଖଲ କରିଛନ୍ତି ଇଂଜିନିୟର ରଘୁନାଥ ଜଗଦଲା। ଗୁରୁବାର ଶୁଭ ଲଗ୍ନ ଦେଖି ବୀରମହାରାଜପୁର ଉପଜିଲ୍ଲାପାଳ ଲଲାଟେନ୍ଦୁ ସିଂଙ୍କ ପାଖରେ ସେ…
ଅଧିକ ଖବର ଦେଖନ୍ତୁ...

ନାମାଙ୍କନପତ୍ର ଦାଖଲ କଲେ ବୀରମହାରାଜପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ନିର୍ବାଚନ ମଣ୍ଡଳୀ ପାଇଁ ବୁଧବାର ଦିନ ସୁଭ ଲଗ୍ନ ଦେଖି କଂଗ୍ରେସ ପ୍ରାର୍ଥୀ ପ୍ରଦୀପ କୁମାର ସେଠୀ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି। ସେ ଦିନ ୧୧ଟା ସମୟରେ ବୀରମହାରାଜପୁର ଉପଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ଲଲାଟେନ୍ଦୁ ସିଂଙ୍କ…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ତଥା ସୋନପୁର ଜିଲ୍ଲା ସଭାପତି ବିନୋଦ ପାତ୍ର

ସୋନପୁର: ପୂର୍ଵତନ ବିଧାୟକ ତଥା ସୋନପୁର ଜିଲ୍ଲା କଂଗ୍ରେସ କମିଟି ସଭାପତି ବିନୋଦ ପାତ୍ର ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଚଳିତ ବିଧାନସଭା ନିର୍ବାଚନରେ ଟିକେଟ ପାଇବା ଲାଗି ସେ ଆଶାୟୀ ଥିଲେ। ମାତ୍ର ଟିକେଟ ନ ମିଳିବାରୁ ସେ କ୍ଷୁବ୍ଧ ହୋଇ କଂଗ୍ରେସର ପ୍ରାଥମିକ ସଦସ୍ୟ…
ଅଧିକ ଖବର ଦେଖନ୍ତୁ...