ଅନୁସନ୍ଧାନ କରୁଥିବା ବର୍ଗ

ସୁବର୍ଣ୍ଣପୁର

ଗୌଡ଼ଗାଁ ସ୍କୁଲରେ ଶିକ୍ଷକ ନିଯୁକ୍ତି ଦାବି

ଉଲୁଣ୍ଡା: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ସଦର ପଞ୍ଚାୟତ ଗୌଡଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀରେ ୯୪ ଏବଂ ଷଷ୍ଠରୁ ଅଷ୍ଟମ ଶ୍ରେଣୀରେ ୬୧ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ଶିକ୍ଷାଦାନ ପାଇଁ ୪ ଜଣ ଶିକ୍ଷକ ଓ ଜଣେ ଶିକ୍ଷୟତ୍ରୀ ଅଛନ୍ତି। ସେମାନଙ୍କ ମଧ୍ୟରୁ…
ଅଧିକ ଖବର ଦେଖନ୍ତୁ...

ପରିଚାଳନାର ଅଭାବ ଯୋଗୁଁ ତଳମୁଣ୍ଡକୁ ପହଞ୍ଚି ପାରୁନି ପାଣି

ସୋନପୁର: ଓଡ଼ିଶା ପରିବେଶ କଂଗ୍ରେସ ୨୦୧୭ ପକ୍ଷରୁ ସ୍ଥାନୀୟ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସଭାଗୃହରେ ମହାନଦୀ ଅବବାହିକା ସମ୍ପର୍କରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ପରିବେଶ କଂଗ୍ରେସ ଆୟୋଜନ କମିଟିର ସଦସ୍ୟ ଉମି ଡାନିଏଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ହ୍ୟୁମାନ…
ଅଧିକ ଖବର ଦେଖନ୍ତୁ...

ସୋନପୁର: ଯୁବତୀଙ୍କୁ ବୀଭତ୍ସ ଭାବେ ହାଣି ହତ୍ୟା, ଦୁଷ୍କର୍ମ ସନ୍ଦେହ

ସୋନପୁର: ସୋନପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ ବହିରଖମନ ଗ୍ରାନ ନିକଟସ୍ଥ ଏକ ଧାନ ବିଲରେ ଜଣେ ଯୁବତୀଙ୍କ ରକ୍ତ ଜୁଡ଼ୁବୁଝୁ ଅର୍ଦ୍ଧ ଉଲଗ୍ନ ମୃତଦେହ ଠାବ କରାଯାଇଛି। ଯୁବତୀଙ୍କୁ ଦୁଷ୍କର୍ମ କରାଯାଇ କୌଣସି ଧାରୁଆ ଅସ୍ତ୍ରରେ ବେକକୁ ହାଣି ହତ୍ୟା କରାଯାଇଥାଇ ପାରେ ବୋଲି ଚର୍ଚା ହେଉଛି। ଖବର…
ଅଧିକ ଖବର ଦେଖନ୍ତୁ...

୩୫ ବିଶେଷଜ୍ଞ ସହ ୬୮ ଚିକିତ୍ସକ ପଦ ଖାଲି

ସୋନପୁର: ସୁବର୍ଣ୍ଣପୁର ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇପଡୁଛି। ମିଳିଥିବା ସୂଚନାରୁ ଜଣାପଡ଼ିଛି ଯେ, ଜିଲ୍ଲାରେ ମୋଟ୍‌ ୫୪ ବିଶେଷଜ୍ଞ ପଦରୁ ୧୯ ଜଣ ଥିବା ବେଳେ ୩୫ଟି ପଦବି ଖାଲି ପଡ଼ିଛି। ସେହିପରି ମେଡିକାଲ ଅଫିସର ପଦ ସହିତ ଅନ୍ୟାନ୍ୟ ୭୪ ଚିକିତ୍ସକ ପଦବି ମଧ୍ୟରୁ ୩୩ ଟି ଖାଲି…
ଅଧିକ ଖବର ଦେଖନ୍ତୁ...

ବିଭିନ୍ନ ଦାବିରେ ସୋନପୁର ବ୍ଲକ ବିଜେପିର ବିକ୍ଷୋଭ

ସୋନପୁର: ବିଭିନ୍ନ ଦାବି ନେଇ ଗୁରୁବାର ସୋନପୁର ବ୍ଲକ ବିଜେପି ପକ୍ଷରୁ ସୋନପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କୁ ପ୍ରଦାନ କରାଯାଇଛି। ଦାବି ମଧ୍ୟରେ ୨୦୧୫-୧୬ ଆର୍ଥିକ ବର୍ଷରେ ମରୁଡ଼ ପ୍ରଭାବିତ ସମସ୍ତ…
ଅଧିକ ଖବର ଦେଖନ୍ତୁ...

ଭିଜିଲାନ୍ସ ହାତରେ ଧରାପଡ଼ିଲେ ଡୁଙ୍ଗୁରିପାଲି ଅତିରିକ୍ତ ତହସିଲଦାରଙ୍କ କାର୍ଯ୍ୟାଳୟର କିରାଣୀ

ସୋନପୁର: ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ତହସିଲର ଅତିରିକ୍ତ ତହସିଲଦାର ଙ୍କ କାର୍ଯ୍ୟାଳୟର କିରାଣୀ ସନନ୍ଦ ନନ୍ଦ ୧ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଶ୍ରୀ ନନ୍ଦ ଶିବପ୍ରସାଦ ପ୍ରାଧାନ ନାମକ ଜଣେ ବ୍ୟକ୍ତିଙ୍କୁ ତାଙ୍କ ଜମିବାଡ଼ିର ପଟ୍ଟା ପ୍ରଦାନ ପାଇଁ ଏହି…
ଅଧିକ ଖବର ଦେଖନ୍ତୁ...

ଯୁୁବକଙ୍କ ଶବ ଉଦ୍ଧାର, ହତ୍ୟା ସନ୍ଦେହ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଚମ୍ପାପୁର ଠାରେ ଏକ ଘର ସମ୍ମୁଖରୁ ରାମକୃଷ୍ଣ ଶତପଥୀ (୩୭) ନାମକ ଜଣେ ବିବାହିତ ଯୁବକଙ୍କ ମୃତଦେହ ପୁଲିସ ଉଦ୍ଧାର କରିଛି। ଉଲୁଣ୍ଡା ବ୍ଲକ ଜମ୍ଭାଲିପାଲି ଗାଁର ରାମକୃଷ୍ଣ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ବ୍ୟକ୍ତିଙ୍କ ସହିତ ଘରୁ…
ଅଧିକ ଖବର ଦେଖନ୍ତୁ...

ବନ ବିଭାଗ ଦ୍ୱାରା ମୃତ ସମ୍ବର ଜବତ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ମଙ୍ଗଳବାର ସୁବଳୟା ନିକଟ କମିରା ଗାଁରୁ ଏକ ମୃତ ସମ୍ବରକୁ ବନ ବିଭାଗ କର୍ମଚାରୀମାନେ ଜବତ କରିଛନ୍ତି। ସୂଚନା ମୂତାବତ ମଙ୍ଗଳବାର ସକାଳ ପ୍ରାୟ ସାମେ ୬ଟାରେ ଏକ ସମ୍ବର ଜଙ୍ଗଲରୁ ଗାଁ ଆଡକୁ ଆସୁଥିବା ଦେଖି କିଛି ଲୋକ ଶିକାର ପାଇଁ ଦୌଡ଼ାଇ ଥିଲେ। ସମ୍ବରଟି…
ଅଧିକ ଖବର ଦେଖନ୍ତୁ...

ବାଇକ୍‌ ଧକ୍କାରେ ମାଙ୍କଡ଼ ମୃତ, ଆରୋହୀ ଆହତ

ଖାରୀ: ସୋନପୁର ବ୍ଲକ୍‌ ଖାରୀଛକଠାରେ ଶୁକ୍ରବାର ବାଇକ୍‌ ଧକ୍କାରେ ଏକ ହନୁ ମାଙ୍କଡ଼ର ମୃତ୍ୟୁ ଘଟିଛି। ବାଇକ୍‌ଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେବାରୁ ଏହାର ଆରୋହୀ ମାନସ ମୋହନ ଦଲେଇ (୩୫) ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆ ଯାଇଥିଲା। ମାନସ ଭବାନୀପାଟଣାରୁ…
ଅଧିକ ଖବର ଦେଖନ୍ତୁ...

ବାଇକ୍‌ ଧକ୍କାରେ ମାଙ୍କଡ଼ ମୃତ, ଆରୋହୀ ଆହତ

ଖାରୀ,: ସୋନପୁର ବ୍ଲକ୍‌ ଖାରୀଛକଠାରେ ଶୁକ୍ରବାର ବାଇକ୍‌ ଧକ୍କାରେ ଏକ ହନୁ ମାଙ୍କଡ଼ର ମୃତ୍ୟୁ ଘଟିଛି। ବାଇକ୍‌ଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେବାରୁ ଏହାର ଆରୋହୀ ମାନସ ମୋହନ ଦଲେଇ (୩୫) ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆ ଯାଇଥିଲା। ମାନସ ଭବାନୀପାଟଣାରୁ…
ଅଧିକ ଖବର ଦେଖନ୍ତୁ...