ଅନୁସନ୍ଧାନ କରୁଥିବା ବର୍ଗ

ଅଭିମତ

ଦୋଷ ଓ ଦଣ୍ଡ

ଜଣେ ଅପରାଧୀଙ୍କୁ ରାଜାଙ୍କ ସମକ୍ଷକୁ ଅଣାଗଲା। ରାଜା କୌଣସି ଅପରାଧ ଲାଗି ଅତି କ‌େଠାର ଦଣ୍ଡ ଦେଉଥିଲେ। ସେହି ଅପରାଧୀକୁ ଦଣ୍ଡ ଦେବା ବେଳେ ଦୈବାତ୍‌ ସେଠାରେ ଉପସ୍ଥିତ ଥିଲେ ରାଜାଙ୍କର ଶିକ୍ଷା ଗୁରୁ। ସେ ପଚାରିଲେ- ତୁମେ ଏଭଳି ଦଣ୍ଡ ଦେଲ କାହିଁକି? ରାଜା ଉତ୍ତର ଦେଲେ- ମୋର ପିତା…
ଅଧିକ ଖବର ଦେଖନ୍ତୁ...

ରାଜନୀତି ଯଦି ବୃତ୍ତି ହୁଏ

‘‘ରାଜନୀତି ହେଉଛି ଅନ୍ୟ ସମସ୍ତ ବୃତ୍ତିଠାରୁ ଭିନ୍ନ ଏକ ସ୍ବତନ୍ତ୍ର ବୃତ୍ତି, ଯାହାର ନିଜର ସ୍ବତନ୍ତ୍ର କଠୋର ବାଧୢବାଧକତା ରହିଛି। ଏହି ବାଧୢବାଧକତା ଯୋଗୁଁ ରାଜନେତାଙ୍କୁ ‘ସୈତାନୀ ଶକ୍ତି’ମାନଙ୍କ ସହିତ ଚୁକ୍ତି କରିବାକୁ ପଡ଼ିଥାଏ, କୌଣସି ନୈତିକ ବଳ ସେମାନଙ୍କର ସହାୟକ ହୋଇ ନ ଥାଏ…
ଅଧିକ ଖବର ଦେଖନ୍ତୁ...

ଭଗବାନଙ୍କ ସାହାଯ୍ୟ

ଥରେ ଗୁରୁଙ୍କୁ ତାଙ୍କ ଚେଲା ପଚାରିଲା- ମହାତ୍ମା, ଈଶ୍ବର ଅଛନ୍ତି ବୋଲି ମୋ ମନରେ ସନ୍ଦେହ ଆସୁଛି। କାରଣ ସେ କିଛି ସାହାଯ୍ୟ କରୁ ନାହାନ୍ତି। ଏହା ଶୁଣି ସାଧୁ ହସିଲେ ଏବ˚ କହିଲେ- ଏବେ କଥାଟିଏ କହେ। ଗୋଟିଏ ଗାଁରେ ରହୁଥିଲେ ଜଣେ ଭାରି ଟିଙ୍ଗା ବ୍ରାହ୍ମଣ। ସେ ପ୍ରତିଦିନ ସକାଳେ ଗୋଟିଏ…
ଅଧିକ ଖବର ଦେଖନ୍ତୁ...

କୋଣାର୍କ ସ˚ରକ୍ଷଣ ଚିନ୍ତା

ବିଷୟଟି ଉପରେ ବହୁ ବର୍ଷ ଧରି ଲେଖାଲେଖି ଚାଲିଛି। ଇଦାନି˚ କଥା ଚାଲିଗଲାଣି ହାଇକୋର୍ଟକୁ ଏବ˚ କୋର୍ଟ ମଧୢ ଘନ ଘନ ତାଗଦା କରୁଛନ୍ତି। ଖବରକାଗଜରେ ଯେଉଁ ଭାବରେ ସମ୍ବାଦ ପରିବେଷଣ ହେଉଛି, ସେଥିରୁ ମନେ ହୁଏ ଉଦ୍ଦେଶ୍ୟ ଦିଗଭ୍ରଷ୍ଟ ହୋଇପାରେ। ମୂଳ ପ୍ରଶ୍ନ ଦେଶ କ’ଣ ସ˚ରକ୍ଷଣ କରିବାକୁ…
ଅଧିକ ଖବର ଦେଖନ୍ତୁ...

ପ୍ରଭୁଙ୍କ ଇଚ୍ଛା

ଗୋଟିଏ ଗାଁରେ ରହୁଥିଲେ ଜଣେ ସାଧୁ। ସେ କୁଆଡ଼େ କେବେ ବି ଯାଉ ନ ଥିଲେ। ଲୋକେ କହୁଥିଲେ ଯେ ସାଧୁ ହେଉଛନ୍ତି ଅଳସୁଆ। ଦିନେ ଗାଁର ଜଣେ ମୁଖିଆ ସାଧୁଙ୍କୁ କହିଲା- ଆପଣ କାହିଁକି ଗାଁ ଲୋକଙ୍କ ହାତ ଟେକା ଉପରେ ନିର୍ଭର କରି ପଡ଼ିଛନ୍ତି। ଏମିତି ଅଳସୁଆ ହେଲେ କଅଣ ଚଳିବ? ଭାବନ୍ତୁ, ଗାଁ…
ଅଧିକ ଖବର ଦେଖନ୍ତୁ...

ଯୋଦ୍ଧାଙ୍କ ଅସ୍ତ୍ର ତ୍ୟାଗ

ଯୁଦ୍ଧ ଓ ରକ୍ତପାତ ଦ୍ୱାରା ମୁହ୍ୟମାନ ଜଣେ ଯୋଦ୍ଧା ବିଚାର କଲେ ଯେ ସେ ଆଉ ଯୁଦ୍ଧ କରିବେ ନାହିଁ। ସୁତରା˚, ସେ ନିଜ ଖଡ୍‌ଗକୁ ନଦୀରେ ବିସର୍ଜନ କରି ଜଣେ ସାଧୁଙ୍କ ଶରଣାପନ୍ନ ହେଲେ। ସାଧୁ ତାଙ୍କ ଠାରୁ ସବୁ ଶୁଣି ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କଲେ। କିନ୍ତୁ ସେଥିଲାଗି ସେ ଏକ ବିଚିତ୍ର…
ଅଧିକ ଖବର ଦେଖନ୍ତୁ...

ଶୀତୁଆ ପବନ, କିନ୍ତୁ ପରିବେଶ ଗରମ

ଏଠିକା ଜଳବାୟୁ ଡିସେମ୍ବର ମାସର ଶୀତୁଆ ପବନ ଓ ବର୍ଷା ଯୋଗେ ଥଣ୍ତା ରହିଲା ବେଳକୁ ଏଠାର ବାତାବରଣ ବେଶ୍‌ ଗରମ ରହିଛି। ଅର୍ଥନୈତିକ ଅବସ୍ଥା ଭଲ ଆଡ଼କୁ ଆସିଥିଲେ ବି ଲୋକଙ୍କର ବିଶ୍ବାସ ହେଉ ନାହିଁ ଯେ ଏ ଅବସ୍ଥା ଅଧିକ ଦିନ ରହିବ। ଅନ୍ୟ ପଟେ ବ୍ୟବସାୟ ପ୍ରତିଷ୍ଠାନମାନେ ସେମାନଙ୍କ ଜିନିଷ…
ଅଧିକ ଖବର ଦେଖନ୍ତୁ...

ମୁଲ୍ଲାଙ୍କ ଠେଙ୍ଗା

ଥରେ ମୁଲ୍ଲା ନସିରୁଦ୍ଦିନ ଓ ତାଙ୍କ ପତ୍ନୀ ଦୂର ବାଟ ଯିବାକୁ ବାହାରିଲେ। ମୁଲ୍ଲା କହିଲେ- କେତେବେଳେ କେଉଁ କଥା! ଆମେ ସାଙ୍ଗରେ ଗୋଟିଏ ଠେଙ୍ଗା ନେଇଯିବା। ଦରକାର ବେଳେ କାମରେ ଆସିବ। ଥକ୍କା ଲାଗିଲେ ୟାକୁ ଆଶ୍ରା କରି ଚାଲିବା। ରାତି ଅନ୍ଧକାରରେ ବି ଚାଲିବା ସହଜ ହେବ। କିନ୍ତୁ ବଡ଼ କଥା…
ଅଧିକ ଖବର ଦେଖନ୍ତୁ...

ଗବେଷଣା ବିନା ଅଭିବୃଦ୍ଧି ଗତିହୀନ

ଅନ୍ତର୍ଜାତୀୟ ରେଟିଂ ସଂସ୍ଥା ‘ମୁଡିସ୍ ଇନ୍‌ଭେଷ୍ଟର ସର୍ଭିସେସ୍‌’ର ସଦ୍ୟ ପରିଗଣନା ଅନୁଯାୟୀ ନିଯୁକ୍ତି ସୃଷ୍ଟିରେ ମନ୍ଥରତା ଓ ଉପଭୋକ୍ତା ବ୍ୟୟ ହ୍ରାସ କାରଣରୁ ଚଳିତ ଆର୍ଥିକ ବର୍ଷରେ ଭାରତର ଅଭିବୃଦ୍ଧି ହାର ୪.୯%ରେ ସୀମିତ ରହିବ। ତିନି ଟ୍ରିଲିୟନ୍ ଡଲାରରୁ ସାମାନ୍ୟ ତଳକୁ ଥିବା ଭାରତୀୟ…
ଅଧିକ ଖବର ଦେଖନ୍ତୁ...

ରାଜା ଓ ପକ୍ଷୀ

ଥରେ ରାଜା ଜଙ୍ଗଲକୁ ଶିକାର କରିବାକୁ ଯାଇଥିବା ବେଳେ ଦେଖିଲେ ଏକ ଅତି ସୁନ୍ଦର ତଥା ବିଚିତ୍ର ପକ୍ଷୀ। ପକ୍ଷୀଟିର ଶରୀର ଦିଶୁଥିଲା ସୁନା ଭଳି ଏବ˚ ତା ମୁଣ୍ତରେ ଥିବା ଚୂଳଟିରେ ମୁକ୍ତାର ମାଳି ଲାଗିଥିଲା ଭଳି ପ୍ରତୀୟମାନ ହେଉଥିଲା। ରାଜା ସେଇ ପକ୍ଷୀଟିକୁ ଧରିବାକୁ ଚେଷ୍ଟା କରି ବିଫଳ ହେବାରୁ…
ଅଧିକ ଖବର ଦେଖନ୍ତୁ...