ଅନୁସନ୍ଧାନ କରୁଥିବା ବର୍ଗ

ଅଭିମତ

ସାହିତ୍ୟର ଘରକଥା ଚର୍ଚ୍ଚା

ଶୁଣି ଶୁଣି କାନ ଦରଜ ହୋଇଗଲାଣି ଯେ ଓଡ଼ିଶାରେ ସାହିତ୍ୟ ବା ସାହିତ୍ୟିକଙ୍କର ଆଦର ନାହିଁ; ବଙ୍ଗଳାରେ ସାହିତ୍ୟ ଏକ ସାମାଜିକ ସ˚ସ୍କୃତି, ରବୀନ୍ଦ୍ରନାଥ ଜଣେ ଦେବତା। ଆସାମ ସାହିତ୍ୟ ପ୍ରୀତି ଅନନ୍ୟ। ସେଠାରେ ସାହିତ୍ୟ ସଭାକୁ ସଭାପତିଙ୍କୁ ହାତୀ ପିଠିରେ ବସାଇ ନିଆଯାଏ। ଏ କଥା ଆମେ ଶୁଣିଲୁଣି…
ଅଧିକ ଖବର ଦେଖନ୍ତୁ...

ପ୍ରଶ୍ନର ଉତ୍ତର

ଜଣେ ଅପୂର୍ବ ଧୀଶକ୍ତି ସ˚ପନ୍ନ ବାଳକ ପ୍ରଚୁର ପଢ଼ାପଢ଼ି କରି ଜଣେ ବିଦ୍ୱାନ ଓ ସର୍ବଜ୍ଞ ତରୁଣରେ ପରିଣତ ହେଲା। ସେ ଏତେ ବଡ଼ ବିଦ୍ୱାନ ହୋଇଗଲା ଯେ ସେ ଉତ୍ତର ଦେଇ ପାରୁ ନ ଥିବା ଭଳି ପ୍ରଶ୍ନ ନ ଥିଲା। ଗୁରୁ ଗୃହରେ ଗୁରୁମାନେ ଦେଖିଲେ ଯେ ତାକୁ ପଢ଼ାଇବା ଲାଗି କିଛି ନାହିଁ। ଯେତେ କଠିନ…
ଅଧିକ ଖବର ଦେଖନ୍ତୁ...

ପାଗ ହେମାଳ, ରାଜନୀତି ଗରମ

ଆମେରିକାରେ ଓ୍ଵାସି˚ଟନ ପାଖରେ ରହି ନଭେମ୍ବର ଶେଷରେ ବରଫ ପଡ଼ିିବ ବୋଲି ଚିନ୍ତା କରି ଲାଭ କଅଣ? ନଈ ଭିତରେ ଘର କରି କୁମ୍ଭୀରକୁ ଡରିଲେ କଅଣ କାମ ଚଳିବ? ତେବେ, ସତ କହିଲେ ଏଠା ପରିସ୍ଥିତି ପାଇଁ ଅନେକ ସମୟରେ ବରଫ ପଡ଼ିିବାଟା ଭାରି ଦରକାର। କାରଣ ବରଫ ପଡ଼ିିଲେ ମାଟି ଓଦା ରହିବ। ଭୂଇଁ ଉପରେ…
ଅଧିକ ଖବର ଦେଖନ୍ତୁ...

ଫରିଦ ଓ ହୀରା ମୁଦି

ସନ୍ଥ ଫରିଦ ଥିଲେ ଅତ୍ୟନ୍ତ ଦରିଦ୍ର। ତାଙ୍କର କୌଣସି ପାର୍ଥିବ ପଦାର୍ଥ ପ୍ରତି ଆସକ୍ତି ନ ଥିଲା। ଥରେ ଜଣେ ଧନୀ ବଣିକ ଫରିଦଙ୍କୁ ପରୀକ୍ଷା କରିବାକୁ ଚାହିଁଲେ। ତେଣୁ ସେ ଜଣେ ଲୋକଙ୍କୁ ହୀରା ମୁଦିଟିଏ ଦେଇ ଫରିଦଙ୍କ କୁଡ଼ିଆର ବାରଣ୍ତା ତଳେ ପକାଇ ଦେଇ ଆସିବାକୁ କହିଲେ। ଲୋକ ଜଣକ ତାହା…
ଅଧିକ ଖବର ଦେଖନ୍ତୁ...

ଦୃଷ୍ଟିପାତ: ଧନ୍ୟବାଦ, ପୁରୀ!

ଶ୍ରୀମନ୍ଦିର ମେଘନାଦ ପାଚେରିଠାରୁ ୭୫ ମିଟର ଦୂରତା ମଧ୍ୟରେ ଥିବା ବାସଗୃହ, ହୋଟେଲ୍, ଦୋକାନ ଆଦି ହଟାଇବା ପାଇଁ ଦେଢ଼ମାସ ତଳେ ସରକାର ନିଷ୍ପତ୍ତି ନେଇଥିଲେ। ଏ ନେଇ ପ୍ରଥମେ ଅନେକ ଆଶଙ୍କା ସୃଷ୍ଟି ହୋଇଥିଲା। ହେଲେ ପୁରୀବାସୀ ଯେପରି ଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରିଛନ୍ତି, ତାହା ସମସ୍ତଙ୍କ…
ଅଧିକ ଖବର ଦେଖନ୍ତୁ...

କଥାରେ ହାଵା

ମେ’ ମାସ ଶେଷ ସପ୍ତାହର ଅସହ୍ୟ ଗରମ ଆଉ ଗୁଳୁଗୁଳି। ଠିକ୍‌ ରାତି ୧୧ଟା ବେଳକୁ ମୋ ରୁମ୍‌ ଏସି କାମ କଲାନି, ମୋର ବୁଦ୍ଧି ହଜିଗଲା। ବଡ଼ ବ୍ୟସ୍ତ ହେଇପଡ଼ିିଲି, କେମିତି ଶୋଇବି? ମୋ’ଠୁ ଅଧିକ ବ୍ୟସ୍ତ ହେଇପଡ଼ିିଲେ ମୋ’ ପତ୍ନୀ। ସେ କହି‌ଲେ, ‘କେବେଠୁ କହିଲିଣି ନୂଆ ଗୋଟେ ନେଇଆସ, ହେଲେ…
ଅଧିକ ଖବର ଦେଖନ୍ତୁ...

ଯକ୍ଷିଣୀଙ୍କ ଉତ୍ତର

ଗୋଟିଏ ଜଙ୍ଗଲରେ ରହୁଥିଲେ ହରିଣ ଏବ˚ ହରିଣୀଟିଏ। ସେମାନେ ପରସ୍ପରକୁ ଅତ୍ୟନ୍ତ ଭଲ ପାଉଥିଲେ। ଥରେ ସେଇ ଜଙ୍ଗଲରେ ନିଆଁ ଲାଗିଗଲା। ଜଙ୍ଗଲର ଜନ୍ତୁମାନେ ଯିଏ ଯୁଆଡ଼େ ପାରିଲେ ଧାଇଁଲେ। ହରିଣ ଏବ˚ ହରିଣୀ ବି ଧାଇଁଲେ। ଗ୍ରୀଷ୍ମ କାଳ। କିଛି ବାଟ ଗଲା ପରେ ହରିଣ ଓ ହରିଣୀ ଦୁଇ ଜଣ ଶୋଷରେ…
ଅଧିକ ଖବର ଦେଖନ୍ତୁ...

ମୋବାଇଲ୍‌ ବିପ୍ଳବ ନା ରୋଗ

ଟିିକିଏ ପଚାଶ ଦଶକକୁ ଫେରିଯିବା। ସେ ସମୟରେ କଟକରେ ହାତଗଣତି କେତେଜଣ ଲୋକଙ୍କ ଘରେ ଟେଲିଫୋନ୍‌ ଥିଲା। ପିଲାଦିନେ ଆମେ ରହୁଥିବା ମାନ୍ନାବିଲାସ ଗଳିରେ କେବଳ ଭୀମା ବରଫ କଳର ମାଲିକ ପ୍ରବାଦପୁରୁଷ କୁମର୍ଜିକର୍ସନ ରାଠୋରଙ୍କ ଅଫିସ୍‌ରେ ଗୋଟିଏ ଫୋନ୍‌ ଥିଲା। ସେହି ଫୋନ୍‌ର ନମ୍ବର‌୍‌ ଥିଲା…
ଅଧିକ ଖବର ଦେଖନ୍ତୁ...

ଶାନ୍ତି ପାଇବାର ବାଟ

ଜଣେ ବ୍ୟକ୍ତି ଶାନ୍ତି ଟିକିଏ ପାଇବା ଲାଗି ବହୁତ କାମ କଲେ। କିନ୍ତୁ ଶାନ୍ତି ମିଳିଲା ନାହିଁ। ଦିନେ ସେ ଗୋଟିଏ ବହି ଦେଖିଲେ ଯାହାର ଶୀର୍ଷକ ଥିଲା- ଶାନ୍ତି ପାଇବାର ମାର୍ଗ। ସେ ସାଙ୍ଗେସାଙ୍ଗେ ବହିଟିକୁ କିଣିନେଲେ ସେଥିରେ ଥିବା ଶାନ୍ତି ପାଇବାର ହଜାରେ ବାଟକୁ ମୁଖସ୍ଥ କରି ପକାଇଲେ। ବହିଟି…
ଅଧିକ ଖବର ଦେଖନ୍ତୁ...

ମାଙ୍ଗାୟମାଙ୍କ ଝିଅ

ଗୋଟିଏ ରୋଚକ ଏବଂ ଅଶ୍ରୁତପୂର୍ବ ଘଟଣା ଆନ୍ଧ୍ରପ୍ରଦେଶ ଅନ୍ତର୍ଗତ ଗୁଣ୍ଟୁୁର ସହରରେ ଘଟିଛି। ତାହା ହେଲା, ସେପ୍‌ଟେମ୍ବର ୨୦୧୯ରେ ପୂର୍ବ ଗୋଦାବରୀ ଜିଲ୍ଲାର ଏକ ଗାଁର ୭୪ ବର୍ଷ ବୟସ୍କା ମାଙ୍ଗାୟମା ଗୁଣ୍ଟୁରର କୌଣସି ଗୋଟିଏ ଘରୋଇ ଡାକ୍ତରଖାନାରେ ଯାଆଁଳା କନ୍ୟା-ସନ୍ତାନ ପ୍ରସବ…
ଅଧିକ ଖବର ଦେଖନ୍ତୁ...