ଅନୁସନ୍ଧାନ କରୁଥିବା ବର୍ଗ

ଅଭିମତ

‘ଭାଇ’ ନୁହେଁ ‘ସାର୍‌’

ସରକାରୀ ଦପ୍ତରରେ ଯଦି କିଛି କର୍ମଚାରୀ ସେମାନଙ୍କ ଉପରିସ୍ଥ ଅଧିକାରୀମାନଙ୍କୁ ‘ଭାଇ’ ବୋଲି ସମ୍ବୋଧନ କରୁଥାଆନ୍ତି, ତେବେ ସେମାନେ ଆଉ ସେମିତି କରି ପାରିବେ ନାହିଁ। କାରଣ ଏଭଳି ସମ୍ବୋଧନକୁ ସରକାରୀ ଦପ୍ତରର ‘ଡେକୋରମ’ ବା ‘ଶାଳୀନତା’ର ଅବମାନନା ବୋଲି ବିଚାର କରାଯାଇ ଏକ ବିଜ୍ଞପ୍ତି…
ଅଧିକ ଖବର ଦେଖନ୍ତୁ...

ସୁଖ ଦୁଃଖ

ସନ୍ଥ ଫିରୋଜ ଏବ˚ ତାଙ୍କର ଜଣେ ଚେଲା କୌଣସି ଏକ ସ୍ଥାନକୁ ଯାଉଥିଲେ। ଅନେକ ବାଟ ଚାଲିବା ପରେ ସେମାନେ କ୍ଳାନ୍ତ ଏବ˚ କ୍ଷୁଧାର୍ତ୍ତ ହୋଇପଡ଼ିଲେ। ସେଇ ସମୟରେ ସେମାନେ ଗୋଟିଏ ସହରରେ ପହଞ୍ଚିଥିଲେ। ସହରର ଜଣେ ଧନୀଙ୍କ ଘରକୁ ଯାଇ ଫିରୋଜଙ୍କ ଶିଷ୍ୟ ଆଶ୍ରୟ ମାଗିଲା। କିନ୍ତୁ ଗୃହ ମାଲିକ ତାକୁ…
ଅଧିକ ଖବର ଦେଖନ୍ତୁ...

ପରିସଂଖ୍ୟାନରେ ନୁହେଁ, ଅନାଥ ଶିଶୁର ପ୍ରକୃତ ହସରେ ହିଁ ରହିଛି ବାସ୍ତବ ଉପଲବ୍ଧି

ଗତ ନଭେମ୍ବର ୧୯ ତାରିଖ ଦିନ ଯେତେବେଳେ କଟକ ବାଲିଯାତ୍ରାର ପଥୋତ୍ସବରେ କୋଲକାତାର ଏକ ବଙ୍ଗୀୟ ଦମ୍ପତି ଜଣେ ଦଶମାସର ଶିଶୁକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କଲେ, ଏହାକୁ ସବୁ ମହଲରେ ପ୍ରଶଂସା କରାଗଲା। ପ୍ରଶଂସା କରାଗଲା ବାଲିଯାତ୍ରାର ଏହି ନୂଆ ପରମ୍ପରାକୁ ଏବଂ ଅନାଥ ଶିଶୁଙ୍କୁ ନୂଆ ଜୀବନ…
ଅଧିକ ଖବର ଦେଖନ୍ତୁ...

ଦର୍ପଣ: ଅସୁରକ୍ଷିତ ପଦଚାରୀ

ଆମ ଦେଶରେ ସଡ଼କ ଦୁର୍ଘଟଣାରେ ପଦଚାରୀମାନଙ୍କ ମୃତ୍ୟୁ ସ˚ଖ୍ୟାରେ ୨୦୧୪ ତୁଳନାରେ ୨୦୧୮ରେ ୮୪% ବୃଦ୍ଧି ପାଇଛି। ଜଣାପଡ଼ିଛି ଯେ ୨୦୧୪ରେ ଆମ ଦେଶରେ ପ୍ରତିଦିନ ୩୪ ଜଣ ପଦାତିକଙ୍କ ମୃତ୍ୟୁ ଘଟୁଥିବା ବେଳେ ୨୦୧୮ରେ ଦୈନିକ ୬୨ ଜଣ ପଦାତିକ ମୃତ୍ୟୁ ବରଣ କରିଛନ୍ତି। କେନ୍ଦ୍ର ସଡ଼କ ପରିବହନ…
ଅଧିକ ଖବର ଦେଖନ୍ତୁ...

ମନ ପରିଭାଷା, ଗପ ଭଲ ଲାଗେ କାହିଁକି?

ଆମେ ଦେଖୁ ଯେ ଅଧିକା˚ଶ ଭଲ ବକ୍ତା ଗଳ୍ପ ଛଳରେ ଭାଷଣ ଆରମ୍ଭ କରନ୍ତି। ସେମାନେ ଏଭଳି ଉପାୟ ଅବଲମ୍ବନ କରିବାର କାରଣ ହେଲା ଗଳ୍ପ ଜରିଆରେ ନିଜ ବକ୍ତବ୍ୟ ପ୍ରତି ଶ୍ରୋତାମାନଙ୍କ ଧୢାନ ଆକର୍ଷଣ କରିବା। ତେବେ ମନରେ ପ୍ରଶ୍ନ ଉଠେ, ଗପ ଶୁଣିବାକୁ ମନ ଅଧିକ ଟାଣି ହୁଏ କାହିଁକି? ସବୁ ଘଟଣାର ଗୋଟିଏ…
ଅଧିକ ଖବର ଦେଖନ୍ତୁ...

ବୈରାଗ୍ୟର କଥା

ଜଣେ ସାଧୁ ଥିଲେ। ସେ ଥିଲେ ସ˚ପୂର୍ଣ୍ଣ ବୈରାଗୀ। ଦିନକର ଘଟନା। ସେ ଗୋଟିଏ ବସତି ଦେଇ ଯାଉଥିବା ବେଳେ କିଛି ଅତି ଦୁଷ୍ଟ ପ୍ରକୃତିର ଯୁବକ ତାଙ୍କୁ ଘେରି ଯାଇ ହଇରାଣ କରିବା ଆରମ୍ଭ କଲେ। ସେମାନଙ୍କ ନେତା ଥିଲା ସେ ସହରର ଜଣେ ଗଣ୍ୟମାନ୍ୟ ବ୍ୟକ୍ତିିିଙ୍କ ପୁତ୍ର। ଜଣେ ବୈରାଗୀ ପାଖରେ କିଛି…
ଅଧିକ ଖବର ଦେଖନ୍ତୁ...

ଜେଏନ୍‌ୟୁ ଉପରେ ଅଦୃଶ୍ୟ ଆକ୍ରମଣ

‘ହାତରେ ନ ମାରି ଭାତରେ ମାରିବା’ ବୋଲି ଓଡ଼ିଆରେ ଗୋଟ‌ିଏ ରୁଢ଼ି ଅଛି। ଏବେ ତାର ଉଦାହରଣ ଦେଖିବାକୁ ମିଳିଛି ଦେଶର ସବୁଠାରୁ ମର୍ଯ୍ୟାଦାଜନକ ଉଚ୍ଚ ଶିକ୍ଷାନୁଷ୍ଠାନ ଜବାହାରଲାଲ ନେହରୁ ବିଶ୍ବବିଦ୍ୟାଳୟ (ଜେଏନ୍‌ୟୁ)ରେ। ଜେଏନ୍‌ୟୁ ପ୍ରତି କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ଯେ ଅନୁକୂଳ ନୁହେଁ, ଏ…
ଅଧିକ ଖବର ଦେଖନ୍ତୁ...

ବୁଢ଼ିଆଣି ଓ ପୋକ

ଗୋଟିଏ ମକା ଖେତରେ ବୁଢ଼ିଆଣିଟିଏ ବୁଣିଥିବା ଜାଲରେ ପୋକଟିଏ ପଡ଼ିଲା। ତାକୁ ବୁଢ଼ିଆଣି ଖାଇବାକୁ ଗଲା ବେଳେ ପୋକ କହିଲା- ମୋତେ ଛାଡ଼ିଦିଅ ଏବ˚ ମୁଁ ତୁମକୁ ଯାହା କହୁଛି ଶୁଣ। ତୁମେ ଏଠାରୁ ଶୀଘ୍ର ଚାଲିଯାଅ। କାରଣ ଅଳ୍ପ ଦିନ ପରେ ଜଣେ ଆସି ଫସଲ ଅମଳ କରିବ। ତା ପୂର୍ବରୁ ତୁମେ ଏ ଜାଗା ନ…
ଅଧିକ ଖବର ଦେଖନ୍ତୁ...

ମନ ଗହନର କଥା

ଆମ ଗାଁର ଯଦୁଆ ମା’ ବୁଢ଼ୀ ମଲା ଯାଏଁ ‘ଛୋଟ ଗଉଣୀ, ବଡ଼ ଗଉଣୀ’ ଗୁଣି ହେଉଥିଲା। ସେ କୁଆଡ଼େ ଜୀବନ ସାରା ସବୁବେଳେ ବଡ଼ ଗଉଣୀରେ ଧାନ, ମୁଗ କିଣୁଥିଲା ଆଉ ଛୋଟ ଗଉଣୀରେ ବିକୁଥିଲା। ଆମ ଗାଁର ବୁଦ୍ଧିଆ ଲୋକେ କହୁଥିଲେ ଯଦୁଆ ମା’ର ମନରେ ଗଣ୍ଠି ପଡ଼ିଯାଇଛି। ସେଥିଲାଗି ସେ ବାରମ୍ବାର ସେଇ କଥା…
ଅଧିକ ଖବର ଦେଖନ୍ତୁ...

ବିଶୁଦ୍ଧ କଳ ପାଣି

ବାୟୁ ପ୍ରଦୂଷଣ ଦ୍ବାରା ରୁନ୍ଧି ହୋଇଯାଇଥିବା ଦିଲ୍ଲୀ ଏବେ ଆଉ ଗୋଟିଏ କାରଣରୁ ମୁହ୍ୟମାନ ହେବାକୁ ବାଧ୍ୟ। କାରଣ ‘ବ୍ୟୁରୋ ଅଫ୍ ଇଣ୍ଡିଆନ ଷ୍ଟାଣ୍ଡାର୍ଡ’ ବା ‘ବିଆଇଏସ୍‌’ ଦ୍ବାରା ଦେଶର ୨୧ଟି ବଡ଼ ସହରର କଳ ପାଣିର ବିଶୁଦ୍ଧତା ସଂପର୍କିତ ଯେଉଁ ରିପୋର୍ଟ ପ୍ରକାଶିତ ହୋଇଛି, ତା ଅନୁସାରେ…
ଅଧିକ ଖବର ଦେଖନ୍ତୁ...