ଅନୁସନ୍ଧାନ କରୁଥିବା ବର୍ଗ

ଅଭିମତ

ବାଘ ଓ ମଣିଷ

ମଧ୍ୟ ପ୍ରଦେଶ ଆଦିବାସୀ ଲୋକକଥାଟିଏ ଶୁଣନ୍ତୁ। ଜଣେ ଲୋକ ଜଙ୍ଗଲ ଭିତର ଦେଇ ଯାଉଥିବା ବେଳେ ବାଘ ହାବୁଡ଼ରେ ପଡ଼ିଲା। ଲୋକଟି ନେହୁରା ହୋଇ କହିଲା- ମୋତେ ଛାଡ଼ି ଦିଅ। ମୁଁ ବହୁତ ଅସୁବିଧାରେ ଅଛି। ମୋ ଝିଅର ବାହା ଘର ହେବାକୁ ଅଛି। ମୁଁ ତୁମକୁ କଥା ଦେଉଛି ମୋ ଜଞ୍ଜାଳ ତୁଟେଇ ତୁମ…
ଅଧିକ ଖବର ଦେଖନ୍ତୁ...

ଶ୍ରୀଚନ୍ଦନ ପରିବାରର ‘ଆଉ ବୋଉ’

ପିଲାଦିନେ ବାପଘରେ ଅଲିଅଳ ନାଁ ପବନୀ, କନକ, କେହି କେହି ପବନୀ ଅପା ଡାକୁଥିଲେ। ସେ ଥିଲେ ନିଜ ଜନ୍ମମାଟି ମାନପୁର ଗାଁର କିଶୋରୀମାନଙ୍କର ନେତ୍ରୀ, ବିଶିଷ୍ଟ ଶିଳ୍ପପତି ଲିଙ୍ଗରାଜ ପାଇକରାୟଙ୍କ ଅଲିଅଳ ଝିଆରୀ ଓ ଖ୍ୟାତନାମା ଚଳଚ୍ଚିତ୍ର ପ୍ରଯୋଜକ ଶ୍ରୀନିବାସ ପାଇକରାୟଙ୍କ ଗେହ୍ଲା ଭଉଣୀ।…
ଅଧିକ ଖବର ଦେଖନ୍ତୁ...

ଛେଳି ମାଲିକ ବନାମ ଖଣି ମାଲିକ

ତାଳଚେର ନିକଟସ୍ଥ କୌଣସି ଏକ ଗାଆଁର ଗୋଟିଏ ଛେଳି ସହ କୋଇଲା ବୋଝେଇ ଟ୍ରକର ଧକ୍କା ହେଲା। ଛେଳିଟି ମରିଗଲା। ତାର ମୃତ୍ୟୁ ଯୋଗୁଁ ସେଇ ଅଞ୍ଚଳରେ ଉତ୍ତେଜନା ଦେଖା ଦେଲା। ଦୁର୍ଘଟଣାଟି ଘଟିଥିଲା ସେପ୍ଟେମ୍ବର ୨୦୧୯ର ଶେଷ ଆଡ଼କୁ। ସେଇ ଟ୍ରକ୍‌ରେ ସେଠାକାର ଖଣିରୁ କୋଇଲା ପରିବହନ…
ଅଧିକ ଖବର ଦେଖନ୍ତୁ...

ହୃଦୟରେ ଜାଗା

ଜଣେ ଧନୀ ବ୍ୟବସାୟୀ ଥିଲେ। ତାଙ୍କ ବୃଦ୍ଧ ପିତା ତାଙ୍କ ସହିତ ରହୁଥିଲେ। ଏକ ବିରାଟ ପ୍ରାସାଦ ଭଳି ଘରେ ବୃଦ୍ଧ ପିତା ଗୋଟିଏ ମହଲାରେ ଏକୁଟିଆ ପଡ଼ି ରହିଥିଲେ। ତାଙ୍କ ସହିତ କଥା ହେବା ଲାଗି କ୍ଷଣେ ସମୟ ମଧୢ କାହାର ନ ଥିଲା। ବାପାଙ୍କ ଲାଗି ବ୍ୟବସାୟୀ ଚାକର ରଖିଦେଇଥିଲେ, କିନ୍ତୁ ବାପାଙ୍କ…
ଅଧିକ ଖବର ଦେଖନ୍ତୁ...

ଈଶ୍ୱରଙ୍କୁ ପାଇବା

ସୁଫି ସନ୍ଥ ଫିରୋଜଙ୍କୁ ଜଣେ ଯୁବକ କହିଲା- ମୁଁ ଆପଣଙ୍କ ସହିତ ରହିବାକୁ ଚାହେଁ। ମୁଁ ଶୁଣିଛି ଯେ ଆପଣ ଭଗବାନଙ୍କ ସାନ୍ନିଧୢ ପାଉଛନ୍ତି। ମୁଁ ବି ଭଗବାନଙ୍କ ପାଖାପାଖି ହେବାକୁ ଚାହେଁ। ଫିରୋଜ ତାର ଖାଇବା ପିଇବାର ବ୍ୟବସ୍ଥା କଲେ। ଯୁବକ ଫିରୋଜଙ୍କ ପାଖରେ ରହିଲା। ଫିରୋଜ ଯାହା କରନ୍ତି…
ଅଧିକ ଖବର ଦେଖନ୍ତୁ...

ଆମ ଧରାତଳର ବାସ୍ତବତା

କିଛିଦିନ ତଳେ ଘଟିଥିଲା ଏକ ହୃଦୟ ବିଦାରକ ଘଟଣା। ତାମିଲନାଡ଼ୁର ତିରୁଚିଲ୍ଲାପଲ୍ଲି ଜିଲ୍ଲା‌େର ୮୦ ଘଣ୍ଟାର ଉଦ୍ୟମ ସତ୍ତ୍ବେ ଦୁଇ ବର୍ଷ ବୟସର ସୁଜିତ୍‌ ୱିଲସନ୍‌କୁ ୯୦ ଫୁଟ ଗଭୀର ବୋରୱେଲ୍‌ ଭିତରୁ ଉଦ୍ଧାର କରାଯାଇ ପାରିଲା ନାହିଁ। ତିନି ଦିନ ଧରି ତାର କୋମଳ ପ୍ରାଣ ସେହି ଶ୍ବାସରୁଦ୍ଧକାରୀ…
ଅଧିକ ଖବର ଦେଖନ୍ତୁ...

ବାତ୍ୟାର ଭୟ

ଗଲା ଦଶ ବର୍ଷ ଭିତରେ ଉଭୟ ବଙ୍ଗୋପସାଗର ଏବଂ ଆରବ ସାଗରରେ ସୃଷ୍ଟି ହେଉଥିବା ବାତ୍ୟା‌ ଓ ଭୀଷଣ ତଥା ଅତି ଭୀଷଣ ବାତ୍ୟା ସଂଖ୍ୟାରେ ୧୧% ବୃଦ୍ଧି ଘଟିଥିବା ବେଳେ ଗଲା ପାଞ୍ଚ ବର୍ଷରେ ଏହି ବୃଦ୍ଧିର ହାର ହେଉଛି ୩୨%। ବିଶ୍ବ ଉତ୍ତପ୍ତୀକରଣ ଜନିତ ପ୍ରାକୃତିକ ଦୁର୍ବିପାକର ଏହା ହେଉଛି ଏକ ପ୍ରମାଣ…
ଅଧିକ ଖବର ଦେଖନ୍ତୁ...

ସାଧୁ ଓ ମାଙ୍କଡ଼ ନାଚ

ଥରେ ଜଣେ ସାଧୁ ଶ୍ରୀ ରାମକୃଷ୍ଣ ପରମ ହଂସଙ୍କ ନିକଟରେ ପହଞ୍ଚିଲେ। ତାଙ୍କ ସହିତ ଆସିଥିଲେ ଅ‌େନକ ଶିଷ୍ୟ। ସାଧୁଙ୍କ ପାଖରେ ଅନେକ ଅ‌େଲୗକିକ ଶକ୍ତି ଅଛି ବୋଲି ତାଙ୍କ ଚେଲାମାନେ ଦାବି କଲେ। ସାଧୁ ମଧ୍ୟ ରାମକୃଷ୍ଣଙ୍କ ଆଗରେ କିଛି ଅଲୌକିକତାର ପ୍ରଦର୍ଶନ କଲେ। ସେ ପରୋକ୍ଷରେ ଏହା ମଧ୍ୟ କହିଲେ…
ଅଧିକ ଖବର ଦେଖନ୍ତୁ...

ଶେଷରେ ମୁକ୍ତି ମିଳିଲା

ଯେଉଁ ବିବାଦଟି ଦେଶକୁ ଧର୍ମ ନାମରେ ଦୁଇ ଭାଗ କରି ରଖିଥିଲା, ୩୦ ବର୍ଷ ଧରି ଦେଶର ଧର୍ମନିରପେକ୍ଷତାର ସ୍ତମ୍ଭକୁ ଦୋହଲାଇ ଚାଲିଥିଲା, ଯାହାକୁ ନେଇ ୧୯୯୨, ୧୯୯୩ ଏବଂ ୨୦୦୨ରେ ଭୟାବହ ସାଂପ୍ରଦାୟିକ ଦଙ୍ଗା ଦେଖିବାର ଦୁର୍ଭାଗ୍ୟ ଏ ଦେଶ ସହିଥିଲା, ପରିଶେଷରେ ଦେଶର ମାନ୍ୟବର ସର୍ବୋଚ୍ଚ…
ଅଧିକ ଖବର ଦେଖନ୍ତୁ...

ଅପାତ୍ରରେ ଦାନ

ଥରେ ଜଣେ ସିଦ୍ଧ ପୁରୁଷ ଓ ତାଙ୍କ ଚେଲା ଯାଉଥିବା ବେଳେ ଜଣେ ଅସହାୟ ଦୃଷ୍ଟିହୀନ ବ୍ୟକ୍ତିକୁ ‌େଦଖିଲେ। ତାହା ଦେଖି ଚେଲା ଜଣକ ଦୟା ବିଗଳିତ ହୋଇ ସିଦ୍ଧ ପୁରୁଷଙ୍କୁ କହିଲା- ମହାତ୍ମା, ଆପଣଙ୍କର ତ ଅଲୌକିକ ଶକ୍ତି ରହିଛି। ଏହାର ଦୃଷ୍ଟି ଶକ୍ତି ଫେରାଇ ଦେବେ କି? ସିଦ୍ଧ ପୁରୁଷ କହିଲେ-…
ଅଧିକ ଖବର ଦେଖନ୍ତୁ...