ଅନୁସନ୍ଧାନ କରୁଥିବା ବର୍ଗ

ଅଭିମତ

ତିନି ମାଛ

ଗୋଟିଏ ପୋଖରୀରେ ତିନିଟି ମାଛ ଥିଲେ। ସେମାନଙ୍କ ଆକାର ବେଶ୍‌ ବଡ଼ ଥିଲା। ସେମାନଙ୍କ ଭିତରୁ ଜଣେ ଥିଲା ବୁଦ୍ଧିଆ, ଜଣେ ଅଧା ବୁଦ୍ଧିଆ ଏବ˚ ଜଣେ ନିର୍ବୁଦ୍ଧିଆ। ସେଇ ପୋଖରୀକୁ କେବେ କୌଣସି ମାଛ ଧରାଳି ଆସି ନ ଥିଲେ। ତେଣୁ ସେମାନେ ନିର୍ଭୟରେ ରହୁଥିଲେ। ଦିନେ ସେମାନେ ଦେଖିଲେ ଦୁଇ ଜଣ ମାଛ…
ଅଧିକ ଖବର ଦେଖନ୍ତୁ...

ବିଶୁଦ୍ଧ ଭଲ ଲୋକ

ଗୋଟିଏ ସହରରେ ଥିଲେ ଜଣେ ଭଲ ଲୋକ। ସେ ନିଜ ଜୀବନରେ ଜାଣତରେ କୌଣସି ପାପ କରି ନ ଥିଲେ। କେବଳ ସେତିକି ନୁହେଁ, ଦୀନଦୁଃଖୀଙ୍କୁ ସହାୟତା କରିବା ସହିତ ସେ ଦାନ ଧର୍ମ ମଧୢ କରୁଥିଲେ। ସେଇ ଭଲ ଲୋକଙ୍କ ଦିନେ ମୃତ୍ୟୁ ହୋଇଗଲା। ତତ୍‌କ୍ଷଣାତ୍‌ ଯମଦୂତମାନେ ପହଞ୍ଚି ତାଙ୍କ ଆତ୍ମାକୁ ନର୍କକୁ ନେଇ…
ଅଧିକ ଖବର ଦେଖନ୍ତୁ...

ଚାଷ ଓ ଦେଶ, ଚିଠା କୃଷି ନୀତିରେ ଚାଷୀ ଆୟ ବୃଦ୍ଧି ପ୍ରସଙ୍ଗ

ଓଡ଼ିଶା ରାଜ୍ୟ ସରକାର ନୂତନ କୃଷିନୀତି ୨୦୧୯ ପ୍ରଣୟନ କରିବାର ସିଦ୍ଧାନ୍ତ ନେଇ ଚିଠା ପ୍ରସ୍ତୁତ କରି ସର୍ବସାଧାରଣଙ୍କର ମତାମତ ଚାହିଁଛନ୍ତି। ରାଜ୍ୟର ଏହି କୃଷିନୀତି ହେବ ଚତୁର୍ଥ କୃଷିନୀତି। ପୂର୍ବରୁ ୧୯୯୬, ୨୦୦୮ ଓ ୨୦୧୩ରେ ତିନିଟି କୃଷିନୀତି ଆସିଥିଲା। ଏବେ ଆସନ୍ତୁ ଏହି ଚିଠା ନୀତି ଉପରେ…
ଅଧିକ ଖବର ଦେଖନ୍ତୁ...

ପ୍ରଥମ ଓଡ଼ିଆ ଅଭିଧାନର ଜନକ : ପଣ୍ଡିତ ଗୋପୀନାଥ ନନ୍ଦଶର୍ମା

୧୮୯୬ ମସିହାରେ ଓଡ଼ିଆ କଲେଜ ଖଣ୍ଡ ବିଖଣ୍ଡିତ ଓଡିଶାରେ ମାତ୍ର ଥିଲା ତିନି ଗୋଟି । ମାଡ୍ରାସ ପ୍ରେସିଡେନ୍ସି ଅଧୀନରେ ଥିଲା ରାଜାସ୍ କଲେଜ। ସେତେବେଳେ ଏଫ୍.ଏ ଖସଡ଼ାରେ ଥିଲା “ଜାନକୀ ପରିଣୟ”। ଓଡ଼ିଆ ଭାଷାରେ ଅନୁବାଦିତ ନ ହୋଇଥିବା ଯୋଗୁଁ ପିଲେ ଅନ୍ୟ ପୁସ୍ତକ ପଢୁଥିଲେ। ଦିନେ କ୍ଳାସ ସାରି…
ଅଧିକ ଖବର ଦେଖନ୍ତୁ...

ମୋ ବୟସ ଛଅ ବର୍ଷ

ଥରେ ସୁଫି ସନ୍ଥ ଫରିଦ କେଉଁ ଆଡ଼େ ଯାଉଥିବା ବେଳେ ତାଙ୍କର ଦେଖା ହେଲା ଜଣେ ବୃଦ୍ଧଙ୍କ ସହିତ। ପକ୍ବକେଶୀ ବୃଦ୍ଧଙ୍କୁ କଥା ଛଳରେ ଫରିଦ ପଚାରିଲେ- ଆପଣଙ୍କର ବୟସ କେତେ? ବୃଦ୍ଧ ଉତ୍ତର ଦେଲେ- ଛଅ ବର୍ଷ। ଆଶ୍ଚର୍ଯ୍ୟ ହେଲେ ଫରିଦ। ସେ ପଚାରିଲେ- କ୍ଷମା କରିବେ, ଆପଣ ଯେମିତି ଦେଖାଯାଉଛନ୍ତି…
ଅଧିକ ଖବର ଦେଖନ୍ତୁ...

ଧାରା ୩୭୦ ଉଚ୍ଛେଦର ନ୍ୟାୟିକ ଦିଗ

ଧାରା ୩୭୦କୁ ଉଚ୍ଛେଦ କରି କଶ୍ମୀରକୁ ଦୁଇ ଭାଗରେ ବିଭକ୍ତ କରାଯାଇ ଦୁଇଟି କେନ୍ଦ୍ର ଶାସିତ ଅ˚ଚଳ କରି ଦିଆଯିବାକୁ ଅନେକେ ଆଇନ ଓ ସାମ୍ବିଧାନିକ ବିଧି ବ୍ୟବସ୍ଥାର ଉଲ୍ଲ˚ଘନ ବୋଲି କହିଛନ୍ତି। ଇତି ମଧ୍ୟରେ ଏହା ବିରୋଧରେ ନେସନାଲ କନଫରେନ୍‌ସ ଦଳ ସମେତ ଏକାଧିକ ବ୍ୟକ୍ତିବିଶେଷ ସୁପ୍ରିମ…
ଅଧିକ ଖବର ଦେଖନ୍ତୁ...

ଈଶ୍ବରଙ୍କ ଗଢ଼ା ବନ୍ଦୀଶାଳା

ଆରବ ଦେଶର ରାଜା ଥିଲେ ମହା ଅତ୍ୟାଚାରୀ। ସେ ଥରେ ତାଙ୍କର ସବୁଠାରୁ ଶ୍ରେଷ୍ଠ କାରିଗରଙ୍କୁ ଡାକି ଏଭଳି ଏକ ବନ୍ଦୀଶାଳା ନିର୍ମାଣ କରିବାକୁ ଆଜ୍ଞା ଦେଲେ ଯେଉଁ ବନ୍ଦୀଶାଳାରେ ଥରେ ପଶିଲେ ବାହାରିବାର ବାଟ ନ ଥିବ। କାରିଗର ସେଭଳି ଏକ ବନ୍ଦୀଶାଳା ନିର୍ମାଣ କଲେ। ନିର୍ମାଣ କାର୍ଯ୍ୟ ସରିବା ପରେ…
ଅଧିକ ଖବର ଦେଖନ୍ତୁ...

ମୋଦୀଙ୍କ ସଙ୍କେତ

ବହୁ ବିବାଦୀୟ ତିନି ତଲାକ୍ ବିଲ୍ ଏବଂ ଜମ୍ମୁ-କଶ୍ମୀର ପୁନଃଗଠନ ବିଲ୍ ସଂସଦରେ ପାରିତ ହେବା ପରେ ଏବେ ସମୁଦାୟ ଦେଶବାସୀଙ୍କର ଯେଉଁ ପ୍ରସଙ୍ଗ ଉପରେ ନଜର ରହିଛି, ତାହା ହେଉଛି ୟୁନିଫର୍ମ ସିଭିଲ୍ କୋଡ୍ ବା ସମାନ ଆଚାର ସଂହିତା । ମୁଖ୍ୟତଃ ତିନିଟି ପ୍ରସଙ୍ଗ ଆଧାରରେ ବିଜେପି ନିଜର ରାଜନୈତିକ…
ଅଧିକ ଖବର ଦେଖନ୍ତୁ...

ଟ୍ରମ୍ପ ମାହାତ୍ମ୍ୟ

ଏଠିକା ନିୟମ ଅନୁସାରେ ରାଷ୍ଟ୍ରପତିଙ୍କ ବିରୋଧରେ ଅଭିଯୋଗ କୌଣସି ଅଦାଲତରେ ହୋଇ ପାରିବ ନାହିଁ! ଯଦି ରାଷ୍ଟ୍ରପତିଙ୍କ କୌଣସି କାର୍ଯ୍ୟ ଅପରାଧଜନକ ବୋଲି ଅନୁଭୂତ ହୁଏ, ତେବେ ଲୋକ ପ୍ରତିନିଧିମାନେ (ଦୁଇ ବର୍ଷ ପାଇଁ ନିର୍ବାଚିତ) ଅଭିଯୋଗ ସାବ୍ୟସ୍ତ କରି ସିନେଟ୍‌କୁ (ଏହାର ସଭ୍ୟମାନେ ଛଅ ବର୍ଷ…
ଅଧିକ ଖବର ଦେଖନ୍ତୁ...

ସନ୍ନ୍ୟାସ ଲାଗି ପ୍ରସ୍ତୁତି

ମହାବୀର ଜୈନ କେମିତି ସନ୍ନ୍ୟାସୀ ହେଲେ, ସେ ନେଇ ରୋଚକ କାହାଣୀ ରହିଛି। ପିଲାଟି ଦିନରୁ ସ˚ସାର ପ୍ରତି ବୀତସ୍ପୃହ ଥିବା ମହାବୀର ଯୁବକ ଅବସ୍ଥାରେ ସନ୍ନ୍ୟାସୀ ହେବା ଲାଗି ସ୍ଥିର କରି ମାତାଙ୍କ ଅନୁମତି ଲାଗି ଆସିଲେ। ମାତା ଏହା ଶୁଣି ମ୍ରିୟମାଣ ହୋଇ ବିଳାପ କରି କହିଲେ- ବାବୁରେ ତୁ ଯଦି…
ଅଧିକ ଖବର ଦେଖନ୍ତୁ...