ଅନୁସନ୍ଧାନ କରୁଥିବା ବର୍ଗ

ରାଜନୀତି

ଆରକେ ନଗର ଉପନିର୍ବାଚନ ଆଜି: ଜୟାଙ୍କ ହସ୍ପିଟାଲ ଭିଡିଓ ଜାରି

ଚେନ୍ନାଇ: ତାମିଲନାଡ଼ୁର ବହୁଚର୍ଚ୍ଚିତ ଆରକେ ନଗର ଉପନିର୍ବାଚନ ଆସନ୍ତାକାଲି ଅନୁଷ୍ଠିତ ହେବ। ଗତବର୍ଷ ଡିସେମ୍ବରରେ ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ମୃତ୍ୟୁପରେ ଉକ୍ତ ଆସନଟି ଫାଙ୍କା ପଡ଼ିଥିଲା। ତେବେ ନିର୍ବାଚନର ଦିନକ ପୂର୍ବରୁ ଆଜି ଜୟଲଳିତା ଆପୋଲୋ ହସ୍ପିଟାଲ୍‌ରେ…
ଅଧିକ ଖବର ଦେଖନ୍ତୁ...

ନବୀନ ନିବାସରେ ବିଜେପୁର ମନ୍ତ୍ରଣା

ଭୁବନେଶ୍ୱର : ଯେ କୌଣସି ମୁହୂର୍ତରେ ବିଜେପୁର ଉପନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇପାରେ। ଏହାକୁ ଦୃଷ୍ଟିରେ ରଖି ବିଜେଡିରେ ଜୋରଦାର କସରତ ଆରମ୍ଭ ହୋଇଛି। ଜିଲ୍ଲାଓ୍ଵାରୀ ଚାଲିଥିବା ବୈଠକରେ ଆଜି ବିଜେପୁର ସଂପର୍କରେ ଆଲୋଚନା ହୋଇଥିଲା। ଏହା ସହିତ ଜିଲ୍ଲାର ଅନ୍ୟ ନିର୍ବାଚନମଣ୍ଡଳୀରେ…
ଅଧିକ ଖବର ଦେଖନ୍ତୁ...

ଜୟଲଳିତା ହସ୍‌ପିଟାଲ୍‌ରେ ଥିବା ବେଳର ଭିଡିଓ ରିଲିଜ୍‌ କଲା ଦିନାକରନ୍ କ୍ୟାମ୍ପ୍‌

ଚେନ୍ନାଇ: ଆର୍‌ କେ ନଗର ଉପନିର୍ବାଚନ ଅବ୍ୟବହିତ ପୂର୍ବରୁ ଟିଟିଭି ଦିନାକରନ୍ କ୍ୟାମ୍ପ୍‌ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତା ହସ୍‌ପିଟାଲ୍‌ ବେଡ୍‌ରେ ଥିବା ଏକ ଭିଡିଓ ରିଲିଜ୍‌ କରିଛି। ଭିଡିଓରେ ଜୟଲଳିତା ନାଇଟ୍‌ ଡ୍ରେସ୍‌ ପିନ୍ଧି ଜୁସ୍‌ ପିଇବା ସହ ଟିଭି ଦେଖୁଥିବାର…
ଅଧିକ ଖବର ଦେଖନ୍ତୁ...

ସ୍ମୃତି ହେବେ ଗୁଜୁରାଟ ମୁଖ୍ୟମନ୍ତ୍ରୀ! ଦୌଡ଼ରେ ଆଗରେ ଅଛନ୍ତି ସେ 

ଅହମ୍ମଦାବାଦ: ଗୁଜୁରାଟ ବିଧାନସଭା ନିର୍ବାଚନରେ ସଂଖ୍ୟା ଗରିଷ୍ଠତା ହାସଲ କରିବା ପରେ ଏବେ ଗୁଜୁରାଟରେ ବିଜେପି ପକ୍ଷରୁ କିଏ ମୁଖ୍ୟମନ୍ତ୍ରୀ ଆସନ ଅଳଂକୃତ କରିବ, ତାକୁ ନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି। ତେବେ, ମୋଦିଙ୍କ ‘ଗୁଡ୍‌ ବୁକ୍‌’ରେ ଥିବା କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ…
ଅଧିକ ଖବର ଦେଖନ୍ତୁ...

କେଉଁ ୨୭ଟି ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ରାହୁଲଙ୍କୁ ମିଳିଲା ୭୭ଟି ଆସନ !

ଅହମ୍ମଦାବାଦ୍‌: କଂଗ୍ରେସର ନୂଆ ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧି ଗୁଜୁରାଟ ବିଧାନସଭା ନିର୍ବାଚନ ଫଳାଫଳକୁ ନେଇ ସନ୍ତୋଷ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି, ଯଦିଓ କଂଗ୍ରେସ ପରାଜୟ ବରଣ କରିଛି, ତଥାପି ପ୍ରଦର୍ଶନ ସନ୍ତୋଷଜନକ । ୨୦୧୨ ବିଧାନସଭା ନିର୍ବାଚନରେ କଂଗ୍ରେସ ୬୧ଟି ଆସନ ପାଇଥିବା ବେଳେ…
ଅଧିକ ଖବର ଦେଖନ୍ତୁ...

ଗୁଜରାଟ ନିର୍ବାଚନ ଫଳାଫଳ ବିଜେପିକୁ ଶକ୍ତ ଝଟ୍‌କା- ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଗୁଜରାଟ୍‌ ନର୍ବାଚନ ଫଳାଫଳ ଅହଂକାରରେ ବୁଡ଼ିଥିବା ଭାରତୀୟ ଜନତା ପାର୍ଟିକୁ ଏକ ବଡ଼ ଝଟକା ଦେଇଛି ବୋଲି କଂଗ୍ରେସ ଅକ୍ଷ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି। ବିଜେପିର ରାଜନୈତିକ ପ୍ରଚାର ସର୍ବସ୍ୱ ରାଜନୀତି ଯେ ଆଉ ଲୋକଙ୍କ ପାଖରେ ଚଳିବ ନାହିଁ ,ଗୁଜରାଟ ନିର୍ବାଚନ ଏହି ସଙ୍କେତ ଦେଇଛି…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶା ରାଜନୀତି : ଖୁସି କମ୍‌, ଆହ୍ଵାନ ବେଶି

ଭୁବନେଶ୍ୱର : ଗୁଜରାଟ ନିର୍ବାଚନ ଫଳାଫଳ ସମଗ୍ର ଦେଶର ରାଜନୀତିରେ ଆଜି କମ୍ପନ ସୃଷ୍ଟି କରିଛି। ଏମିତି ଯେ ବିଜେପି ଶିବିର ଓ ସପକ୍ଷବାଦୀ ଖୁସି ମନାଉଛନ୍ତି। ବିରୋଧୀ ଶିବିର ବା କଂଗ୍ରେସ ସପକ୍ଷବାଦୀ ବି ଦୁଃଖୀ ନୁହନ୍ତି। ବିଜେପି ଓ କଂଗ୍ରେସ ଠାରୁ ଯଥାସମ୍ଭବ ଦୂରରେ ଥିବା ବିଭିନ୍ନ ଆଞ୍ଚଳିକ…
ଅଧିକ ଖବର ଦେଖନ୍ତୁ...

ହିମାଚଳରେ ହାରିଲେ ଧୁମଲ

ସିମଳା : ହିମାଚଳପ୍ରଦେଶ ନିର୍ବାଚନରେ ବିଜେପି ଦୁଇ ତୃତୀୟାଂଶ ଆସନ ଦଖଲ କରିଥିଲେ ହେଁ ଦଳକୁ ଭିନ୍ନ ଝଟ୍‌କା ଲାଗିଛି। ସୁଜନପୁର ଆସନରୁ ଲଢ଼ୁଥିବା ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପ୍ରେମକୁମାର ଧୁମଲ କଂଗ୍ରେସ ପ୍ରାର୍ଥୀ ରାଜିନ୍ଦର ରାଣାଙ୍କ ଠାରୁ ହାରିଯାଇଛନ୍ତି। ଦୁଇ ଦୁଇ ଥର ମୁଖ୍ୟମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ଗୁଜରାଟ ବିଧାନସଭା ନିର୍ବାଚନ

ସୁରତରେ ‘ଓଡ଼ିଆ’ ପ୍ରାର୍ଥୀ ହାରିଲେ ବ୍ରହ୍ମପୁର : ଏଥର ଗୁଜରାଟ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଓଡ଼ିଶା ବାସିନ୍ଦା ଅଶୋକ କୋଠାରା ପରାଜୟ ବରଣ କରିଛନ୍ତି। ଅଶୋକ ମାରଓ୍ଵାଡି ସଂପ୍ରଦାୟର ଓ ତାଙ୍କ ପରିବାର କେନ୍ଦ୍ରାପଡ଼ା ଜିଲ୍ଲାରେ ରହୁଥିଲେ। ଓଡ଼ିଆବହୁଳ ସୁରତର ମଜୁରା…
ଅଧିକ ଖବର ଦେଖନ୍ତୁ...

ଗୁଜରାଟରେ ଶାସନ ଜାରି ରଖିବ ବିଜେପି, କିଏ ହେବ ମୁଖ୍ୟମନ୍ତ୍ରୀ?

ଅହମଦାବାଦ: ଗୁଜରାଟ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିକୁ ବିପୁଳ ବିଜୟ ମିଳିଛି। ୧୮୨ଟି ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନରେ ବିଜେପିକୁ ବହୁ ସମର୍ଥନ ମିଳିଛି। କଂଗ୍ରେସ ଗୁଜରାଟ ସିଂହାସନ ପାଇବାକୁ ଯେତେ ଉଦ୍ୟମ କରିଥିଲେ ମଧ୍ୟ ଆଶା ପୂରଣ ହୋଇପାରି ନାହିଁ। ଗୁଜରାଟରେ…
ଅଧିକ ଖବର ଦେଖନ୍ତୁ...