ଅନୁସନ୍ଧାନ କରୁଥିବା ବର୍ଗ

ରାଜନୀତି

ବଡ଼ଚଣା ମିଶ୍ରଣ ପର୍ବରେ କେଁ : ଭୂତଗାଡ଼ି ଅଭିଯୁକ୍ତ ଦିଲ୍ଲୀପଙ୍କୁ ନେଇ ଚର୍ଚ୍ଚା

ଯାଜପୁର : ବଡ଼ଚଣା ନିର୍ବାଚନମଣ୍ଡଳୀର କିଛି ବିଜେପି ଓ କଂଗ୍ରେସ ନେତା ଆଜି ବିଜେଡିରେ ଯୋଗ ଦେଇଛନ୍ତି। ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏମାନଙ୍କ ଯୋଗଦାନ ସଂପର୍କରେ ଘୋଷଣା କରାଯାଇଥିଲା। ବିଜେଡି ପ୍ରତି ଆସ୍ଥା ପ୍ରକଟ କରି ଦଳରେ ଯୋଗଦେଇଥିବା ନେତାଙ୍କୁ ରାଜ୍ୟ…
ଅଧିକ ଖବର ଦେଖନ୍ତୁ...

ମାକଡୋନାଲ୍ଡ ମାଲିକ ପୂର୍ବରୁ ଢାବା ଚଳାଉଥିଲେ, କୋକାକୋଲା ମାଲିକ ଲେମ୍ବୁପାଣି ବିକୁଥିଲେ : ରାହୁଲ ଗାନ୍ଧି

ନୂଆଦିଲ୍ଲୀ : ରାହୁଲ ଗାନ୍ଧି ଅନେକ ସମୟରେ ନିଜର ମଜାଳିଆ ଭାଷଣ ପାଇଁ ଚର୍ଚ୍ଚାରେ ରୁହନ୍ତି । ଅବଶ୍ୟ ଏହା ଭିନ୍ନ କଥା ଯେ ତାଙ୍କ ଅଧିକାଂଶ ଭାଷଣକୁ ଲୋକମାନେ ମଜାର ସହ ନିଅନ୍ତି । ଆଜି ପୁଣି ସେ ଏପରି ଏକ ଭାଷଣ ଦେଇଛନ୍ତି ଯେ ତାହା ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି । ଆଜି ଦିଲ୍ଲୀରେ…
ଅଧିକ ଖବର ଦେଖନ୍ତୁ...

ଭୋଜି ରାଜନୀତି : ରାହୁଲ୍‌ଙ୍କ ଇଫ୍‌ତାର ପାର୍ଟିକୁ ପ୍ରଣବ ଦା’ଙ୍କୁ ନା! କେଜ୍ରିଓ୍ଵାଲ୍‌ଙ୍କୁ ବି ଡକାହେବନି!

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ତଥା କଂଗ୍ରେସର ବର୍ଷିଆନ୍‌ ନେତା ପ୍ରଣବ ମୁଖାର୍ଜୀ ଏବେ ଦଳ ପାଇଁ ଅଛୁଆଁ। ସେ ନାଗପୁରରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘରବାର୍ଷିକ ଅଧିବେଶନରେବକ୍ତା ଭାବେ ଯୋଗଦେବାପରେ କଂଗ୍ରେସ ପାଇଁ ଅଲୋଡ଼ା ହୋଇପଡ଼ିଛନ୍ତି। ଦୀର୍ଘ ୨ ବର୍ଷ ପରେ କଂଗ୍ରେସ ପକ୍ଷରୁ ଆସନ୍ତା…
ଅଧିକ ଖବର ଦେଖନ୍ତୁ...

ପ୍ରଣବ ମୁଖାର୍ଜୀ-ପୁଅ ଅଭିଜିତଙ୍କ ଭିତରେ ଫାଟ, ଆର୍‌ ଏସ୍‌ ଏସ୍‌ର ନାଗପୁର ମୁଖ୍ୟାଳୟରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ…

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର୍‌ ଏସ୍‌ ଏସ୍‌)ର ନାଗପୁର ମୁଖ୍ୟାଳୟକୁ ଯାଇ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ସ୍ୱୟଂସେବକମାନଙ୍କୁ ସମ୍ବୋଧନ କରିବା ପ୍ରସଙ୍ଗ କେବଳ କଂଗ୍ରେସ ଦଳରେ ଅସନ୍ତୋଷ ଦେଖା ଦେଇଛି, ତା’ନୁହେଁ ତାଙ୍କ ନିଜ ପରିବାର ଭିତରେ ବି ତୀବ୍ର ପ୍ରତିକ୍ରିୟା…
ଅଧିକ ଖବର ଦେଖନ୍ତୁ...

ଏକ ବ୍ୟକ୍ତି, ଏକ ପଦବିକୁ ସୁରଙ୍କ ନାପସନ୍ଦ

ଭୁବନେଶ୍ୱର : କଂଗ୍ରେସରେ ‘ଏକ ବ୍ୟକ୍ତି, ଏକ ପଦବି’ ନୀତିକୁ ନାପସନ୍ଦ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ସଭାପତି ସୁରେଶ ରାଉତରାୟ। ଜିଲ୍ଲା ସଭାପତିମାନେ ନିର୍ବାଚନରେ ଲଢ଼ିବେ ନାହିଁ ବୋଲି ହେଉଥିବା ଚର୍ଚ୍ଚାକୁ ସେ ବିରୋଧ କରିଛନ୍ତି। ଶ୍ରୀ ରାଉତରାୟ ଆଜି…
ଅଧିକ ଖବର ଦେଖନ୍ତୁ...

ମହାନଦୀ ପ୍ରସଙ୍ଗରେ ସୌମ୍ୟରଂଜନ କହିଲେ- ଧର୍ମେନ୍ଦ୍ରଙ୍କ କଥାରେ ଆନ୍ତରିକତା ନାହିଁ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗରେ ରାଜ୍ୟସଭା ସାଂସଦ ସୌମ୍ୟରଂଜନ ପଟ୍ଟନାୟକ କହିଛନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କଥାରେ ଆନ୍ତରିକତା ନାହିଁ। ଯଦି ପ୍ରକୃତରେ ତାଙ୍କର ଆନ୍ତରିକତା ଅଛି, ତା ହେଲେ ଜଣେ କେନ୍ଦ୍ର ମନ୍ତ୍ରୀ ଭାବରେ କେନ୍ଦ୍ରରେ ଚାପ ସୃଷ୍ଟି କରନ୍ତୁ।…
ଅଧିକ ଖବର ଦେଖନ୍ତୁ...

ବିଜେପିରେ ମିଶ୍ରଣ ପର୍ବ : ଅବସରପ୍ରାପ୍ତ ଆଇଏଏସ୍‌ ଅଶୋକ ତ୍ରିପାଠୀ ଯୋଗ ଦେଲେ

ଭୁବନେଶ୍ୱର : ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆଜି ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ତଥା ପୂର୍ବତନ ରାଜସ୍ୱ ପର୍ଷଦ ସଦସ୍ୟ ଅଶୋକ କୁମାର ତ୍ରିପାଠୀଙ୍କ ସମେତ ଭୁବନେଶ୍ୱର ଓ କଟକ ଜିଲ୍ଲା ବଡ଼ମ୍ବା ଅଞ୍ଚଳର ରାଜନୈତିକ ବ୍ୟକ୍ତି, ବରିଷ୍ଠ ନାଗରିକ ଓ…
ଅଧିକ ଖବର ଦେଖନ୍ତୁ...

ପିସିସି ଶୈଳୀରେ ଜିଲ୍ଲା କଂଗ୍ରେସ ସଭାପତି, କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ/ଭୁବନେଶ୍ୱର : ଆଜି ନୂଆଦିଲ୍ଲୀରେ ଓଡ଼ିଶାରେ କଂଗ୍ରେସ ଦଳର ସାଂଗଠନିକ ସ୍ଥିତି ଓ ଆଗାମୀ ଦିନର କାର୍ଯ୍ୟକ୍ରମ ସଂପର୍କରେ ଏଆଇସିସି ସଭାପତି ରାହୁଲ ଗାନ୍ଧୀ ଓ ରାଜ୍ୟ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଟିମ୍‌ ମଧ୍ୟରେ ମାରାଥନ୍‌ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ…
ଅଧିକ ଖବର ଦେଖନ୍ତୁ...

ଯୁବ ବିଜେଡିର ରାୟଗଡ଼ା ଜିଲ୍ଲା କମିଟି ପୁନର୍ଗଠିତ

ଭୁବନେଶ୍ୱର : ବିଜୁ ଯୁବ ଜନତା ଦଳର ରାୟଗଡ଼ା ଜିଲ୍ଲା ସଂଗଠନକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଜିଲ୍ଲା କମିଟିର ପୁନର୍ଗଠନ କରାଯାଇଛି। ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ କମିଟି ଗଠନ କରାଯାଇଛି ବୋଲି ଦଳର ସାଧାରଣ ସମ୍ପାଦକ(ଯୁବ ବ୍ୟାପାର) ସଞ୍ଜୟ କୁମାର ଦାସବର୍ମା ସୂଚନା…
ଅଧିକ ଖବର ଦେଖନ୍ତୁ...

ଏଆଇସିସି ଦ୍ୱାରା ରାଜ୍ୟର ଜିଲ୍ଲା ସଭାପତି ଓ କାର୍ଯ୍ୟକାରୀ ସଭାପତିଙ୍କୁ ନିଯୁକ୍ତି

ନୂଆଦିଲ୍ଲୀ: ଅଖିଳ ଭାରତୀୟ କଂଗ୍ରେସ କମିଟି ଶନିବାର ଓଡ଼ିଶାର ବିଭିନ୍ନ ଜିଲ୍ଲା ପାଇଁ ସଭାପତି ଓ କାର୍ଯ୍ୟକାରୀ ସଭାପତି ପଦ ଘୋଷଣା କରିଛି। ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରାଜ୍ୟର ସମସ୍ତ ଜିଲ୍ଲାରେ ସଭାପତି ଓ କାର୍ଯ୍ୟକାରୀ ସଭାପତିମାନଙ୍କୁ ନିଯୁକ୍ତି…
ଅଧିକ ଖବର ଦେଖନ୍ତୁ...