ଅନୁସନ୍ଧାନ କରୁଥିବା ବର୍ଗ

ରାଜନୀତି

ବିଜେଡିର ଏସ୍‌ଟି ସାମୁଖ୍ୟ ଗଠିତ, ଉପସଭାପତି ଭାବେ ବଳଭଦ୍ର ମାଝି ଓ ଝିନ୍ନ ହିକକା ନିଯୁକ୍ତ

ଭୁବନେଶ୍ୱର: ବିଜୁ ଜନତା ଦଳର ଏସ୍‌ଟି ସାମୁଖ୍ୟ ବୁଧବାର ଗଠିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଏହା ଗଠିତ ହୋଇଛି। ଏଥିରେ ସୁଦାମ ମାରାଣ୍ଡିଙ୍କୁ ଆବାହକ ଭାବେ ନିଯୁକ୍ତି ମିଳିଛି। ସେହିପରି ଉପସଭାପତି ଭାବେ ବଳଭଦ୍ର ମାଝି ଓ ଝିନ୍ନ ହିକକାଙ୍କୁ ନିଯୁକ୍ତ କରାଯାଇଛି। ଏତଦ୍‌…
ଅଧିକ ଖବର ଦେଖନ୍ତୁ...

ଜୟନଗର ନିର୍ବାଚନରେ କଂଗ୍ରେସ ବିଜୟୀ, କର୍ଣ୍ଣାଟକରେ ଦଳର ବିଧାୟକ ସଂଖ୍ୟା ୮୦ ଛୁଇଁଲା

ବାଙ୍ଗାଲୁରୁ : ବାଙ୍ଗାଲୁରୁର ଜୟନଗର ବିଧାନସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ସୋମ୍ୟା ରେଡ୍ଡୀ ବିଜୟୀ ହୋଇଛନ୍ତି । ସେ ବିଜେପି ପ୍ରାର୍ଥୀ  ବିଏନ ପ୍ରହଲ୍ଲାଦଙ୍କୁ ୨୮୦୦ ଭୋଟରେ ପରାସ୍ତ କରିଛନ୍ତି । ଏହି ବିଧାନସଭା ଆସନ ପାଇଁ ଗତ ୧୧ ତାରିଖରେ ଭୋଟଗ୍ରହଣ ହୋଇଥିଲା । ଏହା ଫଳରେ କର୍ଣ୍ଣାଟକ…
ଅଧିକ ଖବର ଦେଖନ୍ତୁ...

ବାଜପାୟୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି; ସଂପୂର୍ଣ୍ଣ ସୁସ୍ଥ ହେବା ପରେ ଘରକୁ ଫେରିବେ : ଏମ୍ସ

ନୂଆଦିଲ୍ଲୀ : ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେଉଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ଆସିଛି । ଗତ ୪୮ ଘଣ୍ଟାର ଚିକିତ୍ସା ଭିତରେ ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିଛି। ଆଉ କିଛି ଦିନ ଭିତରେ ସେ ସଂପୂର୍ଣ୍ଣ ସ୍ୱାସ୍ଥ୍ୟ ହୋଇଯିବେ ବୋଲି ଏମ୍ସ…
ଅଧିକ ଖବର ଦେଖନ୍ତୁ...

ବିଜୟଙ୍କ ମନ୍ତବ୍ୟ ନେଇ ଅଡୁଆରେ ବିଜେପି

ଭୁବନେଶ୍ୱର: ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ ନେଇ ବିଜେପି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ସାରା ରାଜ୍ୟରେ ଆନ୍ଦୋଳନ ଜାରି ରଖିଛି। ଏହା କିନ୍ତୁ ସରକାରଙ୍କୁ ଆଘାତ ଦେବା ବଦଳରେ ନିଜ ଦଳ ପାଇଁ ବୁମେରାଂ ପାଲଟିଛି। ଆଉ କେହି ନୁହେଁ, ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ରାଜ୍ୟ…
ଅଧିକ ଖବର ଦେଖନ୍ତୁ...

‘ଯୋଗୀ ରାଜ୍‌’ରେ କେନ୍ଦ୍ର ମନ୍ତ୍ରୀ ବି ସୁରକ୍ଷିତ ନୁହେଁ; ଅସାମାଜିକ ଯୁବକଙ୍କର ଅଶାଳୀନ ବ୍ୟବହାରର ଶିକାର ହେଲେ…

ବାରାଣାସୀ (ଉତ୍ତରପ୍ରଦେଶ): ‘ଯୋଗୀ ରାଜ୍‌’ରେ ଉତ୍ତରପ୍ରଦେଶ ଆଉ ମହିଳାମାନଙ୍କ ପାଇଁ ଆଦୌ ସୁରକ୍ଷିତ ହୋଇ ରହିନାହିଁ। ଖୋଦ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ବାଚନ ମଣ୍ଡଳୀ ବାରାଣାସୀରେ ଗତ ସୋମବାର ରାତିରେକିଛି ଅସାମାଜିକ ଯୁବକଙ୍କର ଅଶାଳୀନ ବ୍ୟବହାର (ଇଭ୍‌ଟିଜିଙ୍ଗ୍‌)ର ଶିକାର…
ଅଧିକ ଖବର ଦେଖନ୍ତୁ...

ଭକ୍ତ କହିଲେ, ଜଣେ ବ୍ୟକ୍ତି, ଗୋଟିଏ ପଦବି ନେଇ ବିବାଦ ନାହିଁ

ଭୁବନେଶ୍ୱର : ନୂଆଦିଲ୍ଲୀରେ କଂଗ୍ରେସ ସୁପି୍ରମୋ ରାହୁଲ ଗାନ୍ଧୀଙ୍କ ଅନୁମୋଦନ କ୍ରମେ ରାଜ୍ୟ କଂଗ୍ରେସର ବିଭିନ୍ନ ସାଂଗଠାନିକ ଜିଲ୍ଲା କମିଟି(ଡିସିସି)ର ସଭାପତି ପରିବର୍ତନ ହେବା ସହିତ ଅନେକ କମିଟିରେ ନୂଆ କରି କାର୍ଯ୍ୟକାରୀ ସଭାପତିଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି। ଦଳରେ କିଛି ନେତା ‘ଜଣେ…
ଅଧିକ ଖବର ଦେଖନ୍ତୁ...

ବଡ଼ଚଣା ମିଶ୍ରଣ ପର୍ବରେ କେଁ : ଭୂତଗାଡ଼ି ଅଭିଯୁକ୍ତ ଦିଲ୍ଲୀପଙ୍କୁ ନେଇ ଚର୍ଚ୍ଚା

ଯାଜପୁର : ବଡ଼ଚଣା ନିର୍ବାଚନମଣ୍ଡଳୀର କିଛି ବିଜେପି ଓ କଂଗ୍ରେସ ନେତା ଆଜି ବିଜେଡିରେ ଯୋଗ ଦେଇଛନ୍ତି। ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏମାନଙ୍କ ଯୋଗଦାନ ସଂପର୍କରେ ଘୋଷଣା କରାଯାଇଥିଲା। ବିଜେଡି ପ୍ରତି ଆସ୍ଥା ପ୍ରକଟ କରି ଦଳରେ ଯୋଗଦେଇଥିବା ନେତାଙ୍କୁ ରାଜ୍ୟ…
ଅଧିକ ଖବର ଦେଖନ୍ତୁ...

ମାକଡୋନାଲ୍ଡ ମାଲିକ ପୂର୍ବରୁ ଢାବା ଚଳାଉଥିଲେ, କୋକାକୋଲା ମାଲିକ ଲେମ୍ବୁପାଣି ବିକୁଥିଲେ : ରାହୁଲ ଗାନ୍ଧି

ନୂଆଦିଲ୍ଲୀ : ରାହୁଲ ଗାନ୍ଧି ଅନେକ ସମୟରେ ନିଜର ମଜାଳିଆ ଭାଷଣ ପାଇଁ ଚର୍ଚ୍ଚାରେ ରୁହନ୍ତି । ଅବଶ୍ୟ ଏହା ଭିନ୍ନ କଥା ଯେ ତାଙ୍କ ଅଧିକାଂଶ ଭାଷଣକୁ ଲୋକମାନେ ମଜାର ସହ ନିଅନ୍ତି । ଆଜି ପୁଣି ସେ ଏପରି ଏକ ଭାଷଣ ଦେଇଛନ୍ତି ଯେ ତାହା ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି । ଆଜି ଦିଲ୍ଲୀରେ…
ଅଧିକ ଖବର ଦେଖନ୍ତୁ...

ଭୋଜି ରାଜନୀତି : ରାହୁଲ୍‌ଙ୍କ ଇଫ୍‌ତାର ପାର୍ଟିକୁ ପ୍ରଣବ ଦା’ଙ୍କୁ ନା! କେଜ୍ରିଓ୍ଵାଲ୍‌ଙ୍କୁ ବି ଡକାହେବନି!

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ତଥା କଂଗ୍ରେସର ବର୍ଷିଆନ୍‌ ନେତା ପ୍ରଣବ ମୁଖାର୍ଜୀ ଏବେ ଦଳ ପାଇଁ ଅଛୁଆଁ। ସେ ନାଗପୁରରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘରବାର୍ଷିକ ଅଧିବେଶନରେବକ୍ତା ଭାବେ ଯୋଗଦେବାପରେ କଂଗ୍ରେସ ପାଇଁ ଅଲୋଡ଼ା ହୋଇପଡ଼ିଛନ୍ତି। ଦୀର୍ଘ ୨ ବର୍ଷ ପରେ କଂଗ୍ରେସ ପକ୍ଷରୁ ଆସନ୍ତା…
ଅଧିକ ଖବର ଦେଖନ୍ତୁ...

ପ୍ରଣବ ମୁଖାର୍ଜୀ-ପୁଅ ଅଭିଜିତଙ୍କ ଭିତରେ ଫାଟ, ଆର୍‌ ଏସ୍‌ ଏସ୍‌ର ନାଗପୁର ମୁଖ୍ୟାଳୟରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ…

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର୍‌ ଏସ୍‌ ଏସ୍‌)ର ନାଗପୁର ମୁଖ୍ୟାଳୟକୁ ଯାଇ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ସ୍ୱୟଂସେବକମାନଙ୍କୁ ସମ୍ବୋଧନ କରିବା ପ୍ରସଙ୍ଗ କେବଳ କଂଗ୍ରେସ ଦଳରେ ଅସନ୍ତୋଷ ଦେଖା ଦେଇଛି, ତା’ନୁହେଁ ତାଙ୍କ ନିଜ ପରିବାର ଭିତରେ ବି ତୀବ୍ର ପ୍ରତିକ୍ରିୟା…
ଅଧିକ ଖବର ଦେଖନ୍ତୁ...