ଅନୁସନ୍ଧାନ କରୁଥିବା ବର୍ଗ

ରାଜନୀତି

ବାଜପେୟୀଙ୍କ ଚିକିତ୍ସା ବ୍ୟବସ୍ଥାର ତଦାରଖ କରିବାକୁ ପ୍ରଟୋକଲ୍‌ ଭାଙ୍ଗିଲେ ପ୍ରଧାନମନ୍ତ୍ରୀ : ବିନା ସୂଚନା ଓ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ରବିବାର ସନ୍ଧ୍ୟାରେ ସମସ୍ତ ପ୍ରଟୋକଲ୍‌କୁ ଭାଙ୍ଗି ବିନା କୌଣସି ସୁରକ୍ଷା ଓ ସୂଚନାରେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ସ୍ୱାସ୍ଥ୍ୟାବସ୍ଥା ଓ ଚିକିତ୍ସା ବ୍ୟବସ୍ଥାର ତଦାରଖ କରିବାକୁ ନୂଆଦିଲ୍ଲୀର ଏମଏସ୍‌ରେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତି କି; ଜୁନ୍‌ ୨୫କୁ କାହିଁକି ଭାରତୀୟ ଗଣତନ୍ତ୍ରରେ କଳାଦିବସ ବୋଲି ବିବେଚନା କରାଯାଏ?

ନୂଆଦିଲ୍ଲୀ: ଆଜକୁ ୪୩ ବର୍ଷ ପୂର୍ବେ, ଆଜିର ଦିନରେ, ଅର୍ଥାତ୍‌ ୨୫ ଜୁନ୍‌ ୧୯୭୫ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ୱର୍ଗତା ଇନ୍ଦିରା ଗାନ୍ଧୀ ଦେଶରେ ଜରୁରିକାଳୀନ ପରିସ୍ଥିତି ଜାରି କରିଥିଲେ। ତେବେ, ପ୍ରଧାନମନ୍ତ୍ରୀ ଇନ୍ଦରା ଗାନ୍ଧୀଙ୍କ ଦ୍ୱାରା ଦେଶରେ ଜାରି ହୋଇଥିବା ଏହି ଜରୁରିକାଳୀନ…
ଅଧିକ ଖବର ଦେଖନ୍ତୁ...

ବଦଳିପାରେ ବିଜେପି ରଣନୀତି : ଜୁଲାଇ ପହିଲାରେ ଆସୁଛନ୍ତି ଅମିତ ଶାହ, ଆଶା-ଆଶଙ୍କାରେ ଦଳୀୟ ନେତା

ଭୁବନେଶ୍ୱର : ବିଜେପି ସୁପ୍ରିମୋ ଅମିତ ଶାହ ଜୁଲାଇ ୧ ତାରିଖରେ ଓଡ଼ିଶା ଆସୁଛନ୍ତି। ପ୍ରଥମ ଥର ପାଇଁ ତାଙ୍କ ଗସ୍ତ ସମୟରେ କୌଣସି ସାଧାରଣ ସଭା ନାହିଁ। ଯାହା ଆଲୋଚନା ହେବ ଦଳୀୟ କାର୍ଯ୍ୟାଳୟରେ। ତାହା ପୁଣି କବାଟ କିଳା ଆଲୋଚନା। ଅମିତଙ୍କ ଏହି ଗସ୍ତ ଉପରେ ବିରୋଧୀ ରାଜନୈତିକ ଦଳଗୁଡ଼ିକର…
ଅଧିକ ଖବର ଦେଖନ୍ତୁ...

ଶାହଙ୍କୁ ମୁଫତିଙ୍କ ଜବାବ : ନିଜ ନୀତିକୁ ନିଜେ ବିଜେପି ଉଲ୍ଲଂଘନ କରିଛି

ଶ୍ରୀନଗର : ଜମ୍ମୁ-କଶ୍ମୀରର ବିଭିନ୍ନ ଅଞ୍ଚଳରେ ସରକାରଙ୍କ ଭେଦଭାବ ପ୍ରସଙ୍ଗକୁ ନେଇ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ ଅଭିଯୋଗ ଉପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡ଼ିପି ନେତ୍ରୀ ମେହବୁବା ମୁଫତି କଡ଼ା ଜବାବ୍‌ ରଖିଛନ୍ତି। ସେ କହିଛନ୍ତି ଯେ, ନିଜେ ଲାଗୁ କରିଥିବା ନିୟମକୁ ବିଜେପି ନିଜେ…
ଅଧିକ ଖବର ଦେଖନ୍ତୁ...

ପଦାରେ ପଡ଼ିଲା ନୟାଗଡ଼ ବିଜେପିର ଗୋଷ୍ଠୀ କନ୍ଦଳ : ବିଜେପି ସଭା ପାଲଟିଲା ରଣକ୍ଷେତ୍ର

ନୟାଗଡ଼ : ମୋଦି ସରକାରଙ୍କ ଚାରିବର୍ଷ ପୂର୍ତ୍ତୀ ଉପଲକ୍ଷେ ନୟାଗଡ଼ ଜିଲ୍ଲାରେ ବିଜେପି ପକ୍ଷରୁ ହୋଟେଲ ଗୋପୀନାଥ ପରିସରରେ ଆୟୋଜିତ ବୁଦ୍ଧିଜୀବୀ ସମ୍ମିଳନୀ ଆଜି ରଣକ୍ଷେତ୍ର ପାଲଟିଛି। ଦଳ ସଫଳତାର ଗାଥା ବଖାଣିବ କ’ଣ ଓଲଟି ଦଳୀୟ କନ୍ଦଳ ଭରାସଭାରେ ପଦାରେ ପଡ଼ିଛି। ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି…
ଅଧିକ ଖବର ଦେଖନ୍ତୁ...

ବିଜେପିର ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ, ବିଧା-ଚାପୁଡା ବି ହେଲା

ନୟାଗଡ଼: ଭାରତୀୟ ଜନତା ପାର୍ଟିର ୨ଟି ଗୋଷ୍ଠୀ ମଧ୍ୟରେ ରବିବାର ଗଣ୍ଡଗୋଳ ହୋଇଛି। ମିଳିଥିବା ସୂଚନା ଅନୁସାରେ ନୟାଗଡ଼ ସହରର ଏକ ହୋଟେଲରେ ବିଜେପିର ୪ର୍ଥ ବର୍ଷ ପୂର୍ତ୍ତି ଅବସରରେ ବୁଦ୍ଧଜୀବୀ ସମ୍ମିଳନୀ ଚାଲିଥିବା ବେଳେ ଏହି ଗଣ୍ଡଗୋଳ ହୋଇଛି। ଜିଲ୍ଲା ବିଜେପି ସଭାପତି ସନ୍ୟାସୀ ନାୟକ,…
ଅଧିକ ଖବର ଦେଖନ୍ତୁ...

ସମୀର-ବୈଜୟନ୍ତ ଗୁପ୍ତ ଆଲୋଚନା : ରାଜନୈତିକ ମହଲରେ କଳ୍ପନାଜଳ୍ପନା ଜାରି

କଟକ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଆଜି ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ସମୀର ଦେ ନିଜର ସିଡିଏସ୍ଥିତ ବାସଭବନରେ ସମ୍ବର୍ଧିତ କରିଛନ୍ତି। କେବଳ ସେତିକି ନୁହେଁ, ଉଭୟଙ୍କ ମଧ୍ୟରେ ୧୫ମିନିଟ୍‌ କାଳ ରୁଦ୍ଧଦ୍ୱାର ଆଲୋଚନା ମଧ୍ୟ ହୋଇଛି। ସମୀରଙ୍କ ଘରେ ବୈଜୟନ୍ତଙ୍କ…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାବାସୀଙ୍କୁ ଏପ୍ରିଲ ଫୁଲ୍‌ ବନାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି : ରାହୁଲ ଗାନ୍ଧି

ଭୁବନେଶ୍ୱର : ରାଉରକେଲାରେ ଇସ୍ପାତ ସୁପରସ୍ପେଶିଆଲିଟି ହସପିଟାଲ ନିର୍ମାଣରେ ବିଳମ୍ବକୁ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍‌ କରିଛନ୍ତି । ଟ୍ଵିଟରରେ ଏକ ଭିଡିଓ ପୋଷ୍ଟ କରି ସେ କହିଛନ୍ତି ଯେ ନରେନ୍ଦ୍ର ମୋଦି ଓଡ଼ିଶାବାସୀଙ୍କୁ ଏପ୍ରିଲ ଫୁଲ…
ଅଧିକ ଖବର ଦେଖନ୍ତୁ...

ଭି.ଡି. ସାଥୀସାନ୍‌ ଓଡ଼ିଶା କଂଗ୍ରେସର ସ୍କ୍ରିନିଂ କମିଟି ଅଧ୍ୟକ୍ଷ

ଭୁବନେଶ୍ୱର : ଓଡ଼ିଶା ରାଜ୍ୟ କଂଗ୍ରେସ ସ୍କ୍ରିନିଂ କମିଟି ଅଧ୍ୟକ୍ଷ ଭାବେ ଭି.ଡ଼ି. ସାଥୀସାନ୍‌ଙ୍କୁ ଏଆଇସିସି ସଭାପତି ରାହୁଲ ଗାନ୍ଧୀ ନିଯୁକ୍ତି ଦେଇଛନ୍ତି। ତାଙ୍କ ସହିତ ୨ଜଣ ସଦସ୍ୟଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି। ସେମାନେ ହେଉଛନ୍ତି ଜିତନ୍‌ ପ୍ରସାଦ ଓ ନୌସାଦ୍‌ ସୋଲାଙ୍କି। ଆଜି ଏ ନେଇ…
ଅଧିକ ଖବର ଦେଖନ୍ତୁ...

ଲୋକଙ୍କ ଟିକସରେ ବିଜେଡିର ନିର୍ବାଚନ ପ୍ରଚାର ପାଇଁ ଷଡ଼ଯନ୍ତ୍ର: ବିଜେପି

ଭୁବନେଶ୍ୱର/କଟକ : ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଏକ ପଞ୍ଚତାରକା ହୋଟେଲ୍‌ରେ ଆୟୋଜିତ ଦୁଇ ଦିନିଆ କର୍ମଶାଳାକୁ ନେଇ ପ୍ରଶ୍ନ ଉଠାଇଛି ବିଜେପି। ଓଡ଼ିଆ ଲୋକଙ୍କ ଟିକସରେ ବିଜେଡିର ନିର୍ବାଚନ ପ୍ରଚାର ପାଇଁ ଏହା ଷଡ଼ଯନ୍ତ୍ର ବୋଲି ଦଳ ଅଭିଯୋଗ କରିଛି। ଆଜି ଏକ ସାମ୍ବାଦିକ…
ଅଧିକ ଖବର ଦେଖନ୍ତୁ...