ଅନୁସନ୍ଧାନ କରୁଥିବା ବର୍ଗ

ରାଜନୀତି

ମୋଦିଙ୍କ ମଡେଲ ମିଛ: ରାହୁଲ ଗାନ୍ଧି

ନୂଆଦିଲ୍ଲୀ: କଂଗ୍ରେସ ପାର୍ଟିର ଦାୟିତ୍ୱ ନେବାର ପାଖାପାଖି ଗୋଟିଏ ସପ୍ତାହ ପରେ ଶୁକ୍ରବାର ରାହୁଲ ଗାନ୍ଧିଙ୍କ ଅଧ୍ୟକ୍ଷତାରେ କଂଗ୍ରେସ କାର୍ଯ୍ୟ ସମିତିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଏହି ବୈଠକରେ ବର୍ତମାନ ରାଜନୈତିକ ସ୍ଥିତି ନେଇ ଆଲୋଚନା ହୋଇଛି। ସିଡବ୍ଲୁସିର ବୈଠକ ପରେ ରାହୁଲ…
ଅଧିକ ଖବର ଦେଖନ୍ତୁ...

ପୁରୀ: ବିଜେପିର ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ ବେଳେ ଧସ୍ତାଧସ୍ତି, ୩ ପୁଲିସ କର୍ମଚାରୀ ଆହତ

ପୁରୀ: ବିଭିନ୍ନ ସମସ୍ୟାର ସମାଧାନ ଦାବି ନେଇ ଭାରତୀୟ ଜନତା ପାର୍ଟି ପକ୍ଷରୁ ଶୁକ୍ରବାର ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ ସମୟରେ ୩ଜଣ ପୁଲିସ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରେ ୨ଜଣ କନଷ୍ଟେବଲ ହୋଇଥିବା ବେଳେ ଅନ୍ୟ ଜଣକ ହେଉଛନ୍ତି, ଇନ୍ସପେକ୍ଟର। ପୁରୀ ଜିଲ୍ଲାର କୃଷକ…
ଅଧିକ ଖବର ଦେଖନ୍ତୁ...

ମୋତେ ପାର୍ଟିରୁ ବହିଷ୍କାର କରାଯାଇଥିବାରୁ ଏହାକୁ ସ୍ୱାଗତ କରୁଛି: ବିଜୟ ମହାପାତ୍ର

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ଶୁକ୍ରବାର ଜିଲ୍ଲା କମିଟିରୁ ବହିଷ୍ଠାର କରାଯାଇଛି। ବହିଷ୍କାର ହେବା ପରେ ମହାପାତ୍ର ଗଣମାଧ୍ୟମକୁ ପ୍ରତିକ୍ରିୟାରେ କହିଛନ୍ତି, କିଛି ନେତାଙ୍କ ଚକ୍ରାନ୍ତ ଯୋଗୁଁ ମୋତେ କମିଟିରୁ ବାହାର କରି ଦିଆଯାଇଛି। ସେହିଭଳି କିଛି…
ଅଧିକ ଖବର ଦେଖନ୍ତୁ...

ଚାଷୀଙ୍କ ପାଇଁ ଗର୍ଜିଲା ବିଜେପି

ନବରଙ୍ଗପୁର,୨୧/୧୨: ନବରଂଗପୁର ଜିଲ୍ଲାର ଚାଷୀ ସମସ୍ୟା ନେଇ ଆଜି ଗର୍ଜିଛି ବିଜେପି। ଏକ ବିଶାଳ ଶୋଭାଯାତ୍ରାରେ ଚାଉଁରୀଆଗୁଡା ଠାରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିବା ପରେ ପ୍ରତିବାଦ ସଭା ଆୟୋଜନ କରିଥିଲା ବିଜେପି। ଦଳର ଜିଲ୍ଲା ସଭାପତି ଗୋବିନ୍ଦ ଜୈନଙ୍କ ଅଧ୍ୟକ୍ଷତାରେ…
ଅଧିକ ଖବର ଦେଖନ୍ତୁ...

ଜୟରାମ ଠାକୁର ହିମାଚଳର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ!

ସିମଳା: ହିମାଚଳ ପ୍ରଦେଶରେ ବହୁମତ ହାସଲ କରିଥିବା ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପ୍ରେମକୁମାର ଧୁମଲ ହାରିଯାଇଥିବାରୁ ତାଙ୍କ ବଦଳରେ ଦଳ ଜୟରାମ ଠାକୁରଙ୍କୁ ଏହି ପାହାଡ଼ୀ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କରିବାକୁ ନିଷ୍ପତ୍ତି ନେଇଥିବା ଜଣାଯାଇଛି। ଏପରିକି ଆସନ୍ତାକାଲି ଦଳର…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନ କମିସନ ଗଲେ ଦିଲୀପ ତିର୍କୀ

ନୂଆଦିଲ୍ଲୀ : କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କ ନିର୍ବାଚନୀ ସତ୍ୟପାଠରେ ନିର୍ବାଚନ ପାଣ୍ଠି ଓ ଖର୍ଚ୍ଚ ଅନିୟମିତତା ପ୍ରସଙ୍ଗରେ ଆଜି ବିଜେଡିର ରାଜ୍ୟସଭା ସାଂସଦ ଦିଲୀପ ତିର୍କୀ ମୁଖ୍ୟ ନିର୍ବାଚନ କମିସନଙ୍କୁ ଭେଟି ବିଧିବଦ୍ଧ ଭାବେ ଅଭିଯୋଗପତ୍ର ଦାଖଲ କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଶକ୍ତି ପ୍ରଦର୍ଶନ କଲେ ବିଜୟଙ୍କ ସମର୍ଥକ

ସଭାସ୍ଥଳରେ ଭଙ୍ଗାରୁଜା, ପୁଲିସ୍‌ ଉପସ୍ଥିତିରେ ଦଳୀୟ କାର୍ଯ୍ୟକ୍ରମ ଗରଦପୁର : ବିଜେପିରେ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ଅଣଦେଖା କରିବା ଘଟଣା ଶେଷରେ ଭୟଙ୍କର ରୂପ ଧାରଣ କରିଛି। ଦୀର୍ଘ ଦିନ ନିରବରେ ସବୁ କିଛି ସହିଯିବା ପରେ ଶ୍ରୀ ମହାପାତ୍ରଙ୍କ ଅନୁପସ୍ଥିତିରେ ତାଙ୍କ ସମର୍ଥକ ଓ…
ଅଧିକ ଖବର ଦେଖନ୍ତୁ...

ଆର୍‌କେନଗର ଉପନିର୍ବାଚନରେ ୬୦% ଭୋଟ

ଚେନ୍ନାଇ: ତାମିଲନାଡ଼ୁର ରାଧାକ୍ରିଷ୍ଣନ୍‌ ନଗର (ଆରକେ ନଗର) ବିଧାନସଭା ଆସନ ପାଇଁ ଆଜି ଅନୁଷ୍ଠିତ ଉପନିର୍ବାଚନରେ ୬୦ ପ୍ରତିଶତ ମତଦାନ ହୋଇଛି। ଏଆଇଏଡିଏମ୍‌କେର ଇ ମଧୁସୁଧନନ୍‌, ଡିଏମ୍‌କେର ଏନ ମାରୁଢ଼ୁ ଗଣେଶ ଏବଂ ପ୍ରଥମ ଥର ପାଇଁ ସ୍ୱାଧୀନ ଭାବେ ଲଢ଼ୁଥିବା ଟିଟିଭି ଦିନାକରନଙ୍କ ସମେତ ମୋଟ ୫୯…
ଅଧିକ ଖବର ଦେଖନ୍ତୁ...

ଆରକେ ନଗର ଉପନିର୍ବାଚନ ଆଜି: ଜୟାଙ୍କ ହସ୍ପିଟାଲ ଭିଡିଓ ଜାରି

ଚେନ୍ନାଇ: ତାମିଲନାଡ଼ୁର ବହୁଚର୍ଚ୍ଚିତ ଆରକେ ନଗର ଉପନିର୍ବାଚନ ଆସନ୍ତାକାଲି ଅନୁଷ୍ଠିତ ହେବ। ଗତବର୍ଷ ଡିସେମ୍ବରରେ ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ମୃତ୍ୟୁପରେ ଉକ୍ତ ଆସନଟି ଫାଙ୍କା ପଡ଼ିଥିଲା। ତେବେ ନିର୍ବାଚନର ଦିନକ ପୂର୍ବରୁ ଆଜି ଜୟଲଳିତା ଆପୋଲୋ ହସ୍ପିଟାଲ୍‌ରେ…
ଅଧିକ ଖବର ଦେଖନ୍ତୁ...

ନବୀନ ନିବାସରେ ବିଜେପୁର ମନ୍ତ୍ରଣା

ଭୁବନେଶ୍ୱର : ଯେ କୌଣସି ମୁହୂର୍ତରେ ବିଜେପୁର ଉପନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇପାରେ। ଏହାକୁ ଦୃଷ୍ଟିରେ ରଖି ବିଜେଡିରେ ଜୋରଦାର କସରତ ଆରମ୍ଭ ହୋଇଛି। ଜିଲ୍ଲାଓ୍ଵାରୀ ଚାଲିଥିବା ବୈଠକରେ ଆଜି ବିଜେପୁର ସଂପର୍କରେ ଆଲୋଚନା ହୋଇଥିଲା। ଏହା ସହିତ ଜିଲ୍ଲାର ଅନ୍ୟ ନିର୍ବାଚନମଣ୍ଡଳୀରେ…
ଅଧିକ ଖବର ଦେଖନ୍ତୁ...