ଅନୁସନ୍ଧାନ କରୁଥିବା ବର୍ଗ

ରାଜନୀତି

ଆଜି ରାହୁଲଙ୍କ ସହ ନିରଂଜନ ଟିମ୍‌ଙ୍କ ସାକ୍ଷାତ ଆଲୋଚନା

ନୂଆଦିଲ୍ଲୀ : ଆସନ୍ତାକାଲି କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କୁ ସାକ୍ଷାତ କରିବେ ପିସିସି ସଭାପତି, କ୍ୟାର୍ଯ୍ୟକାରୀ ସଭାପତି ତଥା ଏଆଇସିସିର ଓଡ଼ିଶା ପ୍ରଭାରୀ, ଏଆଇସିସିର ତିନି ଜଣ ସମ୍ପାଦକ ଓ ଜଣେ ଯୁଗ୍ମ ସମ୍ପାଦକ। ମିଳିଥିବା ସୂଚନା ମୁତାବକ ଆସନ୍ତାକାଲି ସକାଳ ୧୧.୩୦ରେ ରାହୁଲ୍‌ଙ୍କ…
ଅଧିକ ଖବର ଦେଖନ୍ତୁ...

ଜଗତସିଂହପୁରରେ କଂଗ୍ରେସର ଶକ୍ତି ପ୍ରଦର୍ଶନ

ଜଗତସିଂହପୁର ଟାଉନ୍‌ : ଜଗତ୍‌ସିଂହପୁରରେ କଂଗ୍ରେସ ନିଜର ଶକ୍ତି ପ୍ରଦର୍ଶନ କରିଛି। ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଯୋଗଦେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଜଗତସିଂହପୁର ଜିଲ୍ଳାପାଳ କାର୍ଯ୍ୟାଳୟ ନିକଟ ପଡ଼ିଆଠାରେ ଏହି ସମାବେଶର ଆୟୋଜନ…
ଅଧିକ ଖବର ଦେଖନ୍ତୁ...

ଭୀମା-କୋରେଗାଓ ହିଂସା: ବିଜେପି କହିଲା, ମାଓବାଦୀଙ୍କୁ ଆର୍ଥିକ ସହଯୋଗ କରୁଛି କଂଗ୍ରେସ

ନୂଆଦିଲ୍ଲୀ: ଚଳିତ ବର୍ଷର ପ୍ରଥମ ଦିନରେ ହୋଇଥିବା ଭୀମା-କୋରେଗାଓ ହିଂସା ପୁଣି ଥରେ ଆଲୋଚନାର ପରିସରକୁ ଆସିଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଉପରେ ବିଜେପି ଦୋଷ ଲଦିଛି। ବିଜେପି କହିଛି, ମୋଦିଙ୍କୁ ଅଟକାଇବା ପାଇଁ କଂଗ୍ରେସ ମାଓବାଦୀଙ୍କୁ ଆର୍ଥିକ ସହଯୋଗ କରୁଛି। ବିଜେପିର…
ଅଧିକ ଖବର ଦେଖନ୍ତୁ...

ଭାଜପାକୁ ଝଟକା: ଶିବସେନା ଏକୁଟିଆ ନିର୍ବାଚନ ଳଢ଼ିବ ବୋଲି ଘୋଷଣା କଲା

ମୁମ୍ବାଇ: ଗତକାଲି ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଦୀଘ ଏକ ଘଣ୍ଟାରୁ ଊର୍ଧର୍୍ୱ ସମୟ ଧରି ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କୁ ତାଙ୍କ ‘ମାତୋଶ୍ରୀ’ ବଙ୍ଗଳାରେ ୨୦୧୯ ନିର୍ବାଚନରେ ଭାଜପା ସହିତ ମେଣ୍ଟ କରିବା ପାଇଁ ବୁଝାଇବା ପରେ ଆଜି ଶିବସେନା ପକ୍ଷରୁ ଯେଉଁ ବୟାନ…
ଅଧିକ ଖବର ଦେଖନ୍ତୁ...

ଆଡ଼ଭାନୀଙ୍କ ଶରଣରେ ମୋଦୀ, ଠାକରେଙ୍କୁ ଭେଟିଲେ ଅମିତ ଶାହ

ନୂଆଦିଲ୍ଲୀ : ୨୦୧୯ରେ ଅନୁଷ୍ଠିତ ହେବାକୁ ଯାଉଥିବା ସାଧାରଣ ନିର୍ବାଚନରେ ବିଜେପିର ସ୍ଥିତି ଠିକ୍‌ ନାହିଁ। ବିଭିନ୍ନ ସମୟରେ ପାର୍ଟି ପକ୍ଷରୁ କରାଯାଇଥିବା ସର୍ଭେରୁ ଏଭଳି ସଙ୍କେତ ମିଳିଛି। ଏହାସହିତ ଗୋଟିଏ ପରେ ଗୋଟିଏ ଉପନିର୍ବାଚନରେ ପରାଜୟ ବିଜେପିକୁ ଅସ୍ତବ୍ୟସ୍ତ କରି ସାରିଲାଣି। ଏଭଳି…
ଅଧିକ ଖବର ଦେଖନ୍ତୁ...

ଗଜପତିରୁ କଂଗ୍ରେସର ନିର୍ବାଚନୀ ବିଗୁଲ୍‌ ବାଜିଲା

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଅନ୍ତର୍ଗତ ଗୁମ୍ମାଠାରୁ କଂଗ୍ରେସ ନିର୍ବାଚନୀ ବିଗୁଲ୍‌ ବଜାଇଛି। କୃଷି ଋଣ ଛାଡ଼ ସହ ଯୁବକମାନଙ୍କୁ ରୋଜଗାରକ୍ଷମ କରାଇବା ଦଳର ମୂଳଲକ୍ଷ୍ୟ ବୋଲି ଏଠାରେ ଆୟୋଜିତ ସମାବେଶରେ ଯୋଗଦେଇ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ସମବେତ…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସର ମିଶ୍ରଣ ପର୍ବ: ଘରକୁ ବାହୁଡିଲେ ପୂର୍ବତନ ସାଂସଦ କାର୍ତ୍ତିକେଶ୍ୱର ପାତ୍ର ଓ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର

ଭୁବନେଶ୍ୱର: ଆସନ୍ତା ବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ କଂଗ୍ରେସ ନିଜର ଅବସ୍ଥା ସୁଧାରିବାକୁ ପ୍ରବଳ ଉଦ୍ୟମ କରୁଛି। ମୁଖ୍ୟତଃ ନିରଞ୍ଜନ ପଟ୍ଟନାୟକ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭାବରେ ନିଯୁକ୍ତ ହେବା ପରେ ଅତୀତରେ ଦଳ ଛାଡ଼ିଥିବା ଲୋକଙ୍କୁ ପୁଣି ଥରେ ଫେରାଇ…
ଅଧିକ ଖବର ଦେଖନ୍ତୁ...

କର୍ଣ୍ଣାଟକ ମନ୍ତ୍ରିମଣ୍ଡଳର ପ୍ରଥମ ସଂପ୍ରସାରଣ, ମନ୍ତ୍ରୀ ହେଲେ ଡିକେ ଶିବକୁମାର

ବାଙ୍ଗାଲୁରୁ : କର୍ଣ୍ଣାଟକର ଜେଡିଏସ-କଂଗ୍ରେସ ମିଳିତ ସରକାରରେ ଆଜି ପ୍ରଥମ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହୋଇଛି । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ପ୍ରାୟ ୧୫ ଦିନ ପରେ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ନିଜ ମନ୍ତ୍ରୀମଣ୍ଡଳର ସଂପ୍ରସାରଣ କରିଛନ୍ତି । କଂଗ୍ରେସ ତରଫରୁ ଡିକେ ଶିବକୁମାର, କେଜେ…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସକୁ ଫେରିବେ ଆର୍ଯ୍ୟକୁମାର, କାର୍ତିକେଶ୍ୱର, ହଳଧର

ଭୁବନେଶ୍ୱର : ଆସନ୍ତାକାଲି କଂଗ୍ରେସ ଭବନରେ ମିଶ୍ରଣ ପର୍ବ ହେଉଥିବାର ସୂଚନା ମିଳିଛି। ପିସିସି ପକ୍ଷରୁ କୁହାଯାଇଛି ଯେ ତୃଣମୂଳ କଂଗ୍ରେସର ପୂର୍ବତନ ରାଜ୍ୟ ସଭାପତି ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ପୂର୍ବତନ ସାଂସଦ ଡ. କାର୍ତ୍ତିକେଶ୍ୱର ପାତ୍ର, ପୂର୍ବତନ ମନ୍ତ୍ରୀ ହଳଧର କାର୍ଜୀ ପ୍ରମୁଖଙ୍କ…
ଅଧିକ ଖବର ଦେଖନ୍ତୁ...

ଜିଲ୍ଲା କଂଗ୍ରେସ ସଭାପତି ପଦରୁ ସାଲେପୁର ବିଧାୟକଙ୍କ ଇସ୍ତଫା

କଟକ : କଟକ ଜିଲ୍ଲା କଂଗ୍ରେସ କମିଟି ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ସାଲେପୁର ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା। ସେ ତାଙ୍କ ଇସ୍ତଫାପତ୍ରକୁ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଛନ୍ତି। ଇସ୍ତଫାପତ୍ରରେ ନିଜ ନିର୍ବାଚନମଣ୍ଡଳୀରେ ଅଧିକ ସମୟ ଦେବା ଏବଂ ବ୍ୟକ୍ତିଗତ…
ଅଧିକ ଖବର ଦେଖନ୍ତୁ...