ଅନୁସନ୍ଧାନ କରୁଥିବା ବର୍ଗ

ରାଜନୀତି

ବିଜେଡିରେ ସାମିଲ ହେଲେ ଆମ ଓଡ଼ିଶା ପାର୍ଟି ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର: ଆମ ଓଡ଼ିଶା ପାର୍ଟିର ଅଧ୍ୟକ୍ଷ ତଥା ପୂର୍ବତନ ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ଆଜି ବିଜେଡ଼ିରେ ସାମିଲ ହୋଇଛନ୍ତି। ନବୀନ ନିବାସରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଶ୍ରୀ ପଟ୍ଟନାୟକ ନିଜ ସମର୍ଥକମାନଙ୍କ ସହିତ ବିଜେଡିରେ ସାମିଲ ହୋଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ଲୋକସଭାରେ ବୈଜୟନ୍ତଙ୍କୁ ଅଲଗା ବସାଇବା ଲାଗି ବାଚସ୍ପତିଙ୍କୁ ବିଜେଡ଼ିର ଅନୁରୋଧ

ଭୁବନେଶ୍ୱର : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଲୋକସଭାରେ ଅଲଗା ବସାଇବାକୁ ବିଜେଡ଼ି ପକ୍ଷରୁ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କୁ ଅନୁରୋଧ କରାଯାଇଛି । ଏହା ସହିତ ଗୃହ ବ୍ୟାପାର ସ୍ଥାୟୀ କମିଟିରୁ ତାଙ୍କ ସଦସ୍ୟତା ଶେଷ କରିବାକୁ ଦଳ ପକ୍ଷରୁ ଅନୁରୋଧ କରାଯାଇଛି ।  ଆଜି…
ଅଧିକ ଖବର ଦେଖନ୍ତୁ...

ନିଷ୍ପତ୍ତିର ପୁନର୍ବିଚାର କଲେ ନବୀନ, ସଂସଦୀୟ ସ୍ଥାୟୀ କମିଟିରେ ବିଜେଡ଼ି ସାଂସଦଙ୍କ ସଦସ୍ୟତା ଜାରି ରହିବ

ଭୁବନେଶ୍ୱର : ବିଭିନ୍ନ ସଂସଦୀୟ ସ୍ଥାୟୀ ଓ ଅନ୍ୟାନ୍ୟ କମିଟିରୁ ଇସ୍ତଫା ଦେବାକୁ  ଦୁଇଦିନ ତଳେ ନିଜର ସାଂସଦମାନଙ୍କୁ କହିଥିବା ନବୀନ ନିଜ ନିଷ୍ପତ୍ତିର ପୁନର୍ବିଚାର କରିଛନ୍ତି । ପୂର୍ବରୁ ଯିଏ ଯେଉଁ ସ୍ଥାୟୀ କମିଟିରେ ଥିଲା ସେମାନେ ନିଜ ନିଜର ସ୍ଥାନ ବଜାୟ ରଖିବେ । ଏ ନେଇ ଆଜି ବିଜେଡି…
ଅଧିକ ଖବର ଦେଖନ୍ତୁ...

ବିଜେପୁର ବିଧାୟିକାଙ୍କ ଶପଥପାଠ ଆଜି

ଭୁବନେଶ୍ୱର : ବିଜେପୁର ଉପନିର୍ବାଚନରେ ନବନିର୍ବାଚିତ ବିଧାୟିକା ରୀତା ସାହୁ ଆସନ୍ତାକାଲି ପୂବାହ୍ନ ୧୧ଟା ସମୟରେ ବିଧାୟକ ଭାବେ ଶପଥପାଠ କରିବେ। ବିଧାନସଭା ବାଚସ୍ପତି ପ୍ରଦୀପ କୁମାର ଅମାତ ତାଙ୍କୁ ତାଙ୍କର ବାଚସ୍ପତି କକ୍ଷରେ ଶପଥପାଠ କରାଇବାର କାର୍ଯ୍ୟକ୍ରମ ରହିଛି।
ଅଧିକ ଖବର ଦେଖନ୍ତୁ...

ଦଳୀୟ ସ୍ୱାର୍ଥ ପାଇଁ ପଞ୍ଚାୟତିରାଜ ବ୍ୟବସ୍ଥାକୁ ସରକାର ଧ୍ୱଂସ କରିଛନ୍ତି

ଭୁବନେଶ୍ୱର : ପଞ୍ଚାୟତିରାଜ ଦିବସରେ ସରକାର ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନାରେ ବ୍ୟସ୍ତ ଥିଲା ବେଳେ ରାଜ୍ୟ ସରକାରଙ୍କ ବିରୋଧରେ ଅଭିଯୋଗର ଲମ୍ବା ତାଲିକା ରଖିଛି ବିଜେପି। ନବୀନ ସରକାରଙ୍କ ଚକ୍ରାନ୍ତରେ ଗ୍ରାମାଞ୍ଚଳରେ ସ୍ଥାନୀୟ ଲୋକ ପ୍ରତିନିଧି ସମ୍ପୂର୍ଣ୍ଣ କ୍ଷମତାଶୂନ୍ୟ ହୋଇଯାଇଛନ୍ତି ବୋଲି…
ଅଧିକ ଖବର ଦେଖନ୍ତୁ...

ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି, ୧୨ ତାରିଖ ଯାଏ ନାମାଙ୍କନ ପତ୍ର ଦାଖଲ

ଭୁବନେଶ୍ୱର: ଓଡ଼ିଶାରୁ ଖାଲି ହେଉଥିବା ୩ଟି ରାଜ୍ୟସଭା ସଦସ୍ୟ ପଦବି ପାଇଁ ଆଜି ଠାରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟସଭା ପାଇଁ ନିଯୁକ୍ତ ରିଟର୍ଣ୍ଣିଂ ଅଫିସର ରାଜେଶ ପାଟିଲ ରାଜ୍ୟସଭା ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ନେଇ ସୂଚନା ଦେଇଛନ୍ତି। ସୂଚନା ମୁତାବକ ଆଜି ଠାରୁ ଚଳିତ ମାସ…
ଅଧିକ ଖବର ଦେଖନ୍ତୁ...

ଟୁଇଟ୍‌ରେ ନରେନ୍ଦ୍ର ମୋଦିଙ୍କୁ ଗାଳି ଦେଲେ ଅମରିନ୍ଦର୍‌ ସିଂହ

ନୂଆଦିଲ୍ଲୀ: ଉଦ୍ଦେଶ୍ୟମୂଳକ ମନ୍ତବ୍ୟ ଦେବା ଏବଂ ଦଳ ଏବଂ ତାଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରାଇବା ପାଇଁ ଚେଷ୍ଟା କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗାଳି ଦେବାକୁ ପଞ୍ଜାବର କଂଗ୍ରେସ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଟୁଇଟର୍‌ ଧରିଛନ୍ତି। ପଞ୍ଜାବର ମୁଖ୍ୟମନ୍ତ୍ରୀଙ୍କୁ…
ଅଧିକ ଖବର ଦେଖନ୍ତୁ...

ମେଘାଳୟରେ ସାଙ୍ଗମା, ନାଗାଲାଣ୍ଡରେ ରିଓ ହେବେ ମୁଖ୍ୟମନ୍ତ୍ରୀ

ମେଘାଳୟ ବି କଂଗ୍ରେସ ହାତରୁ ଖସିଲା ବିଜେପି-ଏନ୍‌ପିପି ମେଣ୍ଟକୁ ୟୁଡିପିର ସମର୍ଥନ ୬ ତାରିଖ ସକାଳେ ସାଙ୍ଗମାଙ୍କ ଶପଥ ଗ୍ରହଣ ନାଗାଲାଣ୍ଡରେ ବିଜେପି-ଏନ୍‌ଡିପିପି ମେଣ୍ଟ ସିଲଂ : ମେଘାଳୟରେ ସରକାର ଗଠନ ନେଇ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଝୁଲା ବିଧାନସଭାରେ ଆବଶ୍ୟକ କୁହୁକ ସଂଖ୍ୟା…
ଅଧିକ ଖବର ଦେଖନ୍ତୁ...

ମାଣିକ ସରକାରଙ୍କ ଅବସ୍ଥା ଭୋଗିବେ ନବୀନ

ଭୁବନେଶ୍ୱର : ତ୍ରିପୁରାରେ ଲାଲ ଦୁର୍ଗକୁ ଭାଙ୍ଗିଲା ପରେ ବେଶ୍‌ ଉତ୍ସାହିତ ଅଛି ବିଜେପି ଶିବିର। ସେଠାରେ ମୁଖ୍ୟମନ୍ତ୍ରୀ ନିର୍ବାଚନ ପାଇଁ ଦଳର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା କେନ୍ଦ୍ର ମନ୍ତ୍ରୀ ଜୁଏଲ୍‌ ଓରାମ ଆଜି ତ୍ରିପୁରା ଉଦାହରଣ ଦେଇ ଓଡ଼ିଶା ସରକାରଙ୍କ ଉପରେ ବର୍ଷିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ପଦ୍ମ ପାଖୁଡ଼ା ଖୋଲିପାରିବ ନାହିଁ: ମହାରଥୀ

ଭୁବନେଶ୍ୱର : କେନ୍ଦ୍ର ମନ୍ତ୍ରୀ ଜୁଏଲ୍‌ ଓରାମ ସାମ୍ବାଦିକ ସମ୍ମିଳନୀ ଡାକି ରାଜ୍ୟ ସରକାରଙ୍କୁ ଭର୍ତ୍ସନା କଲା ପରେ ଜବାବ ଦେଇଛି ବିଜେଡି। ବରିଷ୍ଠ ମନ୍ତ୍ରୀ ପ୍ରଦୀପ ମହାରଥୀ କଡ଼ା ଭାଷାରେ ବିଜେପିକୁ କଟାକ୍ଷ କରିଛନ୍ତି। ସେ କହିଛନ୍ତି, ଶାସନକୁ ଆସିବା ତ ଦୂରର କଥା, ଓଡ଼ିଶାରେ ପଦ୍ମ ଫୁଲ…
ଅଧିକ ଖବର ଦେଖନ୍ତୁ...