ଅନୁସନ୍ଧାନ କରୁଥିବା ବର୍ଗ

ରାଜନୀତି

ବିରୋଧୀ ମେଣ୍ଟରେ ସାମିଲ ହେବନି ବିଜେଡି

ନୂଆଦିଲ୍ଲୀ : ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ଦ୍ୱାରା ବିରୋଧୀ ଦଳଗୁଡ଼ିକୁ ଏକାଠି କରି ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ବିରୋଧରେ ଲଢ଼େଇକୁ ଜୋରଦାର କରିବା ଉଦ୍ଦେଶ୍ୟରେ ଯେଉଁ ପ୍ରୟାସ ଆରମ୍ଭ ହୋଇଛି ସେଥିରେ ବିଜେଡି ସାମିଲ ହେବନାହିଁ ବୋଲି ଜଣାପଡ଼ିଛି। ଗତକାଲି ଉପା ଅଧ୍ୟକ୍ଷାଙ୍କ…
ଅଧିକ ଖବର ଦେଖନ୍ତୁ...

ଗୁଜୁରାଟ ବିଧାନସଭାରୁ ଦୁଇ କଂଗ୍ରେସ ବିଧାୟକ ୩ ବର୍ଷ ପାଇଁ ନିଲମ୍ବିତ

ଗାନ୍ଧିନଗର: ବୁଧବାର ଗୁଜୁରାଟ ବିଧାନସଭାରେ ଏକ ଅପ୍ରୀତିକର ଘଟଣା ଘଟିଛି , ଯାହା ଆମ ସମ୍ବିଧାନ ପାଇଁ ଏକ ଲଜ୍ଜ୍ୟା ଜନକ ଘଟଣା । ବୁଧବାର ବିଜେପି ଓ ବିରୋଧୀ କଂଗ୍ରେସ ସଦସ୍ୟଙ୍କ ଗୃହରେ ହଟ୍ଟଗୋଳ ପରେ ବାଚଷ୍ପତି କଂଗ୍ରେସର ଦୁଇ ବିଧାୟକଙ୍କୁ ୩ ବର୍ଷ ପାଇଁ ଓ ଜଣଙ୍କୁ ଏକ ବର୍ଷ ପାଇଁ ନିଲମ୍ବିତ…
ଅଧିକ ଖବର ଦେଖନ୍ତୁ...

ବିଜେପିକୁ ମତଦାତା ରାଗିଛନ୍ତି: ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଲୋକସଭା ଉପ ନିର୍ବାଚନରେ ବିଜୟୀ ପ୍ରାର୍ଥୀଙ୍କୁ ରାହୁଲ ଗାନ୍ଧି ଅଭିନନ୍ଦନ ଜଣାଇଛନ୍ତି । ରାହୁଲ କହିଛନ୍ତି ମତଦାତା ଏବେ ବିଜେପି ଉପରେ ରାଗିବା ଆରମ୍ଭ କରିଦେଇଛନ୍ତି, ଯାହାକି ଉତ୍ତରପ୍ରଦେଶ ଉପ ନିର୍ବାଚନରୁ ସ୍ପଷ୍ଟ ହୋଇଛି । ଭୋଟରମାନେ ବିଜେପି ପ୍ରାର୍ଥୀଙ୍କୁ…
ଅଧିକ ଖବର ଦେଖନ୍ତୁ...

ବିଜେପିର ବିଜୟରଥକୁ ରୋକିଲେ ସପା-ବସପା, ଗୋରଖପୁର, ଫୁଲପୁର ଆସନରେ ବିଜେପି ପରାସ୍ତ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଦୁଇଟି ଲୋକସଭା ଆସନରେ ହୋଇଥିବା ଉପ-ନିର୍ବାଚନରେ ବିଜେପି ପରାଜିତ ହୋଇଛି । ଗୋରଖପୁର ଲୋକସଭା ଆସନ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଦୁର୍ଗ କୁହାଯାଉଥିବାବେଳେ ଫୁଲପୁର ଆସନ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ଆସନ । ଫଳରେ ଏହି ଫଳାଫଳକୁ ବିଶେଷ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟସଭା ନିର୍ବାଚନ : ବିଜେଡିର ୩ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର କାଏମ୍‌

ଭୁବନେଶ୍ୱର : ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଯାଞ୍ଚ୍‌ ଆଜି ଶେଷ ହୋଇଛି। ବିଜେଡିର ତିନି ଜଣ ପ୍ରାର୍ଥୀ ପ୍ରଶାନ୍ତ ନନ୍ଦ, ସୌମ୍ୟରଞ୍ଜନ ପଟ୍ଟନାୟକ ଓ ଅଚ୍ୟୁତ ସାମନ୍ତଙ୍କ ପ୍ରାର୍ଥିପତ୍ର କାଏମ୍‌ ରହିଛି। ଆଉ ଜଣେ ସ୍ୱାଧୀନ ପ୍ରାର୍ଥୀ ସୁବାସ ମହାପାତ୍ରଙ୍କ କେହି ପ୍ରସ୍ତାବକ ନ…
ଅଧିକ ଖବର ଦେଖନ୍ତୁ...

ସୋନିଆଙ୍କ ଘରେ ‘ରାଜନୀତି ଡିନର’, କାନିମୋଝୀ, ଶରଦ ପାଓ୍ଵାର, ତେଜସ୍ୱୀ ସାମିଲ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ବିଜୟ ରଥ ଅଟକାଇବା ତଥା ବିରୋଧୀଙ୍କୁ ଏକତ୍ର କରିବା ପାଇଁ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ରଣନୀତି ପ୍ରସ୍ତୁତ କରିଛନ୍ତି। ଏଥି ପାଇଁ ସେ ମଙ୍ଗଳବାର ଏକ ରାତ୍ରି ଭୋଜନର ଆୟୋଜନ କରିଛନ୍ତି। ଏଥିରେ ସେ ୧୮ଟି ବିରୋଧୀ ଦଳର ପ୍ରମୁଖଙ୍କୁ…
ଅଧିକ ଖବର ଦେଖନ୍ତୁ...

ଜୟାଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟକୁ ଫେରାଇ ନେବା ସହ ଦୁଃଖିତ ବୋଲି କହିଲେ ନରେଶ ଅଗ୍ରଓ୍ଵାଲ

ଲକ୍ଷ୍ନୌ: ସମାଜବାଦୀ ପାର୍ଟି (ସପା) ପରିତ୍ୟାଗ କରି ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ ଦେଇଥିବା ନରେଶ ଅଗ୍ରଓ୍ଵାଲ ସପାର ରାଜ୍ୟସଭା ପ୍ରାର୍ଥୀ ଜୟା ବଚ୍ଚନଙ୍କ ବିରୋଧରେ ସୋମବାର ଦେଇଥିବା ମନ୍ତବ୍ୟକୁ ମଙ୍ଗଳବାର ପ୍ରତ୍ୟାହାର କରି ନେଇଛନ୍ତି। ସୋମବାର ଅପରାହ୍ଣରେ ଭାରତୀୟ ଜନତା…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲଙ୍କ ଉପଦେଷ୍ଟା ପଦରୁ ଇସ୍ତଫା ଦେଲେ ଭି କେ ଜୈନ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ଉପଦେଷ୍ଟା ଭି କେ ଜୈନ ତାଙ୍କ ପଦବିରୁ ମଙ୍ଗଳବାର ଇସ୍ତଫା ପ୍ରଦାନ କରିଛନ୍ତି। ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲଙ୍କ ସରକାରୀ ବାସଭବନରେ ମୁଖ୍ୟ ସଚିବ ଅଂଶୁ ପ୍ରକାଶଙ୍କ ଉପରେ ହୋଇଥିବା ମାଡ଼ ଘଟଣାରେ…
ଅଧିକ ଖବର ଦେଖନ୍ତୁ...

ରାଜ୍ୟସଭା ନିର୍ବାଚନ: ବିଜେଡିର ୩ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର କାଏମ

ଭୁବନେଶ୍ୱର: ଓଡ଼ିଶାର ୩ଟି ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବା ବିଜେଡିର ୩ ଜଣ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର କାଏମ ରହିଛି। ପୂର୍ବତନ ମନ୍ତ୍ରୀ ପ୍ରଶାନ୍ତ ନନ୍ଦ, ପୂର୍ବତନ ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ସମାଜସେବୀ ଅଚ୍ୟୁତ ସାମନ୍ତଙ୍କ ପ୍ରାର୍ଥୀପତ୍ର ଯାଞ୍ଚ ପରେ କାଏମ…
ଅଧିକ ଖବର ଦେଖନ୍ତୁ...

ସରିଲା ରାଜ୍ୟସଭା ପ୍ରାର୍ଥିପତ୍ର ଦାଖଲ

ଭୁବନେଶ୍ୱର : ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ଆଜି ଶେଷ ହୋଇଛି। ମୋଟ୍‌ ୪ ଜଣ ପ୍ରାର୍ଥୀ ସେମାନଙ୍କ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଗତ ୯ ତାରିଖରେ ବିଜେଡିର ତିନି ଜଣ ପ୍ରାର୍ଥୀ ପ୍ରଶାନ୍ତ ନନ୍ଦ, ସୌମ୍ୟରଞ୍ଜନ ପଟ୍ଟନାୟକ ଓ ଅଚ୍ୟୁତ ସାମନ୍ତ ପ୍ରାର୍ଥିପତ୍ର ଦାଖଲ କରିଥିଲେ।…
ଅଧିକ ଖବର ଦେଖନ୍ତୁ...