ଅନୁସନ୍ଧାନ କରୁଥିବା ବର୍ଗ

ରାଜନୀତି

ଦଳୀୟ ସ୍ୱାର୍ଥ ପାଇଁ ପଞ୍ଚାୟତିରାଜ ବ୍ୟବସ୍ଥାକୁ ସରକାର ଧ୍ୱଂସ କରିଛନ୍ତି

ଭୁବନେଶ୍ୱର : ପଞ୍ଚାୟତିରାଜ ଦିବସରେ ସରକାର ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନାରେ ବ୍ୟସ୍ତ ଥିଲା ବେଳେ ରାଜ୍ୟ ସରକାରଙ୍କ ବିରୋଧରେ ଅଭିଯୋଗର ଲମ୍ବା ତାଲିକା ରଖିଛି ବିଜେପି। ନବୀନ ସରକାରଙ୍କ ଚକ୍ରାନ୍ତରେ ଗ୍ରାମାଞ୍ଚଳରେ ସ୍ଥାନୀୟ ଲୋକ ପ୍ରତିନିଧି ସମ୍ପୂର୍ଣ୍ଣ କ୍ଷମତାଶୂନ୍ୟ ହୋଇଯାଇଛନ୍ତି ବୋଲି…
ଅଧିକ ଖବର ଦେଖନ୍ତୁ...

ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି, ୧୨ ତାରିଖ ଯାଏ ନାମାଙ୍କନ ପତ୍ର ଦାଖଲ

ଭୁବନେଶ୍ୱର: ଓଡ଼ିଶାରୁ ଖାଲି ହେଉଥିବା ୩ଟି ରାଜ୍ୟସଭା ସଦସ୍ୟ ପଦବି ପାଇଁ ଆଜି ଠାରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟସଭା ପାଇଁ ନିଯୁକ୍ତ ରିଟର୍ଣ୍ଣିଂ ଅଫିସର ରାଜେଶ ପାଟିଲ ରାଜ୍ୟସଭା ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ନେଇ ସୂଚନା ଦେଇଛନ୍ତି। ସୂଚନା ମୁତାବକ ଆଜି ଠାରୁ ଚଳିତ ମାସ…
ଅଧିକ ଖବର ଦେଖନ୍ତୁ...

ଟୁଇଟ୍‌ରେ ନରେନ୍ଦ୍ର ମୋଦିଙ୍କୁ ଗାଳି ଦେଲେ ଅମରିନ୍ଦର୍‌ ସିଂହ

ନୂଆଦିଲ୍ଲୀ: ଉଦ୍ଦେଶ୍ୟମୂଳକ ମନ୍ତବ୍ୟ ଦେବା ଏବଂ ଦଳ ଏବଂ ତାଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରାଇବା ପାଇଁ ଚେଷ୍ଟା କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗାଳି ଦେବାକୁ ପଞ୍ଜାବର କଂଗ୍ରେସ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଟୁଇଟର୍‌ ଧରିଛନ୍ତି। ପଞ୍ଜାବର ମୁଖ୍ୟମନ୍ତ୍ରୀଙ୍କୁ…
ଅଧିକ ଖବର ଦେଖନ୍ତୁ...

ମେଘାଳୟରେ ସାଙ୍ଗମା, ନାଗାଲାଣ୍ଡରେ ରିଓ ହେବେ ମୁଖ୍ୟମନ୍ତ୍ରୀ

ମେଘାଳୟ ବି କଂଗ୍ରେସ ହାତରୁ ଖସିଲା ବିଜେପି-ଏନ୍‌ପିପି ମେଣ୍ଟକୁ ୟୁଡିପିର ସମର୍ଥନ ୬ ତାରିଖ ସକାଳେ ସାଙ୍ଗମାଙ୍କ ଶପଥ ଗ୍ରହଣ ନାଗାଲାଣ୍ଡରେ ବିଜେପି-ଏନ୍‌ଡିପିପି ମେଣ୍ଟ ସିଲଂ : ମେଘାଳୟରେ ସରକାର ଗଠନ ନେଇ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଝୁଲା ବିଧାନସଭାରେ ଆବଶ୍ୟକ କୁହୁକ ସଂଖ୍ୟା…
ଅଧିକ ଖବର ଦେଖନ୍ତୁ...

ମାଣିକ ସରକାରଙ୍କ ଅବସ୍ଥା ଭୋଗିବେ ନବୀନ

ଭୁବନେଶ୍ୱର : ତ୍ରିପୁରାରେ ଲାଲ ଦୁର୍ଗକୁ ଭାଙ୍ଗିଲା ପରେ ବେଶ୍‌ ଉତ୍ସାହିତ ଅଛି ବିଜେପି ଶିବିର। ସେଠାରେ ମୁଖ୍ୟମନ୍ତ୍ରୀ ନିର୍ବାଚନ ପାଇଁ ଦଳର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା କେନ୍ଦ୍ର ମନ୍ତ୍ରୀ ଜୁଏଲ୍‌ ଓରାମ ଆଜି ତ୍ରିପୁରା ଉଦାହରଣ ଦେଇ ଓଡ଼ିଶା ସରକାରଙ୍କ ଉପରେ ବର୍ଷିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ପଦ୍ମ ପାଖୁଡ଼ା ଖୋଲିପାରିବ ନାହିଁ: ମହାରଥୀ

ଭୁବନେଶ୍ୱର : କେନ୍ଦ୍ର ମନ୍ତ୍ରୀ ଜୁଏଲ୍‌ ଓରାମ ସାମ୍ବାଦିକ ସମ୍ମିଳନୀ ଡାକି ରାଜ୍ୟ ସରକାରଙ୍କୁ ଭର୍ତ୍ସନା କଲା ପରେ ଜବାବ ଦେଇଛି ବିଜେଡି। ବରିଷ୍ଠ ମନ୍ତ୍ରୀ ପ୍ରଦୀପ ମହାରଥୀ କଡ଼ା ଭାଷାରେ ବିଜେପିକୁ କଟାକ୍ଷ କରିଛନ୍ତି। ସେ କହିଛନ୍ତି, ଶାସନକୁ ଆସିବା ତ ଦୂରର କଥା, ଓଡ଼ିଶାରେ ପଦ୍ମ ଫୁଲ…
ଅଧିକ ଖବର ଦେଖନ୍ତୁ...

ଦାମଙ୍କ ପୁଅଙ୍କୁ ବିଜେଡି ସଂଗଠନ ଦାୟିତ୍ୱ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଜୁ ଜନତା ଦଳର ରାଜ୍ୟ ସଂପାଦକ ଭାବେ ସମ୍ବିତ ରାଉତରାୟଙ୍କୁ ନିଯୁକ୍ତି ଦେଇଛନ୍ତି। ବିଜେଡି ସାଧାରଣ ସଂପାଦକ ସଂଜୟ ଦାସବର୍ମା ଏକ ପ୍ରେସ ବିଜ୍ଞପ୍ତିରେ ଏକଥା ଜଣାଇଛନ୍ତି। ଶ୍ରୀ ରାଉତରାୟଙ୍କ ନିଯୁକ୍ତି ବିଜେଡି ଆଭ୍ୟନ୍ତରୀଣ ରାଜନୀତିରେ…
ଅଧିକ ଖବର ଦେଖନ୍ତୁ...

ୟୁପି ଉପ-ନିର୍ବାଚନ: ଅଖିଳେଶଙ୍କ ସହ ହାତ ମିଳାଇଲେ ମାୟବତୀ

ଲକ୍ଷ୍ନୌ: ବିଜେପିର ବର୍ଦ୍ଧିତ ବିଜୟକୁ ଦେଖି ୟୁପି ରାଜନୀତିରେ ଏକ ବଡ଼ ଧରଣା ପରିବର୍ତ୍ତନ ହେବାକୁ ଯାଉଛି। ଆସନ୍ତା ୧୧ ତାରିଖରେ ଗୋରଖପୁର ଓ ଆହ୍ଲାବାଦର ଫୁଲପୁର ଲୋକସଭା ଆସନ ପାଇଁ ହେବାକୁ ଥିବା ଉପ ନିର୍ବାଚନରେ ବହୁଜନ ସମାଜବାଦୀ ପାର୍ଟି ଏହାର ଚିର ଶତ୍ରୁ ସମାଜବାଦୀ ପାର୍ଟି ସହ…
ଅଧିକ ଖବର ଦେଖନ୍ତୁ...

‘ଜିନ୍ନା ମୁସଲମାନଙ୍କ ପାଇଁ ଅଲଗା ଦେଶ ଚାହୁଁ ନଥିଲେ’: ଫାରୁକ୍‌ ଅବଦୁଲ୍ଲା

ଜମ୍ମୁ: ମହମ୍ମଦ ଅଲ୍ଲୀ ଜିନ୍ନା କେବେ ବି ମୁସଲମାନଙ୍କ ପାଇଁ ଅଲଗା ବା ସ୍ୱତନ୍ତ୍ର ଦେଶ ଚାହୁଁ ନଥିଲେ। ବରଂ ଭାରତର କିଛି ନେତାଙ୍କ କାରଣରୁ ଦେଶ ବିଭାଜିତ ହେବା ସହ ପାକିସ୍ତାନର ସୃଷ୍ଟି ହୋଇଥିଲା ବୋଲି ଏକ ବିବାଦୀୟ ବୟାନ ଦେଇଛନ୍ତି ଜମ୍ମୁ- କଶ୍ମିରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ…
ଅଧିକ ଖବର ଦେଖନ୍ତୁ...

ନାଗାଲାଣ୍ଡ: ସରକାର ଗଠନ ପାଇଁ ରାଜ୍ୟପାଳଙ୍କ ନିକଟରେ ଦାବି ଜଣାଇଲା ବିଜେପି ଓ ଏନ୍‌ଡିପିପି ମେଣ୍ଟ

କୋହିମା: ନାଗାଲାଣ୍ଡରେ ନୂତନ ସରକାର ଗଠନ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ଓ ଏହାର ମେଣ୍ଟ ସହଯୋଗୀ ନ୍ୟାସନାଲିଷ୍ଟ ଡେମୋକ୍ରାଟିକ୍‌ ପ୍ରୋଗ୍ରେସିଭ୍‌ ପାର୍ଟି (ଏନ୍‌ଡିପିପି)ର ବରିଷ୍ଠ ନେତାମ।ନେ ଆଜି ରାଜ୍ୟପାଳ ପିବି ଆଚାର୍ଯ୍ୟଙ୍କୁ ଭେଟି ଦାବି ଜଣାଇଛନ୍ତି। ବିଜେପି ସାଧାରଣ…
ଅଧିକ ଖବର ଦେଖନ୍ତୁ...