ଅନୁସନ୍ଧାନ କରୁଥିବା ବର୍ଗ

ରାଜନୀତି

ଟିକେଟ ବିଳମ୍ବ, ଆଶାୟୀ ଦ୍ବନ୍ଦ୍ବରେ: ସମସ୍ତେ ମିଶ୍ରଣ ପର୍ବରେ ବ୍ୟସ୍ତ

ଭୁବନେଶ୍ବର: ବିଜେଡି ପ୍ରଥମ ପର୍ଯ୍ୟାୟରେ ୭୨ ବିଧାନସଭା ଓ ୧୫ ଲୋକସଭା ପ୍ରାର୍ଥୀଙ୍କ ନାମ ଘୋଷଣା କଲା। ଏହା ମଧ୍ୟରେ ୫ ଦିନ ବିତିଗଲାଣି। ଆଉ କୌଣସି ଆସନରେ ପ୍ରାର୍ଥୀ ଘୋଷଣା ହୋଇନି। ବିଜେପି ପ୍ରଥମ ଦଳ ଭାବେ ‌ଏକାଥରେ ୧୮ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା। ଏହାର ୬ ଦିନ ପରେ…
ଅଧିକ ଖବର ଦେଖନ୍ତୁ...

କାକଟପୁର ନିର୍ବାଚନମଣ୍ଡଳୀ: ବିଜେଡି ଟିକେଟ୍‌ ଉପରେ ସମସ୍ତଙ୍କ ନଜର

ଅସ୍ତରଙ୍ଗ: କାକଟପୁର ନିର୍ବାଚନମଣ୍ଡଳୀରେ ରାଜନୀତି ଉଷ୍ମତା ବଢ଼ୁଛି। ପୁରୀ ଜିଲ୍ଲାର ଅନ୍ୟ ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇସାରିଥିବା ବେଳେ କାକଟପୁର ଓ ନିମାପଡ଼ା ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା ହୋଇନାହିଁ। ତେଣୁ ବିଜେଡି ଟିକେଟ୍‌ ଉପରେ…
ଅଧିକ ଖବର ଦେଖନ୍ତୁ...

ବିରୋଧୀ ଉସୁକାଉଥିଲେ, ଏବେ ଚୁପ୍‌: ହାତରୁ ଖସିଗଲା ନୂଆ ଜିଲ୍ଲା କାର୍ଡ

ବିଶ୍ବଜିତ ଦାଶ ଭୁବନେଶ୍ବର: ପଦ୍ମପୁରରୁ ଆରମ୍ଭ କରି କଣ୍ଟାବାଞ୍ଜି ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ନୂଆ ଜିଲ୍ଲା‌ ଦାବିରେ ୧୨ଘଣ୍ଟିଆ ବନ୍ଦ ପାଳନ ହେଲା। ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଗଲା, ବିଭିନ୍ନ ଅଞ୍ଚଳର ବିଧାୟକମାନେ ବିଧାନସଭାରେ ନୂଆ ଜିଲ୍ଲା ଘୋଷଣାକୁ…
ଅଧିକ ଖବର ଦେଖନ୍ତୁ...

ପ୍ରାର୍ଥୀ ଚୟନକୁ ନେଇ କଂଗ୍ରେସରେ ଦ୍ବନ୍ଦ୍ବ: ଲବିରେ ନେତା, କର୍ମୀ ନିରାଶ

ଅନୁଗୁଳ: ବିଜେଡି ଲୋକସଭା ସହ କିଛି ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରି ସାରିଲାଣି। ବିଜେପିର ଲୋକସଭା ପ୍ରାର୍ଥୀ ଘୋଷଣା ସରିଥିଲାବେଳେ ବିଧାନସଭା ପାଇଁ ପ୍ରାର୍ଥୀ ପ୍ରାୟ ଚୂଡ଼ାନ୍ତ ହୋଇଛି। ହେଲେ କଂଗ୍ରେସର ହିସାବ ଏ ପର୍ଯ୍ୟନ୍ତ ଛିଣ୍ଡୁନି। ଲୋକସଭା ଓ ବିଧାନସଭା ପାଇଁ…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସର ପ୍ରାର୍ଥୀ ଚୟନକୁ ନେଇ ସଂଦେହ ପ୍ରକାଶ କଲେ ପିସିସି ସଦସ୍ୟ

ଜୟପୁର: ଏ ଯାଏଁ କଂଗ୍ରେସ ନିଜର ବିଧାନସଭା ଓଲୋକସଭା ଆସନର ପ୍ରାର୍ଥୀଙ୍କ ନାଁ ଘୋଷଣା କରିନି। ଏହା ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀ କରି ଜୟପୁରରେ ପିସିସି ସଭ୍ୟ ବିରେନ୍ ମ‌ୋହନ ପଟ୍ଟନାୟକ ଓ ପୂର୍ବତନ ଜିଲ୍ଲାସଭାପତି ଦୁର୍ଗା ଶଙ୍କର ସାହୁ ପ୍ରାର୍ଥୀ ଚୟନକୁ ନେଇ ସଂଦେହ ପ୍ରକାଶ…
ଅଧିକ ଖବର ଦେଖନ୍ତୁ...

ଲୋକସଭା ବିଜେଡି ସାଂସଦ ପ୍ରାର୍ଥୀ ସୁଦାମ ମାରାଣ୍ଡିଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା

ରାଇରଙ୍ଗପୁର: ସାଧାରଣ ନିର୍ବାଚନରେ ମୟୂରଭଞ୍ଜ ଲୋକସଭା ସାଂସଦ ପାଇଁ ବିଜେଡିର ସୁପ୍ରିମୋ ନବୀନ ପଟ୍ଟନାୟକ ପୂର୍ବତନ ସାଂସଦ ତଥା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ନାମରେ ମୋହର ମାରିଛନ୍ତି। ଏହାକୁ ନେଇ ସମଗ୍ର ମୟୂରଭଞ୍ଜ ଜିଲ୍ଲାର ରାଜନୀତି ପାଣିପାଗ ସରଗରମ ହୋଇପଡିଛି।…
ଅଧିକ ଖବର ଦେଖନ୍ତୁ...

“୪୦୦ ଦୂରର କଥା, ଆଗ ୨୦୦ଟି ଆସନ ଜିତି ଦେଖାଇଲ” ବିଜେପିକୁ ମମତାଙ୍କ ଚ୍ୟାଲେଞ୍ଜ୍

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରବିବାର ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ନେତୃତ୍ୱାଧୀନ ଏନଡିଏର ୪୦୦ରୁ ଅଧିକ ଆସନ ଜିତିବାର ଲକ୍ଷ୍ୟକୁ ଉପହାସ କରିଛନ୍ତି। କୃଷ୍ଣନଗର ନିର୍ବାଚନ ମଣ୍ଡଳୀରେ ଟିଏମସି ପ୍ରାର୍ଥୀ ମହୁଆ ମୋଇତ୍ରାଙ୍କ ପାଇଁ ଏକ ନିର୍ବାଚନୀ…
ଅଧିକ ଖବର ଦେଖନ୍ତୁ...

ବିଜେଡି ଛାଡ଼ିଲା ପରେ ଏମିତି ବୟାନ ଦେଲେ ଅଭିନେତା, କହିଲେ- ସ୍ବାଭିମାନ୍‌ ଆଗ

ଭୁବନେଶ୍ବର: ସାଧାରଣ ନିର୍ବାଚନ-୨୦୨୪ ପାଇଁ ପ୍ରକ୍ରିୟା ଜାରି ରହିଛି। ଓଡ଼ିଶାରେ ଲୋକସଭା ସମେତ ବିଧାନସଭା ନିର୍ବାଚନ ହେଉଥିବାରୁ ରାଜନୈତିକ ପାଣିପାଗ ଅନ୍ୟ ରାଜ୍ୟ ତୁଳନାରେ ଅଧିକ ଉତ୍ତପ୍ତ ହୋଇପଡ଼ିଛି। ବିଜେପି ଓ ବିଜେଡି କିଛି ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ କିଛି ନେତା ଓ କର୍ମୀ…
ଅଧିକ ଖବର ଦେଖନ୍ତୁ...

ଦୁର୍ନୀତିଗ୍ରସ୍ତଙ୍କ ଉପରେ ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ହେବ : ମୋଦୀ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ  କାର୍ଯ୍ୟସୂଚୀ ଘୋଷଣା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମିରଟରୁ ନିଜର ନିର୍ବାଚନ  ପ୍ରଚାର ଆରମ୍ଭ କରିଛନ୍ତି। ମୋଦୀ ମିରଟରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରିଥିଲେ ଏବଂ ମଞ୍ଚରୁ ବିରୋଧୀଙ୍କୁ କଡ଼ା ଟାର୍ଗେଟ କରିଥିଲେ। ମୋଦୀ କହିଛନ୍ତି ଯେ…
ଅଧିକ ଖବର ଦେଖନ୍ତୁ...

ମା’ ମାଟିର କାମ କରିବା ପାଇଁ ସଂଗ୍ରାମ ଜାରି ରଖିବି: ଆକାଶ ଦାସନାୟକ

ଭୁବନେଶ୍ବର: ଯାଜପୁର ଜିଲ୍ଲା କୋରେଇ ମାଟିର ଜନତା ହେଉଛନ୍ତି ମୋର ପରିବାରର ସଦସ୍ୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକାଶିତ ଭାରତରେ ପ୍ରଭାବିତ ହୋଇ ବିଜେପିରେ ସାମିଲ ହୋଇଛି। କୋରେଇରେ ଅନେକ କାମ କରିଛି। ଆହୁରି କିଛି କାମ କରିବାର ବାକି ଅଛି। ମା’ ମାଟିର କାମ କରିବା ପାଇଁ…
ଅଧିକ ଖବର ଦେଖନ୍ତୁ...