ଅନୁସନ୍ଧାନ କରୁଥିବା ବର୍ଗ

ରାଜନୀତି

ବଡ଼ଚଣା ରାଜନୀତି: ଶଙ୍ଖଭବନରେ ମାନଭଞ୍ଜନ

ଯାଜପୁର/ଚଣ୍ଡିଖୋଲ/ଛତିଆ: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାର୍ଥୀ କରିବାପରେ ଅସ‌ନ୍ତୋଷ ଦୂରୀଭୂତ କରିବାପାଇଁ ବିଜେଡି ପକ୍ଷରୁ କସରତ ଆରମ୍ଭ ହୋଇଛି। ଆଜି ଭୁବନେଶ୍ବରସ୍ଥିତ ଶଙ୍ଖଭବନଠାରେ ଦଳୀୟ ନେତା ଏକାଠିହୋଇ ଏ ସମ୍ପର୍କ‌ରେ ଆଲୋଚନା କରିଛନ୍ତି। ଆଜି ପୂର୍ବାହ୍ନରେ ବଡ଼ଚଣା…
ଅଧିକ ଖବର ଦେଖନ୍ତୁ...

ବିଜେପୁରରେ ରୀତାଙ୍କ ପାଇଁ ଅଡ଼ୁଆ ଦଳୀୟ କର୍ମୀ: ସମାବେଶ କରି ରୀତା ହଟାଓ, ବିଜେପୁର ବଞ୍ଚାଓ ନାରା ଦେଲେ

ବିଜେପୁର: ବରଗଡ଼ ଜିଲ୍ଲା ବିଜେପୁର ବିଧାସଭା ନିର୍ବାଚନମଣ୍ଡଳୀରେ ‌ବିଜେଡିରେ ଥିବା ଅନ୍ତର୍ଦ୍ବନ୍ଦ୍ବ ପଦାରେ ପଡ଼ିଛି। ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ପ୍ରାର୍ଥିତ୍ବକୁ ନେଇ ଦଳୀୟ କର୍ମୀ ଖୋଲାଖୋଲି ବିରୋଧ କରିଛନ୍ତି। ମଙ୍ଗଳବାର ଦିନ ବିଜେପୁର ବ୍ଲକ ଅନ୍ତର୍ଗତ ବୁଢ଼ାପାଲି ଗ୍ରାମ ନିକଟରେ…
ଅଧିକ ଖବର ଦେଖନ୍ତୁ...

ବିଜେପି-ବିଜେଡିର ଦୁର୍ନୀତି ପାନ ବାଣ୍ଟିଲା କଂଗ୍ରେସ

ଭୁବନେଶ୍ବର: ନିର୍ବାଚନ ସମୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଘେରିବା ପାଇଁ ନୂଆ ଅଭିଯାନ ଆରମ୍ଭ କରିଛି କଂଗ୍ରେସ। ପୂର୍ବରୁ ବିଜେପି-ବିଜେଡିର ପ୍ରତୀକାତ୍ମକ ବାହାଘର କରିଥିବା କଂଗ୍ରେସ ଆଜି ଖୋଲିଛି ପାନ ଭଣ୍ଡାର। କେନ୍ଦ୍ରର ବିଜେପି ଓ ରାଜ୍ୟର ବିଜେଡି ସରକାର ରାଜ୍ୟବାସୀଙ୍କୁ ଦୁର୍ନୀତିର…
ଅଧିକ ଖବର ଦେଖନ୍ତୁ...

ବିଜେଡିରୁ ଇସ୍ତଫାଦେଲେ ରାସେଶ୍ବରୀ: କହିଲେ, ଅପାରଗ ମନ୍ତ୍ରୀ ଯୋଗ୍ୟ ହେଲେ କେମିତି?

ସମ୍ବଲପୁର: ବିଜେଡିର ସମସ୍ତ ପଦ ତଥା ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି ସମ୍ବଲପୁରର ପୂର୍ବତନ ବିଧାୟିକା ଡା.ରାସେଶ୍ବରୀ ପାଣିଗ୍ରାହୀ। ତାଙ୍କ ନିଷ୍ପତ୍ତିକୁ ସମର୍ଥନ କରି ଦଳର ବିଭିନ୍ନ ପଦ ପଦବିରେ ଥିବା ୪୦ରୁ ଅଧିକ ପଦାଧିକାରୀ ଓ ସକ୍ରିୟ କର୍ମୀ ମଧ୍ୟ ଦଳରୁ ଇସ୍ତଫା ଦେଇଛନ୍ତି। ଡା.…
ଅଧିକ ଖବର ଦେଖନ୍ତୁ...

ପ୍ରଚାର ମଙ୍ଗ ଧରିବେ ମୋଦୀ, ଶାହ: ଓଡ଼ିଶା ପାଇଁ ବିଜେପିର ୪୦ଜଣିଆ ତାରକା ପ୍ରଚାରକ

ଭୁବନେଶ୍ବର: ଚଳିତ ସାଧାରଣ ନିର୍ବାଚନରେ ଓଡ଼ିଶାରେ ବିଜେପି ପୂରା ଦମ୍‌ରେ ପ୍ରଚାର କରିବ। ଏନେଇ ବିଜେପି ୪୦ଜଣ ତାରକା ପ୍ରଚାରକଙ୍କ ତାଲିକା ‌ଘୋଷଣା କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବିଜେପି ରାଷ୍ଟ୍ରୀୟ…
ଅଧିକ ଖବର ଦେଖନ୍ତୁ...

ଯୋଡ଼ିଶଙ୍ଖ ଭିଡିଓ ଧର୍ମେନ୍ଦ୍ରଙ୍କ ନିଦ ହଜାଇ ଦେଲାଣି: ବିଜେଡି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନିର୍ବାଚନ ମଇଦାନକୁ ଓହ୍ଲାଇ ନାହାନ୍ତି, କିନ୍ତୁ କିଛି ଲୋକଙ୍କ ବଦହଜମୀ ଆରମ୍ଭ ହୋଇଗଲାଣି। ଯୋଡ଼ି ଶଙ୍ଖ ଭିଡିଓ ଦେଖି ରାତିର ନିଦ ହଜିଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଯୋଡ଼ି ଶଙ୍ଖର ଭିଡିଓ ଏତେ ଲୋକପ୍ରିୟ ହେଲା ଯେ, ଇନ୍‌ଷ୍ଟାଗ୍ରାମରେ ସବୁ ରେକର୍ଡ କାଟିଦେଲା। ୨୪…
ଅଧିକ ଖବର ଦେଖନ୍ତୁ...

ଆଜି ପ୍ରଚାର ଆରମ୍ଭ କରିବେ ନବୀନ: ହିଞ୍ଜିଳିରେ ଦୁଇଟି ସଭାକୁ ସମ୍ବୋଧିତ କରିବେ

ଭୁବନେଶ୍ବର: ବିଜେଡି ସଭାପତି ନବୀନ ପଟ୍ଟନାୟକ ବୁଧବାର ଦିନ ନିର୍ବାଚନୀ ପ୍ରଚାର ଆରମ୍ଭ କରିବେ। ଗତକାଲି ଯୋଡ଼ି ଶଙ୍ଖରେ ଭୋଟ୍‌ ଦେବାକୁ ନିବେଦନ କରି ଭିଡିଓ ଜାରି କଲା ପରେ ମଇଦାନରେ ପ୍ରଚାର ନିଜ ନିର୍ବାଚନମଣ୍ଡଳୀ ହିଞ୍ଜିଳିରୁ ଆରମ୍ଭ ହେବ। ଏଥି ପାଇଁ ସମସ୍ତ ପ୍ରସ୍ତୁତି ‌ଶେଷ ହୋଇଛି।…
ଅଧିକ ଖବର ଦେଖନ୍ତୁ...

ସୋନପୁରରୁ ନିର୍ବାଚନ ବିଗୁଲ୍‌ ଫୁଙ୍କିବେ ଶାହ

ସୋନପୁର: ଆସନ୍ତା ୨୫ ତାରିଖରେ ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି ସୋନପୁରରୁ ନିର୍ବାଚନ ବିଗୁଲ୍‌ ଫୁଙ୍କିବେ। ଏହା ହେବ ଓଡ଼ିଶାରେ ଶ୍ରୀ ଶାହଙ୍କର ପ୍ରଥମ ନିର୍ବାଚନୀ ସଭା। ଆଜି ସୋନପୁରସ୍ଥିତ ଶାହା ଗେଷ୍ଟ ହାଉସରେ ଆୟୋଜିତ ସାମ୍ବାଦିକ…
ଅଧିକ ଖବର ଦେଖନ୍ତୁ...

ବିଏସ୍‌ପି ପ୍ରାର୍ଥୀ ଲଳିତ ମାଡ଼କାମୀ ନାମାଙ୍କନ ପତ୍ର ଦାଖଲ କଲେ

ମାଲକାନଗିରି: ମାଲକାନଗିରି ବିଧାନସଭା ଆସନ ପାଇଁ ବିଏସପି ପ୍ରାର୍ଥୀ ଲଳିତ ନାରାୟଣ ମାଡକାମୀ ରିଟର୍ଣ୍ଣିଂ ଅଫିସର ଉପଜିଲ୍ଲାପାଳଙ୍କ ନିକଟରେ ମଙ୍ଗଳବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏକ ବିରାଟ ଶୋଭାଯାତ୍ରାରେ ବସଷ୍ଟାଣ୍ଡ ନିକଟରୁ ନିଜ କର୍ମୀମାନଙ୍କ ସହ ବାହାରି ଉପଜିଲ୍ଲାପାଳଙ୍କ…
ଅଧିକ ଖବର ଦେଖନ୍ତୁ...

ରାହୁଲଙ୍କୁ କାହିଁକି ‘ଅମୁଲ ବେବି’ କହିଲେ କେରଳ ମୁଖ୍ୟମନ୍ତ୍ରୀ

ଥିରୁଅନନ୍ତପୁରମ୍‌: କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ମଙ୍ଗଳବାର ରାହୁଲ ଗାନ୍ଧିଙ୍କ ପୁରୁଣା ନାମ ‘ଅମୁଲ ବେବି’କୁ ନେଇ ତାଙ୍କର ସଦ୍ୟ ବକ୍ତବ୍ୟକୁ ସମର୍ଥନ କରି କହିଛନ୍ତି ଯେ କଂଗ୍ରେସ ନେତାଙ୍କ ଏଭଳି ଆଚରଣ ସମ୍ପୂର୍ଣ୍ଣ ଅପରିପକ୍ୱ ଏବଂ ତେଣୁ ରାଜ୍ୟରେ ତାଙ୍କ ଦଳର କିଛି ନେତା ତାଙ୍କୁ…
ଅଧିକ ଖବର ଦେଖନ୍ତୁ...