ଅନୁସନ୍ଧାନ କରୁଥିବା ବର୍ଗ

ରାଜନୀତି

ଓଡ଼ିଶାରେ ବିଜେଡି ସରକାର ଯାଉଛି ଓ ବିଜେପି ସରକାର ଆସୁଛି: ମନମୋହନ ସାମଲ

ଭୁବନେଶ୍ବର: ଓଡ଼ିଶାରେ ବିଜେଡି ସରକାର ଯାଉଛି ଓ ବିଜେପି ସରକାର ଆସୁଛି ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ନେତାମାନଙ୍କୁ ସ୍ବାଗତ କରି ମନମୋହନ ସାମଲ କହିଛନ୍ତି, ରାଜ୍ୟରେ ସରକାର ବଦଳୁଛି, ବିଜେଡି ସରକାର…
ଅଧିକ ଖବର ଦେଖନ୍ତୁ...

ହାତ ଛାଡ଼ିଲେ ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ

ଭୁବନେଶ୍ବର: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ ଦଳରୁ ଇସ୍ତଫା ଦେଇଛନ୍ତି । ୨୦୦୪ରୁ ୨୦୦୯ ଯାଏ ତିର୍ତ୍ତୋଲ ବିଧାୟକ ଏବଂ ୨୦୧୪ରୁ ୨୦୧୯ ଯାଏଁ ଜଗତସିଂହପୁର ବିଧାୟକ ଭାବେ କଂଗ୍ରେସ ଗଡ଼ ସମ୍ଭାଳିଥିଲେ ଚିରଞ୍ଜୀବ। ଏପରିିକି ବିଧାନସଭାରେ ବିରୋଧୀ ଦଳର ଉପନେତା…
ଅଧିକ ଖବର ଦେଖନ୍ତୁ...

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପଦ୍ମ ଧରିଲେ ପ୍ରିୟଦର୍ଶୀ ମିଶ୍ର

ଭୁବନେଶ୍ବର: ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ ନେତାଙ୍କ ଦଳ ଡିଆଁ ପର୍ବ ଜାରି ରହିଛି। ଆଜି ସକାଳ ପାଖାପାଖି ୧୦ଟା ୬ ମିନିଟ ସମୟରେ ଉତ୍ତର ଭୂବନେଶ୍ୱରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ବିଜେଡି ଛାଡ଼ିଥିଲେ। ମାତ୍ର ୨ ଘଣ୍ଟା ଭିତରେ ପରେ ରାଜ୍ୟ ବିଜେପି କାର୍ଯ୍ୟାଳୟକୁ ଯାଇ…
ଅଧିକ ଖବର ଦେଖନ୍ତୁ...

ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି

ଭୁବନେଶ୍ବର: ସିନେ ତାରକାମାନେ ବିଜେଡି ଛାଡ଼ିବାରେ ଲାଗିଛନ୍ତି। ପ୍ରଥମେ ଅରିନ୍ଦମ ରାୟ, ତ‌ାଙ୍କ ପରେ ସିଦ୍ଧାନ୍ତ ମହାପାତ୍ର ଓ  ଆକାଶ ଦାସ ନାୟକ ଏବେ ଅନୁଭବ ମହାନ୍ତି ବି ବିଜେଡି ଛାଡ଼ିଛନ୍ତି। କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ନିଜର ଇସ୍ତଫାପତ୍ର ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ…
ଅଧିକ ଖବର ଦେଖନ୍ତୁ...

ବିଜେଡି ଛାଡ଼ିଲେ ସିନେ ତାରକା ତଥା କୋରେଇର ପୂର୍ବତନ ବିଧାୟକ ଆକାଶ ଦାସ ନାୟକ

ଭୁବନେଶ୍ବର: ସିନେ ତାରକାମାନେ ବିଜେଡି ଛାଡ଼ିବାରେ ଲାଗିଛନ୍ତି। ପ୍ରଥମେ ଅରିନ୍ଦମ ରାୟ, ତ‌ାଙ୍କ ପରେ ସିଦ୍ଧାନ୍ତ ମହାପାତ୍ର ଓ ଏବେ  ଆକାଶ ଦାସ ନାୟକ ବି ବିଜେଡି ଛାଡ଼ିଛନ୍ତି। ଯାଜପୁର ଜିଲ୍ଲା କୋରେଇର ପୂର୍ବତନ ବିଧାୟକ ଆକାଶ ଦାସ ନାୟକଙ୍କୁ ବିଜେଡି ଗତ ଥର ଟିକେଟ ଦେଇନଥିଲା। ଏଥର ବି ଦଳ…
ଅଧିକ ଖବର ଦେଖନ୍ତୁ...

ଦଳରେ ଅଲୋଡ଼ା ହେବାରୁ ବିଜେଡି ଛାଡ଼ିଲି: ପ୍ରିୟଦର୍ଶୀ ମିଶ୍ର

ଭୁବନେଶ୍ବର: ବିଜେଡି ଛାଡ଼ିବାର କାରଣ ସଂପର୍କରେ ଉତ୍ତର ଭୁବନେଶ୍ବରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀରେ ନିଜ ମନ କଥା କହିଛନ୍ତି। ପ୍ରିୟଦର୍ଶୀ ମିଶ୍ର କହିଛନ୍ତି, ବିଜେଡିରେ କିଛି କୁଚକ୍ରୀ ଗୋଷ୍ଠୀ ଅଛନ୍ତି, ଯେଉଁମାନେ ପୁରୁଣା ଲୋକଙ୍କୁ ବାହାର କରିବାକୁ…
ଅଧିକ ଖବର ଦେଖନ୍ତୁ...

ବିଜେଡିରୁ ଇସ୍ତଫା ଦେଲେ ଉତ୍ତର ଭୁବନେଶ୍ବରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର

ଭୁବନେଶ୍ବର: ବିଜେଡି ଛାଡ଼ିଲେ ଉତ୍ତର ଭୁବନେଶ୍ବରର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର। ଦଳରେ ଲଗାତାର ଅବହେଳା ଅଭିଯୋଗ କରି ସେ ବିଜେଡିରୁ ଇସ୍ତଫା ଦେଇଛନ୍ତି। ସେ ନିଜର ଇସ୍ତଫାପତ୍ର ଦଳର ସଭାପତିଙ୍କ ପାଖକୁ ପଠାଇଛନ୍ତି। ପ୍ରିୟଦର୍ଶୀ ମିଶ୍ର ୨୦୧୪ରୁ ୨୦୧୯ ଯାଏ ଉତ୍ତର ଭୁବନେଶ୍ବରର…
ଅଧିକ ଖବର ଦେଖନ୍ତୁ...

ସବୁଠି ଆଶାୟୀଙ୍କ ସଂଖ୍ୟା ବଢ଼ୁଛି: ଅପରାଜିତାଙ୍କ ଆଭିମୁଖ୍ୟ ଉପରେ ନଜର

ଭୁବନେଶ୍ବର: ଭୁବନେଶ୍ବରର ତିନି ନିର୍ବାଚନମଣ୍ଡଳୀରେ କିଏ ହେବେ ବିଜେପି ପ୍ରାର୍ଥୀ? ଏକାମ୍ର ଓ ମଧ୍ୟ ନିର୍ବାଚନମଣ୍ଡଳୀରେ ଗତଥରର ପ୍ରାର୍ଥୀ ରିପିଟ୍‌ ହେବେ ନା ନୂଆ ମୁହଁକୁ ଦଳ ବାଛିବ? ଉତ୍ତରରେ ଅତୀତର ଦୁର୍ବଳ ପ୍ରଦର୍ଶନକୁ ସୁଧାରିବା ପାଇଁ କାହାକୁ ଭରସା କରିବ ଦଳ? ପ୍ରାର୍ଥୀ ଘୋଷଣା…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସରୁ ଲଢ଼ିବେନି ରଶ୍ମି ମହାପାତ୍ର: ବିଜେପିରେ ମିଶିବା ନେଇ ଚର୍ଚ୍ଚା

ଭୁବନେଶ୍ବର: ଏଥର କଂଗ୍ରେସରୁ ନିର୍ବାଚନ ଲଢ଼ିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଏକାମ୍ର କଂଗ୍ରେସ ନେତ୍ରୀ ତଥା ୨୦୧୯ ନିର୍ବାଚନର କଂଗ୍ରେସ ପ୍ରାର୍ଥୀ ରଶ୍ମି ମହାପାତ୍ର। ଦଳୀୟ ଟିକେଟ୍‌ ପାଇଁ ନେତାଙ୍କ ଲବି ଚାଲିଥିବା ବେଳେ ଶ୍ରୀମତୀ ମହାପାତ୍ରଙ୍କ ଏଭଳି ନିଷ୍ପତ୍ତି ଚର୍ଚ୍ଚାର ବିଷୟ…
ଅଧିକ ଖବର ଦେଖନ୍ତୁ...

ଜୟଦେବରେ ରାଜନୈତିକ ଉଷ୍ମତା: ବାଇକ ଶୋଭାଯାତ୍ରା, କର୍ମୀ ସମ୍ମିଳନୀ

ବାଲିଅନ୍ତା/ ବାଲିପାଟଣା: ନିର୍ବାଚନ ଯେତିକି ପାଖେଇ ଆସୁଛି ଜୟଦେବ ନିର୍ବାଚନମଣ୍ଡଳୀରେ ରାଜନୈତିକ ବାତାବରଣ ସେତିକି ଉଷ୍ଣ ହୋଇପଡ଼ିଛି। ପ୍ରଥମ ପର୍ଯ୍ୟାୟରେ ଜୟଦେବରେ କୌଣସି ରାଜନୈତିକ ଦଳର ବିଧାୟକ ଆଶାୟୀ ପ୍ରାର୍ଥୀଙ୍କର ନାମ ତାଲିକା ଘୋଷଣା ହୋଇନଥିଲେ ହେଁ ଦଳୀୟ କର୍ମୀ ଓ ସମର୍ଥକମାନେ…
ଅଧିକ ଖବର ଦେଖନ୍ତୁ...