ଅନୁସନ୍ଧାନ କରୁଥିବା ବର୍ଗ

ରାଜନୀତି

ବିଜେପିରେ ମିଶିବେ ଆକାଶ!

ବ୍ୟାସନଗର: କୋରେଇର ପୂର୍ବତନ ବିଧାୟକ ତଥା ମୋ’ କଲେଜ ଅଧ୍ୟକ୍ଷ ଆକାଶ ଦାସ ନାୟକ ଆଜି ବିଜେଡିର ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଛନ୍ତି। ଆକାଶ କୋରେଇରୁ ବିଜେପି ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ଜୋର…
ଅଧିକ ଖବର ଦେଖନ୍ତୁ...

ବିଜେଡିରେ ଗୋଷ୍ଠୀ କନ୍ଦଳ: ବୀରମହାରାଜପୁରରେ ଟିକେଟ ଦାବିରେ ନାରାୟଣଙ୍କ ସ୍ୱାଭିମାନ ସମାବେଶ

ବୀରମହାରାଜପୁର: ସାଧାରଣ ନିର୍ବାଚନ-୨୦୨୪ ପାଇଁ ବିଜେଡି ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୭୨ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି। ତେଣୁ ବାକି ରହିଥିବା ଅନ୍ୟ ୭୫ ଗୋଟି ଆସନ ପାଇଁ ଆଶାୟୀଙ୍କ ଲମ୍ବାଧାଡ଼ି ଦେଖିବାକୁ ମିଳିଛି। ଦଳୀୟ ଟିକେଟ ହାତେଇବାକୁ ନେଇ ନେତା ବିଭିନ୍ନ…
ଅଧିକ ଖବର ଦେଖନ୍ତୁ...

ପୂର୍ବତନ ବିଧାୟକ ଡମ୍ବରୁ ଶିଶା ବିଜେପିରେ ଯୋଗ ଦେଲେ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ପୂର୍ବତନ ବିଧାୟକ ଡମ୍ବରୁ ଶିଶା ବିଜେପିରେ ଯୋଗଦାନ କରିଛନ୍ତି। ଆଜି ତାଂକର ସମର୍ଥକମାନଙ୍କ ସହ ଭୁବନେଶ୍ବର ଠାରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ସେ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି। ପ୍ରକାଶ ଥାଉକି ଗତ କିଛି ଦିନ ତଳେ ସେ ବିଜେଡିର ପ୍ରାଥମିକ…
ଅଧିକ ଖବର ଦେଖନ୍ତୁ...

କଳ୍ପନା-ସୁନୀତା ଭେଟ: ପରସ୍ପରକୁ ଜଣାଇଲେ ସମବେଦନା

ନୂଆଦିଲ୍ଲୀ: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସ୍ତ୍ରୀ କଳ୍ପନା ସୋରେନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସ୍ତ୍ରୀ ସୁନୀତା କେଜ୍ରିୱାଲଙ୍କୁ ତାଙ୍କ ବାସଭବନରେ ଶନିବାର ଭେଟିଛନ୍ତି। ଉଭୟ ନିଜ ନିଜର ଦୁଃଖ ବାଣ୍ଟିବା ସହିତ ପରସ୍ପରକୁ ସମବେଦନା ଜଣାଇଛନ୍ତି।…
ଅଧିକ ଖବର ଦେଖନ୍ତୁ...

ବିଜେପି ଟିକେଟ୍‌ରେ କଟକରୁ ଭର୍ତ୍ତୃହରି ମହତାବ୍‌ ଲଢ଼ିବେ ନିର୍ବାଚନ, ବିଜେଡି ପ୍ରାର୍ଥୀ ସଂତୃପ୍ତ ମିଶ୍ରଙ୍କୁ କରିବେ…

ନୂଆଦିଲ୍ଲୀ/ଭୁବନେଶ୍ବର: ଭାରତୀୟ ଜନତା ପାର୍ଟି ଶନିବାର ଓଡ଼ିଶାର ୩ଟି ଲୋକସଭା କ୍ଷେତ୍ର ପାଇଁ ନିଜର ପ୍ରାର୍ଥୀ ଘୋଷଣା କରିଛି। କଟକ ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେପି ନିକଟରେ ବିଜେଡି ଛାଡ଼ିଥିବା ଭର୍ତ୍ତୃହରି ମହତାବଙ୍କୁ ଟିକେଟ୍‌ ଦେଇଛି। ଭର୍ତ୍ତୃହରି ମହତାବ ବିଜେଡିର ପ୍ରାର୍ଥୀ…
ଅଧିକ ଖବର ଦେଖନ୍ତୁ...

ମହାରାଷ୍ଟ୍ରର ବାରାମତୀରେ ହେବ ଭାଉଜ-ନଣନ୍ଦ ଲଢେଇ

ମୁମ୍ବାଇ : ମହାରାଷ୍ଟ୍ରରେ ଲୋକସଭା ନିର୍ବାଚନ ପାଇଁ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଅଜିତ ପାୱାର ଗୋଷ୍ଠୀ) ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଦଳ ସୁନୀଲ ତଟକରେଙ୍କୁ ରାୟଗଡ଼ ଲୋକସଭା ଆସନରୁ ପ୍ରାର୍ଥୀ କରିଛି। ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାରଙ୍କୁ ବାରାମତିରୁ ଟିକେଟ…
ଅଧିକ ଖବର ଦେଖନ୍ତୁ...

ମୁଖ୍ୟମନ୍ତ୍ରୀଙ୍କ ଠାରୁ ନ୍ୟାୟ ପାଇପାରିଲିନି, ସେଥିପାଇଁ ବିଜେଡି ଛାଡ଼ି ବିଜେପିରେ ମିଶିଲି: ସଂଯୁକ୍ତା ମହଲା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ ନ୍ୟାୟ ଦେଇପାରିଲେ ନାହିଁ। ସେଥିଲାଗି ବିଜେଡି ଛାଡ଼ିଛି। ସାଧାରଣ ନିର୍ବାଚନ-୨୦୨୪ରେ ଗଂଜାମ ଜିଲ୍ଲା ପୋଲସରା ନିର୍ବାଚନ ମଣ୍ଡଳୀରେ ବିଜେଡି ଟିକେଟ୍‌ରେ ପ୍ରାର୍ଥୀ ହୋଇଥିବା ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ପ୍ରଚାର କରିବି। ଭାରତୀୟ ଜନତା…
ଅଧିକ ଖବର ଦେଖନ୍ତୁ...

ସମ୍ବଲପୁରରେ ଦେଢ଼ ଲକ୍ଷରୁ ଅଧିକ ଭୋଟରେ ବିଜୟୀ ହେବୁ: ଜୟନାରାୟଣ ମିଶ୍ର

ସମ୍ବଲପୁର: ସାଧାରଣ ନିର୍ବାଚନ-୨୦୨୪ ଯେତିକି ପାଖେଇ ଆସୁଛି ରାଜନୈତିକ ଦଳର ନେତାମାନଙ୍କର ବୟାନ ସେତିକି ଆସୁଛି। ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଶନିବାର କହିଛନ୍ତି, ସମ୍ବଲପୁରରେ ଏଥର ବିଜେପି ଏକତରଫା ବିଜୟ ହାସଲ କରିବ। ସେ ନେଇ ଦୃଢ଼ୋକ୍ତିର ସହିତ କହିଛନ୍ତି ଯେ, ଏଥର ୱାନ ସାଇଡ୍…
ଅଧିକ ଖବର ଦେଖନ୍ତୁ...

ନିର୍ବାଚନ ଲଢିବେନି ପଶୁପତି ପାରସ, ଏନଡିଏରେ ରହିବେ

ନୂଆଦିଲ୍ଲୀ: ଲୋକ ଜନଶକ୍ତି ପାର୍ଟି (ଏଲଜେପି) ନେତା ଚିରାଗ ପାସଓ୍ବାନ ଓ ତାଙ୍କ ଦାଦା ପଶୁପତି କୁମାର ପାରସଙ୍କ ମଧ୍ୟରେ ଚାଲିଥିବା ବିବାଦର ସମାଧାନ ହେବାର ଆଶା ଉଜ୍ଜଳ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ପଶୁପତି କୁମାର ପାରସ ଲୋକସଭା ନିର୍ବାଚନ ନ ଲଢିବାକୁ ରାଜି ହୋଇଛନ୍ତି । ସେ ଗତ…
ଅଧିକ ଖବର ଦେଖନ୍ତୁ...

ଆକାଉଣ୍ଟ୍ ଫ୍ରିଜ୍: କ୍ରାଉଡ଼ ଫଣ୍ଡିଂରେ ନିର୍ବାଚନ ଲଢ଼ିବ କଂଗ୍ରେସ, ୩୧ ମାର୍ଚ୍ଚରୁ ଏକ ଭୋଟ୍ ଏକ ନୋଟ୍ ଅଭିଯାନ

ନୂଆଦିଲ୍ଲୀ: କଂଗ୍ରେସର ବ୍ୟାଙ୍କ୍ ଆକାଉଣ୍ଟ୍ ଫ୍ରିଜ୍ କରିବା ନେଇ ରାଜନୀତି ସରଗରମ ହେବାରେ ଲାଗିଛି। କୁହାଯାଉଛି କ୍ରାଉଡ଼ ଫଣ୍ଡିଂ ଦ୍ବାରା ଦଳ ଲୋକସଭା ନିର୍ବାଚନ ଲଢ଼ିବ। କଂଗ୍ରେସ ପକ୍ଷରୁ ମାର୍ଚ୍ଚ ୩୧ରେ ମଧ୍ୟପ୍ରଦେଶରେ ଏନେଇ ଏକ ଭୋଟ୍ ଏକ ନୋଟ୍ ଅଭିଯାନ ଆରମ୍ଭ କରିବାକୁ ଯାଉଛି। ଏହି…
ଅଧିକ ଖବର ଦେଖନ୍ତୁ...