ଅନୁସନ୍ଧାନ କରୁଥିବା ବର୍ଗ

ରାଜନୀତି

କାକଟପୁର ନିର୍ବାଚନମଣ୍ଡଳୀ: ତୁଷାରକାନ୍ତିଙ୍କୁ ଟିକେଟ, ସୁରେନ୍ଦ୍ର ଅସନ୍ତୁଷ୍ଟ

ପୁରୀ/କାକଟପୁର: ବହୁ ପ୍ରତୀକ୍ଷା ପରେ ପୁରୀ ଜିଲ୍ଲାର ଚର୍ଚ୍ଚିତ କାକଟପୁର ବିଧାନସଭା ଆସନ ପାଇଁ ଆଜି ବିଜେଡି ପ୍ରାର୍ଥୀ ଘୋଷଣା କରିଛି। ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଉପରେ ଦଳ ପୁଣିଥରେ ଭରସା କରିଛି ଏବଂ ବିଧାୟକ ଭାବେ ଲଢ଼ିବାର ସୁଯୋଗ ଦେଇଛି। ଯାହାକୁ ନେଇ ବିଜେଡିରେ ଅନ୍ତଃକନ୍ଦଳ…
ଅଧିକ ଖବର ଦେଖନ୍ତୁ...

୪ ବିଧାୟକଙ୍କ ଟିକେଟ କଟିଲା: ସୁବ୍ରତ ତରାଇଙ୍କ ଜାଗା ନେଲେ ପତ୍ନୀ ଅର୍ଚ୍ଚନାରେଖା

ଭୁବନେଶ୍ବର: ପୁଣି ୪ ବିଜେଡି ବିଧାୟକଙ୍କ ଟିକେଟ କଟିଛି। ସେମାନେ ହେଲେ ହିନ୍ଦୋଳର ସୀମାରାଣୀ ନାଏକ, ରଘୁନାଥପାଲ୍ଲୀର ସୁବ୍ରତ ତରାଇ, ବାଲିକୁଦା-ଏରସମାର ରଘୁନନ୍ଦନ ଦାସ ଓ ବରୀର ସୁନନ୍ଦା ଦାସ। ଆଜି ବିଜେଡି ସଭାପତି ନବୀନ ପଟ୍ଟନାୟକ ୬ଟି ଆସନରେ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି।…
ଅଧିକ ଖବର ଦେଖନ୍ତୁ...

ବିଜେଡି ଛାଡ଼ି ଜେଏମ୍‌ଏମ୍‌ରେ ନୀହାର ସୁରିନ୍‌: ଶିବୁ ସୋରେନଙ୍କ ବାସଭବନରେ ସମର୍ଥକଙ୍କ ସହ ମିଶିଲେ

ରାଉରକେଲା: ବୀରମିତ୍ରପୁର ବିଜେଡି ଟିକେଟ ‌ଦୌଡ଼ରେ ଥିବା ପୂର୍ବତନ ବିଧାୟକ ନୀହାର ସୁରିନ୍‌ ଆଜି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା (ଜେଏମ୍‌ଏମ୍‌)ରେ ସାମିଲ ହୋଇଛନ୍ତି। ସେ ତାଙ୍କର ଶତାଧିକ ସମର୍ଥକଙ୍କ ସହ ରାଞ୍ଚିସ୍ଥିତ ଶିବୁ ସୋରେନଙ୍କ ବାସଭବନରେ ଯୋଗଦେଇଛନ୍ତି। ତାଙ୍କ ସହିତ ବୀରମିତ୍ରପୁର…
ଅଧିକ ଖବର ଦେଖନ୍ତୁ...

ନାମାଙ୍କନ କଲେ ତାରା: ‘ମୋ ସମୟରେ ସର୍ବାଙ୍ଗୀନ ବିକାଶ ହୋଇଛି’

ଜୟପୁର: ନିଜ ସମର୍ଥକଙ୍କ ସହ ବିରାଟ ରାଲିରେ ଆସି ଆଜି ନାମାଙ୍କନ ଦାଖଲ କରିଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି। ଜୟପୁର ଉପଜିଲ୍ଲାପାଳ ପ୍ରଭାତ କୁମାର ପରିଡ଼ାଙ୍କ ନିକଟରେ ୨ ସେଟ୍ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏହାପରେ ନିଜ ପ୍ରତିକ୍ରିୟାରେ ବାହିନୀପତି କହିଥିଲେ, ଗତ…
ଅଧିକ ଖବର ଦେଖନ୍ତୁ...

ବିଜେଡିରୁ କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ସଭାପତିଙ୍କ ଇସ୍ତଫା

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲାପରିଷଦ ସଭାପତି ଗୀତାଞ୍ଜଳି ସେଠୀ ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି। ଦଳ ଛାଡିବାର ଅଳ୍ପ କିଛି ସମୟ ମଧ୍ୟରେ ସେ ବିଜେପିରେ ସାମିଲ ହୋଇଛନ୍ତି। ଭୁବନେଶ୍ବରସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଗୀତାଞ୍ଜଳି…
ଅଧିକ ଖବର ଦେଖନ୍ତୁ...

ଚର୍ଚ୍ଚାରେ ଇନ୍ଦିରାଙ୍କ ଭୋଟ ଭିକ୍ଷା: ‘ରାକ୍ଷୀ ବାନ୍ଧିଥିଲି ରଖିବ ମାନ’

ଜୟପୁର: ଆପଣମାନେ ଏ ମାଟିର ପୁଅ। ମୁଁ ଏ ମାଟିର ବୋହୂ। ମାତୃଭୂମି ଭଳି ଜୟପୁରକୁ ଭଲ ପାଇ ୨୦ବର୍ଷ ହେଲା ସେବା କରୁଛି..। ଭାଇଭଉଣୀର ଅତୁଟ ସମ୍ପର୍କ ଭିତରେ ସବୁବେଳେ ରାକ୍ଷୀ ବାନ୍ଧି ଆସୁଛି। ଏବେ ଭଉଣୀର ଋଣ ଶୁଝିବାର ବେଳ ଆସିଛି। ରାକ୍ଷୀ ବାନ୍ଧିଥିଲି, ଭାଇ ଭଳି ମୋର ରଖିବ ମାନ...।…
ଅଧିକ ଖବର ଦେଖନ୍ତୁ...

ବିଜେପି ଛାଡ଼ିଲେ ବିଶ୍ବଭୂଷଣ: ପୁଣି ଘରବାହୁଡ଼ା ପାଇଁ ଲବି ଆରମ୍ଭ

ପୁରୀ/କାକଟପୁର: କାକଟପୁର ବିଧାନସଭା ଟିକେଟ୍‌ ଆଶାରେ କିଛିଦିନ ତଳେ କଂଗ୍ରେସ ଛାଡ଼ି ବିଜେପି ହାତ ଧରିଥିବା ବିଶ୍ବଭୂଷଣ ଦାସ ଆଜି ବିଜେପିରୁ ଇସ୍ତଫା ଦେଇଛନ୍ତି। ବିଜେପି ବାଇଧର ମଲ୍ଲିକଙ୍କୁ କାକଟପୁର ବିଧାନସଭା କ୍ଷେତ୍ର ପାଇଁ ଟିକେଟ ଦେବାପରେ ପୁଣିଥରେ କଂଗ୍ରେସକୁ ଫେରିବା ସହ ଟିକେଟ ପାଇଁ…
ଅଧିକ ଖବର ଦେଖନ୍ତୁ...

ଘୂରି ବୁଲିଛି ପର୍ଶୁରାମଙ୍କ ନଁାରେ ଚିଠି: ‘ବିଜେପି ମୋତେ ପ୍ରାର୍ଥୀ ଭାବେ ଗ୍ରହଣ କରୁ’

ସୋର: ବାଲେଶ୍ବର ଜିଲ୍ଲା ଅନ୍ତର୍ଗତ ସୋର ନିର୍ବାଚନମଣ୍ଡଳୀରେ ବିଜେପି ପ୍ରାର୍ଥୀ ରାଜେନ୍ଦ୍ର ଦାସ ବିରୋଧର ସମ୍ମୁଖୀନ ହେଉଛନ୍ତି। ନେତା ଓ କର୍ମୀମାନେ ପ୍ରାର୍ଥୀ ବଦଳାଇବା ପାଇଁ ଅଡ଼ି ବସିଛନ୍ତି। ଏପରିସମୟରେ ଟିକେଟରୁ ବଞ୍ଚିତ ହୋଇ ବିଜେଡି ଛାଡ଼ିଥିବା ବିଧାୟକ ପର୍ଶୁରାମ ଧଡ଼ା ଅନ୍ୟ ଉପାୟ…
ଅଧିକ ଖବର ଦେଖନ୍ତୁ...

ସିଇଓଙ୍କ ନିକଟରେ ବିଜେପିର ଅଭିଯୋଗ: ସରକାରୀ ଅଧିକାରୀ ବିଜେଡି ପାଇଁ ପ୍ରଚାର କରୁଛନ୍ତି

ଭୁବନେଶ୍ୱର: ଆଠଗଡ଼, ଚାନ୍ଦବାଲି ଏବଂ ବଲାଙ୍ଗୀରରେ ସରକାରୀ ଅଧିକାରୀମାନେ ବିଜେଡି ପାଇଁ ନିର୍ବାଚନୀ ପ୍ରଚାର କରୁଛନ୍ତି। ଏହା ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରୁଥିବାରୁ ସେମାନଙ୍କ ବି‌େରାଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ବିଜେପି ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କ ନିକଟରେ ଦାବି…
ଅଧିକ ଖବର ଦେଖନ୍ତୁ...

ସୁରତରୁ ଖାତା ଖୋଲିଲା ବିଜେପି

ସୁରତ: ୨୦୨୪ ଲୋକସଭା ନିର୍ବାଚନର ଫଳାଫଳ ଜୁନ୍‌ ୪ରେ ପ୍ରକାଶ ପାଇବ। ଏହାପୂର୍ବରୁ ବିଜେପି ଖାତା ଖୋଲିଛି। ଗୁଜରାଟର ସୁରତ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ମୁକେଶଭାଇ ଦଲାଲ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ଏହି ଆସନରେ ୮ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିଲେ।…
ଅଧିକ ଖବର ଦେଖନ୍ତୁ...