ଅନୁସନ୍ଧାନ କରୁଥିବା ବର୍ଗ

ରାଜନୀତି

ଘୂରି ବୁଲିଛି ପର୍ଶୁରାମଙ୍କ ନଁାରେ ଚିଠି: ‘ବିଜେପି ମୋତେ ପ୍ରାର୍ଥୀ ଭାବେ ଗ୍ରହଣ କରୁ’

ସୋର: ବାଲେଶ୍ବର ଜିଲ୍ଲା ଅନ୍ତର୍ଗତ ସୋର ନିର୍ବାଚନମଣ୍ଡଳୀରେ ବିଜେପି ପ୍ରାର୍ଥୀ ରାଜେନ୍ଦ୍ର ଦାସ ବିରୋଧର ସମ୍ମୁଖୀନ ହେଉଛନ୍ତି। ନେତା ଓ କର୍ମୀମାନେ ପ୍ରାର୍ଥୀ ବଦଳାଇବା ପାଇଁ ଅଡ଼ି ବସିଛନ୍ତି। ଏପରିସମୟରେ ଟିକେଟରୁ ବଞ୍ଚିତ ହୋଇ ବିଜେଡି ଛାଡ଼ିଥିବା ବିଧାୟକ ପର୍ଶୁରାମ ଧଡ଼ା ଅନ୍ୟ ଉପାୟ…
ଅଧିକ ଖବର ଦେଖନ୍ତୁ...

ସିଇଓଙ୍କ ନିକଟରେ ବିଜେପିର ଅଭିଯୋଗ: ସରକାରୀ ଅଧିକାରୀ ବିଜେଡି ପାଇଁ ପ୍ରଚାର କରୁଛନ୍ତି

ଭୁବନେଶ୍ୱର: ଆଠଗଡ଼, ଚାନ୍ଦବାଲି ଏବଂ ବଲାଙ୍ଗୀରରେ ସରକାରୀ ଅଧିକାରୀମାନେ ବିଜେଡି ପାଇଁ ନିର୍ବାଚନୀ ପ୍ରଚାର କରୁଛନ୍ତି। ଏହା ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରୁଥିବାରୁ ସେମାନଙ୍କ ବି‌େରାଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ବିଜେପି ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କ ନିକଟରେ ଦାବି…
ଅଧିକ ଖବର ଦେଖନ୍ତୁ...

ସୁରତରୁ ଖାତା ଖୋଲିଲା ବିଜେପି

ସୁରତ: ୨୦୨୪ ଲୋକସଭା ନିର୍ବାଚନର ଫଳାଫଳ ଜୁନ୍‌ ୪ରେ ପ୍ରକାଶ ପାଇବ। ଏହାପୂର୍ବରୁ ବିଜେପି ଖାତା ଖୋଲିଛି। ଗୁଜରାଟର ସୁରତ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ମୁକେଶଭାଇ ଦଲାଲ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି। ଏହି ଆସନରେ ୮ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିଲେ।…
ଅଧିକ ଖବର ଦେଖନ୍ତୁ...

ବୁଝିଲେ ଲିଟୁ, ଅଶୋକଙ୍କୁ ସମର୍ଥନ କରିବେ

ଭୁବନେଶ୍ବର: ଏକାମ୍ର ନିର୍ବାଚନମଣ୍ଡଳୀରେ ସ୍ବାଧୀନ ଭାବେ ପ୍ରାର୍ଥୀ ହୋଇ ନିର୍ବାଚନ ଲଢ଼ିବାକୁ ସମାନ୍ତରାଳ ପ୍ରଚାର ଆରମ୍ଭ କରି ଦେଇଥିବା ବିରଞ୍ଚି ନାରାୟଣ ମହାସୂପକାର(ଲିଟୁ) ବିଜେଡି ବିଧାୟକ ପ୍ରାର୍ଥୀ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ସମର୍ଥନ କରିବେ। ଆଜି ନବୀନ ନିବାସରୁ ଫେରିବା…
ଅଧିକ ଖବର ଦେଖନ୍ତୁ...

ଜାମିନ ପରେ ବି ଜେଲ୍‌ରେ ବନ୍ଦୀ ମାମଲା: ୯ ଦିନରେ ମୁକୁଳିଲେ ୭୫; ତଥାପି ଅଛନ୍ତି ୩୬୯

କଟକ: ଅଦାଲତ ଜାମିନ ମଞ୍ଜୁର କରିବା ସତ୍ବେ ସର୍ତ୍ତପୂରଣ କରି ନ ପାରି ଏବେ ବି ୩୬୯ଜଣ ବିଚାରାଧୀନ ବନ୍ଦୀ ରାଜ୍ୟର ବିଭିନ୍ନ ଜେଲରେ ଅଛନ୍ତି। ଜେଲ ସଂସ୍କାର ସଂପର୍କିତ ମାମଲାରେ ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ସଦସ୍ୟ ସଚିବ ହାଇକୋର୍ଟରେ ଦାଖଲ କରିଥିବା ରିପୋର୍ଟରେ ଏଭଳି ତଥ୍ୟ ଉଲ୍ଲେଖ…
ଅଧିକ ଖବର ଦେଖନ୍ତୁ...

ଯୋଡ଼ିଶଙ୍ଖ ଦେଖାଇଲେ ନବୀନ

ଭୁବନେଶ୍ବର: ବିଜେଡିର ଟିକେଟ ଚୂଡ଼ାନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଉ ୬ଟି ଆସନ ବାକି ରହିଛି। ଏଥର ପ୍ରଚାର ପାଇଁ ଦଳ ପକ୍ଷରୁ ସବୁ ପ୍ରସ୍ତୁତି ‌ସରିଲାଣି। ଆସନ୍ତା ୨୪ ତାରିଖରେ ହିଞ୍ଜିଳିରୁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଚାର ଆରମ୍ଭ କରିବେ। ଏହା ପୂର୍ବରୁ ଆଜି ସନ୍ଧ୍ୟାରୁ…
ଅଧିକ ଖବର ଦେଖନ୍ତୁ...

ମୋଦୀ ଗ୍ୟାରେଣ୍ଟି ସଂକଳ୍ପପତ୍ର ଓଡ଼ିଶାରେ ଘରେଘରେ ପହଞ୍ଚିବ: ମନମୋହନ

ଭୁବନେଶ୍ୱର: ‘ବିଜେପିର ସଂକଳ୍ପ ପତ୍ର-୨୦୨୪, ମୋଦୀଙ୍କ ଗ୍ୟାରେଣ୍ଟି’ର ଓଡ଼ିଆ ସଂସ୍କରଣ ଆଜି ଲୋକାର୍ପିତ ହୋଇଛି। ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂହ ତୋମାର, ସହପ୍ରଭାରୀ ଲତା ଉସେଣ୍ଡି,…
ଅଧିକ ଖବର ଦେଖନ୍ତୁ...

ବିଜେଡିର ଶୋଭାଯାତ୍ରା: ପ୍ରଚାର ବେଳେ ଅସୁସ୍ଥ ହୋଇପଡ଼ିଲେ ଅରୂପ

ପିପିଲି: ବିଜୁ ଜନତା ଦଳର ପୁରୀ ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ ସୋମବାର ପୂର୍ବାହ୍ନ ପ୍ରାୟ ୧୧ଟାରେ ପିପିଲିରେ ଏକ ବାଇକ୍‌ ଶୋଭାଯାତ୍ରାରେ ଭୋଟ୍ ପ୍ରଚାର କରୁଥିବା ବେଳେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ଓ ବିଧାୟକ ରୁଦ୍ରପ୍ରତାପ ମହାରଥୀଙ୍କ ସହ…
ଅଧିକ ଖବର ଦେଖନ୍ତୁ...

ସିପିଆଇ ପକ୍ଷରୁ ୧ ଲୋକସଭା ଓ ୧୧ ବିଧାନସଭା ପ୍ରାର୍ଥୀ ଘୋଷିତ

ଭୁବନେଶ୍ବର: ଆଜି ଭାରତୀୟ କମ୍ୟୁନିଷ୍ଟ ପ‌ାର୍ଟି (ସିପିଆଇ) ରାଜ୍ୟରେ ଗୋଟିଏ ଲୋକସଭା ଓ ୧୧ଟି ‌ବିଧାନସଭ‌ା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଅଶୋକନଗରସ୍ଥିତ ଭଗବତୀ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଜଗତସିଂହପୁର ଲୋକସଭା ନିର୍ବାଚନମଣ୍ଡଳୀ ପାଇଁ ରମେଶ ଚନ୍ଦ୍ର ସେଠୀଙ୍କୁ…
ଅଧିକ ଖବର ଦେଖନ୍ତୁ...

ମାଧବୀ ଲତାଙ୍କୁ ଆଲିଙ୍ଗନ କରି ପୁଲିସ ଏଏସଆଇ ନିଲମ୍ବିତ

ହାଇଦ୍ରାବାଦ୍: ତେଲେଙ୍ଗାନାର ହାଇଦ୍ରାବାଦ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ମାଧବୀ ଲତାଙ୍କୁ ଆଲିଙ୍ଗନ କରିଥିବା ଏଏସଆଇଙ୍କୁ ନିଲମ୍ବିତ କରାଯାଇଛି। ମାଧବୀ ଲତା ସୟଦାବାଦ ଅଞ୍ଚଳରେ ପ୍ରଚାର କରୁଥିଲେ। ଏହି ସମୟରେ ଡ୍ୟୁଟିରେ ଥିବା ମହିଳା ଏଏସଆଇ ପ୍ରଥମେ ତାଙ୍କ ସହ ହାତ ମିଳାଇବା ପରେ ତାଙ୍କୁ…
ଅଧିକ ଖବର ଦେଖନ୍ତୁ...