ଅନୁସନ୍ଧାନ କରୁଥିବା ବର୍ଗ

ରାଜନୀତି

ଅନେକ ସମୟରେ ନୂଆ ବ୍ୟାଟ୍‌ସମ୍ୟାନ୍‌ ମଧ୍ୟ ପୁରୁଣା ବୋଲରଙ୍କୁ ଛକା ଓ ଚୌକା ମାରି ଦେଉଛନ୍ତି: ସଂତୃପ୍ତ ମିଶ୍ର

କଟକ: ବିଜେଡି ଲୋକସଭା ପ୍ରାର୍ଥୀ ସଂତୃପ୍ତ ମିଶ୍ର ଆଜି କଟକରେ ନିର୍ବାଚନୀ ପ୍ରଚାର ଆରମ୍ଭ କରିଛନ୍ତି। ସେ ବିଜୁ ଯୁବ ଛାତ୍ର ଜନତା ଦଳର କର୍ମୀମାନଙ୍କୁ ନେଇ ତୁଳସୀପୁରରେ ଏକ କର୍ମୀ ସମ୍ମିଳନୀରେ ସମସ୍ତଙ୍କୁ ଏକାଠି କରି ଆଗାମୀ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସମ୍ମିଳନୀ ଶେଷ…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସକୁ କଦାପି ବିଶ୍ବାସ ନାହିଁ: କଚ୍ଚାତିଭୁ ଦ୍ୱୀପକୁ ଶ୍ରୀଲଙ୍କାକୁ ହସ୍ତାନ୍ତର କରିବା ନେଇ ମୋଦୀଙ୍କ ସମାଲୋଚନା

ନୂଆଦିଲ୍ଲୀ: କଚ୍ଚାତିଭୁ ଦ୍ୱୀପକୁ ଶ୍ରୀଲଙ୍କାକୁ ହସ୍ତାନ୍ତର ମାମଲାରେ ନୂଆ ଖୁଲାସା ପରେ ନିର୍ବାଚନୀ ଋତୁରେ ବିଜେପି କଂଗ୍ରେସ ମଧ୍ୟରେ କାଦୁଅ ଫିଙ୍ଗା ଜୋରଦାର୍ ହେବାରେ ଲାଗିଛି। ୧୯୭୪ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ କାର୍ଯ୍ୟକାଳ ମଧ୍ୟରେ ଏକ ଚୁକ୍ତି ହୋଇଥିଲା।…
ଅଧିକ ଖବର ଦେଖନ୍ତୁ...

ଏବେ ବିଜେଡି ଜାଣିସାରିଛି ତାଙ୍କର ଆଉ ସ୍ଥିତି ନାହିଁ, ଇଏ ଦୁର୍ଗପତନର ବେଳ: ଭର୍ତ୍ତୃହରି ମହତାବ

ଭୁବନେଶ୍ୱର: ଏବେ ବିଜେଡି ଜାଣିସାରିଛି ତାଙ୍କର ଆଉ ସ୍ଥିତି ନାହିଁ। ଏବେ ଦୁର୍ଗପତନର ବେଳ ଆସିଛି। କଟକରୁ ବିଜେପିର ଲୋକସଭା ପ୍ରାର୍ଥୀ ଘୋଷିତ ହେବା ପରେ ଭୁବନେଶ୍ୱର ବିମାନବନ୍ଦରରେ ଗଣମାଧ୍ୟମକୁ ଏଭଳି କହିଛନ୍ତି ଭର୍ତ୍ତୃହରି ମହତାବ। ସେ ଆହୁରି କହିଛନ୍ତି, ୨୦୨୪ ଜୁନରେ ପରିବର୍ତ୍ତନ…
ଅଧିକ ଖବର ଦେଖନ୍ତୁ...

ବିଜେଡିରେ ଯୋଗ ଦେଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ

ଭୁବନେଶ୍ବର/ ବାଲେଶ୍ବର/ନୀଳଗିରି: ଗତକାଲି ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ନୀଳଗିରି ବିଧାୟକ ସୁକାନ୍ତ ନାୟକ ଆଜି ବିଜେଡିରେ ଯୋଗ ଦେଇଛନ୍ତି। ଆଜି ସେ ଶଙ୍ଖଭବନକୁ ଆସି ବିଜେଡିରେ ମିଶିଛନ୍ତି। ଶଙ୍ଖ ଭବନରେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଓ ମନ୍ତ୍ରୀ ପ୍ରତାପ ଦେବଙ୍କ…
ଅଧିକ ଖବର ଦେଖନ୍ତୁ...

ବିଜେଡିରେ ମିଶିଲେ ପୂର୍ବତନ କଂଗ୍ରେସ ବିଧାୟକ ଚିରଞ୍ଜୀବ ବିଶ୍ବାଳ

ଜଗତସିଂହପୁର: ତିର୍ତ୍ତୋଲ ଓ ଜଗତସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ବାଳ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ସେ ସମର୍ଥକଙ୍କ ସହ ଶଙ୍ଖଭବନକୁ ଆସି ବିଜେଡିରେ ମିଶିଛନ୍ତି। ତେବେ ସେ ବିଜେଡିରେ ସାମିଲ ପରେ କହିଛନ୍ତି,…
ଅଧିକ ଖବର ଦେଖନ୍ତୁ...

ବିଜେପିର କେଜ୍ରିୱାଲ ବନାମ କେଜ୍ରିୱାଲ ଅଭିଯାନ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ରାଜନୈତିକ ଦଳଙ୍କ ମଧ୍ୟରେ ଛକାପଞ୍ଝା ଜାରି ରହିଛି। ରାଜନୈତିକ ଦଳ ଅନ୍ୟର ଦୋଷ ଦୁର୍ବଳତାକୁ ଅସ୍ତ୍ର ଭାବେ ବ୍ୟବହାର କରୁଛନ୍ତି ଯାହା ମାଧ୍ୟମରେ ସେମାନେ ବିରୋଧୀଙ୍କୁ ସମସ୍ୟାରେ ପକାଇ ପାରିବେ। ଲୋକଙ୍କ ନିକଟରେ ପହଞ୍ଚିବାରେ ସୋସିଆଲ ମିଡିଆ ଏକ…
ଅଧିକ ଖବର ଦେଖନ୍ତୁ...

ଇଣ୍ଡିଆର ‘ଲୋକତନ୍ତ୍ର ବଞ୍ଚାଅ’ ରାଲି: ଏକଛତ୍ରବାଦୀ ଶାସନକୁ ଶେଷ କରିବାକୁ ଅଣ୍ଟା ଭିଡ଼ିଲେ ବିରୋଧୀ

ନୂଆଦିଲ୍ଲୀ: ଇଣ୍ଡିଆ ଆଲାଇନ୍ସର ନେତାମାନେ ରବିବାର ୩୧ ମାର୍ଚ୍ଚରେ ଦିଲ୍ଲୀର ଐତିହାସିକ ରାମଲୀଳ ମଇଦାନରେ 'ଲୋକତନ୍ତ୍ର ବଞ୍ଚାଅ' ରାଲି କରୁଛନ୍ତି। ଏନେଇ ରାମଲୀଳା ମଇଦାନରେ ଇଣ୍ଡିଆ ଆଲାଇନ୍ସର ବରିଷ୍ଠ ନେତାଙ୍କ ଏକ ସମାବେଶ ଅନୁଷ୍ଠିତ ହେବାକୁ ଯାଉଛି, ଯେଉଁଥିପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି…
ଅଧିକ ଖବର ଦେଖନ୍ତୁ...

କେଜ୍ରିୱାଲଙ୍କ ସମସ୍ୟା ବଢ଼ିଲା: ଇଡି ଆପଲରୁ ଆଇଫୋନ୍ ବିଷୟରେ ସୂଚନା ମାଗିଲା

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଙ୍କ ନ୍ୟାୟିକ ହେପାଜତରେ ଅଛନ୍ତି। ଫୋନ୍ ପାସୱାର୍ଡକୁ ନେଇ କେଜ୍ରିୱାଲଙ୍କ ସମସ୍ୟା ବଢ଼ିପାରେ ବୋଲି କୁହାଯାଉଛି। ଇଡି ଆପଲରୁ କିଛି ନିର୍ଦ୍ଦିଷ୍ଟ ସୂଚନା ମାଗିଛି। ତାଙ୍କ ବ୍ୟକ୍ତିଗତ…
ଅଧିକ ଖବର ଦେଖନ୍ତୁ...

ପ୍ରଚାର ପାଇଁ ଚାର୍ଟାର୍ଡ ​​ପ୍ଲେନ-ଚପର ବୁକ୍ କରିବାକୁ ରାଜନୈତିକ ଦଳ ମଧ୍ୟରେ ପ୍ରତିଯୋଗିତା

ନୂଆଦିଲ୍ଲୀ: ଏଥର ଲୋକସଭା ନିର୍ବାଚନରେ ​​ପ୍ରଚାର ତଥା ଅନ୍ୟାନ୍ୟ ନିର୍ବାଚନ ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ରାଜନୈତିକ ଦଳ ମଧ୍ୟରେ ଚାର୍ଟାର୍ଡ ​​ପ୍ଲେନ ଏବଂ ଚପର ବୁକ୍ କରିବାକୁ ତତ୍ପରତା ଦେଖାଦେଇଛି। ବିଜେପି ଏବଂ କଂଗ୍ରେସ ସମେତ ବିଭିନ୍ନ ଦଳ ସେମାନଙ୍କୁ ବୁକିଂ କରୁଛନ୍ତି। ଅଭିଯୋଗ ହେଉଛି…
ଅଧିକ ଖବର ଦେଖନ୍ତୁ...

ଭୋଟର୍‌ଙ୍କ ନଜରରେ ଶ୍ରୀଲିଙ୍ଗରାଜ ସ୍ବତନ୍ତ୍ର ଆଇନ: ଏବେଠାରୁ ଦୋଷ ଲଦାଲଦି ଆରମ୍ଭ

ଭୁବନେଶ୍ବର: ଶ୍ରୀମନ୍ଦିର ପ୍ରଶାସନ ଭଳି ଲିଙ୍ଗରାଜ ମନ୍ଦିର ପରିଚାଳନା ପାଇଁ ସ୍ବତନ୍ତ୍ର ଆଇନ ଲାଗୁ କରିବା ପାଇଁ ସେବାୟତ, ସ୍ଥାନୀୟ ବୁଦ୍ଧିଜୀବୀଙ୍କଠାରୁ ଆରମ୍ଭ କରି ଭୁବନେଶ୍ବର ଓ ସମଗ୍ର ରାଜ୍ୟବାସୀ ଦଶନ୍ଧି ଦଶନ୍ଧି ଧରି ଦାବି କରୁଥିଲେ ହେଁ ଏଯାବତ୍‌ ଏହି ସ୍ବତନ୍ତ୍ର ଆଇନ ଲାଗୁ ହୋଇ…
ଅଧିକ ଖବର ଦେଖନ୍ତୁ...