ଅନୁସନ୍ଧାନ କରୁଥିବା ବର୍ଗ

ରାଜନୀତି

ପ୍ରଚାର କରିବାକୁ ଓଡ଼ିଶା ଆସୁଛନ୍ତି ଶାହା, ସୋନପୁରର ରାମେଶ୍ୱରମ ଷ୍ଟାଡିୟମରେ ଚାଲିଛି ପ୍ରସ୍ତୁତି

ନୂଆଦିଲ୍ଲୀ: ଆଜି ଓଡ଼ିଶାକୁ ପ୍ରଚାର କରିବାକୁ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। ସୋନପୁରରେ ପ୍ରଥମ ନିର୍ବାଚନ ପ୍ରଚାର କରି ଓଡିଶାବାସୀଙ୍କୁ ଭୋଟ୍ ମାଗିବେ । ଏଥିପାଇଁ ସୋନପୁରର ରାମେଶ୍ୱରମ ଷ୍ଟାଡିୟମରେ ପ୍ରସ୍ତୁତି ଜୋରସୋରରେ ଚାଲିଛି । ଏଥିପାଇଁ ସୋନପୁର ଓ ବିଜେପି ଶିବିର…
ଅଧିକ ଖବର ଦେଖନ୍ତୁ...

ମଧ୍ୟ ନିର୍ବାଚନମଣ୍ଡଳୀ: ଅଡ଼ୁଆରେ ବସ୍ତି ଭୋଟ୍‌

ଭୁବନେଶ୍ବର: ସହରୀ ଭୋଟର ମତଦାନ କରିବାକୁ ଆସୁନାହାନ୍ତି। ଯେଉଁଥିପାଇଁ ସହରାଞ୍ଚଳରେ ମତଦାନ ହାର କ୍ରମାଗତ ଭାବରେ କମିବାରେ ଲାଗିଛି। ଏଣୁ ନେତାମାନେ ବସ୍ତି ଭୋଟ୍‌କୁ ଟା‌ର୍ଗେଟ୍‌ କରିଛନ୍ତି। କିନ୍ତୁ ବସ୍ତିକୁ ନେଇ ରହିଥିବା ଗଦା ଗଦା ଅଭିଯୋଗର ସମାଧାନ ହୋଇନଥିବାରୁ ପ୍ରବଳ ଅସନ୍ତୋଷ…
ଅଧିକ ଖବର ଦେଖନ୍ତୁ...

ଗଞ୍ଜାମ ଜିଲ୍ଲା: ନିର୍ବାଚନ ମଇଦାନରେ ୮ ମହିଳା

ବ୍ରହ୍ମପୁର:‌ ଗଞ୍ଜାମ ଜିଲ୍ଲାରେ ଚଳିତ ସାଧାରଣ ନିର୍ବାଚନରେ ବିଜେଡି ସର୍ବାଧିକ ୬ଜଣ ମହିଳାଙ୍କୁ ବିଭିନ୍ନ ଆସନରୁ ପ୍ରାର୍ଥୀ କରିଛି। କିନ୍ତୁ ଜାତୀୟ ଦଳ ବିଜେପି ଓ କଂଗ୍ରେସ ମାତ୍ର ଜଣେ ଲେଖାଏଁ ମହିଳାଙ୍କୁ ପ୍ରାର୍ଥୀ କରିଛନ୍ତି। ତେବେ ସତରେ କ’ଣ ବିଜେପି ଓ କଂଗ୍ରେସ ଶିବିରରେ ମହିଳା…
ଅଧିକ ଖବର ଦେଖନ୍ତୁ...

ନାମାଙ୍କନ କଲେ ଇନ୍ଦିରା: ଶୋଭାଯାତ୍ରାରେ ବିଜେଡିର ଶକ୍ତି ପ୍ରଦର୍ଶନ

ଜୟପୁର: ବିରାଟ ଶୋଭାଯାତ୍ରାରେ ସମର୍ଥକଙ୍କ ସହ ଆସି ଆଜି ନାମାଙ୍କନ ଦାଖଲ କରିଛନ୍ତି ବିଜେଡିର ଜୟପୁର ବିଧାୟକ ପ୍ରାର୍ଥିନୀ ଡ. ଇନ୍ଦିରା ନନ୍ଦ। ୧୦ହଜାରରୁ ଊର୍ଦ୍ଧ୍ବ ସମର୍ଥକଙ୍କ ଗହଣରେ ଜୟପୁର ଉପଜିଲ୍ଲାପାଳ ପ୍ରଭାତ କୁମାର ପରିଡ଼ାଙ୍କ ନିକଟରେ ଦୁଇ ସେଟ୍ ନାମାଙ୍କନ ଦାଖଲ କରିଛନ୍ତି। ଏହି…
ଅଧିକ ଖବର ଦେଖନ୍ତୁ...

ଏକାମ୍ରରେ ଅଶୋକଙ୍କ ପ୍ରଚାର

ଭୁବନେଶ୍ବର: ଆଜି ଭୁବନେଶ୍ୱର ଏକାମ୍ର ନିର୍ବାଚନମଣ୍ଡଳୀରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ବିଭିନ୍ନ ସ୍ଥାନରେ ନିର୍ବାଚନୀ ପ୍ରଚାର କରିଛନ୍ତି। ସକାଳେ ୱାର୍ଡ ନଂ ୨୪ ଓ ୪୯ ର ଏଚଆଇଜି ପାର୍କ ଏବଂ ପ୍ରଜ୍ଞା ବିହାର ପାର୍କରେ ପ୍ରାତଃଭ୍ରମଣକାରୀଙ୍କୁ ଶ୍ରୀ ପଣ୍ଡା ସହ ମେୟର ସୁଲୋଚନା ଦାସ, ସାଂସଦ…
ଅଧିକ ଖବର ଦେଖନ୍ତୁ...

ବରଗଡ଼ ଜିଲ୍ଲା ପ୍ରଶାସନର ଅଭିନବ ପ୍ରୟାସ: ‘ମିଲିମିଶି ହେମା ଯୋଟ୍‌, ସଭେ ଆସ ଦେମା ଭୋଟ୍‌’

ବରଗଡ଼: ମତଦାନର ମହାନ୍‌ ପର୍ବ ଚଳିତ ସାଧାରଣ ନିର୍ବାଚନରେ ବରଗଡ଼ ଜିଲ୍ଲାର ସମସ୍ତ ଭୋଟରଙ୍କ ଭାଗିଦାରୀ ସୁନିଶ୍ଚିତ କରିବା ତଥା ଭୋଟରଙ୍କୁ ସଚେତନ କରିବାକୁ ଜିଲ୍ଲା ପ୍ରଶାସନ ଅଭିନବ ପ୍ରୟାସ କରିଛନ୍ତି। ସମଗ୍ର ଜିଲ୍ଲାର କୋଣଅନୁକୋଣରେ ସ୍କୁଲ୍‌ ଓ କଲେଜ ଛାତ୍ରଛାତ୍ରୀ ସଚେତନତା ବାର୍ତ୍ତାଦେଇ…
ଅଧିକ ଖବର ଦେଖନ୍ତୁ...

ସରିଲା ଦ୍ବିତୀୟ ପର୍ଯ୍ୟାୟ ପ୍ରଚାର, ୨୬ରେ ଭୋଟ୍

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ପାଇଁ ଆଜି (ବୁଧବାର) ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ଦ୍ବିତୀୟ ପର୍ଯ୍ୟାୟରେ ଏପ୍ରିଲ ୨୬ତାରିଖରେ ୧୩ଟି ରାଜ୍ୟର ୮୯ଟି ଆସନରେ ମତଦାନ ହେବ। ଏପ୍ରିଲ ୧୯ତାରିଖରେ ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ପ୍ରାୟ ୬୪ ପ୍ରତିଶତ…
ଅଧିକ ଖବର ଦେଖନ୍ତୁ...

ହିଞ୍ଜିଳିରୁ ପ୍ରଚାର ଆରମ୍ଭ: ନବୀନଙ୍କ ବିକାଶ କାର୍ଡ, ଯୁବବର୍ଗ ଉପରେ ଆଖି

ହିଞ୍ଜିଳିକାଟୁ/ଶେରଗଡ଼: ‘ବିକାଶ’କୁ ପ୍ରସଙ୍ଗ କରି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ୨୦୨୪ ସାଧାରଣ ନିର୍ବାଚନ ପ୍ରଚାରକୁ ଓହ୍ଲାଇଛନ୍ତି। ଯୁବ ଭୋଟର୍‌ମାନଙ୍କୁ ନିଜ ଆଡ଼କୁ ଟାଣିବା ଲାଗି ବଡ଼ କାର୍ଡ ଖେଳିଛନ୍ତି ନବୀନ। କହିଛନ୍ତି ଯେ ସରକାର ଆସିଲେ, ଯୁବ ବଜେଟ୍‌ ଆସିବ।…
ଅଧିକ ଖବର ଦେଖନ୍ତୁ...

ଆଜି ଆସୁଛନ୍ତି ଅମିତ ଶାହ: ସୋନପୁରରୁ ଆରମ୍ଭ କରିବେ ପ୍ରଚାର

ସୋନପୁର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସି ସୋନପୁରରେ ନିର୍ବାଚନ ବିଗୁଲ୍‌ ଫୁଙ୍କିବେ। ପ୍ରଚାର ପାଇଁ ଶ୍ରୀ ଶାହଙ୍କର ଏହା ପ୍ରଥମ ଗସ୍ତ ହୋଇଥିବାରୁ ରାଜ୍ୟ ବିଜେପିର ନେତା ଓ କର୍ମୀ ଉତ୍ସାହିତ ହୋଇଛନ୍ତି। ରାଜ୍ୟ ସରକାରଙ୍କ ପ୍ରତି ତାଙ୍କର କିପରି…
ଅଧିକ ଖବର ଦେଖନ୍ତୁ...

ଏଥର ଦମ୍‌ଦାର ଲଢ଼େଇ: ମଇଦାନରେ ଦୁଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ, ପ୍ରତାପ

ବାଲେଶ୍ୱର: ବାଲେଶ୍ୱର ସଂସଦୀୟ କ୍ଷେତ୍ରରେ ଏଥର ବଡ଼ ଲଢ଼େଇ ଦେଖିବାକୁ ମିଳିବ। ଦୁଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଓ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ସହ ନିର୍ବାଚନ ଲଢ଼ିବେ ବିଜେଡି ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତସିଂହାର। କଂଗ୍ରେସ ପ୍ରାର୍ଥୀ ଶ୍ରୀ ଜେନା ୨୦୦୯ ମସିହାରେ ୩୮,୯୦୦…
ଅଧିକ ଖବର ଦେଖନ୍ତୁ...