ଅନୁସନ୍ଧାନ କରୁଥିବା ବର୍ଗ

ରାଜନୀତି

ସୋନପୁର ସଭା ପରେ ଭୁବନେଶ୍ୱର ପହଂଚି ଦଳୀୟ ନେତାଙ୍କୁ ଗୁରୁମନ୍ତ୍ର ଦେଲେ ବିଜେପି ଚାଣକ୍ୟ

ଭୁବନେଶ୍ବର: ସୋନପୁର ସଭାରେ ଯୋଗଦେବା ପରେ ରାଜଧାନୀରେ ଗୃହମନ୍ତ୍ରୀ ଅମିତ ଶାହ ଦଳୀୟ କର୍ମୀଙ୍କ ସହିତ ବୈଠକ କରିଛନ୍ତି। ଭୁବନେଶ୍ୱରର ଏକ ହୋଟେଲର ଦକ୍ଷିଣ ଓଡିଶା, ଉପକୂଳ ଓଡିଶା ଏବଂ ଉତ୍ତର ଓଡିଶାର ନେତାଙ୍କ ସହ ଆଲୋଚନା କରିଛନ୍ତି। ୧୩ଟି ସଂସଦୀୟ କ୍ଷେତ୍ରର ନେତାଙ୍କ ସହ ବୈଠକ ବେଳେ ଦଳ…
ଅଧିକ ଖବର ଦେଖନ୍ତୁ...

ନାମାଙ୍କନ ଦାଖଲ କଲେ ବିଜେପି ପ୍ରାର୍ଥୀ ଗୌତମ ସାମନ୍ତରାୟ 

ଜୟପୁର: ବିରାଟ ଶୋଭାଯାତ୍ରା, ନାଚ, ଆତସବାଜୀ ପୁଟା ଓ ଜିନ୍ଦାବାଦ ନାରା ମଧ୍ୟରେ ଆଜି ଜୟପୁର ବିଧାୟକ ବିଜେପି ପ୍ରାର୍ଥୀ ଗୌତମ ସାମନ୍ତରାୟ ନିଜ ନାମାଙ୍କନପତ୍ର ଦାଖଲ କରିଛନ୍ତି। ୫ହଜାରରୁ ଊର୍ଦ୍ଧ୍ବ ସମର୍ଥକଙ୍କ ଗହଣରେ ନିଜ ସମର୍ଥକଙ୍କ ସହ ବିରାଟ ରାଲିରେ ଆସି ଜୟପୁର ଏଆରଓ ତଥା…
ଅଧିକ ଖବର ଦେଖନ୍ତୁ...

ଶେଷଦିନ ସୁଦ୍ଧା ପାରଳାରେ ୧୧ ଓ ମୋହନାରେ ୮ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ପାରଳାଖେମୁଣ୍ଡି: ଦେଶର ୪ର୍ଥ ତଥା ଓଡ଼ିଶାର ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଜାରି ରହିଥିବା ନାମାଙ୍କନ ପ୍ରକ୍ରିୟା ଆଜି ଶେଷ ହୋଇଛି । ଶୁକ୍ରବାର ଯାଞ୍ଚ ପ୍ରକ୍ରିୟା ଅନୁଷ୍ଠିତ ହେବାକୁ ଥିବା ବେଳେ ୨୯ ତାରିଖ ଦିନ  ଚୁଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ତେବେ ଶେଷ ଦିନରେ ଗଜପତି…
ଅଧିକ ଖବର ଦେଖନ୍ତୁ...

କଂଗ୍ରେସ ଛାଡ଼ି ପଦ୍ମ ଧରିଲେ ପୂର୍ବତନ ଅନ୍ତର୍ଜାତୀୟ ହକି ଖେଳାଳି ପ୍ରବୋଧ ତିର୍କୀ

ଭୁବନେଶ୍ବର: କଂଗ୍ରେସରୁ ଇସ୍ତଫା ଦେବାପରେ ପୂର୍ବତନ ଅନ୍ତର୍ଜାତୀୟ ହକି ଖେଳାଳି ପ୍ରବୋଧ ତିର୍କୀ ବିଜେପିରେ ମିଶିଛନ୍ତି। ଟିକେଟ୍ କାଟିବା ପରେ ନିକଟରେ ଭାରତୀୟ ହକି ଟିମ୍‌ର ପୂର୍ବତନ ଅଧିନାୟକ ଶ୍ରୀ ତିର୍କୀ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ସୁନ୍ଦରଗଡ଼ ଜିଲ୍ଲା ତଳସରା ବିଧାନସଭା ଆସନ ପାଇଁ…
ଅଧିକ ଖବର ଦେଖନ୍ତୁ...

ଚିତ୍ରକୋଣ୍ଡା ବିଜେପି ପ୍ରାର୍ଥୀଙ୍କ ସହ ଅନ୍ୟ ୩ ଦଳର ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

ମାଲକାନଗିରି: ଆଜି ଚିତ୍ରକୋଣ୍ଡା ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ସହ ଅଖିଳ ଭାରତୀୟ ହିନ୍ଦୁ ମହାସଭା, ଜନତା ଦରବାର ପାର୍ଟି ଏବଂ ଆମ ଆଦମୀ ପାର୍ଟି ତରଫରୁ ପ୍ରାର୍ଥୀ ପତ୍ର ଦାଖଲ କରାଯାଇଛି। ଗରମକୁ ଖାତିରି ନକରି ହଜାର ହଜାର ସମର୍ଥକ ଓ କର୍ମୀଙ୍କ ସହ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର…
ଅଧିକ ଖବର ଦେଖନ୍ତୁ...

ଓଡ଼ିଶାରେ ବିଜେପି ସରକାର ଆସିଲେ ଲୋକଙ୍କୁ ଦାଦନ ଖଟିବା ପାଇଁ ଅନ୍ୟ ରାଜ୍ୟ ଯିବାକୁ ପଡ଼ିବ ନାହିଁ: ଶାହ

ସୋନପୁର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ନିର୍ବାଚନ ବିଗୁଲ୍‌ ବଜାଇଛନ୍ତି। ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି। ରାମେଶ୍ବର ଷ୍ଟାଡିୟମ୍‌ରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶକୁ ସମ୍ବୋଧିତ କରିବା ଅବସରରେ ଶ୍ରୀ ଶାହ କହିଛନ୍ତି, ଓଡ଼ିଶାରେ ଖଣିଜ ସଂପଦ ପ୍ରଚରୁ…
ଅଧିକ ଖବର ଦେଖନ୍ତୁ...

ଧର୍ମେନ୍ଦ୍ର-ପାଣ୍ଡିଆନ୍-ବୈଜୟନ୍ତଙ୍କୁ ଜେଡ୍ ସ୍କେଲ ସୁରକ୍ଷା

ଭୁବନେଶ୍ୱର: ଏକ ସମୀକ୍ଷା ବୈଠକ ପରେ ଓଡିଶା ପୁଲିସ୍ ପକ୍ଷରୁ ନିର୍ବାଚନ ପୂର୍ବରୁ ରାଜ୍ୟର କେତେକ ପ୍ରତିଷ୍ଠିତ ରାଜନେତାଙ୍କ ସୁରକ୍ଷା କଭରକୁ ନବୀକରଣ କରାଯାଇଛି। ଏହା ଅନ୍ତର୍ଗତ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ୫ ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍ ଏବଂ ବିଜେପିର ରାଷ୍ଟ୍ରୀୟ…
ଅଧିକ ଖବର ଦେଖନ୍ତୁ...

କନ୍ନୌଜରୁ ପୁଣି ନିର୍ବାଚନ ଲଢିବେ ଅଖିଳେଶ ଯାଦବ, ଭରିଲେ ନାମଙ୍କନ ପତ୍ର

କନ୍ନୌଜ: କନ୍ନୌଜରୁ ପୁଣି ନିର୍ବାଚନ ଲଢିବେ ଅଖିଳେଶ ଯାଦବ। ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଲୋକସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି । ତେବେ ଗୁରୁବାର ପତ୍ନୀ ଡିମ୍ପଲ ଯାଦବ, ଦାଦା ଶିବପାଲ ଯାଦବ ଓ ରାମଗୋପାଳ ଯାଦବଙ୍କ ସହ ସେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତେବେ…
ଅଧିକ ଖବର ଦେଖନ୍ତୁ...

ଓଡିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଗୁରୁବାର ନାମାଙ୍କନ ଦାଖଲ ଶେଷ

ଭୁବନେଶ୍ୱର: ଓଡିଶାର ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ନାମାଙ୍କନପତ୍ର ଦାଖଲ କରିବାର ଶେଷ ତାରିଖ ଏପ୍ରିଲ୍ ୨୫ ଗୁରୁବାର ରହିଛି। ଚାରିଟି ଲୋକସଭା ଏବଂ ୨୮ ଟି ବିଧାନସଭା ଆସନ ପାଇଁ ୧୮ ଏପ୍ରିଲ ୨୦୨୪ଠାରୁ ପ୍ରଥମ ପର୍ଯ୍ୟାୟ ମତଦାନ ଲାଗି ନାମାଙ୍କନ ପ୍ରକ୍ରିୟା ଓଡିଶାରେ ବିଜ୍ଞପ୍ତି ଆଧାରରେ…
ଅଧିକ ଖବର ଦେଖନ୍ତୁ...

ଜୟପୁରରେ ଇନ୍ଦିରା-ତାରା ବାହିନୀପତି-ଗୌତମଙ୍କ ମଧ୍ୟରେ ବଳ କଷାକଷି

ଜୟପୁର: ଜୟପୁର ବିଧାନସଭା ଆସନରେ ଚଳିତ ନିର୍ବାଚନରେ ତ୍ରିମୁଖୀ ଲଢ଼େଇ ହେବାକୁ ଯାଉଛି। କଂଗ୍ରେସ ପକ୍ଷରୁ ଭେଟେରାନ୍ ନେତା ତାରା ବାହିନୀପତିଙ୍କୁ ଏହି ଆସନରୁ ରିପିଟ୍ କରାଯାଇଛି। ତାରା ବିଜୟୀ ହେବାକୁ ପୁରାଦମ୍‌ରେ ଲାଗିଛନ୍ତି। ସେହିପରି ବିଜେଡି ଏହି ବିଧାନସଭା ଆସନରେ ନୂଆ ମୁହଁ ଇନ୍ଦିରା…
ଅଧିକ ଖବର ଦେଖନ୍ତୁ...