ଅନୁସନ୍ଧାନ କରୁଥିବା ବର୍ଗ

ବିଶେଷ

କୁକୁରକୁ ଗିଳି ଦେଇଥିବା ୨୦ ଫୁଟ ଲମ୍ବର ଅଜଗର ଉଦ୍ଧାର

ଗୁରୁଗ୍ରାମ: ବୁଧବାର ଦିନ ଫରିଦାବାଦଓ ଗୁରୁଗ୍ରାମ ବନପ୍ରାଣୀ ବିଭାଗ ମିଳିତ ଆନୁକୁଲ୍ୟରେ ପାଲ୍‌ଓ୍ଵାଲ ଜିଲ୍ଲାର ଗ୍ରାମରୁ କୁକୁରକୁ ଗିଳିଥିବା ୨୦ ଫୁଟ୍‌ ଲମ୍ବର ଅଜଗରକୁ ଉଦ୍ଧାର କରିଛନ୍ତି। ଏହି ଗ୍ରାମଟି ଗୁରୁଗ୍ରାମ ସହରଠାରୁ ପ୍ରାୟ ୧୦୨ କି.ମି. ଦୂରରେ ଅବସ୍ଥିତ। ମାଈ ଅଜଗର ବୋଲି ପରୀକ୍ଷା…
ଅଧିକ ଖବର ଦେଖନ୍ତୁ...

ବଦଳିବାକୁ ଯାଉଛି ଓଡ଼ିଶା ପର୍ଯ୍ୟଟନ ବିଭାଗର ଲୋଗୋ : ନୂଆ ଲୋଗୋ ତିଆରି କରି ଜିତନ୍ତୁ ୧ ଲକ୍ଷ ଟଙ୍କାର ପୁରସ୍କାର!

ବଦଳିବାକୁ ଯାଉଛି ରାଜ୍ୟ ପର୍ଯ୍ୟଟନ ବିଭାଗର ଲୋଗୋ। ଏହାକୁ ନେଇ ଏବେ ଆରମ୍ଭ ହୋଇଛି ପ୍ରକ୍ରିୟା। ନୂଆ ଲୋଗୋ ପାଇଁ ଲୋକଙ୍କ ଠାରୁ ଡିଜାଇନ ଆହ୍ଵାନ କରାଯାଇଛି। ଏଥିପାଇଁ ମଧ୍ୟ ୧ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଛି। ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ନୀତିନ ଭାନୁଦାସ ଜାୱଲେ ଏହି ସୂଚନା…
ଅଧିକ ଖବର ଦେଖନ୍ତୁ...

ଚୀନ୍‌ର ଲମ୍ବା ପ୍ରାଚୀର ପରି ଭାରତରେ ମଧ୍ୟ ରହିଛି ବିଶ୍ୱର ଦ୍ୱିତୀୟ ସବୁଠାରୁ ଲମ୍ବା ପ୍ରାଚୀର!

ଚୀନ୍‌ରେ ଥିବା ପ୍ରାଚୀରକୁ ବିଶ୍ୱର ସବୁଠାରୁ ଲମ୍ବା ପ୍ରାଚୀର କୁହାଯାଏ। କିନ୍ତୁ ଏହିପରି ଆଉ ଏକ ଲମ୍ବା ପ୍ରାଚୀର ଭାରତରେ ମଧ୍ୟ ରହିଛି। ଏହି ପ୍ରାଚୀର ବିଷୟରେ ବହୁତ କମ୍‌ ଲୋକ ଜାଣିଥିବେ। ଏହା ବିଶ୍ୱର ଦ୍ୱିତୀୟ ସବୁଠାରୁ ଲମ୍ବା ପ୍ରାଚୀର। ଯାହାକି ରାଜସ୍ଥାନରେ ଅବସ୍ଥିତ। ଏହା ମେବାରର…
ଅଧିକ ଖବର ଦେଖନ୍ତୁ...

୭୮ବର୍ଷ ବୟସରେ ‘ହିରୋ’ ପାଲଟିଛନ୍ତି ଏହି ଶିକ୍ଷକ: ପ୍ରତିଦିନ ୫ଘଣ୍ଟା କରୁଛନ୍ତି ସହରର ସଫେଇ,ରାଷ୍ଟ୍ରପତିଙ୍କ ଦ୍ୱାରା…

ଲଳିତପୁର(ଉତ୍ତରପ୍ରଦେଶ) : ସବୁବେଳେ ଲୋକମାନେ ନିଜ ଆଖ ପାଖରେ ପଡ଼ିଥିବା ଅଳିଆ ଅବର୍ଜନାକୁ ଦେଖି ନାକ ଟେକିବା ସହ ଏଥି ପାଇଁ ସରକାରଙ୍କୁ ଦାୟୀ କରିଥାନ୍ତି । କିନ୍ତୁ କେହି ଆଗକୁ ବଢ଼ି ନିଜ ପରିବେଶକୁ ପରିଷ୍କାର କରନ୍ତି ନାହିଁ । କିନ୍ତୁ ୭୮ବର୍ଷିୟ ଅବସରପ୍ରାପ୍ତ ଶିକ୍ଷକ ରୁପ ନାରାୟଣ…
ଅଧିକ ଖବର ଦେଖନ୍ତୁ...

ବିଡି ବନାଇ ପରିବାରର ଗୁଜୁରାଣ ମେଣ୍ଟାଉ ଥିବା ବାଳିକାକୁ ମିଳିଲା ଡାକ୍ତରୀ ପାଠପଢ଼ା ପାଇଁ ସ୍କଲାର୍‌ସିପ୍‌

କୋଲକାତା: କୋଲକାତା ନ୍ୟାସନାଲ ମେଡିକାଲ କଜେରେ ପାଠ ପଢ଼ୁଥିବା ମୌସୁମୀ ଖାତୁନ୍‌ ଓ ମୋସମ୍ମାଦ ହସିନା ପରବିନ ନିକଟରେ ଡାକ୍ତର ଅମିୟ କୁମାର ବୋଷ ମେମୋରିୟଲ ସ୍କଲାରସିପ୍ ହାସଲ କରିଛନ୍ତି। ଏମ୍‌ବିବିଏସ୍‌ର ଫାଷ୍ଟ ଇୟରର ଛାତ୍ରୀ ମୌସୁମୀଙ୍କ ପାଇଁ ଏହି ସଫଳତା ହାସଲ କରିବା କିଛି ସହଜ ନଥିଲା।…
ଅଧିକ ଖବର ଦେଖନ୍ତୁ...

ଆସନ୍ତୁ ଜାଣିବା କିନ୍ନରଙ୍କ ଜୀବନ ସହ ଜଡ଼ିତ କିଛି ଅଜଣା କଥା : ପ୍ରଭୁ ଶ୍ରୀରାମଙ୍କଠାରୁ ମିଳି ଥିଲା କି ବରଦାନ? କେଉଁ…

ଆଜି ସୁପ୍ରିମକୋର୍ଟ ସମଲିଙ୍ଗୀ ସଂପର୍କ ଅପରାଧ ନୁହେଁ ବୋଲି ରାୟ ଦେବା ପରେ କିନ୍ନରମାନେ ଖୁସୀ ଜାହିର କରିଛନ୍ତି। କିନ୍ନରଙ୍କ କଥା ସାମ୍ନାକୁ ଆସିଲେ ମନରେ ଅନେକ ପ୍ରଶ୍ନ ଉଙ୍କି ମାରିଥାଏ । ସାଧାରଣତଃ ଆମେ କିନ୍ନରଙ୍କୁ କୌଣସି ମାଙ୍ଗଳିକ କାର୍ଯ୍ୟରେ କିମ୍ବା ଟ୍ରେନ୍‌ରେ ବା ରାଜରାସ୍ତା…
ଅଧିକ ଖବର ଦେଖନ୍ତୁ...

ଶୌଚ ହେବାକୁ ଯାଇଥିଲେ ମହିଳା, ଟଏଲେଟ ଭିତରୁ ବାହାରିଲା ବିଷଧର ସାପ, ତା’ପରେ..

ସିଡନି : ଅଷ୍ଟ୍ରେଲିଆରେ ଏମିତି ଘଟଣା ଘଟିଣା ଘଟିଛି ଯାହାକୁ ଶୁଣିଲେ ଲୋକମାନେ ଆଶ୍ଚର୍ଯ୍ୟଚକିତ ହୋଇଯାଉଛନ୍ତି। ଜଣେ ମହିଳା ଶୌଚ ହେବାକୁ ଯାଇଥିବା ସମୟରେ ତାଙ୍କ ଟଏଲେଟ ଭିତରୁ ୧.୨ମିଟର ଲମ୍ବା ସାପ ବହାରି ଥିବା ଜଣାପଡ଼ିଛି। ନିକଟରେ ଅଷ୍ଟ୍ରେଲିଆର କରେନ୍ସରେ ବସବାସ କରୁଥିବା ଜଣେ ମହିଳା…
ଅଧିକ ଖବର ଦେଖନ୍ତୁ...

ଭଗବାନ ବିଷ୍ଣୁ କାହିଁକି ଶେଷନାଗଙ୍କ ଉପରେ ବିଶ୍ରାମ କରିଥାନ୍ତି?

ଭଗବାନ ବିଷ୍ଣୁଙ୍କୁ ଆରାଧନା କରିବାର ସବୁଠାରୁ ଉତ୍ତମ ଶ୍ଳୋକ ହେଲା – ‘ଶାନ୍ତାକାରମ୍‌ ଭୁଜଗଶୟନମ୍‌,ପଦ୍ମନାଭମ୍‌ ସୁରେଶମ୍‌ ,ବିଶ୍ୱାଧାରଂ ଗଗନ ସଦୃଶଂ ମେଘବର୍ଣ୍ଣଂ ଶୁଭାଙ୍ଗମ୍‌,ଲକ୍ଷ୍ମୀକାନ୍ତମ୍‌ କମଳନୟନଂ ଯୋଗିର୍ଭିଧ୍ୟାନଗମ୍ୟଂ ,ବନ୍ଦେ ବିଷ୍ଣୁଂ ଭବଭୟହରମ୍‌ ସର୍ବ ଲୋକୈକନାଥମ୍‌ ।’…
ଅଧିକ ଖବର ଦେଖନ୍ତୁ...

କେବଳ ଏହି ଶ୍ଳୋକ ପ୍ରତ୍ୟହ ପାଠ କରିଲେ ଦାରିଦ୍ର୍ୟ ଦୂର ହୋଇଥାଏ

ମହାଲକ୍ଷ୍ମୀଙ୍କ ପୂଜାଲାଗି ସବୁଠାରୁ ଭଲ ଏବଂ ଜଣାଶୁଣା ମନ୍ତ୍ର ହେଲା -‘ ଓଁ ନମସ୍ତେସ୍ତୁ ମହାମାୟେ ଶ୍ରୀପୀଠେ ସୁରପୂଜିତେ ଶଙ୍ଖଚକ୍ର ଗଦା ହସ୍ତେ ମହାଲକ୍ଷ୍ମୀ ନମସ୍ତୁତେ ’। ଏହି ମନ୍ତ୍ର ପ୍ରତ୍ୟହ ପାଠ କରିଲେ ଦାରିଦ୍ର୍ୟ ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି। ଏହାଛଡ଼ା ସକାଳୁ ଉଠି ସ୍ନାନ…
ଅଧିକ ଖବର ଦେଖନ୍ତୁ...

ଏଣିକି ଗଙ୍ଗାକୁ ଅପରିଷ୍କାର କଲେ ୨ ବର୍ଷ ଜେଲଦଣ୍ଡ ସହ ଦେବାକୁ ପଡିବ ୫୦ ଲକ୍ଷ ଟଙ୍କା ଜରିମାନା !

ଦିନକୁ ଦିନ ଅପରିଷ୍କାର ହେବାରେ ଲାଗିଛି ଗଙ୍ଗା ନଦୀ। ଗଙ୍ଗାକୁ ଆବର୍ଜନାମୁକ୍ତ କରିବା ପାଇଁ ବିଭିନ୍ନ ଯୋଜନାମାନ କାର୍ଯ୍ୟକାରୀ ହେଉଥିଲେ ମଧ୍ୟ ଏହାର ସୁଫଳ ମିଳିପାରୁ ନାହିଁ। ତେବେ ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏବେ କଠୋର ନିୟମ ପ୍ରଣୟନ କରିବାକୁ ଯାଉଛନ୍ତି। ଯାହାଫଳରେ ଏଣିକି…
ଅଧିକ ଖବର ଦେଖନ୍ତୁ...