ରାଜ୍ୟ ତାଏକୋଣ୍ଡୋ: ଗଞ୍ଜାମ ବିଜେତା

ଭଦ୍ରକ,: ତାଏକୋଣ୍ଡୋ ଆସୋସିଏସନ୍‌ ଅଫ୍‌ ଓଡ଼ିଶା (ତାଓ) ଆନୁକୂଲ୍ୟରେ ଚାଲିଥିବା ୧୭ତମ ଓଡ଼ିଶା ରାଜ୍ୟ ତାଏକୋଣ୍ଡୋ ପ୍ରତିଯୋଗିତା ସୋମବାର ଉଦ୍‌ଯାପିତ ହୋଇଛି। ୨୨ ସ୍ୱର୍ଣ୍ଣ, ୧୧ ରୌପ୍ୟ ଓ ୨୧ କାଂସ୍ୟ ପଦକ ଜିତି ବ୍ରହ୍ମପୁର- ଗଂଜାମ ଦଳଗତ ବିଜେତା ହୋଇଛି। ୧୧ ସ୍ୱର୍ଣ୍ଣ, ୮ ରୌପ୍ୟ ଓ ୯ କାଂସ୍ୟ ଜିତି ଗତବର୍ଷର ବିଜେତା ଢେଙ୍କାନାଳ ଉପ ବିଜେତା ହୋଇଛି।

ସମ୍ବନ୍ଧିତ ଖବର