ଅନୁସନ୍ଧାନ କରୁଥିବା ବର୍ଗ

ରାଜ୍ୟ

ନିଆଁରେ ପୋଡ଼ି ମହିଳାଙ୍କ ମୃତ୍ୟୁ

ବୁର୍ଲା: ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା ଛାମୁଣ୍ଡା ଗାଁର ଅଯୋଧ୍ୟା ପୋଢଙ୍କ ଝିଅ ଭାରତୀ ପୋଢ(୨୮)ଙ୍କ ନିଆଁରେ ପୋଡି ମୃତ୍ୟୁ ହୋଇଛି। ଗତ ୮ ତାରିଖ ରାତି ୧୧ଟାରେ ସେ ପାଣି ଗରମ କରୁଥିବା ବେଳେ ଗ୍ୟାସ ନିଆଁ ତାଙ୍କ ଦେହରେ ଲାଗିଯିବାରୁ ଶରୀର ପ୍ରାୟ ୪୦ ପ୍ରତିଶତ ଅଂଶ ପୋଡି ଯାଇଥିଲା।…
ଅଧିକ ଖବର ଦେଖନ୍ତୁ...

ଜାଲ ଟିଡିଆର ମାମଲା: ବଣ୍ଟି ଅଗ୍ରଓ୍ଵାଲ ସହ ବାପା ଓ ପତ୍ନୀକୁ ନେଇ ନୂଆପଡ଼ାରେ ପହଞ୍ଚିଲା ପୁଲିସ

ନୂଆପଡ଼ା: ବ୍ୟାଙ୍କ ଡିଡିଆର ଜମାରେ ଚଞ୍ଚକତା କରି ପୂର୍ତ୍ତ ଓ ଗ୍ରାମ ଉନ୍ନୟନ ବିଭାଗରୁ କୋଟି କୋଟି ଟଙ୍କାର ଠିକା କାମ ହାତେଇଥିବା କଳାହାଣ୍ଡିର ସୁପରକ୍ଲାସ ଠିକାଦାର ବଣ୍ଟି ଅଗ୍ରଓ୍ଵାଲ, ବାପା ରାଜେନ୍ଦ୍ର ଅଗ୍ରଓ୍ଵାଲ ଓ ପତ୍ନୀ ସବିତା ଦେବୀଙ୍କୁ ହରିଆଣା ରାଜ୍ୟ ଭିବାନୀ ଜିଲ୍ଲା ହୁଡସିଟି…
ଅଧିକ ଖବର ଦେଖନ୍ତୁ...

ବିଦ୍ୟୁତ ତାର ଲାଗି ଯୁବକଙ୍କ ମୃତ୍ୟୁ

ଚନ୍ଦାହାଣ୍ଡି: ନବରଂଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅନ୍ତର୍ଗତ ସନ୍ଧିମୁଣ୍ଡା ଗ୍ରାମର ମଦନ ନାଗ (୩୫)ଙ୍କ ବିଦ୍ୟୁତ୍‌ ସ୍ପର୍ଶରେ ମୃତ୍ୟୁ ଘଟିଛି। ସନ୍ଧିମୁଣ୍ଡା ଗ୍ରାମର ମଦନ ନାଗ ଆଜି ସକାଳ ୯ଟା ସମୟରେ ନିଜ ଚାଷ ଜମିକୁ ଧାନ କାଟିବା ନିମନ୍ତେ ଯାଉଥିବା ବେଳେ ବିଦ୍ୟୁତ୍‌ ତାର ଛିଣ୍ଡି…
ଅଧିକ ଖବର ଦେଖନ୍ତୁ...

ମା’ ମୃତ, ଅଳ୍ପକେ ବର୍ତ୍ତିଲେ ଦୁଇ ଶିଶୁ

ବାଲେଶ୍ୱର/ଚାନ୍ଦିପୁର: ବାଲେଶ୍ୱର ଜିଲ୍ଲାର ଚାନ୍ଦିପୁର ପାନ୍ଥନିବାସ ଛକରେ ଏକ ପିକ୍‌ଅପ ଭ୍ୟାନ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଶିଶୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମିଳିଥିବା ଖବର ଅନୁଯାୟୀ, ଆଜି ପୂର୍ବାହ୍ନରେ ଖନ୍ତାପଡ଼ା ଥାନା ଇଞ୍ଚୁଡ଼ି କଳାମାଠିଆ ପାହି ଗାଁର…
ଅଧିକ ଖବର ଦେଖନ୍ତୁ...

ଗୋପାଳପୁରଠୁ ୫୮୦ କିଲୋମିଟର ଦୂରରେ ଲଘୁଚାପ ଘନୀଭୂତ, ଆଗାମୀ ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ବଙ୍ଗୋପସାଗରର ଗୋପାଳପୁର ସମୂଦ୍ର କୂଳଠାରୁ ୫୮୦ କିଲୋମିଟର ଦୂରରେ ଲଘୁଚାପ ଘନୀଭୂତ ହୋଇଛି। ଏହାରି ଫଳରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ, ପଶ୍ଚିମ ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଦକ୍ଷିଣ…
ଅଧିକ ଖବର ଦେଖନ୍ତୁ...

ଯାତ୍ରୀଙ୍କ ଅସୁସ୍ଥତା ଯୋଗୁଁ ଭୁବନେଶ୍ୱରରେ ଜରୁରିକାଳୀନ ଅବତରଣ କଲା ବିମାନ

ଭୁବନେଶ୍ୱର:  ଯାତ୍ରୀଙ୍କ ଅସୁସ୍ଥତା  ପାଇଁ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ମଙ୍ଗଳବାର ଏକ ବିମାନ ଜରୁରୀ ଅବତରଣ କରିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ଚେନ୍ନାଇରୁ ବାଗଡୋଗ୍ରା ଯାଉଥିବା ସ୍ପାଇସ୍‌ ଜେଟ୍‌ ୬୨୩ ବିମାନରେ ଜଣେ ଯାତ୍ରୀଙ୍କ ଆକସ୍ମିକ…
ଅଧିକ ଖବର ଦେଖନ୍ତୁ...

ଲଘୁଚାପ : ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଗତକାଲି ଶ୍ରୀଲଙ୍କା ଉପକୂଳ ଏବଂ ଦକ୍ଷିଣ ପଶ୍ଚିମ ବଙ୍ଗୋପ ସାଗରରେ ଥିବା ଲଘୁଚାପ ସ୍ପଷ୍ଟଚିହ୍ନିତ ହୋଇ ଓଡ଼ିଶା ଉପକୂଳକୁ ମୁହାଁଉଛି। ଆଞ୍ଚଳିକ ପାଣିପାଗ ବିଭାଗ ସୂତ୍ର ଅନୁସାରେ ଲଘୁଚାପ ଗୋପାଳପୁର ଠାରୁ ୫୮୦ କିଲୋମିଟର ଦୂରରେ ଘନୀଭୂତ ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା…
ଅଧିକ ଖବର ଦେଖନ୍ତୁ...

ମୁଖ୍ୟମନ୍ତ୍ରୀ କହିଲେ ମନର କଥା, ଘୋଷଣା କଲେ ‘ମୋ ସ୍କୁଲ ଅଭିଯାନ’ ଓ ‘ମୁଖ୍ୟମନ୍ତ୍ରୀ ମେଧା ବୃତ୍ତି ଯୋଜନା’

ଭୁବନେଶ୍ୱର: ଦୀର୍ଘ ୧୭ ବର୍ଷ ହେବ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେବା ପରେ ଆଜି ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଶୁ ଦିବସ ଅବସରରେ ପିଲାମାନଙ୍କ ଆଗରେ ତାଙ୍କ ମନର କଥା କହିଛନ୍ତି। କ୍ୟାପିଟାଲ ହାଇସ୍କୁଲ ପରିସରରେ ଅନୁଷ୍ଠିତ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ପିଲାମାନଙ୍କୁ…
ଅଧିକ ଖବର ଦେଖନ୍ତୁ...

ଯୋଡ଼ାମୁଣ୍ଡ ଶିଶୁ ଅସ୍ତ୍ରୋପଚାର ଘଟଣା: ସ୍ୱତନ୍ତ୍ର ପ୍ରାଇଭେଟ୍‌ ଓ୍ଵାର୍ଡକୁ ଆସିଲା ବଳିଆ

ଭୁବନେଶ୍ୱର: ଏମ୍‌ସରେ କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା ଓ ବଳିଆ ଅସ୍ତେ୍‍ାରପଚାର ଦ୍ୱାରା ଅଲଗା ହେବା ପରେ ଜଗାର ସ୍ୱାସ୍ଥ୍ୟ ସ୍ୱାଭାବିକ ହେଉଥିବା ବେଳେ ଏବେ ବି ବଳିଆର ଅବସ୍ଥାରେ ବିଶେଷ ପରିବର୍ତ୍ତନ ହୋଇ ନାହିଁ। ଦୁଇ ଶିଶୁ ପରସ୍ପର ଠାରୁ ଅଲଗା ହେବାପରେ ପ୍ରଥମେ ଜଗାକୁ ଏମ୍‌ସର…
ଅଧିକ ଖବର ଦେଖନ୍ତୁ...

କୁହୁଡ଼ି ଯୋଗୁଁ କମିବ ଟ୍ରେନ୍‌ର ବେଗ

ଚନ୍ଦ୍ରଶେଖରପୁର: ଉତ୍ତର ଭାରତରେ ହେଉଥିବା ଘନ କୁହୁଡ଼ିକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା ପଦକ୍ଷେପ ଗ୍ରହଣ କରାଯାଇଛି। ଯାତ୍ରୀ ସୁରକ୍ଷାକୁ ପ୍ରାଥମିକତା ଦେଇ ପୂର୍ବତଟ ରେଳପଥ ନିରାପତ୍ତା ବିଭାଗ ଘନ କୁହୁଡ଼ି ସମୟରେ ସୁରକ୍ଷିତ ଟ୍ରେନ୍‌ ଚଳାଚଳ ପାଇଁ…
ଅଧିକ ଖବର ଦେଖନ୍ତୁ...