ଅନୁସନ୍ଧାନ କରୁଥିବା ବର୍ଗ

ରାଜ୍ୟ

ଦିଲ୍ଲୀରେ ପ୍ରାଇସ୍‌, ପ୍ରେଷ୍ଟିଜ୍‌ ଓ ପେନ୍‌ସନ ଦାବିରେ ନବନିର୍ମାଣ କୃଷକ ସଙ୍ଗଠନର ବିଶାଳ ଚାଷୀ ସମାବେଶ

ନୂଆଦିଲ୍ଲୀ:  ଦିଲ୍ଲୀରେ ନବନିର୍ମାଣ କୃଷକ ସଂଗଠନର ଜାତୀୟ ସମ୍ମିଳନୀ ବୁଧବାର ନୂଆଦିଲ୍ଲୀରେ ଆରମ୍ଭ ହୋଇଛି। ଏହି ସମ୍ମିଳନୀରେ ରାଜ୍ୟର ୫ ହଜାରରୁ ଅଧିକ ଚାଷୀଙ୍କ ସମେତ ୨୨ଟି ରାଜ୍ୟର ୧୦ ହଜାର ଚାଷୀ ସାମିଲ ହୋଇଛନ୍ତି। ଏହି ସମ୍ମିଳନୀକୁ ବିଶିଷ୍ଟ ଗାନ୍ଧୀବାଦୀ ନେତା ଆନ୍ନା ହଜାରେ ଉଦଘାଟନ…
ଅଧିକ ଖବର ଦେଖନ୍ତୁ...

ନାବାଳିକା ଗଣଦୁଷ୍କର୍ମ ଘଟଣା: ଆଜି ବି ଜାତୀୟ ରାଜପଥ ଅବରୋଧ

କୋରାପୁଟ: କୋରାପୁଟ ଜିଲ୍ଲା କୁନ୍ଦୁଲି ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଗଣ ଦୁଷ୍କର୍ମ କରାଯିବା ପରି ସମ୍ବେଦନଶୀଳ ଘଟଣା ନେଇ ଆଜି ମଧ୍ୟ ଲୋକେ କୁନ୍ଦୁଲିଠାରେ ୨୬ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଫଳରେ ଏହି ରାସ୍ତାରେ ହଜାର ହଜାର ସଂଖ୍ୟାରେ ଯାଜବାହନ ରଅଟକି ରହିଛି। ଅପରପକ୍ଷେ ଗତକାଲି…
ଅଧିକ ଖବର ଦେଖନ୍ତୁ...

ମରୁଡ଼ିସ୍ଥିତିର ଅନୁଧ୍ୟାନ ପାଇଁ ବଲାଙ୍ଗୀରରେ ଏସଆରସି

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାର ମରୁଡ଼ି ପରିସ୍ଥିତି ଅନୁଧ୍ୟାନ କରିବା ପାଇଁ ସ୍ୱତନ୍ତ୍ର ରିଲିଫ କମିସନର(ଏସଆରସି) ବିଷ୍ଣୁପଦ ସଠୀ ବଲାଙ୍ଗୀର ଗସ୍ତ କରିଛନ୍ତି। ଏସଆରସି ଶ୍ରୀ ସେଠୀ ଜଳସମ୍ପଦ ଓ କୃଷି ଅଧିକାରୀମାନଙ୍କ ସହିତ ଆଲୋଚନା କରିବା ପରେ ଆସନ୍ତା ଅକ୍ଟୋବର ୧୫ ତାରିଖ ସୁଦ୍ଧା ମରୁଡ଼ି…
ଅଧିକ ଖବର ଦେଖନ୍ତୁ...

ନବ ନିର୍ମାଣ କୃଷକ ସଂଗଠନର ଜାତୀୟ ସମ୍ମିଳନୀ ଆଜି

ନୂଆଦିଲ୍ଲୀ:  ଦିଲ୍ଲୀରେ ନବନିର୍ମାଣ କୃଷକ ସଂଗଠନର ଜାତୀୟ ସମ୍ମିଳନୀ ଆସନ୍ତାକାଲି (ବୁଧବାର) ଅନୁଷ୍ଠିତ ହେବ। ଏହି ସମ୍ମିଳନୀରେ ରାଜ୍ୟର ୫ ହଜାରରୁ ଅଧିକ ଚାଷୀଙ୍କ ସମେତ ୨୨ଟି ରାଜ୍ୟର ୧୦ ହଜାର ଚାଷୀ ସାମିଲ ହେବେ। ଏହି ସମ୍ମିଳନୀକୁ ଉଦଘାଟନ କରିବା ପାଇଁ ବିଶିଷ୍ଟ ଗାନ୍ଧୀବାଦୀ ନେତା ଆନ୍ନା…
ଅଧିକ ଖବର ଦେଖନ୍ତୁ...

ନୂଆଦିଲ୍ଲୀ ଏମ୍‌ସରେ ଜଗା-ବଳିଆ : ଜଗା ଅସୁସ୍ଥ, ଶ୍ୱାସକ୍ରିୟାରେ ସମସ୍ୟା

ନୂଆଦିଲ୍ଲୀ: ନୂଆଦିଲ୍ଲୀ ଏମ୍‌ ସରେ ଚିକିତ୍ସିତ ହେଉଥିବା କନ୍ଧମାଳ ଜିଲ୍ଲା ଫିରିଙ୍ଗିଆର ଯୋଡ଼ାମୁଣ୍ଡ ଶିଶୁ ଜଗା-ବଳିଆଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଡାକ୍ତରୀ ଦଳ ଲଗାତାର ତଦାରଖ କରୁଛନ୍ତି। ଏହାସତ୍ତ୍ୱେ ଦୁଇଦିନ ହେଲା ହଠାତ ଜଗାର ସ୍ୱାସ୍ଥ୍ୟରେ ଅବନତି ଦେଖାଦେଇଛି। ଜଗାର ଶ୍ୱାସକ୍ରିୟା ସମସ୍ୟ…
ଅଧିକ ଖବର ଦେଖନ୍ତୁ...

୨୧ରେ ନବୀନଙ୍କ ବିଜେପୁର ଅଭିଯାନ

ଭୁବନେଶ୍ୱର: ବିଜେପୁର ଉପନିର୍ବାଚନ କେବେ ହେବ, ତାହା କାହାକୁ ଜଣାନାହିଁ। ଏବେ ବି ଅନିଶ୍ଚିତତା ଲାଗି ରହିଛି। ହେଲେ ବିଜେଡି କିନ୍ତୁ ଏହି ଉପନିର୍ବାଚନରେ ଜିମାତ୍‌ ଲାଗି ଦିନରାତି ଏକ କରିଦେଇଛି। ପ୍ରଥମେ ସମସ୍ତଙ୍କୁ ପଛରେ ପକାଇ ବିଜେଡି ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…
ଅଧିକ ଖବର ଦେଖନ୍ତୁ...

ନକ୍ସଲ ସଂଗଠନରେ ସାମିଲ ହେଉଛନ୍ତି ସ୍କୁଲ ପିଲା

ମାଲକାନଗିରି: ମାଓ ସଂଗଠନ ଛାଡ଼ି ଅନେକ ମୁଖ୍ୟ ସ୍ରୋତକୁ ଫେରୁଥିବା ବେଳେ ସଦସ୍ୟ ସଂଖ୍ୟା ବଢ଼ାଇବାକୁ ମାଓବାଦୀଙ୍କ ତରଫରୁ ଚାଲିଛି ପ୍ରୟାସ। ଏଥିପାଇଁ ଦୁର୍ଗମ ଅଞ୍ଚଳର ସ୍କୁଲ ପିଲାଙ୍କୁ ମଧ୍ୟ ସଂଗଠନରେ ସାମିଲ କରାଯାଉଛି। ଏହି କୋମଳ ମତି ପିଲାଙ୍କୁ ମାଓବାଦୀ ଚିନ୍ତାଧାରାରେ ଅନୁପ୍ରାଣିତ…
ଅଧିକ ଖବର ଦେଖନ୍ତୁ...

ବାଣୀବିହାରରେ ଶାନ୍ତି ଫେରାଇ ଆଣିବାକୁ ଉଦ୍ୟମ: କୁଳପତିଙ୍କ ଅନଶନ

ଭୁବନେଶ୍ୱର: ଅଶାନ୍ତ ବାଣୀବିହାରରେ ଶାନ୍ତି ଓ ଶୈକ୍ଷିକ ବାତାବରଣ ଫେରାଇ ଆଣିବାକୁ ଭିନ୍ନ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ। ଆଜି ଏକ ନାଟକୀୟ ଘଟଣାକ୍ରମରେ କୁଳପତି ଅନ୍ୟ କେତେଜଣ ପ୍ରଫେସର ଓ ଅଧ୍ୟାପକଙ୍କ ସହ ସକାଳ ୮ଟାରୁ ରାତି…
ଅଧିକ ଖବର ଦେଖନ୍ତୁ...

ମୋଗଲ ଶାସକଙ୍କଠାରୁ ବି ନବୀନ ସରକାର ଭୟଙ୍କର: ନବୀନଙ୍କୁ ଟାର୍ଗେଟ କଲେ ବୈଷ୍ଣବ

ସମ୍ବଲପୁର: ଭାଷା ଆଇନକୁ କାର୍ଯ୍ୟକାରୀ କରିବାରେ ବିଫଳ ହୋଇଥିବା କାରଣରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏଥର ସିଧାସଳଖ ଟାର୍ଗେଟ କରିଛନ୍ତି ଭାଷା ସୁରକ୍ଷା ସମ୍ମିଳନୀର ସଭାପତି ତଥା ପୂର୍ବତନ ସାଂସଦ ବୈଷ୍ଣବ ପରିଡ଼ା। ଓଡ଼ିଶାରେ ଶାସନ କରୁଥିବା ନବୀନ ସରକାର ମୋଗଲ ଶାସକଙ୍କଠାରୁ ବି…
ଅଧିକ ଖବର ଦେଖନ୍ତୁ...

ନେହା ନିହାରିକାଙ୍କ ସଙ୍ଗୀତରେ ଝୁମିଲେ ଦର୍ଶକ

ଭୁବନେଶ୍ୱର: କାର୍ଯ୍ୟକ୍ରମ ପ୍ରାରମ୍ଭରୁ ଓଡ଼ିଶାର ଲୋକପ୍ରିୟ ଯୁବ ଗାୟିକା ନେହା ନିହାରିକାଙ୍କ କଣ୍ଠରେ ପ୍ରସିଦ୍ଧ ହିନ୍ଦୀ ଭଜନ ସତ୍ୟମ୍‌ ଶିବମ୍‌ ସୁନ୍ଦରମ୍‌ର ପରିବେଷଣ ଦର୍ଶକଙ୍କ ମଧ୍ୟରେ ଏକ ନିଆରା ଅନୁଭବ ସୃଷ୍ଟି କରିଥିଲା। ପରେ ପରେ ରୁକେ ରୁକେ ସେ କଦମ୍‌.. ମେରେ ଢୋଲନା... ୟାରା ଶିଲି…
ଅଧିକ ଖବର ଦେଖନ୍ତୁ...