Daily Archives

November 5, 2017

ଭାରତ ଗସ୍ତ ଲାଗି ଧନଞ୍ଜୟ ଓ ଦାସୁନଙ୍କୁ ଡାକରା

କଲମ୍ବୋ: ଭାରତ ବିପକ୍ଷ ତିନି ଟିକିଆ ଟେଷ୍ଟ ଶୃଙ୍ଖଳା ଲାଗି ଶ୍ରୀଲଙ୍କା ରବିବାର ଦଳ ଘୋଷଣା କରିଛି। ବ୍ୟାଟ୍ସମ୍ୟାନ୍‌ କୁଶାଲ ମେଣ୍ଡିସ ଓ କୁଶାଲ ସିଲଭାଙ୍କ ସହ ଦ୍ରୁତ ବୋଲର ନୁଆନ ପ୍ରଦୀପଙ୍କୁ ସିଂହଳୀ ଚୟନକର୍ତା ଦଳରୁ ବାଦ୍‌ ଦେଇଛନ୍ତି। ଅନ୍ୟ ପକ୍ଷରେ ଅଲରାଉଣ୍ଡର ଧନଞ୍ଜୟ ଡି’ ସିଲଭା ଓ…
ଅଧିକ ଖବର ଦେଖନ୍ତୁ...

ନିଖିଳ ଓଡ଼ିଶା ଓପନ୍‌ ସ୍ନକର: ବିଜେତା ରାକେଶ ବିଦା

ଭୁବନେଶ୍ୱର: ନୟାପଲ୍ଲୀସ୍ଥିତ ଭିଣ୍ଟେଜ୍‌ କ୍ଲବ୍‌ ପରିସରରେ ଚାଲିଥିବା ସପ୍ତମ ଏମ୍‌ଆଇଇଟି ନିଖିଳ ଓଡ଼ିଶା ଓପନ୍‌ ସ୍ନକର ପ୍ରତିଯୋଗିତାର କ୍ୱାର୍ଟର ଫାଇନାଲ୍‌ ହାରି ପୂର୍ବ ବିଜେତା ରାକେଶ ରୋଶନ୍‌ ପ୍ରଧାନ ବିଦାୟ ନେଇଛନ୍ତି। ରବିବାର ଚତୁର୍ଥ ତଥା ଶେଷ କ୍ୱାର୍ଟର ଫାଇନାଲ୍‌ରେ ରାକେଶଙ୍କୁ…
ଅଧିକ ଖବର ଦେଖନ୍ତୁ...

ବିଶ୍ରା ଅଂଚଳରେ ହାତୀ ଉପଦ୍ରବ

ବିଶ୍ରା : ବିଶ୍ରା ବ୍ଲକ ଅନ୍ତର୍ଗତ ତୁଳସୀକାନି ପଞ୍ଚାୟତର ଝାରବେଡ଼ା ଗ୍ରାମର ହାତୀ ଆକ୍ରମଣରେ ଜଣେ ଚାଷୀଙ୍କର ଦୁଃଖଦ ମୃତ୍ୟୁ ହୋଇଛି। ମୃତ ଯୁବକ ଜଣଙ୍କ ଝାରବେଡ଼ା ଗ୍ରାମର ଲୁକାଶ ମୁଣ୍ଡା ଓରଫ ଜାତେ ମୁଣ୍ଡା(୪୫)। ମିଳିଥିବା ସୂଚନାରୁ ପ୍ରକାଶ  ଗତ  ୩ ଦିନ ହେବ ଏକ ୭ ଜଣିଆ ହାତୀପଲ ବୁଢ଼ିକାନି…
ଅଧିକ ଖବର ଦେଖନ୍ତୁ...

ମଦ ବିରୋଧୀ ଆନ୍ଦୋଳନ ବେଳେ ଗଣ୍ଡଗୋଳ : ଢ଼େଲା ମାଡ଼ରେ ଭାଙ୍ଗିଲା ପୁଲିସ ଗାଡ଼ି

ଜଳେଶ୍ୱର : ଚୋରାମଦ କାରବାର ରୋକିବା ଦାବିରେ ଜଳେଶ୍ୱର ଥାନା ନାମ୍ପୋ ଫାଣ୍ଡି ଅଧୀନ ବାଇଗଣବାଡ଼ିଆ ଗାଁ ଲୋକେ ତାତିଛନ୍ତି। ଗତ ରାତିରେ ସେମାନେ ରାସ୍ତାରୋକ କଲା ବେଳେ ପୁଲିସ ଉପରେ ବି ଆକ୍ରମଣ କରିଛନ୍ତି। ଲୋକମାନଙ୍କ ଢ଼େଲାମାଡ଼ରେ ପୁଲିସ ଗାଡ଼ି ଭାଂଗିଛି। ମଦ ବେପାର ସଂପର୍କରେ ପୁଲିସ ଜାଣି…
ଅଧିକ ଖବର ଦେଖନ୍ତୁ...

ଦୁର୍ଘଟଣାରେ ଜଣେ ମୃତ, ଟିଏମ୍‌ସି ମେୟରଙ୍କ ସହ ୧୦ ଆହତ

ବାଲେଶ୍ୱର/ଜଳେଶ୍ୱର : ୬୦ ନଂ ଜାତୀୟ ରାଜପଥର ଜମାଳପୁର ନିକଟରେ ଆଜି ମଧ୍ୟାହ୍ନରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ପୁରୀକୁ ତୀର୍ଥ ଯାତ୍ରା ପାଇଁ ଯାଉଥିବା ପଶ୍ଚିମବଙ୍ଗ ଭଦ୍ରେଶ୍ୱର ଥାନା ଅଧୀନ ହୁଗୁଳି ଚନ୍ଦନନଗର ମେୟର ତଥା ତୃଣମୂଳ କଂଗ୍ରେସ ନେତା ରାମ ଚକ୍ରବର୍ତ୍ତୀଙ୍କ…
ଅଧିକ ଖବର ଦେଖନ୍ତୁ...

ଗୁଜରାଟ ନିର୍ବାଚନ

ଅହମଦାବାଦ: ଗୁଜରାଟର ସହର ବଜାର ଓ ଗାଁ ଗଣ୍ଡାରେ ଏବେ ବିକାଶ ଓ ହିନ୍ଦୁତ୍ୱ ପ୍ରସଙ୍ଗ ଗୌଣ ହୋଇଯାଇଛି ଏବଂ ଜାତିବାଦର ପ୍ରାଧାନ୍ୟ ଅଚାନକ ବଢ଼ିଯାଇଛି। ବିକାଶବାଦ ଉପରେ ଜାତିବାଦ ଭାରି ପଡ଼ୁଥିବାରୁ ଏଥର ଗୁଜରାଟ ବିଧାନସଭା ନିର୍ବାଚନ ଭିନ୍ନ ପରିବେଶ ସୃଷ୍ଟି କରିଛି। ୧୯୮୫ ପରେ ପ୍ରଥମ ଥର ପାଇଁ…
ଅଧିକ ଖବର ଦେଖନ୍ତୁ...

ବିଜେପି ‘ଓ୍ଵାନ୍‌ ମେନ୍‌ ସୋ’ ହେବା ଉଚିତ ନୁହେଁ : ଶତ୍ରୁଘ୍ନ ସିହ୍ନା

ପାଟନା: ଅଭିନେତାରୁ ନେତା ପାଲଟିଥିବା ଶତ୍ରୁଘ୍ନ ସିହ୍ନା ବିଭିନ୍ନ ସମୟରେ ଦଳ ବିରୋଧୀ ମନ୍ତବ୍ୟ ଦେଇ ବିଜେପିକୁ ଅଡ଼ୁଆରେ ପକାଉଥିବା ବେଳେ ଏବେ ଗୁଜରାଟ ଓ ହିମାଚଳ ନିର୍ବାଚନ ପରିପ୍ରେକ୍ଷୀରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ଏବଂ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କୁ କଟାକ୍ଷ କରିଛନ୍ତି। ବିଜେପି…
ଅଧିକ ଖବର ଦେଖନ୍ତୁ...

ମୋଦିଙ୍କୁ ଗାଦି ଛାଡ଼ିବାକୁ ଟ୍ଵିଟ୍‌ କଲେ ରାହୁଲ

ନୂଆଦିଲ୍ଲୀ: ଗୁଜରାଟ ଏବଂ ହିମାଚଳ ନିର୍ବାଚନକୁ ନେଇ କଂଗ୍ରେସ ଓ ବିଜେପି ମଧ୍ୟରେ ପ୍ରଚାର ଯୁଦ୍ଧ ଜୋରଦାର୍‌ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଘେରିବା ପାଇଁ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ କୌଣସି ସୁଯୋଗ ହାତଛଡ଼ା କରୁନାହାନ୍ତି। ଏବେ ମୋଦିଙ୍କୁ ଘେରିବା ପାଇଁ ରାହୁଲ…
ଅଧିକ ଖବର ଦେଖନ୍ତୁ...

ଅଲ୍‌ କାଏଦା ଆକ୍ରମଣରେ ୮ ମୃତ

ଆଦେନ(ୟେମେନ): ୟେମେନ ସରକାରଙ୍କ ଆଦେନ ସ୍ଥିତ ସୁରକ୍ଷା ବାହିନୀର ମୁଖ୍ୟ କାର୍ଯ୍ୟାଳୟରେ ଅଲ୍‌-କାଏଦାର ଆତ୍ମଘାତୀ କାର୍‌ ବୋମା ବିସ୍ଫୋରଣରେ ୮ ଜଣ ସୁରକ୍ଷା ଅଧିକାରୀଙ୍କର ମୃତ୍ୟୁ ଘଟିଛି। ପ୍ରଥମ ବୋମାଟି କାର୍ଯ୍ୟାଳୟ ବାହାରେ ବିସ୍ଫୋରିତ ହୋଇଥିବା ବେଳେ ଦ୍ୱିତୀୟ ବୋମାଟିକୁ ଜଣେ ଆତ୍ମଘାତୀ…
ଅଧିକ ଖବର ଦେଖନ୍ତୁ...

୩ ଦିନରେ ୩୦ ଶିଶୁ ମୃତ

ଟୋକିଓ ଗୋରଖପୁର ବିଆରଡି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ବିଗତ ୩ ଦିନ ମଧ୍ୟରେ ୩୦ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ନବଜାତ ଶିଶୁ ଯତ୍ନ ବିଭାଗରେ ୧୫ ଜଣ ଶିଶୁ ଆଖି ବୁଜିଦେଇଥିବା ବେଳେ ସ୍ୱତନ୍ତ୍ର ଶିଶୁ ରୋଗ ଯତ୍ନ ୟୁନିଟ୍‌ରେ ଆଉ ୧୫ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।…
ଅଧିକ ଖବର ଦେଖନ୍ତୁ...