Daily Archives

February 2, 2018

ଟ୍ରେନ୍‌ ଟିକେଟ ମୂଲ୍ୟରେ ଲାଗୁ ହୋଇପାରେ ପରିବର୍ତ୍ତନଶୀଳ ମୂଲ୍ୟ ବ୍ୟବସ୍ଥା

ନୂଆଦିଲ୍ଲୀ: ଯାତ୍ରୀମାନଙ୍କୁ ଟ୍ରେନ୍‌ରେ ଯାତ୍ରା ପାଇଁ ଉତ୍ସାହିତ କରିବା ଲକ୍ଷ୍ୟରେ ବିମାନ ପରି ଟ୍ରେନ୍‌ ଟିକେଟ ମୂଲ୍ୟରେ ପରିବର୍ତ୍ତନଶୀଳ ମୂଲ୍ୟ ବ୍ୟବସ୍ଥା  ଲାଗୁ କରିବା ପାଇଁ ରେଳ ମନ୍ତ୍ରାଳୟ ପକ୍ଷରୁ ଚିନ୍ତା କରାଯାଉଛି ବୋଲି ରେଳ ମନ୍ତ୍ରୀ ପିୟୂଷ ଗୋଏଲ କହିଛନ୍ତି । ଏହି ବ୍ୟବସ୍ଥାରେ…
ଅଧିକ ଖବର ଦେଖନ୍ତୁ...

ଖରାପ ପାଗକୁ ଖାତିର ନ କରି ରୋଗଗ୍ରସ୍ତ ପିଲାକୁ ସାହାଯ୍ୟ କରିବା ପାଇଁ ପହଞ୍ଚିଲା ଏୟାରଫୋର୍ସ

ଶ୍ରୀନଗର : ଜମ୍ମୁ-କଶ୍ମୀରର ବନ୍ଦିପୋରା ଜିଲ୍ଲାରେ ଦେଖିବାକୁ ମିଳିଛି ମାନବିକତାର ଏକ ପ୍ରକୃଷ୍ଟ ଉଦାହରଣ । ଖରାପ ପାଗକୁ ଖାତିର ନ କରି ଜଣେ ୯ବର୍ଷର ପିଲାକୁ ହସ୍ପିଟାଲ ପହଞ୍ଚାଇଥିଲେ ଏୟାରଫୋର୍ସର ଦୁଇ ଜଣ ପାଇଲଟ । ସୂଚନା ଅନୁଯାୟୀ, ଆପେଣ୍ଡିକ୍ସ ହୋଇଥିବା ଜଣେ ୯ବର୍ଷର ପିଲାର…
ଅଧିକ ଖବର ଦେଖନ୍ତୁ...

ଶ୍ରୀନଗର: ହିମସ୍ଖଳନରେ ୩ ଯବାନ ମୃତ, ଜଣେ ଗୁରୁତର

ଶ୍ରୀନଗର: ଉତ୍ତର ଜମ୍ମୁ କଶ୍ମୀରର କୁପଓ୍ଵାଡ଼ା ଜିଲ୍ଲାରେ ହିମସ୍ଖଳନ ହୋଇଛି। ମଛଲି ସେକ୍ଟରସ୍ଥିତ ଆର୍ମି ପୋଷ୍ଟରେ ହୋଇଥିବା ଏହି ହିମସ୍ଖଳନରେ ୩ଜଣ ଯବାନଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାରେ ଜଣେ ଯବାନ ଗୁରୁତର ଆହତ ହୋଇଛନ୍ତି। ସେନାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ନିୟନ୍ତ୍ରଣ ରେଖା…
ଅଧିକ ଖବର ଦେଖନ୍ତୁ...

ଜିଓକଏନ ବାହାର କରିବାର କୌଣସି ଯୋଜନା ନାହିଁ : ରିଲାଏନ୍ସ

ମୁମ୍ବାଇ: ଟେଲିକମ କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିଥିବା ରିଲାଏନ୍ସ ଜିଓ କ୍ରିପ୍ଟୋକରେନ୍ସି କ୍ଷେତ୍ରରେ ପ୍ରବେଶ କରିବ ବୋଲି ମଧ୍ୟ ପ୍ରବେଶ କରିବାକୁ ଯାଉଛି ବୋଲି ଗତ ମାସରେ ବିଭିନ୍ନ ଗଣମାଧ୍ୟରେ ଖବର ପ୍ରକାଶ ପାଇଥିଲା । ରିଲାଏନ୍ସ ପକ୍ଷରୁ ଜିଓକଏନ ନାମରେ ଏକ କ୍ରିପ୍ଟୋକରେନ୍ସି…
ଅଧିକ ଖବର ଦେଖନ୍ତୁ...

ଆସୁଛି ଫୋର୍ଡର ନୂଆ କମ୍ପାକ୍ଟ ୟୁଟିଲିଟି ଭେଇକିଲ୍‌ ‘ଫ୍ରିଷ୍ଟାଇଲ୍‌’

ପୁନେ : କାର କମ୍ପାନି ଫୋର୍ଡ ପକ୍ଷରୁ ନିଜର ନୂଆ କମ୍ପାକ୍ଟ ୟୁଟିଲିଟି ଭେଇକିଲ (ସିୟୁଭି) ଫ୍ରିଷ୍ଟାଇଲ୍‌ର ଉନ୍ମୋଚନ କରାଯାଇଛି । ୨୦୧୮ର ଦ୍ୱିତୀୟ ତିନିମାସରେ ଏହି ସିୟୁଭିର ବିକ୍ରି ଆରମ୍ଭ ହେବ । ଭାରତୀୟ ଗ୍ରାହକଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ଏହାକୁ ନିର୍ମାଣ କରାଯାଇଛି । ଏହାର ଆକର୍ଷଣୀୟ…
ଅଧିକ ଖବର ଦେଖନ୍ତୁ...

ଏଠାରେ ଦେଖିବାକୁ ମିଳେ ଶ୍ରୀକୃଷ୍ଣଙ୍କ ପାଦଚିହ୍ନ ଓ ତାଙ୍କ ତୀର ଆଘାତରୁ ମାଟିତଳୁ ବାହାରିଥିବା ଜଳଧାରା

କାଠମାଣ୍ଡୁ: ବିଶ୍ୱର ଏକମାତ୍ର ହିନ୍ଦୁ ରାଷ୍ଟ୍ର ହେଉଛି ନେପାଳ। ନେପାଳର ରାଜଧାନୀ କାଠମାଣ୍ଡୁସ୍ଥିତ କପୁରଧରା ହେଉଛି ହେଉଛି ଏକ ବ୍ୟସ୍ତବହୁଳ ସ୍ଥାନ। କାରଣ, ଏଠାକାର ଐତିହାସିକ, ସାମାଜିକ ଏବଂ ଭୌଗୋଳିକ ପୃଷ୍ଠିଭୂମିକୁ ନେଇ ଏଠାରେ ସବୁବେଳେ ଦେଶୀୟ ଏବଂ ବହିରାଗତ ପର୍ଯ୍ୟଟକ ଓ…
ଅଧିକ ଖବର ଦେଖନ୍ତୁ...