Daily Archives

March 4, 2018

ଶ୍ରୀଦେବୀଙ୍କ ଚିତା ଭସ୍ମ ବିସର୍ଜନ ପାଇଁ ରାମେଶ୍ୱରମରେ ବୋନି କପୁର ସପରିବାର ଉପସ୍ଥିତ

ଚେନ୍ନାଇ: ଅଭିନେତ୍ରୀ ଶ୍ରୀଦେବୀଙ୍କ ଚିତା ଭସ୍ମ ଭସାଇବା ପାଇଁ ତାମିଲନାଡୁର ରାମେଶ୍ୱରମ୍‌ ସମୁଦ୍ରକୂଳରେ ଉପସ୍ଥିତ ରହିଛନ୍ତି ତାଙ୍କର ପୂରା ପରିବାର। ଶ୍ରୀଦେବୀଙ୍କ ସ୍ୱାମୀ ବୋନି କପୁର୍‌, ବଡ଼ ଝିଅ ଜାହ୍ନବୀ କପୁର୍‌, ସାନ ଝିଅ ଖୁସି ସମସ୍ତେ ଧଳା ପୋଷାକ ପିନ୍ଧି ଶ୍ରୀଦେବୀଙ୍କୁ ଭସ୍ମ…
ଅଧିକ ଖବର ଦେଖନ୍ତୁ...

କଳାଯାଦୁ ପ୍ରଭାବରେ ମଣିଷ ପାଲଟେ ପଶୁ, ଆସନ୍ତୁ ଜାଣିବା କଳାଯାଦୁର ରାଜଧାନୀ ସମ୍ପର୍କରେ

ଆଧୁନିକ ଭାରତରେ ଆଜି ବି ଏଭଳି ଆଶ୍ଚର୍ଯ୍ୟମୟ ସ୍ଥାନ ରହିଛି ଯାହାକୁ ଥରେ ନ ଦେଖିଲେ ହୁଏତ ବିଶ୍ୱାସ କରି ହେବ ନାହିଁ। ମାୟୋଙ୍ଗ ଏମିତି ଏକ ସ୍ଥାନ ମଧ୍ୟରୁ ଗୋଟିଏ। ଯାହାକୁ କଳାଯାଦୁର ଘର ବୋଲି କୁହାଯାଇଥାଏ। ଯେଉଁଠି ଘରେ ଘରେ କଳାଯାଦୁ ବା ଗୁଣିଟୁଣି କରାଯାଇଥାଏ। କୁହାଯାଏ ଯେ କଳାଯାଦୁ…
ଅଧିକ ଖବର ଦେଖନ୍ତୁ...

ଏନ୍‌କାଉଣ୍ଟର: କୁଖ୍ୟାତ ଅପରାଧୀ ସଦା ଆହତ, ହସ୍ପିଟାଲରେ ଭର୍ତ୍ତି

କଟକ: କୁଖ୍ୟାତ ଅପରାଧୀ ସଦା ନାୟକ ରବିବାର ସନ୍ଧ୍ୟାରେ ପୁଲିସ ଏନ୍‌କାଉଣ୍ଟରରେ ଗୁରୁତର ଆହତ ହୋଇଛି। ତାକୁ କଟକ ବଡ଼ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁସାରେ ସଦା ଆଜି ସନ୍ଧ୍ୟାରେ ସଦର ଥାନା ଅନ୍ତର୍ଗତ ଶ୍ରୀକରୁଆ ନିକଟରେ ଥିବା ବେଳେ ପୁଲିସ ବିଶେଷ ସୂତ୍ରରୁ ସୂଚନା…
ଅଧିକ ଖବର ଦେଖନ୍ତୁ...

 ଖୁବ୍‌ ଶୀଘ୍ର ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିଙ୍କ ଗାଡ଼ିରେ ଲାଗିବ ନମ୍ବର ପ୍ଲେଟ

ନୂଆଦିଲ୍ଲୀ: ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ରାଜ୍ୟପାଳ ଓ ଉପରାଜ୍ୟପାଳ ସମେତ ସମସ୍ତ ଭିଭିଆଇପିଙ୍କ ଗାଡ଼ିରେ ଖୁବ୍‌ଶୀଘ୍ର ନମ୍ବର ପ୍ଲେଟ ଲାଗିବ । ଏନେଇ ସଡ଼କ ପରିବହନ ଏବଂ ଜାତୀୟରାଜମାର୍ଗ ମନ୍ତ୍ରାଳୟ ଦିଲ୍ଲୀ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି। ମୁଖ୍ୟବିଚାରପତି ଗୀତା ମିତଲ ଓ…
ଅଧିକ ଖବର ଦେଖନ୍ତୁ...

ଖୋର୍ଦ୍ଧା: ବାଇକ୍‌ ଉପରେ ଚଢ଼ିଗଲା ତେଲ ଟ୍ୟାଙ୍କର, ୨ ମୃତ

ଖୋର୍ଦ୍ଧା: ଟାଉନ ଥାନା ଅନ୍ତର୍ଗତ ୫୭ ନମ୍ବର ଜାତୀୟ ରାଜପଥରେ ରବିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଜୟମଙ୍ଗଲ ନିକଟରେ ଘଟିଥିବା ଦୁର୍ଘଟଣାରେ ୨ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ ବେଗୁନିଆ ଥାନା ଅନ୍ତର୍ଗତ କଣ୍ଟାମଳିମ ଗ୍ରାମର ସୀତାକାନ୍ତ…
ଅଧିକ ଖବର ଦେଖନ୍ତୁ...

‘ଜିନ୍ନା ମୁସଲମାନଙ୍କ ପାଇଁ ଅଲଗା ଦେଶ ଚାହୁଁ ନଥିଲେ’: ଫାରୁକ୍‌ ଅବଦୁଲ୍ଲା

ଜମ୍ମୁ: ମହମ୍ମଦ ଅଲ୍ଲୀ ଜିନ୍ନା କେବେ ବି ମୁସଲମାନଙ୍କ ପାଇଁ ଅଲଗା ବା ସ୍ୱତନ୍ତ୍ର ଦେଶ ଚାହୁଁ ନଥିଲେ। ବରଂ ଭାରତର କିଛି ନେତାଙ୍କ କାରଣରୁ ଦେଶ ବିଭାଜିତ ହେବା ସହ ପାକିସ୍ତାନର ସୃଷ୍ଟି ହୋଇଥିଲା ବୋଲି ଏକ ବିବାଦୀୟ ବୟାନ ଦେଇଛନ୍ତି ଜମ୍ମୁ- କଶ୍ମିରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ…
ଅଧିକ ଖବର ଦେଖନ୍ତୁ...

ଗୁଜୁରାଟ: ୨୦୦ ମୁସ୍‌ଲମାନ ଦମ୍ପତି କଲେ ଗଣ ବିବାହ

ଅହମ୍ମଦାବାଦ୍‌: ଗୁଜୁରାଟର ଅହମ୍ମଦାବାଦ୍‌ରେ ଆୟୋଜନ ହୋଇଥିବା ଗଣ ବିବାହରେ ୨୦୦ ସୁସ୍‌ଲମାନ ଦମ୍ପତି ରବିବାର ବିବାହ କରିଛନ୍ତି। ଟ୍ରଷ୍ଟ୍‍ ଜମିଆ ଫୈଜନୁଲ୍‌ କୋରାନ ଏବଂ ଆଇଏସ୍‌ଏସ୍‌ଏ ଫାଉଣ୍ଡେସନ୍‌ର ମିଳିତ ଉଦ୍ୟମରେ ଏହି ଗଣ ବିବାହ ଆୟୋଜନ ହୋଇଥିଲା। ଅହମ୍ମଦାବାଦ୍‌ର ସରସପୁରରେ ହୋଇଥିବା…
ଅଧିକ ଖବର ଦେଖନ୍ତୁ...