Daily Archives

March 13, 2018

ସେକ୍ସ ର‍୍ୟାକେଟରେ ସାମିଲ ନହେବାରୁ ବୋହୂକୁ ଜୀଅନ୍ତା ଜାଳି ଦେଲେ ଶାଶୁଘର ଲୋକ

କୋଲକାତା: ପଶ୍ଚିମବଙ୍ଗରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମହିଳା ସେକ୍ସ ର‍୍ୟାକେଟରେ ସାମିଲ ହେବାକୁ ମନା କରି ଦେବାରୁ ଶାଶୁଘର ଲୋକ ତାକୁ ଜୀଅନ୍ତା ଜାଳି ଦେଇଛନ୍ତି। ଏଭଳି ଏକ ହୃଦୟବିଦାରକ ଘଟଣା ପଶ୍ଚିମ ମିଦନାପୁର ଜିଲ୍ଲାରେ ଘଟିଛି। ପୀଡିତାଙ୍କ ଶାଶୁ ଏକ ସେକ୍ସ ର‍୍ୟାକେଟ ଚଳାଉଥିଲେ।…
ଅଧିକ ଖବର ଦେଖନ୍ତୁ...

ଚାଉଳରେ ଏହି ଜିନିଷ ମିଶାଇ ଭାତ ରାନ୍ଧି ଖାଇଲେ ଆପଣଙ୍କ ଓଜନ ବଢ଼ିବ ନାହିଁ

ଓଜନକୁ ନିଜ ଆୟତ୍ତରେ ରଖିବାକୁ ଆଜିକାଲି ଲୋକେ ବହୁ ପଦ୍ଧତି ଆପଣଉଛନ୍ତି। ମୋଟା ହୋଇଯିବା ଭୟରେ ଅନେକ ଲୋକ ତ ଭାତ ବି ଖାଆନ୍ତି ନାହିଁ। ମାତ୍ର ମନେ ରଖନ୍ତୁ ଆମେ ଯେଉଁ ଜଳବାୟୁରେ ବାସ କରନ୍ତି ଭାତ ଖାଇବା ଆମ ଶରୀର ପାଇଁ ଆବଶ୍ୟକ ହୋଇଥାଏ। ଆପଣଙ୍କ ସମସ୍ୟାର ସମାଧାନ ଆମ ନିକଟରେ ଅଛି। ନିମ୍ନରେ…
ଅଧିକ ଖବର ଦେଖନ୍ତୁ...

ଖେଳରୁ ବିରତି ନେଇ ପରିବାର ସହ ସମୟ କାଟିଲେ ଧୋନୀ, ଇନ୍‌ଷ୍ଟାଗ୍ରାମରେ ଭିଡ଼ିଓ ଭାଇରାଲ

ରବିବାର ନବ ବିବାହିତ ଯୋଡ଼ି ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ଏକା ସାଙ୍ଗରେ ଭଲ ସମୟ କଟାଉଥିବାର ଫଟୋ ଇଣ୍ଟରନେଟ୍‌ରେ ଭାଇରାଲ ହୋଇଥିଲା । ଏବେ ପୁଣି ଜଣେ କ୍ରିକେଟର ନିଜ ପରିବାର ସହ ଆନନ୍ଦଦାୟକ ସମୟ ବିତାଉଥିବାର ଭିଡ଼ିଓ ଇନ୍‌ଷ୍ଟାଗ୍ରାମରେ ଭାଇରାଲ ହୋଇଛି । ପୂର୍ବତନ କ୍ୟାପ୍‌ଟେନ…
ଅଧିକ ଖବର ଦେଖନ୍ତୁ...

ଅପରାଧ ଛାଡ଼ି ଦେବାରୁ ଫୁଲହାର ସହ ୧୫ ଜଣେ ଗୁଣ୍ଡାକୁ ସମ୍ମାନିତ କଲା ୟୁପି ପୁଲିସ୍‌

ଲକ୍ଷ୍ନୌ: ଅପାରାଧୀଙ୍କୁ କେବେ କେଉଁଟି ସମ୍ମାନିତ କରାଯିବାର ଦେଖିଛନ୍ତି, ତାହା ପୁଣି ବେକରେ ଫୁଲହାର ପିନ୍ଧାଇ? ଏପରି ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଉତ୍ତରପ୍ରଦେଶର ମେରଟରେ ଦେଖିବାକୁ ମିଳିଛି। ଲୋକଙ୍କୁ ହଇରାଣ କରିବା ସହ ହତ୍ୟା ଧମକ ଦେଉଥିବା କେତେକ ଗୁଣ୍ଡାଙ୍କୁ କୌଣସି ସାଧାରଣ ଲୋକ ନୁହେଁ…
ଅଧିକ ଖବର ଦେଖନ୍ତୁ...

୫ ଶହରୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରି ଆପଣଙ୍କ ନୂଆ ଗାଡ଼ିରେ ଲଗାଇପାରିବେ ପୁରୁଣା ନମ୍ବର

ନୂଆଦିଲ୍ଳୀ: ପରିବହନ ବିଭାଗ ଏବେ ଏକ ନୂତନ ପସ୍ତାବ ବାହାର କରିଛି। ଯେଉଁମାନେ ତାଙ୍କର ପୁରୁଣା ପଞ୍ଜିକରଣ ନମ୍ବରକୁ ନୂଆ କାର୍‌ରେ ବ୍ୟବହାର କରିବାକୁ ଇଚ୍ଛା ରଖିଥିବେ ସେମାନଙ୍କ ପାଇଁ ଏହି ପ୍ରସ୍ତାବଟି ଖୁବ୍‌ କାର୍ଯ୍ୟକାରୀ। ଏବେ ଯେକେହି ବି ଅନ୍‌ଲାଇନ୍‌ ଜରିଆରେ ଅର୍ଥ ପୈଠ କରି ଖୁବ୍‌…
ଅଧିକ ଖବର ଦେଖନ୍ତୁ...

ଅସଦାଚରଣ ଉଦ୍ୟମ କରିବାରୁ ଦୁଇ ଦୁର୍ବୃତ୍ତଙ୍କୁ ଚପଲରେ ପିଟିଲେ ମହିଳା

ହୁବ୍‌ଲୀ : ଆଜିକାଲି ଦୁଷ୍କର୍ମକାରୀ ଏବଂ ଅସଦାଚରଣକାରୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । କେଉଁଠି ୩ ବର୍ଷର ଶିଶୁକୁ ତ ଆଉ କେଉଁଠି ୩୫ ବର୍ଷିୟ ମହିଳାଙ୍କୁ ଦୁଷ୍କର୍ମ ଓ ଅସଦାଚରଣ କରାଯାଉଛି । ଏତେ ଆଇନ ପ୍ରଣୟନ ହୋଇ ମଧ୍ୟ ଏହାକୁ ରୋକାଯାଇ ପାରୁ ନାହିଁ । ତେବେ କର୍ଣ୍ଣାଟକର ହୁବ୍‌ଲିରେ…
ଅଧିକ ଖବର ଦେଖନ୍ତୁ...

ନାବାଳିକା ନାୟିକାଙ୍କୁ ଚୁମ୍ବନ ଦୃଶ୍ୟ କରିବାକୁ କହି ବିବାଦରେ ନିର୍ମାତା

ମୁମ୍ବାଇ: କଲର୍ସ ଟିଭିରେ ପ୍ରସାରିତ ହେଉଥିବା ଲୋକପ୍ରିୟ ଧାରାବାହିକ ‘ତୁ ଆସିକ୍‌’ର ନିର୍ମାତା ଏବେ ବିବାଦରେ ଫସି ଯାଇଛନ୍ତି। ଧାରାବାହିକରେ ଅଭିନୟ କରୁଥିବା ୧୬ ବର୍ଷୀୟା ନାୟିକାଙ୍କୁ ଏକ ଚୁମ୍ବନ ଦୃଶ୍ୟ କରିବାକୁ କହିବାରୁ ଅଭିଯୋଗ ଆଣିଛନ୍ତି ନାୟିକାଙ୍କ ମାଆ। ଧାରାବାହିକରେ ହେଖିବାକୁ…
ଅଧିକ ଖବର ଦେଖନ୍ତୁ...

ଆଫ୍‌ଗାନିସ୍ତାନରେ ୧ ନିୟୁତ ମହିଳା ଏବଂ ୧ଲକ୍ଷ ନାବାଳକ ନିୟମିତ ନିଶାସେବନ କରୁଛନ୍ତି

ନୂଆଦିଲ୍ଲୀ : ଆଫ୍‌ଗାନିସ୍ତାନରେ ଏବେ ସ୍ୱାସ୍ଥ୍ୟ ସଙ୍କଟ ଦେଖା ଦେଇଛି । ଏଠାରେ ପ୍ରାୟ ୩ ନିୟୁତ ଲୋକ ନିଶାଗ୍ରସ୍ତ(ଡ଼୍ରଗ୍‌ ଆଡ଼ିକ୍ଟ୍‌)ବୋଲି ଜଣା ପଡ଼ିଛି । ସେଥି ମଧ୍ୟରୁ ୧ ନିୟୁତ ମହିଳା ହୋଇଥିବା ବେଳେ ୧ଲକ୍ଷ ଶିଶୁ ଥିବା ଅନୁସନ୍ଧାନରୁ ପ୍ରକାଶ । ପୁଣି ଶିଶୁମାନଙ୍କର ବୟସ ୧୦ବର୍ଷରୁ କମ…
ଅଧିକ ଖବର ଦେଖନ୍ତୁ...

ଆସନ୍ତାକାଲିଠାରୁ ରାଜ୍ୟରେ ଗଡ଼ିବନି ୧୫,୦୦୦ରୁ ଅଧିକ ଘରୋଇ ବସ୍‌

ଭୁବନେଶ୍ୱର: ରାଜ୍ୟର ଘରୋଇ ବସ୍‌ ମାଲିକମାନେ ପୁଣି ଥରେ ଏକାଠି ହୋଇଛନ୍ତି। ବିଭିନ୍ନ ଦାବି ନେଇ ସେମାନେ ରାଜ୍ୟର ରାସ୍ତା ଗୁଡ଼ିକରେ ଚଳାଚଳ କରୁଥିବା ୧୫୦୦୦ରୁ ଅଧିକ ବସ୍‌କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ଦ୍ୱାରା ହଜାର ହଜାର ସଂଖ୍ୟାରେ ଯାତ୍ରୀ…
ଅଧିକ ଖବର ଦେଖନ୍ତୁ...

ଶେଷରେ ଚୀନାମାନେ ଆସି ପହଞ୍ଚିଲେ: ସେନାମୁଖ୍ୟ ଜେନେରାଲ ବିପିନ୍‌ ରାଓ୍ଵତ୍‌

ନୂଆଦିଲ୍ଲୀ: ଶେଷରେ ଚୀନାମାନେ ଆସି ପହଞ୍ଚିଲେ ବୋଲି କହିଛନ୍ତି ଦେଶର ସେନା ମୁଖ୍ୟ ଜେନେରାଲ ବିପିନ୍‌ ରାଓ୍ଵତ୍‌। ବିବେକାନନ୍ଦ ଆନ୍ତର୍ଜାତୀୟ ଫାଉଣ୍ଡେସନ୍‌ ପକ୍ଷରୁ ମଙ୍ଗଳବାର ଦିନ ଅୟୋଜିତ ‘ମୁଣ୍ଡ ଟେକୁଥିବା ସୁରକ୍ଷା ପରିବେଶ ଏବଂ ଭାରତୀୟ ସେନାର ଭୂମିକା’ ଶୀର୍ଷକରେ ଆୟୋଜିତ ଏକ…
ଅଧିକ ଖବର ଦେଖନ୍ତୁ...