Daily Archives

March 13, 2018

କ୍ରିକେଟର୍‌ ସାମୀ ଆଫ୍ରିକୀୟ ମହିଳାଙ୍କ ସହ ଶାରୀରିକ ସଂପର୍କ ରଖିବା ସହ ହ୍ଵାଟସ୍‌ଆପରେ କଥା ହେଉଥିଲେ : ହସିନ ଜାହାଁ

କୋଲକାତା : କ୍ରିକେଟର ମହମ୍ମଦ ସାମୀଙ୍କ ଉପରେ ତାଙ୍କ ସ୍ତ୍ରୀ ହସିନ ଜାହାଁ ଲଗାଇଥିବା ଆରୋପକୁ ଅନେକ ଚର୍ଚ୍ଚା ଚାଲିଥିବା ବେଳ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି । ସାମୀ ଭାରତୀୟ ଟିମ୍‌ ଦକ୍ଷିଣ ଆଫ୍ରିକାରେ ଥିବା ବେଳେ ଜଣେ ଆଫ୍ରିକୀୟ ମହିଳାଙ୍କ ସହ ସଂସ୍ପର୍ଶରେ ଆସିଥିଲେ ଏବଂ ସେହି ଦିନ…
ଅଧିକ ଖବର ଦେଖନ୍ତୁ...

୨ ବର୍ଷ ମଧ୍ୟରେ ୮୫୧ଟି ଔଷଧର ମୂଲ୍ୟ ହ୍ରାସ ପାଇଛି 

ନୂଆଦିଲ୍ଲୀ : ଗତ ୨ ବର୍ଷ ମଧ୍ୟରେ ପ୍ରାୟ ୮୫୧ଟି ଅତ୍ୟାବଶ୍ୟକ ଔଷଧର ମୂଲ୍ୟ ହ୍ରାସ ପାଇଛି । ଏଗୁଡ଼ିକର ମୂଲ୍ୟ ମୁଖ୍ୟତଃ ୫ରୁ ୪୦ ପ୍ରତିଶତ ମଧ୍ୟରେ ହ୍ରାସ ପାଇଛି । ପ୍ରାୟ ୨୩୪ ଟି ଔଷଧର ମୂଲ୍ୟ ହାରାହାରି ୫ ପ୍ରତିଶତ ହ୍ରାସ ପାଇଛି ବୋଲି କହିଛନ୍ତି କେନ୍ଦ୍ର ରସାୟନ ଓ ସାର ରାଷ୍ଟ୍ରମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

କୋରିୟର କମ୍ପାନି ନାଁରେ ଆମାଜନରୁ ୧.୩ କୋଟି ଟଙ୍କାର ଠକେଇ

ନୂଆଦିଲ୍ଲୀ : ଯୁଗ ବଦଳିବା ସହ ଅପରାଧ ଘଟାଇବାର ତରିକା ମଧ୍ୟ ବଦଳିଛି । ସେହିଭଳିି ଏକ ଆଶ୍ଚର୍ଯ୍ୟଜନକ ଘଟଣା କର୍ଣ୍ଣାଟକରେ ଦେଖିବାକୁ ମିଳିଛି। ଗତ ୫ ମାସ ହେବ କୋରିୟର କମ୍ପାନି ନାମରେ ୨୫ ବର୍ଷିୟ ଦର୍ଶନ ଆମାଜନ ରିଟେଲର ସାଇଟରୁ ୧.୩ କୋଟି ଟଙ୍କାର ଘୋଟଲା କରିଛନ୍ତି । ୧୦ମ ଶ୍ରେଣୀରୁ ପାଠ…
ଅଧିକ ଖବର ଦେଖନ୍ତୁ...

ସୋନିଆଙ୍କ ଘରେ ‘ରାଜନୀତି ଡିନର’, କାନିମୋଝୀ, ଶରଦ ପାଓ୍ଵାର, ତେଜସ୍ୱୀ ସାମିଲ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ବିଜୟ ରଥ ଅଟକାଇବା ତଥା ବିରୋଧୀଙ୍କୁ ଏକତ୍ର କରିବା ପାଇଁ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ରଣନୀତି ପ୍ରସ୍ତୁତ କରିଛନ୍ତି। ଏଥି ପାଇଁ ସେ ମଙ୍ଗଳବାର ଏକ ରାତ୍ରି ଭୋଜନର ଆୟୋଜନ କରିଛନ୍ତି। ଏଥିରେ ସେ ୧୮ଟି ବିରୋଧୀ ଦଳର ପ୍ରମୁଖଙ୍କୁ…
ଅଧିକ ଖବର ଦେଖନ୍ତୁ...

ଆନ୍ଦୋଳନକାରୀ ଚାଷୀ ଫୋନ୍‌ ଚାର୍ଜ କରିବାକୁ ମୁଣ୍ଡରେ ବୋହିଲେ ସୋଲାର୍‌ ପ୍ୟାନେଲ୍‌, ଚାଲିଲେ ୧୮୦ କିଲୋମିଟର୍‌ର ରାସ୍ତା

ମୁମ୍ବାଇ: ଲଗାତର ଛଅ ଦିନ ଧରି ଚାଲିବା ଯେକୌଣସି ବି ଲୋକ ପାଇଁ ଏକ କଷ୍ଟକର ବ୍ୟାପାର। ୧୮୦ କିଲୋମିଟର୍‌ର ରାସ୍ତା ପାଦରେ ଚାଲିବା କିଛି ଛୋଟ କଥା ନୁହେଁ। ସେଥିରେ ପୁଣି ବିନା ଖାଦ୍ୟ ଓ ପାଣି ଗ୍ରହଣ କରି। ଏପରି ଏକ କାର୍ଯ୍ୟ କରି ଚର୍ଚ୍ଚା ପାଲଟିଛନ୍ତି କିଛି ବିକ୍ଷୋଭକାରୀ କୃଷକ। ସେମାନେ…
ଅଧିକ ଖବର ଦେଖନ୍ତୁ...

ଯୁବତୀଙ୍କ ଫଟୋ ଭାଇରାଲ ଘଟଣା: ୭ ଅଭିଯୁକ୍ତ ଗିରଫ

କେନ୍ଦ୍ରାପଡ଼ା: ଯୁବତୀଙ୍କୁ ଅସଦାଚରଣ ସମେତ ଫଟୋ ଭାଇରାଲ ପାଇଁ ଧମକ ଦେବା ଅଭିଯୋଗରେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ଜମ୍ବୁ ମେରାଇନ୍‌ ପୁଲିସ ଥାନା ମଙ୍ଗଳବାର ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ଅନୁସାରେ ସୋମବାର ପିିତାପାଟ ଅଞ୍ଚଳର ଜଣେ ଯୁବତୀ ନିଜ…
ଅଧିକ ଖବର ଦେଖନ୍ତୁ...

ଲେଟର ଅଫ ଅଣ୍ଡରଟେକିଂ ବ୍ୟବସ୍ଥା ଉଚ୍ଛେଦ କଲା ରିଜର୍ଭ ବ୍ୟାଙ୍କ

ମୁମ୍ବାଇ : ରିଜର୍ଭ ବ୍ୟାଙ୍କ ପକ୍ଷରୁ ବ୍ୟାଙ୍କ ମାନଙ୍କ ଦ୍ୱାରା କର୍ପୋରେଟ ଋଣ ପ୍ରଦାନ ବେଳେ ବ୍ୟବହାର ହେଉଥିବା ଲେଟର ଅଫ ଅଣ୍ଡରଟେକିଂ ଓ ଲେଟର ଅଫ କମ୍ଫଟ୍‌ ବ୍ୟବସ୍ଥାକୁ ଉଚ୍ଛେଦ କରାଯାଇଛି । ଏହି ବ୍ୟବସ୍ଥାରେ ଥିବା ଦୂର୍ବଳତାର ଫାଇଦାନେଇ ନିରବ ମୋଦି ପଂଜାବ ନ୍ୟାସନାଲ ବ୍ୟାଙ୍କରୁ ପ୍ରାୟ…
ଅଧିକ ଖବର ଦେଖନ୍ତୁ...

୧୧ କେଭି ବିଦ୍ୟୁତ ଟ୍ରାନ୍ସଫରମର୍‌ ସଂସ୍ପର୍ଶରେ ଆସି ଯୁବକ ଗୁରୁତର

ଅନୁଗୁଳ: ୧୧ କେଭି ବିଦ୍ୟୁତ୍‌ ଟ୍ରାନ୍ସଫରମର ସଂସ୍ପର୍ଶରେ ଆସି ମାନସିକ ରୂପେ ଅନଗ୍ରସର ଜଣେ ବ୍ୟକ୍ତି ମଙ୍ଗଳବାର ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର କରାଯାଇ ତାକୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁସାରେ ଜଗନ୍ନାଥ…
ଅଧିକ ଖବର ଦେଖନ୍ତୁ...

ଆଉ ୯୬୦ କୋଟି ଠକିନେଇଛନ୍ତି ମାମୁ-ଭଣଜା, ପିଏନବି ଠକେଇ ପରିମାଣ ୧୩,୬୦୦ କୋଟିକୁ ବୃଦ୍ଧି

ମୁମ୍ବାଇ : ଦେଶର ସବୁଠୁ ବଡ଼ ଠକ ନୀରବ ମୋଦି ଠକେଇ ପରିମାଣ ଦିନକୁ ଦିନ ବଡ଼ ହୋଇଚାଲିଛି । ପଂଜାବ ନ୍ୟାସନାଲ ବ୍ୟାଙ୍କରୁ ଚଞ୍ଚକତା କରି ନେଇଥିବା ଋଣ ପରିମାଣ ଏବେ ୧୩ ହଜାର କୋଟି ଟପିଯାଇଛି । ପିଏନବି ପକ୍ଷରୁ ନିରବ ମୋଦି ଓ ମେହୁଲ ଚୋକସୀଙ୍କ କମ୍ପାନି ଗୀତାଞ୍ଜଳି ଜୁଏଲର୍ସକୁ ଦିଆଯାଇଥିବା ଆଉ…
ଅଧିକ ଖବର ଦେଖନ୍ତୁ...