Daily Archives

June 7, 2018

କ୍ରିକେଟ୍‌ ବିଶ୍ୱ କପ୍‌ ଠାରୁ ୮୦ ଗୁଣା ଅଧିକ ଫୁଟବଲ୍‌ ଓ୍ଵାଲର୍ଡ କପ୍‌ର ସମୁଦାୟ ପୁରସ୍କାର ରାଶି

ମସ୍କୋ: ଋଷିଆରେ ଆଗାମୀ ସପ୍ତାହ ଠାରୁ ୨୧ତମ ଫିଫା ଓ୍ଵାଲର୍ଡ କପ୍‌ ଆରମ୍ଭ ହେବାକୁ ଯାଉଛି। ଏଥିରେ ବିଶ୍ୱର ଜଣାଶୁଣା ଫୁଟବଲ୍‌ ଖେଳାଳିମାନେ ପ୍ରତିଦ୍ୱନ୍ଦିତା କରିବେ। ଚମ୍ପିଅନ୍‌ ଦଳକୁ ୧୮ କ୍ୟାରେଟ ସୁନାରେ ତିଆରି ଟ୍ରଫି ପ୍ରଦାନ କରାଯିବ। ସେହିଭଳି ବିଜୟୀ ଟିମ୍‌ର ଖେଳାଳିମାନଙ୍କୁ ରେକର୍ଡ…
ଅଧିକ ଖବର ଦେଖନ୍ତୁ...

କଳା ରଂଗ ହେଲେ କାଉ ନୁହେଁ, ଲମ୍ବା କିନ୍ତୁ ସାପ ନୁହେଁ, ବନ୍ଧା ହୁଏ ମାତ୍ର ରସି ନୁହେଁ; କହିଲେ ତାହା କ’ଣ?

ମଜା ମଜା ପ୍ରଶ୍ନର ଉତ୍ତର ଚିନ୍ତା କରିବା ପାଇଁ ଆପଣ ବିବ୍ରତ ହେଉନଥିବେ ନିଶ୍ଚୟ। ପୂର୍ବରୁ ଅନେକ ରିଡିଲ୍‌ ପଜଲ୍‌ ଆମେ ଖେଳି ସାରିଛେ। ମଜା ମଜା ପ୍ରଶ୍ନର କୌତୂକିଆ ଉତ୍ତର ବି ପାଇଛେ। ସେ ସବୁ ମନୋରଞ୍ଜନ କରାଇବା ସହ ଆମ ମସ୍ତିଷ୍କକୁ ତୀକ୍ଷ୍ଣ କରିବାରେ ସହାୟ ହୋଇଛି ବୋଲି ଆପଣ ହୁଏତ ତାହା…
ଅଧିକ ଖବର ଦେଖନ୍ତୁ...

ଭାରତରେ ରହିଛି ଏପରି ଏକ ଗ୍ରାମ; ଯେଉଁଠାରେ ସ୍ତ୍ରୀ ଗର୍ଭବତୀ ହେଲେ ସ୍ୱାମୀ କରନ୍ତି ଦ୍ୱିତୀୟ ବିବାହ, କାରଣ ଜାଣିଲେ…

ଜୟପୁର (ରାଜସ୍ଥାନ): ବିବାହ ପରେ ମାତୃତ୍ୱ ଜଣେ ମହିଳାର ଜୀବନରେ ଏକ ବଡ଼ ପରିବର୍ତ୍ତନ ଆଣିଥାଏ । କିନ୍ତୁ ଭାରତର ରାଜସ୍ଥାନର ବାଡ଼ମେର ଗ୍ରାମରେ ମାତୃତ୍ୱ ମହିଳାଙ୍କ ବୈବାହିକ ଜୀବନରେ ଝଡ଼ ସୃଷ୍ଟି କରିଥାଏ । କାରଣ ଏଠାରେ ଗର୍ଭବତୀ ହେବା ପରେ ମହିଳାଙ୍କ ସ୍ୱାମୀ ଦ୍ୱିତୀୟ ବିବାହ କରିଥାନ୍ତି ।…
ଅଧିକ ଖବର ଦେଖନ୍ତୁ...

ଜମି ବିବାଦରୁ ୨ ପରିବାର ଭିତରେ ହଣାକଟା, ୬ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି

ବାଲିଆପାଲ: ଜମିବାଡିକୁ କେନ୍ଦ୍ରକରି ୨ଟି ପରିବାର ଭିତରେ ଗୁରୁବାର ହଣାକଟା ହୋଇଛି। ବାଲେଶ୍ୱର ଜିଲ୍ଲାର ବାଲିଆପାଳ ଥାନା ଅନ୍ତର୍ଗତ ବୋଡାସ ଗ୍ରାମରେ ଆଜି ସକାଳୁ ଘଟିଛି ଏହି ଘଟଣା। ସୂଚନା ଅନୁସାରେ ଶେଖ ହୁସେନ ଓ ଶେଖ୍‌ ରୁସେନ୍‌ଙ୍କ ପରିବାର ମଧ୍ୟରେ ଜମିବାଡ଼ିକୁ ନେଇ ବହୁ ଦିନରୁ ବାଦ ବିବାଦ…
ଅଧିକ ଖବର ଦେଖନ୍ତୁ...

ଶଯ୍ୟାସୁଖ ବଦଳରେ ପାକିସ୍ତାନ ରାଜନୀତିରେ ମିଳିଥାଏ ପଦ ଓ କ୍ଷମତା, ପୂର୍ବତନ ପତ୍ନୀଙ୍କ ପୁସ୍ତକକୁ ନେଇ ଅଡୁଆରେ ଇମ୍ରାନ…

ଲାହୋର : ଆଗକୁ ସାଧାରଣ ନିର୍ବାଚନ ଥିବାରୁ ପାକିସ୍ତାନରେ ରାଜନୈତିକ ପାଣିପାଗ ବେଶ ସରଗରମ ହୋଇଉଠିଛି । ଏଥର ନିର୍ବାଚନରେ ପୂର୍ବତନ କ୍ରିକେଟ ଖେଳାଳୀ ଇମ୍ରାନ ଖାଁ ଙ୍କ ଦଳ ପାକିସ୍ତାନ ତେହେରିକ-ଏ ଇନସାଫ (ପିଟିଆଇ) ଏକ ପ୍ରମୁଖ ଦାବିଦାର ରହିଛି । ନିର୍ବାଚନରେ ଜିଣି ଇମ୍ରାନ ପ୍ରଧାନମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ଏଣିକି ଅନ୍‌ଲାଇନ୍‌ ଜରିଆରେ ଏପରି ଦେଖିପାରିବେ ଆପଣଙ୍କ ଆଧାରକାର୍ଡର ଅପଡେଟ୍‌ ହିଷ୍ଟ୍ରି

ନୂଆଦିଲ୍ଲୀ: ଭାରତୀୟ ବିଶିଷ୍ଟ ପରିଚୟ ପ୍ରାଧିକରଣ (ୟୁଆଇଡିଏଆଇ) ଆଧରକାର୍ଡ ଧାରକଙ୍କ ପାଇଁ ଆଧାର ଅପଡେଟ୍‌ ହିଷ୍ଟ୍ରି ଅନ୍‌ଲାଇନ୍‌ରେ ଦେଖିବା ଭଳି ଏକ ସୁବିଧାର ଆରମ୍ଭ କରିଛି। ୟୁଆଇଡିଏଆଇ ସିଇଓ ଅଜୟ ଭୂଷଣ ପାଣ୍ଡ୍ୟା କହିଛନ୍ତି, ଏହାକୁ ଏବେ ବିଟା ଭର୍ସନ୍‌ ପାଇଁ ଲଞ୍ଚ କରାଯାଇଛି। ଏଣିକି…
ଅଧିକ ଖବର ଦେଖନ୍ତୁ...

୨୦୦୨ରେ ବ୍ୟବସାୟୀଙ୍କୁ ହତ୍ୟା ଧମକ ମାମଲାରେ ଆବୁ ସାଲେମକୁ ୭ ବର୍ଷ ଜେଲ୍‌

ନୂଆଦିଲ୍ଲୀ : ୨୦୦୨ରେ ଦିଲ୍ଲୀର ଜଣେ ବ୍ୟବସାୟୀଙ୍କ ଫୋନରେ ହତ୍ୟା ଧମକ ଦେଇ ଅର୍ଥ ଆଦାୟ କରିବା ଅଭିଯୋଗରେ ଦିଲ୍ଲୀର ପାଟାଆଲା ହାଉସ କୋର୍ଟ ଗ୍ୟାଙ୍ଗଷ୍ଟର ଆବୁ ସାଲେମକୁ ୭ ବର୍ଷର ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି । ଗତ ୨ ତାରିଖରେ କୋର୍ଟ ଏହି ମାମଲାର ଶୁଣାଣି ଶେଷ କରିବା ପରେ…
ଅଧିକ ଖବର ଦେଖନ୍ତୁ...

କୁମ୍ଭୀର କବଳରୁ ଗତକାଲି ଜଣେ ଯୁବକ ବଞ୍ଚି ଯାଇଥିଲେ, ଆଜି ମିଳିଛି ଅନ୍ୟ ଜଣଙ୍କର ମୃତଦେହ

କେନ୍ଦ୍ରାପଡ଼ା: ମହାକାଳପଡ଼ା ଅଞ୍ଚଳର ଜଣେ ବ୍ୟକ୍ତି ବୁଧବାର କୁମ୍ଭୀର କବଳରୁ ବଞ୍ଚି ଯାଇଥିବା ବେଳେ ଗୁରୁବାର ଅନ୍ୟ ଜଣେ ବ୍ୟକ୍ତିଙ୍କର ମୃତଦେହ ମିଳିଛି। ରାଜନଗର ବ୍ଲକର ମାଟିଆ ମଙ୍ଗଳା ନିକଟରୁ ବିଜୟ ପାତ୍ରଙ୍କ ମୃତଦେହ ମିଳିଛି। ବ୍ରାହ୍ମଣୀ ନଦୀ କୂଳରେ ଗାଈ ଚରାଉଥିବା ବେଳେ ବୁଧବାର ବିଜୟ…
ଅଧିକ ଖବର ଦେଖନ୍ତୁ...

କାର୍‌ ଭିତରୁ ଗୁପ୍ତ ଭାବେ ନବଜାତ ଶିଶୁକୁ ଫୋପାଡ଼ି ଚାଲି ଯାଉଥିଲେ ମହିଳା, ସିସିଟିଭିରେ କଏଦ ହେଲା ଦୃଶ୍ୟ

ଲକ୍ଷ୍ନୌ: ଜନ୍ମଦାତ୍ରୀ କେବେ ବି ଈଶ୍ୱରୀଠାରୁ କମ୍‌ ନୁହଁନ୍ତି। ଈଶ୍ୱରଙ୍କ ଆରାଧାନା କରିବା ଯାହା ହୋଇଥାଏ ଜନ୍ମଦାତା ଓ ଜନ୍ମଦାତ୍ରୀଙ୍କ ଯତ୍ନ ନେବା ତା’ଠାରୁ ବଳି ହୋଇଥାଏ ବୋଲି ଆମ ସଂସ୍କୃତି ଆମକୁ ଶିକ୍ଷା ଦେଇ ଆସିଛି। ବେଳେ ବେଳେ ଏହି ବିଶ୍ୱାସ ଉପରୁ ବିଶ୍ୱାସ ହଟିଯାଏ। କ୍ଷୀଣ ଅନୁଭୂତ…
ଅଧିକ ଖବର ଦେଖନ୍ତୁ...

କୋରାପୁଟରେ ପଥର ଧସିବା ଘଟଣା: ପହଞ୍ଚିଲେ ସେନାର ୧୨ ଜଣିଆ ଟିମ୍‌, ବ୍ଲାଷ୍ଟିଂ ପ୍ରକ୍ରିୟା ଆରମ୍ଭ

ଜୟପୁର: ଗୁମ୍ମା ପଥର କୁଅାଁରିରେ କଣ୍ଟ୍ରୋଲ ବ୍ଲାଷ୍ଟିଂ ପାଇଁ ସେନାର ୧୨ ଜଣିଆ ଟିମ୍‌ ଗୁରୁବାର ଏକ ସ୍ୱତନ୍ତ୍ର ହେଲିକପ୍ଟଟରେ କୋରାପୁଟ ପହଁଚିଛନ୍ତି। ମେଜର ଶଶାଙ୍କ ଯାଦବ ଓ କ୍ୟାପଟେନ ଧର୍ମେନ୍ଦ୍ର ଏହି ଟିମ୍‌ର ନେତୃତ୍ୱ ନେଇଛନ୍ତି। ଏହି ଟିମ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ସୂଚନାଯୋଗ୍ୟ…
ଅଧିକ ଖବର ଦେଖନ୍ତୁ...