Daily Archives

June 9, 2018

ପୀଡ଼ିତା ଅଦାଲତରେ କରିଥିଲେ ଦୁଷ୍କର୍ମର ଅଭିଯୋଗ, ହେଲେ ଅଭିଯୁକ୍ତକୁ ଦଣ୍ଡ ନ ଦେଇ ପୀଡ଼ିତାଙ୍କୁ ଦଣ୍ଡ ଦିଆଯିବ ବୋଲି…

ନୂଆଦିଲ୍ଲୀ: ଏକ ଦୁଷ୍କର୍ମ ମାମଲାର ବିଚାର କରି ଦିଲ୍ଲୀର ଫାଷ୍ଟ ଟ୍ରାକ୍‌ କୋର୍ଟ ପୀଡ଼ିତା ମହିଳାଙ୍କ ବିରୋଧରେ ନୋଟିସ ଜାରି କରିଥିବା ଜଣା ପଡ଼ିଛି । ମହିଳା ଜଣଙ୍କ ତାଙ୍କ ସହ ଦୁଷ୍କର୍ମ ହୋଇଛି ବୋଲି ଅଭିଯୋଗ କରିଥିବା ବେଳେ ଏହି ମାମଲାର ଶୁଣାଣି କରି ଅଭିଯୁକ୍ତକୁ ଦଣ୍ଡ ଦେବା ପରିବର୍ତ୍ତେ…
ଅଧିକ ଖବର ଦେଖନ୍ତୁ...

ଉତ୍ତରପ୍ରଦେଶ, ଦିଲ୍ଲୀରେ ପ୍ରବଳ ଧୂଳି ଝଡ଼, ୨୬ ମୃତ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶରେ ପୁଣି ଉତ୍ପାତ ମଚାଇଛି ଧୂଳି ଝଡ଼ । ଗତ କାଲି ହୋଇଥିବା ଏକ ଭୟଙ୍କର ଧୂଳି ଝଡ଼ରେ ରାଜ୍ୟରେ ମୋଟ ୨୬ ଜଣ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି । ସେହିପରି ଆଜି ପ୍ରବଳ ବର୍ଷା କାରଣରୁ ଆଉ ୨ ଜଣ ମୃତ୍ୟୁବରଣ କରିଛନ୍ତି ।  ଗତକାଲି ସଂଧ୍ୟାରେ ଉତ୍ତରପ୍ରଦେଶର ୧୧ଟି ଜିଲ୍ଲାର…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ମେଷ: ରବି ଓ ସୋମବାର: ନୂଆ କାର୍ଯ୍ୟ ପାଇଁ ଚୁକ୍ତିପତ୍ର କରିବେ। ମଙ୍ଗଳ ଓ ବୁଧବାର: କୌଣସି କାମରୁ ବଡ଼ ଫାଇଦା ହେବ। ଗୁରୁ ଓ ଶୁକ୍ରବାର: ସମାଜରେ ପ୍ରତିଷ୍ଠା ବଢ଼ିବ। ଶନିବାର: ଭାବିଥିବା କାମ ପୂରା ହେବ। ବୃଷ: ରବି ଓ ସୋମବାର: ଦୂର ସ୍ଥାନକୁ ଯାତ୍ରାରେ ଯିବେ। ମଙ୍ଗଳ ଓ…
ଅଧିକ ଖବର ଦେଖନ୍ତୁ...

ପିତାମହ ଭୀଷ୍ମଙ୍କ କହିବା ମୁତାବକ ଏହି ଅଭ୍ୟାସ ରଖିଥିବା ବ୍ୟକ୍ତି କେବେ ସଫଳ ହୋଇପାରନ୍ତି ନାହିଁ

ମଣିଷ କର୍ମରେ ବନ୍ଧା। ସବୁ ମଣିଷଙ୍କୁ ନିଜର କର୍ମ ମୁତାବକ ଫଳ ମିଳିଥାଏ। ଯିଏ ଯେପରି କର୍ମ କରେ ତାକୁ ସେହିପରି ଫଳ ମିଳେ ବୋଲି ବିଶ୍ୱାସ ରହିଛି। ଖରାପ ଅଭ୍ୟାସ ପରିଣାମ ଖରାପ ହୋଇଥାଏ ଓ ଭଲ ଅଭ୍ୟାସର ଭଲ। ଶେଷ ସମୟରେ ଶରଶଯ୍ୟାରେ ଶୋଇଥିବା ବେଳେ ପିତାମହ ଭୀଷ୍ମ ପାଣ୍ଡବ ପାଞ୍ଚ ଭାଇଙ୍କୁ…
ଅଧିକ ଖବର ଦେଖନ୍ତୁ...

ମାଟ୍ରିକ୍‌ ଟପ୍ପରଙ୍କୁ ଯୋଗୀ ଦେଲେ ଲକ୍ଷେ ଟଙ୍କିଆ ଚେକ୍‌, ହୋଇଗଲା ବାଉନସ୍‌

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୨୦୧୮ ମାଟ୍ରିକ ଟପ୍ପର ଛାତ୍ରକୁ ଦେଇଥିବା ଲକ୍ଷେ ଟଙ୍କିଆ ଚେକ୍‌ ବାଉନସ୍‌ ହୋଇଯାଇଛି। ଏହି ଚେକ୍‌କୁ ମୁଖ୍ୟମନ୍ତ୍ରୀ ଲକ୍ଷ୍ନୌରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ପ୍ରଦାନ କରିଥିଲେ। ମାଟ୍ରିକ ଟପ୍ପର ବାରବାଙ୍କୀର ଆଲୋକ…
ଅଧିକ ଖବର ଦେଖନ୍ତୁ...

ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର: ଟ୍ରେନ୍‌ରେ ମିଳୁଥିବା ଖାଦ୍ୟ ପାନୀୟର ଦର ସୂଚୀ ଜାରି କଲା ରେଳବାଇ

ନୂଆଦିଲ୍ଲୀ: ଭାରତୀୟ ରେଳ ଯାତ୍ରୀମାନଙ୍କ ପାଇଁ ଏକ ଆବଶ୍ୟକୀୟ ସୂଚନା। ଅନେକ ସମୟରେ ଯାତ୍ରୀମାନେ ଟ୍ରେନରେ ଖାଇବା ବରାଦ ତ ଦିଅନ୍ତି ମାତ୍ର ସେମାନଙ୍କୁ ଖାଇବାର ଦର ଜଣା ନଥାଏ। ସାଧାରଣ ଜନତାଙ୍କ ଅସଚେତନା ବେଳେ ବେଳେ ସରକାରୀ ଯୋଜନାକୁ ବିଫଳ ହେବାକୁ ବାଧ୍ୟ କରି ପକାଏ। ଏଥିପାଇଁ ଭାରତୀୟ…
ଅଧିକ ଖବର ଦେଖନ୍ତୁ...

୩୦ରୁ ଊର୍ଧ୍ୱ ଭିକାରୀଙ୍କୁ ବ୍ୟବସାୟ ଶିଖାଇ ଏପରି ଆତ୍ମନିର୍ଭରଶୀଳ କରିଛନ୍ତି ଡାକ୍ତର

ପୁଣେର ଜଣେ ବ୍ୟକ୍ତି ଏମବିବିଏସ୍‌ ଶେଷ କରିବା ପରେ କିଛି ଅଲଗା କରିବେ ବୋଲି ଭାବିଥିଲେ। ସମସ୍ତଙ୍କର ଟଙ୍କା ଆୟ କରିବାର ଲକ୍ଷ୍ୟ ଥିବା ବେଳେ ଡ଼ାକ୍ତର ଅଭିଜିତଙ୍କ ଲକ୍ଷ୍ୟ କିଛି ଅଲଗା ଥିଲା । ପାଠପଢ଼ା ସାରି ସେ ଗାଁ ଗାଁ ବୁଲି ଚିକିତ୍ସା କରିବେ ବୋଲି ମନସ୍ଥ କଲେ । ଏହା ସହ ଅତି କମ ମୂଲ୍ୟରେ…
ଅଧିକ ଖବର ଦେଖନ୍ତୁ...

ନିଜ ହସପିଟାଲରେ ଚିକିତ୍ସିତ ହେଲେ ଜବାନ, ସେନା ପାଖକୁ ପଠାଇଲେ ୧୬ କୋଟିର ବିଲ୍‌ 

ଭୋପାଳ : ଭିଣ୍ଡ୍‌ର ଏକ ଆୟୁର୍ବେଦିକ ହସପିଟାଲ ପକ୍ଷରୁ ଭାରତୀୟ ସେନାର ଜଣେ ଜବାନଙ୍କ ଚିକିତ୍ସା ବାବଦରେ ୧୬ କୋଟି ଟଙ୍କାର ବିଲ୍‌ ପଠାଇଛି । ଆହୁରି କୌତୁହଳର ବିଷୟ ହେଉଛି ଯେ ହସପିଟାଲଟି ହେଉଛି  ଜବାନଙ୍କ ପିତାଙ୍କର । ସେନାର ଇନଫାଣ୍ଟ୍ରି ରେଜିମେଣ୍ଟରେ ଜବାନ ଥିବା ସୌରଭ ରାଜାଓ୍ଵତ ୨୦୧୩ରେ…
ଅଧିକ ଖବର ଦେଖନ୍ତୁ...

ପତ୍ନୀ ସୋନମଙ୍କ ଜନ୍ମଦିନରେ ଇନ୍‌ଷ୍ଟାରେ ସୋନମଙ୍କର ଏକ କଳାଧଳା ଫଟୋ ସହ ଏମିତି ପୋଷ୍ଟ କଲେ ଅନନ୍ଦ

ମୁମ୍ବାଇ: କିଛି ଦିନ ତଳେ ଗଣମାଧ୍ୟରେ ଛାଇ ଯାଇଥିବା ନବବିବାହିତା ସୋନମ କପୁର୍‌ଙ୍କର ଆଜି ଜନ୍ମଦିନ। ସୋନମ ଆଜି ୩୩ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ସୋନମଙ୍କ ଜନ୍ମଦିନ ଅବସରରେ ସୋସିଆଲ୍‌ ମିଡିଆରେ ଏକ ଜବରଦସ୍ତ ପୋଷ୍ଟ ସେୟାର କରିଛନ୍ତି ସ୍ୱାମୀ ଆନନ୍ଦ ଆହୁଜା। ଆନନ୍ଦ ନିଜ…
ଅଧିକ ଖବର ଦେଖନ୍ତୁ...

ଆୟକର ଚଢଉ ବେଳେ ଜଣାପଡିଲା, ଇଂଜିନିୟରଙ୍କର ୨ଟି ପରିବାର ଅଛନ୍ତି, ସନ୍ତାନ ମାନଙ୍କ ନାଁ ସମାନ ରଖାଯାଇଛି

ନୂଆଦିଲ୍ଲୀ : ଆୟକର ବିଭାଗ ପକ୍ଷରୁ ନିକଟରେ ଏକ ଅଜବ ରେଡ୍‌ କରାଯାଇଥିଲା ନୋଏଡାରେ । ଚଢଉକରି ସେମାନେ ଯାହା ଦେଖିଲେ ନିଜ ଆଖିକୁ ବିଶ୍ୱାସ କରିପାରିଲେ ନାହିଁ । ଏହି ରେଡ ହୋଇଥିଲା ନୋଏଡା ଅଥରିଟିର ଜଣେ ଇଂଜିନିୟରଙ୍କ ଘରେ । ତାଙ୍କ ଘରୁ ବିଭିନ୍ନ ସ୍ଥାନରେ ଥିବା ୨୫ଟି କୋଠା, ୮ ଲକ୍ଷ ଟଙ୍କାର…
ଅଧିକ ଖବର ଦେଖନ୍ତୁ...