Daily Archives

June 16, 2018

ବଲିଉଡ୍‌ ଗୀତିକାରଙ୍କ ଉପରେ ସଙ୍ଗୀନ ଅଭିଯୋଗ: ଜନ୍ମଦିନ ପାର୍ଟିରେ ମହିଳାଙ୍କୁ ଏକା ପାଇ କରିଥିଲେ ଅସଦାଚରଣ

ଡେରାଡୁନ୍‌ : ବଲିଉଡ୍‌ର ଜଣେ ଆଗଧାଡ଼ିର ଗୀତିକାର ଜୁବିନ୍‌ ନୌତିଆଲଙ୍କ ଉପରେ ଅସଦାଚରଣର ଅଭିଯୋଗ ଆସିଛିି । ନିଜର ଜନ୍ମଦିନ ପାର୍ଟିରେ ସେ ନିଶାଗ୍ରସ୍ତ ହୋଇ ଜଣେ ମହିଳା ବନ୍ଧୁଙ୍କ ସହ ଅସଦାଚରଣ କରିଥିଲେ ବୋଲି ଆରୋପ ଲାଗିଛି । ଏହି ଘଟଣାଟି ଡେରାଡୁନ୍‌ରେ ଘଟିଥିବା ବେଳେ ଏ ନେଇ ପୀଡ଼ିତ ଜଣଙ୍କ…
ଅଧିକ ଖବର ଦେଖନ୍ତୁ...

ଚିଲିକାରେ ଡଙ୍ଗା ବୁଡ଼ିଲା: ନାବାଳିକା ମୃତ, ୬ ପର୍ଯ୍ୟଟକ ନିଖୋଜ

ଖୋର୍ଦ୍ଧା: ଏସିଆ ମହାଦେଶର ବୃହତ୍ତମ ଲୁଣି ପାଣି ହ୍ରଦ ତଥା ମରାଳ ମାଳିନୀ ‘ଚିଲିକା ହ୍ରଦ’ରେ ଶନିବାର ସନ୍ଧାରେ ଏକ ପର୍ଯ୍ୟଟକ ଡଙ୍ଗା ବୁଡ଼ି ଯିବାରୁ ଜଣେ ନାବାଳିକାର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ନିଖୋଜ ଅଛନ୍ତି। ଓଡ୍ରାଫ ଟିମ୍‌ ଓ ବାଲୁଗାଁ ଦମକଳ ବାହିନୀ ୮ ଜଣ ପର୍ଯ୍ୟଟକଙ୍କୁ ଉଦ୍ଧାର କରି…
ଅଧିକ ଖବର ଦେଖନ୍ତୁ...

ଫେସ୍‌ବୁକ୍‌ରେ  ଭିଡିଓ ପୋଷ୍ଟ କଲେ ଯୁବକ:  ଯଦି ମୋର ହତ୍ୟା ହୁଏ, ତେବେ ମୋ ସ୍ତ୍ରୀ, ତାଙ୍କ ପ୍ରେମିକ ଏବଂ ପୁଲିସ ଦାୟୀ…

ଅହମଦାବାଦ୍‌ : ଅହମଦାବାଦ୍‌ର ଚାନ୍ଦଖେଡ଼ା ଅଞ୍ଚଳରେ ରହୁଥିବା ଜଣେ ଯୁବକ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ସୋସିଆଲ ମିଡ଼ିଆରେ ଚାଞ୍ଚଲ୍ୟକର ପୋଷ୍ଟ କରିଥିବା ଦେଖିବାକୁ ମିଳିଛି । ତାଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ସେ ଲେଖିଥିବା ବେଳେ ଯଦି ତାଙ୍କ ସହ ଭବିଷ୍ୟତରେ କିଛି ଘଟୁଛି ତେବେ ସେଥିପାଇଁ…
ଅଧିକ ଖବର ଦେଖନ୍ତୁ...

ଛୋଟ କଥା ପାଇଁ ଡ୍ରାଇଭରକୁ ବାଡ଼େଇଲା ଝିଅ, ଆଇପିଏସ୍‌ ବାପର ପଦ ଗଲା

କେରଳ: ପୁଲିସ୍‌ ଡ୍ରାଇଭର୍‌କୁ କେରଳ ପୁଲିସର ଏଡିଜିପି ସୁରେଶ କୁମାରଙ୍କ ଝିଅ ପିଟିଥିବା ଅଭିଯୋଗ ପରେ  ଏଡିଜିପି ପଦବିରୁ ସୁରେଶଙ୍କୁ ହଟାଇଛନ୍ତି ସରକାର । ଏବେ ସେ ଜଣେ ବିଭାଗ ବିହୀନ ଅଧିକାରୀ । ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଏଯାବତ୍‌ ତାଙ୍କୁ କୌଣସି ନୂତନ ନିଯୁକ୍ତି ଦିଆଯାଇ…
ଅଧିକ ଖବର ଦେଖନ୍ତୁ...

ସିଂହ ଛୁଆ ଆଗରେ ହାର ମାନିଲେ ତିନି ଜଣ ଡବ୍ଲୁଡବ୍ଲୁଇ ମଲ୍ଲଯୋଦ୍ଧା

ଟେକ୍ସାସ :  କୁହାଯାଏ ସିଂହ ବଣର ରାଜା । ସିଂହ ପଶୁମାନଙ୍କ ମଧ୍ୟରୁ ସବୁଠାରୁ ପରାକ୍ରମଶାଳୀ । ସିଂହର ପରାକ୍ରମ ଆଗରେ ବଣୁଆ ହାତୀ ମଧ୍ୟ ପଛେଇ ଯିବ, ମଣିଷ କଥା ପଚାରେ କିଏ । ଏକଥା ପୁଣି ଥରେ ପ୍ରମାଣିତ ହୋଇପାରିଛୁି । ମାତ୍ର ତିନିବର୍ଷର ଏକ କିଶୋର ସିଂହ ଆଗରେ ହାର ମାନିଛନ୍ତି ତିନି ତିନି…
ଅଧିକ ଖବର ଦେଖନ୍ତୁ...

ଛତିଶଗଡ଼: ଗୋଟିଏ ଦିନରେ ୨ ସାମ୍ବାଦିକଙ୍କ ଆତ୍ମହତ୍ୟା, ଜଗଦଲପୁରରେ ଜୀବନ ହାରିଲେ ସାମ୍ବାଦିକା

ରାୟପୁର: ଗଣମାଧ୍ୟମ ଶିଳ୍ପକୁ ଗୋଟିଏ ପରେ ଗୋଟିଏ ଦୁଃଖଦ ଖବର ଆସୁଛି। ପଡୋଶୀ ଛତିଶଗଡ଼ରେ ଶନିବାର ୨ଜଣ ସାମ୍ବାଦିକ ଆତ୍ମହତ୍ୟା କରିଛନ୍ତି। ରାଜ୍ୟର ଉତ୍ତର ଭାଗରେ ଆଜି ଜଣେ ପୁରୁଷ ସାମ୍ବାଦିକ ଆତ୍ମହତ୍ୟା କରିଥିବା ବେଳେ ଦକ୍ଷିଣ ଭାଗରେ ଜଣେ ମହିଳା ସାମ୍ବାଦିକା ଜୀବନ ହାରିଛନ୍ତି। ରିପୋର୍ଟ…
ଅଧିକ ଖବର ଦେଖନ୍ତୁ...

ବିମାନ ବିସ୍ଫୋରଣ ହେବ ବୋଲି ସ୍ୱପ୍ନ ଦେଖିଛି କହି ରାମବାବୁଙ୍କ ବାଟ ଓଗାଳିଲା ଶ୍ୟାମ, ଶ୍ୟାମର ସ୍ୱପ୍ନ ସତ ହେବାରୁ…

ପ୍ରଶ୍ନଟି ପଚାରିବା ପୂର୍ବରୁ ଆମେ ଏଠାରେ ପ୍ରଥମେ ପରିସ୍ଥିତି ଦର୍ଶାଇ ଦେଉଛୁ। ଫଳରେ ଆପଣଙ୍କୁ ଉତ୍ତର ଦେବାକୁ ସୁବିଧା ହେବ। ରାମବାବୁ ଜଣେ ଧନୀ ବ୍ୟକ୍ତି। ଶ୍ୟାମ ତାଙ୍କ ଘରେ ରାତ୍ରୀ ଦ୍ୱାରପାଳ ଭାବେ କାର୍ଯ୍ୟ କରେ। ଥରେ ରାମବାବୁ ତାଙ୍କର ଏକ କାମରେ ବିଦେଶ ଯିବେ ବୋଲି ଦୁଇ, ଚାରି ଦିନ…
ଅଧିକ ଖବର ଦେଖନ୍ତୁ...

ବିଶ୍ୱକପ ଫୁଟବଲ ମ୍ୟାଚ୍ ଚାଲିଥିବାବେଳେ ଷ୍ଟାଡିୟମକୁ ଉଡେଇଦେବୁ: ଆଇଏସ୍ ଜାରି କଲା ଧମକପୂର୍ଣ୍ଣ ଭିଡିଓ

ମସ୍କୋ :  ଋଷିଆରେ ଚାଲିଥିବା ବିଶ୍ୱକପ ଫୁଟବଲ ଉପରେ ଆତଙ୍କବାଦର ବିପଦ ଦେଖାଦେଇଛି । ଏହାକୁ ଦୃଷ୍ଟିରେ ରଖି ଆମେରିକା ନିଜର ନାଗରିକମାନଙ୍କୁ ସତର୍କ କରାଇଦେଇଛି । ବିଶ୍ୱର କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇସିସ୍‌ ପକ୍ଷରୁ ଏ ନେଇ ଏକ ଭିଡିଓ ଜାରି କରି  ଖେଳ ଚାଲଥିବା ବେଳେ ଉଡାଇଦେବାକୁ ଧମକ…
ଅଧିକ ଖବର ଦେଖନ୍ତୁ...

ମୋବାଇଲ ବ୍ୟାଟେରି ଫାଟି ଶିଶୁକନ୍ୟାର ମୁହଁ କ୍ଷତବିକ୍ଷତ ହୋଇଗଲା : ଶିଶୁକୁ ଦେଖି ଡାକ୍ତର ବି ଡରିଗଲେ !

ଜୟପୁର : ରାଜସ୍ଥାନ ଉଦୟପୁରରେ ଏକ ଆଚମ୍ବିତ କରିଦେବା ଭଳି ଘଟଣା ଦେଖିବାକୁ ମିଳିଛି। ମୋବାଇଲ ଫୋନ୍ ବ୍ୟାଟେରି ଫାଟିବାରୁ ଏକ ୫ ବର୍ଷୀୟ ଶିଶୁ କନ୍ୟାର ପାଟି ଫାଟିଯାଇଛି। ଏଭଳି ଦୁର୍ଘଟଣାର ଶିକାର ଶିଶୁକୁ ଚିକିତ୍ସା ଲାଗି ପରିବାର ଲୋକେ ସ୍ଥାନୀୟ ଏମବି ହସପିଟାଲରେ  ଶୁକ୍ରବାର ସକାଳ ୮.୩୦ରେ…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀରେ ଚାଲିଛି ଅଘୋଷିତ ରାଷ୍ଟ୍ରପତି ଶାସନ: ଅରବିନ୍ଦ କେଜ୍ରିଓ୍ଵାଲ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଓ ଆମ୍‌ ଆଦମୀ ପାର୍ଟିର ସଂଯୋଜକ ଅରବିନ୍ଦ କେଜ୍ରିଓ୍ଵାଲ ଶନିବାର ଅଭିଯୋଗ ଆଣିଛନ୍ତି, ଆଇଏଏସ୍‌ ଅଧିକାରୀଙ୍କ ଅନଶନ ଯୋଗୁଁ ଦିଲ୍ଲୀରେ ଏକ ପ୍ରକାର ରାଷ୍ଟ୍ରପତି ଶାସନ ଚାଲିଛି। କେଜ୍ରିଓ୍ଵାଲ ଓ ତାଙ୍କର ୩ଜଣ ମନ୍ତ୍ରୀଙ୍କ ଉପ-ରାଜ୍ୟପାଳଙ୍କ ଅଫିସିଆଲ ନିବାସ…
ଅଧିକ ଖବର ଦେଖନ୍ତୁ...