Daily Archives

October 24, 2018

ଜୁଆ ଆଡ୍ଡା ଉପରେ ବ୍ୟାପକ ଚଢ଼ାଉ, ୯ ଗିରଫ, ୧୫,୯୬୯ ଟଙ୍କା ଜବତ

କନ୍ଧମାଳ: ଫିରିଙ୍ଗିଆ ପୁଲିସ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୯ ଜଣ ଜୁଆଡିଙ୍କୁ ବୁଧବାର ଗିରଫ କରିଛି। ପୁଲିସକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ କେଳାପଡ଼ାର ଶୁଣ୍ଢିସାହିରେ ଜୁଆ ଆଡ୍ଡା ଉପରେ ଚଢ଼ାଉ କରିଥିଲା। ପୁଲିସ ଘଟଣାସ୍ଥଳରୁ ୫ଟି ମୋବାଇଲ ଫୋନ ଜବତ କରିଛି। ପୁଲିସ ଟୁକୁନା…
ଅଧିକ ଖବର ଦେଖନ୍ତୁ...

ଏଫ୍‌ ଆଣ୍ଡ୍‌ ଡିର ସିନେମାଟିକ୍‌ ସାଉଣ୍ଡ ଯୁକ୍ତ ଏଫ୍‌-୬୦୦୦-ଏକ୍ସ ସ୍ପିକର, ଘରେ ସିନେମା ହଲ ପରି ସରାଉଣ୍ଡ ସୃଷ୍ଟି…

ନୂଆଦିଲ୍ଲୀ : ଅଡ଼ିଓ ଉତ୍ପାଦ ନିର୍ମାଣକାରୀ କମ୍ପାନୀ ଏଫ୍‌ ଆଣ୍ଡ ଡି ପକ୍ଷରୁ ଏପ୍‌-୬୦୦୦-ଏକ୍ସ ସ୍ପିକରର ବଜାର ପ୍ରବେଶ କରାଯାଇଛି। ଏହାର ମୂଲ୍ୟ ୧୪,୯୯୦ ଟଙ୍କା ରହିଛି। ଏହା ସିନେମାଟିକ୍‌ ସାଉଣ୍ଡ ସୃଷ୍ଟି କରିବାକୁ ସକ୍ଷମ। ଏଥିରେ ଗ୍ରେଟ୍‌ ମିଡ୍‌ ରେ୍‌, ଭଏସ୍‌ ବାଲାନ୍ସ୍‌, ଡାଇନାମିକ୍‌…
ଅଧିକ ଖବର ଦେଖନ୍ତୁ...

ସୁଟିଂ ଶେଷ ହେବା ପୂର୍ବରୁ ଅଡ଼ୁଆରେ ସନ୍ନି ଲିଓନିଙ୍କ ଫିଲ୍ମ ‘ବୀରମାଦେବୀ’,ବିରୋଧ କରିବାକୁ ଯାଇ ବ୍ଲେଡ଼୍‍ରେ ନିଜ ହାତ…

ମୁମ୍ବାଇ : ସନ୍ନି ଲିଓନିଙ୍କ ଫିଲ୍ମ ‘ବୀରମାଦେବୀ’ର ସୁଟିଂ ଏବେ ଚାଲୁ ରହିଥିବା ବେଳେ ଏହାର ପୋଷ୍ଟରରୁ ବକ୍ସ ଅଫିସରେ ଏହା ଧମାଲ ମଚାଇବ ବୋଲି ଲୋକେ କହିବା ଆରମ୍ଭ କରିଛନ୍ତି । କିନ୍ତୁ ଫିଲ୍ମ ପଦ୍ମାବତ ଭଳି ଏହି ଫିଲ୍ମର ସୁଟିଂକୁ ରୋକିବା ପାଇଁ କିଛି ସଂଗଠନ ଏବେ ବିରୋଧ ପ୍ରଦର୍ଶନ ଆରମ୍ଭ…
ଅଧିକ ଖବର ଦେଖନ୍ତୁ...

ଭାଇରାଲ ହେବାରେ ଲାଗିଛି ଜଙ୍ଗଲରେ ଗଛମାନେ ନିଶ୍ୱାସ ନେଉଥିବା ସମୟର ଅଦ୍ଭୁତ ଭିଡିଓ, ଜାଣନ୍ତୁ କ’ଣ ରହିଛି ଏହା ପଛର…

ନୂଆଦିଲ୍ଲୀ : ଏହି ଖବର ଏବଂ ଭିଡିଓ ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ ନିଶ୍ଚୟ । କାରଣ ଆପଣମାନେ ମଣିଷ ବା ଜୀବଜନ୍ତୁମାନଙ୍କୁ ନିଶ୍ୱାସ ନେଉଥିବାର ଦେଖିଥିବେ । କେବେ ଜଙ୍ଗଲରେ ଥିବା ଗଛମାନଙ୍କୁ ନିଶ୍ୱାସ ନେଉଥିବାର ଦେଖିଛନ୍ତି କି? ପ୍ରଶ୍ନଟି ଆପଣଙ୍କୁ ଅଡ଼ୁଆ ଲାଗୁଥିଲେ ମଧ୍ୟ ସୋସିଆଲ ମିଡ଼ିଆରେ ଏବେ…
ଅଧିକ ଖବର ଦେଖନ୍ତୁ...

ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ଙ୍କ ଉପରେ ଲାଗିଥିବା ଯୌନ ଶୋଷଣର ଆରୋପକୁ ଭିତ୍ତିହୀନ ବୋଲି କହିଲେ ଅଭିନେତ୍ରୀ ସଞ୍ଜନା

ମୁମ୍ବାଇ : କିଛି ଦିନ ହେବ ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ଙ୍କୁ ନେଇ ଜୋର ଚର୍ଚ୍ଚା ଆରମ୍ଭ ହୋଇଥିଲା । ସେ ଫିଲ୍ମ କିଜି ଔର ମନ୍ନିରେ ଥିବା ତାଙ୍କ ସହ କଳାକାର ସଞ୍ଜନା ସାଙ୍ଗୀଙ୍କ ସହ ଅଧିକ ମେଳାପୀ ହେବା ପାଇଁ ଚେଷ୍ଟା କରିବା ସହ ତାଙ୍କୁ ମେସେଜ ପଠାଇ ହଇରାଣ କରୁଥିଲେ ବୋଲି ଚର୍ଚ୍ଚା…
ଅଧିକ ଖବର ଦେଖନ୍ତୁ...

୧୦ବର୍ଷ ବୟସରେ ଅସମ୍ଭବକୁ ସମ୍ଭବ କରି ଦେଖାଇଲେ ସମିରା, ଏବେ ଗୁଗଲ୍‌ ଦେଉଛି ଚାକିରିର ଅଫର, ଜାଣନ୍ତୁ ପୂରା ଘଟଣା

ନୂଆଦିଲ୍ଲୀ : ବେଳେ ବେଳେ ଏମିତି କିଛି ଖବର ଶୁଣିବାକୁ ମିଳେ ଯାହାକୁ ସହଜରେ ବିଶ୍ୱାସ କରିବା ସମ୍ଭବ ହୋଇ ନଥାଏ । ଆଜି ଆମେ ଆପଣଙ୍କ ସେଭଳି ଜଣେ ନାବାଳିକାଙ୍କ ବିଷୟରେ ଜଣାଇବୁ; ଯିଏ ୧୦ବର୍ଷ ବୟସରେ ଅସମ୍ଭବକୁ ସମ୍ଭବ କରିଛନ୍ତି । କାର୍ଟୁନ୍‌ ଦେଖିବା ଏବଂ ଗେମ୍‌ ଖେଳିବା ବୟସରେ ୧୦ବର୍ଷୀୟ…
ଅଧିକ ଖବର ଦେଖନ୍ତୁ...

ଅଭିନେତା ଶେଖର ସୁମନଙ୍କୁ ଦେଖି ଏଭଳି ପରାମର୍ଶ ଦେଇଥିଲେ ଦିବଂଗତ ପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ…

ମୁମ୍ବାଇ : ଜଣାଶୁଣା ଅଭିନେତା ଶେଖର ସୁମନ ଏବେ ଲାଇମ୍‌ଲାଇଟ୍‌ରୁ ନିଜକୁ ଦୂରରେ ରଖିଥିବା ବେଳେ ସୋସିଆଲ ମିଡ଼ିଆରେ ନିଜକୁ ଆକ୍ଟିଭ୍‌ ରଖିଛନ୍ତି । ନିଜ ପ୍ରଶଂସକମାନଙ୍କ ସହ ଯୋଡ଼ି ହୋଇ ରହିବା ପାଇଁ ସେ ଏହି ବାଟ ଆପଣାଇଥିବା ଜଣାପଡ଼ିଛି । ତେବେ କିଛି ଦିନ ହେବ ତାଙ୍କୁ ନେଇ କୌଣସି ଚର୍ଚ୍ଚା ହୋଇ…
ଅଧିକ ଖବର ଦେଖନ୍ତୁ...

ପାଣିରେ ବୁଡ଼ି ଯାଉଥିବା ବେଳେ ୬ ବର୍ଷର ଶିଶୁକୁ ଏଭଳି ବଞ୍ଚାଇଲେ ଡ଼େଲିଭରି ବଏ, ଦେଖନ୍ତୁ ସେ ସମୟରେ ଭିଡିିଓ

ନୂଆଦିଲ୍ଲୀ : ଚୀନ୍‌ରେ ଘଟିଥିବା ଏକ ଘଟଣାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ଭିଡ଼ିଓରେ ଶିଶୁଟିଏ ହଠାତ୍‌ ପାଣି ଭିତରେ ପଡ଼ି ଯାଉଥିବା ବେଳେ ସେଇ ବାଟ ଦେଇ ଯାଉଥିବା ଜଣେ ଡ଼େଲିଭରି ବଏ ଯେଉଁଭଳି ଭାବରେ ତା’ର ଜୀବନ ବଞ୍ଚାଉଛନ୍ତି ତାହା ଦେଖିବାକୁ ମିଳିଛି। ଏହି ଭିଡ଼ିଓ ପାଇଁ…
ଅଧିକ ଖବର ଦେଖନ୍ତୁ...

#ମି ଠୁରେ ଫସିଲେ ନିର୍ଦ୍ଦେଶକ ଦିବାକର ବାନାର୍ଜୀ : ଅଭିନେତ୍ରୀ ପାୟଲ ରୋହତଗୀଙ୍କୁ ସାର୍ଟ ଉଠାଇ ପେଟ ଦେଖାଇବା ପାଇଁ…

ମୁମ୍ବାଇ : ଦେଶରେ ଚାଲୁଥିବା #ମି ଠୁ ଅଭିଯାନରେ ସବୁଠାରୁ ଅଧିକ ଅଭିଯୋଗ ବଲିଉଡ୍‌ କଳାକାର,ନିର୍ଦ୍ଦେଶକ ଏବଂ ପ୍ରଯୋଜକଙ୍କ ଉପରେ ଲାଗିଥିବା ଦେଖାଯାଇଛି । ପୂର୍ବରୁ ସାଜିଦ୍‌ ଖାନ୍‌,ବିକାଶ ବହଲଙ୍କ ଭଳି ନିର୍ଦ୍ଦେଶକଙ୍କ ଉପରେ ଯୌନ ଶୋଷଣର ଆରୋପ ଲାଗିଥିବା ବେଳେ ଏବେ ଆଉ ଜଣେ ନିର୍ଦ୍ଦେଶକଙ୍କ…
ଅଧିକ ଖବର ଦେଖନ୍ତୁ...

ଭାରତ-ୱେଷ୍ଟଇଣ୍ଡିଜ୍‌ ମ୍ୟାଚ: ଶେଷ ବଲ୍‌ରେ ଚୌକା ଯୋଗୁଁ ବିଶାଖାପାଟଣା ଦିନିକିଆ ଟାଇ

ବିଶାଖାପାଟଣା: ଭାରତ ଓ  ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ବୁଧବାର ଖେଳାଯାଇଥିବା ୨ୟ ଦିନିକିଆ ଟାଇ ହୋଇଛି। ୱେଷ୍ଟଇଣ୍ଡିଜ୍‌କୁ ଶେଷ ବଲରେ ୫ ରନ୍‌ ଦରକାର ଥିବା ବେଳେ ୪ ରନ୍‌ ହୋଇପାରିଛି। ୱେଷ୍ଟଇଣ୍ଡିଜ୍‌ ୩୨୨ ରନ୍‌ ଲକ୍ଷ୍ୟ ନେଇ ୨ୟ ଇନିଂସ ଖେଳି ମ୍ୟାଚ୍‌କୁ ଟାଇ କରିଛି। ସାଇ ହୋପ(ଅପରାଜିତ ୧୨୩…
ଅଧିକ ଖବର ଦେଖନ୍ତୁ...