Daily Archives

January 3, 2019

୨ ହଜାର ଟଙ୍କିଆ ନୋଟ ମୁଦ୍ରଣ ହ୍ରାସ କଲା ରିଜର୍ଭ ବ୍ୟାଙ୍କ, କିନ୍ତୁ ବନ୍ଦ ହେବ ନାହିଁ 

ନୂଆଦିଲ୍ଲୀ : ରିଜର୍ଭ ବ୍ୟାଙ୍କ ୨ ହଜାର ଟଙ୍କିଆ ନୋଟ ଛାପିବା କମାଇଦେଇଛନ୍ତି । ଏବେ ଏହାର ମୁଦ୍ରଣ ସର୍ବନିମ୍ନ ସ୍ତରରେ ରହିଛି ବୋଲି ଅର୍ଥମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ସେ କହିଛନ୍ତି ବିଭିନ୍ନ ଦିଗକୁ ବିଚାରକୁ ନେଇ ମୁଦ୍ରା ଚଳନର ମାତ୍ରା ସଂପର୍କରେ ରିଜର୍ଭ ବ୍ୟାଙ୍କ…
ଅଧିକ ଖବର ଦେଖନ୍ତୁ...

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଭେଟିଲେ ପଶ୍ଚିମ ଓଡ଼ିଶା…

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ଗୁରୁବାର ପଶ୍ଚିମ ଓଡ଼ିଶାର ବିଧାୟକମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ପଶ୍ଚିମ ଓଡ଼ିଶାର ବିଧାୟକ ଦଳ ପୂର୍ବରୁ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଭେଟିବାକୁ ଯାଇ ବିଫଳ ହୋଇଥିଲେ। ବିଧାୟକ ଦଳ…
ଅଧିକ ଖବର ଦେଖନ୍ତୁ...

ବିବାହ କାର୍ଡରେ ବର-ବଧୂ ଅତିଥିଙ୍କୁ ଉପହାରରେ ମାଗିଲେ ୨୦୧୯ଲୋକସଭା ନିର୍ବାଚନରେ ମୋଦିଙ୍କୁ ଭୋଟ

ନୂଆଦିଲ୍ଲୀ: ଚଳିତ ବର୍ଷ ଲୋକସଭା ନିର୍ବାଚନ। ମୋଦି ସରକାରଙ୍କ ୫ବର୍ଷ ପୂରା ହେବାକୁ ଯାଉଛି। ଏହି ନିର୍ବାଚନ ପ୍ରଚାର ପାଇଁ ଲୋକମାନେ ବିଭିନ୍ନ ପ୍ରକାର ଶୈଳୀ ଆପଣାଉଛନ୍ତି। ସାଧାରଣତଃ ଦେଖାଯାଏ ଲୋକମାନେ ବିବାହ କାର୍ଡରେ ଉପହାର ନନେବା ପାଇଁ ଅନୁରୋଧ କରି ଥାଆନ୍ତି। ନଚେତ ଉପହାରରେ ମିଳିଥିବା…
ଅଧିକ ଖବର ଦେଖନ୍ତୁ...

ଢେଙ୍କାନାଳ: ଘରେ ଧାନ ସିଝାଇଲା ବେଳେ ଲୁଗାରେ ଲାଗିଲା ନିଆଁ, ଗୁରୁତର ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି

କାମାକ୍ଷାନଗର: ଘରେ ଧାନ ସିଝାଇଲା ବେଳେ ଲୁଗାରେ ନିଆ ଲାଗିଯିବାରୁ ଜଣେ ମହିଳା ଗୁରୁତର ହୋଇଛନ୍ତି। ଢେଙ୍କାନାଳ ଜିଲ୍ଲା ଭୁବନ ମୃଦଙ୍ଗା ପଂଚାୟତର ଅଁଳାଝରି ଗାଁର ବାସୁ ମୁଣ୍ଡାଙ୍କ ସ୍ତ୍ରୀ ସିରୁବାଲି ମୁଣ୍ଡା (୨୧ବର୍ଷ) ଗୁରୁବାର ଘରେ ଦିନ ୧୨ଟା ବେଳକୁ ଧାନ ସିଝାଇଲା ବେଳେ କୌଣସି କାରଣରୁ…
ଅଧିକ ଖବର ଦେଖନ୍ତୁ...

ଚୀନକୁ ଜବାବ ଦେବା ପାଇଁ ୫ଟି ଦେଶରେ ସାଟେଲାଇଟ ଗ୍ରାଉଣ୍ଡ ସେଣ୍ଟର ସ୍ଥାପନ କରିବ ଭାରତ

ନୂଆଦିଲ୍ଲୀ : ତିବ୍ଦତରେ ଭାରତୀୟ ସୀମାଠାରୁ ମାତ୍ର ୧୨୫ କିଲୋମିଟର ଦୂରରେ ଚୀନ ନିର୍ମାଣ କରିଛି ଏକ ଅତ୍ୟାଧୁନିକ ସାଟେଲାଇଟ ଟ୍ରାକିଂ ସେଣ୍ଟର ଓ ଆଷ୍ଟ୍ରୋନୋମିକାଲ ଅବଜରଭୋଟୋରୀ । ଏହା ମହାକାଶ ଗବେଷଣା ପାଇଁ ନିର୍ମାଣ କରାଯାଇଥିବା ଚୀନ କହୁଥିଲେ ମଧ୍ୟ ପ୍ରକୃତରେ ଏହା ଭାରତ ଉପରେ ନଜର…
ଅଧିକ ଖବର ଦେଖନ୍ତୁ...

ମାତ୍ର ୨୦ବର୍ଷ ବୟସରେ ୨୦ହଜାର କୋଟି ଟଙ୍କାର ମାଲିକ ଏହି ଯୁବକ

ଜୟପୁର: ୨୦ବର୍ଷ ବୟସରେ ସଠିକ୍‌ ଭାବେ କ୍ୟାରିୟର ବାଛିବା ଏତେ ସହଜ ହୋଇ ନଥାଏ। ତେବେ ଆଜି ଆମେ ଏମିତି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ, ଯିଏକି ୨୦ବର୍ଷ ବୟସରେ ୨୦ହଜାର କୋଟି ଟଙ୍କା ସମ୍ପତ୍ତିର ମାଲିକ। ଜୟପୁରରେ ବସବାସ କରୁଥିବା ରାଜକୁମାରୀ ଦିଆ କୁମାରୀ ଓ ନରେନ୍ଦ୍ର ସିଂହଙ୍କ…
ଅଧିକ ଖବର ଦେଖନ୍ତୁ...

ରାଉରକେଲା: ଅଜଣା ଟ୍ରକ ଧକ୍କାରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ, ଜଣେ ଗୁରୁତର

ରାଉରକେଲା: ଅଜଣା ଟ୍ରକ ଧକ୍କା ଦେବାରୁ ଗୁରୁବାର ୨ ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣକୁ ଗୁରୁତର ଅବସ୍ଥାରେ ହସ୍ପଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ସୁନ୍ଦରଗଡ଼ ଜିଲ୍ଲାର କେ.ବଳାଙ୍ଗ ଥାନା ଅନ୍ତର୍ଗତ ରେଲାହେତୁ ସାନ ବାଲିଯୋର ଗାଁର ୩ ଜଣ ଯୁବକ ଆଦମ ଆଇନ୍ଦ (୨୨),…
ଅଧିକ ଖବର ଦେଖନ୍ତୁ...

ବିଦେଶ ଚୋରା ଚାଲାଣ ହୋଇଥିବା ଭାରତର ୨୮ ଟି ପ୍ରାଚୀନ ବସ୍ତୁ ଦେଶକୁ ଫେରିଲା

ନୂଆଦିଲ୍ଲୀ : ୨୦୧୫-୧୭ ଏବଂ ବର୍ତ୍ତମାନ ଡିସେମ୍ବର ୨୦୧୮ ପର୍ଯ୍ୟନ୍ତ ବିଦେଶରୁ ପ୍ରାପ୍ତ ହୋଇଥିବା ୨୮ଟି ପ୍ରାଚୀନ ବସ୍ତୁଗୁଡିକ ବିଭିନ୍ନ ଦେଶରୁ ଉଦ୍ଧାର କରାଯାଇଛି ବୋଲି କେନ୍ଦ୍ର ସଂସ୍କୃତି, ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ରାଷ୍ଟ୍ର ମନ୍ତ୍ରୀ ଡ. ମହେଶ ଶର୍ମା ଏକ ଅଣତାରକା…
ଅଧିକ ଖବର ଦେଖନ୍ତୁ...

ଦୀପିକାଙ୍କ ଏହି କଥାକୁ ରଣବୀର ନୂଆବର୍ଷର ସଙ୍କଳ୍ପ ଭାବେ ନେଲେ

ମୁମ୍ବାଇ: ନୂଆବର୍ଷକୁ ନବବିବାହିତ ଦମ୍ପତି ଦୀପବୀରଙ୍କ ବେଶ ଖାସ କରିବାକୁ ଯାଉଛନ୍ତି । ଏହି ଯୋଡିଙ୍କୁ ସିନେମା ଜୀବନ ହେଉ କି ବ୍ୟକ୍ତିଗତ ଜୀବନ ସବୁଥିରେ ଦରକାର ପରଫେକ୍ଟ। ତେବେ ରଣବୀର ଓ ଦୀପିକାଙ୍କ ଫିଲ୍ମ କଥା କହିବାକୁ ଗଲେ ଉଭୟ ଗତବର୍ଷ ‘ପଦ୍ମାବତ’ରେ ଏକାଠି ନଜର ଆସିଥିବା ବେଳେ ଏବେ…
ଅଧିକ ଖବର ଦେଖନ୍ତୁ...

ନନ୍ଦନକାନନର କାଞ୍ଜିଆ ହ୍ରଦକୁ ଆସିଲେ ୨୮ ପ୍ରଜାତିର ପକ୍ଷୀ, ସଂଖ୍ୟା ୨୪୬୮

ଭୁବନେଶ୍ୱର: ରାଜ୍ୟର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ନନ୍ଦନକାନନର କାଞ୍ଜିଆ ହ୍ରଦକୁ ଚଳିତ ଋତୁରେ ୨୮ ପ୍ରଜାତି ପକ୍ଷୀ ସମାଗମ ହୋଇଛି। ଏମାନଙ୍କ ସଂଖ୍ୟା ୨୪୬୮ ବୋଲି ଗୁରୁବାର ଗଣନକାରୀ ଟିମ୍‌ ସୂଚନା ଦେଇଛନ୍ତି। ବର୍ଷ ୨୦୧୮ରେ ନନ୍ଦନକାନନକୁ ୨୯ ପ୍ରଜାତିର ୨୫୧୪ ପକ୍ଷୀ ଅସିଥିଲେ।…
ଅଧିକ ଖବର ଦେଖନ୍ତୁ...