Daily Archives

January 10, 2019

ମହାସିଙ୍ଗ ସରପଞ୍ଚକୁ ବହିଷ୍କାର ଦାବି କରି ପଞ୍ଚାୟତରେ ତାଲା ପକାଇଲା କୁଇ ସମାଜ

ତୁମୁଡ଼ିବନ୍ଧ/କ.ନୁଆଗା: କନ୍ଧମାଳ ଜିଲ୍ଲାର କ.ନୂଆଗାଁ ବ୍ଲକ ମହାସିଙ୍ଗ ପଂଚାୟତ କାର୍ଯ୍ୟାଳୟରେ ଗୁରୁବାର ତାଲା ପକାଯାଇଛି। ମହାସିଙ୍ଗ କୁଇ କୁଳ ସମିତିର ଶତାଧିକ ମହିଳା ଓ ପୁରୁଷମାନେ ସରପଂଚଙ୍କ ପ୍ରତି ଅସନ୍ତୋଷ ହୋଇ ଏହି ପଦକ୍ଷେପ ନେଇଛନ୍ତି। ମହିଳା ସରପଞ୍ଚ ନୀଳିମା ମଳିକ ଆଦିବାସୀ ଜାତି…
ଅଧିକ ଖବର ଦେଖନ୍ତୁ...

ଶିବରାଜ, ରମଣ ଓ ବସୁନ୍ଧରାଙ୍କୁ ନୂତନ ଦାୟିତ୍ୱ, ମିଳିଲା ବିଜେପିର ଉପାଧ୍ୟକ୍ଷ ପଦ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ, ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ ଓ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କୁ ଭାରତୀୟ ଜନତା ପାର୍ଟିରେ ନୂତନ ଦାୟିତ୍ୱ ମିଳିଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଗୁରୁବାର ଏହି…
ଅଧିକ ଖବର ଦେଖନ୍ତୁ...

ପ୍ରଥମ ଫିଲ୍ମ ରିଲିଜ୍‌ ହେବା ପରେ ରିତିକ୍‌ଙ୍କୁ ମିଳିଥିଲା ୩୦ହଜାର ବିବାହ ପ୍ରସ୍ତାବ,ସମସ୍ତଙ୍କ ହୃଦୟ ଭାଙ୍ଗି ତୁରନ୍ତ…

ମୁମ୍ବାଇ : ଜାନୁଆରୀ ୧୦,୧୯୭୪ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ ବଲିଉଡ୍‌ର ଡ୍ୟାନ୍‌ସିଂ ଷ୍ଟାର ଅଭିନେତା ରିତିକ୍‌ ରୋଶନ । ଆଜି ସେ ତାଙ୍କର ଜନ୍ମଦିନ ପାଳନ କରୁଥିବା ବେଳେ ଅତୀତରେ ତାଙ୍କ ସହ ଘଟିଥିବା କିଛି ଘଟଣା ବିଷୟରେ ଆମେ ଜଣାଇବୁ । ୨୦୦୦ମସିହାରେ ସେ ଫିଲ୍ମ ‘କହୋ ନା ପ୍ୟାର୍‌ ହୈ’…
ଅଧିକ ଖବର ଦେଖନ୍ତୁ...

ତିନି ତଲାକ ଅଧ୍ୟାଦେଶକୁ କେନ୍ଦ୍ର କ୍ୟାବିନେଟ ମଂଜୁରୀ

ନୂଆଦିଲ୍ଲୀ: ତିନି ତଲାକ ବିଲ ରାଜ୍ୟସଭାରେ ଅଟକିବା ପରେ କେନ୍ଦ୍ର କ୍ୟାବିନେଟ ଆଜି ଏ ନେଇ ଏକ ଅଧ୍ୟାଦେଶ ଜାରି କରିଛନ୍ତି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ଏହି ନିଷ୍ପତ୍ତି ନିଆଯାଇଛି । ସୂଚନାଯୋଗ୍ୟ ଯେ ସଂସଦର ଶୀତକାଳୀନ ଅଧିବେଶନରେ କେନ୍ଦ୍ର…
ଅଧିକ ଖବର ଦେଖନ୍ତୁ...

ମୋତେ କାହିଁକି ଭଲ ପାଉ ନାହଁ ବୋଲି କହି ବିବାହିତା ମହିଳାଙ୍କ ଗୁପ୍ତାଙ୍ଗକୁ ଆଘାତ କଲା ଏକତରଫା ପ୍ରେମିକ

ଇନ୍ଦୋର : ମଧ୍ୟପ୍ରଦେଶର ଇନ୍ଦୋରରେ ଜଣେ ଯୁବକ ଏକତରଫା ପ୍ରେମ କରି ବିଫଳ ହେବାରୁ ଜଣେ ବିବାହିତା ମହିଳାଙ୍କୁ ହତ୍ୟା କରିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଅଭିଯୁକ୍ତ ପ୍ରେମିକ ୨୫ବର୍ଷୀୟ ବିବାହିତା ମହିଳାଙ୍କ ଘରେ ପଶି ତାଙ୍କୁ ପ୍ରେମ ନିବେଦନ କରିଥିଲେ । କିନ୍ତୁ…
ଅଧିକ ଖବର ଦେଖନ୍ତୁ...

ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପାଇଁ ଦିଲ୍ଲୀରେ ନଜର ଆସିଲେ ବଲିଉଡ୍‌ ତାରକା; ମୋଦିଙ୍କ ସହ ସେଲ୍ଫି ହେଲା ଭାଇରାଲ୍‌

ନୂଆଦିଲ୍ଲୀ : ରଣବୀର ସିଂହ,ରଣବୀର କପୁର,ଆଲିଆ ଭଟ୍ଟ,ନିର୍ଦ୍ଦେଶକ-ପ୍ରଯୋଜକ କରଣ ଜୋହର, ନିର୍ଦ୍ଦେଶକ ରୋହିତ୍‌ ସେଟ୍ଟୀଙ୍କ ଭଳି ଅନେକ ବଲିଉଡ୍‌ ଷ୍ଟାର ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦିଲ୍ଲୀ ଯାଇ ଭେଟିଛନ୍ତି । ଏହାର କିଛି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ବଲିଉଡ୍‌ର…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କ ଜୀବନରେ ଉତ୍‌ଥାନ-ପତନ ଲାଗି ରହିବ। ବ୍ୟବସାୟରେ ପ୍ରତିଯୋଗୀ ମନୋଭାବ ପରିତ୍ୟାଗ କରନ୍ତୁ। ରାସ୍ତାରେ ଯିବା ସମୟରେ ଟ୍ରାଫିକ ନିୟମ ମାନନ୍ତୁ। ଖାଦ୍ୟ-ପାନୀୟ ପ୍ରତି ସଜାଗ ରହନ୍ତୁ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭଦ୍ରକାଳୀ। ବୃଷ: ସମସ୍ତଙ୍କୁ ସାଙ୍ଗରେ ନେଇ ଆଗକୁ…
ଅଧିକ ଖବର ଦେଖନ୍ତୁ...

ଜିଓ ଟିଭିରେ ଏବେ ୧୬ଟି ଓଡ଼ିଆ ଚ୍ୟାନେଲ

ଭୁବନେଶ୍ୱର: ଜିଓଟିଭି ଏବେ ଉପଭୋକ୍ତାମାନଙ୍କ  ହାତ ପାହାନ୍ତାରେ ନେଇଆସିଛି ଓଡିଆ ଟିଭି ଚ୍ୟାନେଲର ସର୍ବଶ୍ରେଷ୍ଠ ସମ୍ଭାର । ଜିଓ ଉପଭୋକ୍ତାମାନେ ଏବେ ବିନା ମୂଲ୍ୟରେ ଜିଓଟିଭି ଆପ୍ସରେ ଦେଖିପାରିବେ ୧୬ଟି ଓଡିଆ ଚ୍ୟାନେଲ, ଯାହାମଧ୍ୟରେ ରହିଛି ପ୍ରମୁଖ ନ୍ୟୁଜ, ମନୋରଂଜନ, ଚଳଚ୍ଚିତ୍ର, ମ୍ୟୁଜିକ…
ଅଧିକ ଖବର ଦେଖନ୍ତୁ...

ଭଉଣୀ ପାଇଁ କୋଳି ତୋଳିବାକୁ ଗଛରେ ଚଢ଼ିବା ବେଳେ ତଳେ ପଡ଼ିଗଲା ଭାଇ, ପିଠି ପଟୁ ପଶି ପେଟ ଚିରି ଦେଲା କାଠ ଫାଳିଆ

ବଡଓ୍ଵାନି: ବଡଓ୍ଵାନିର ପାଟି ବିକାଶଖଣ୍ଡ ଗ୍ରାମ ବୁଦି ପଟେଲ ଫାଳିଆରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସାନଭଉଣୀ ପାଇଁ କୋଳି ତୋଳିବାକୁ ଗଛରେ ଚଢ଼ିଥିବା ସମୟରେ ଭାରସାମ୍ୟ ହରାଇ ଭାଇ ତଳେ ପଡ଼ି ଯାଇଥିଲା। ଫଳରେ ତଳେ ପଡ଼ିଥିବା ଏକ କାଠ ଫାଳିଆ ବାଳକ ପିଠିରେ ଫୁଟି ପେଟ ପଟେ ବାହାରି…
ଅଧିକ ଖବର ଦେଖନ୍ତୁ...