Daily Archives

February 15, 2019

ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ଘଟଣା: ‘ଏନ୍‌ଆଇଏ’ର ତଦନ୍ତ ଆରମ୍ଭ, ୭ ଅଟକ

ଶ୍ରୀନଗର: ଜମ୍ମୁ କଶ୍ମୀରର ପୁଲଓ୍ଵାମା ଜିଲ୍ଲାରେ ଗୁରୁବାର ଆତଙ୍କବାଦୀ ଆକ୍ରମଣ ଘଟଣାର ‘ଏନ୍‌ଆଇଏ’ ଦ୍ୱାରା ତଦନ୍ତ ଆରମ୍ଭ ହୋଇ ଯାଇଛି। ଏହି ଘଟଣା ସହିତ ସଂପୃକ୍ତି ସନ୍ଦେହରେ ତଦନ୍ତକାରୀ ଟିମ୍‌ ଶୁକ୍ରବାର ୭ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ତଦନ୍ତକାରୀ ଟିମ୍‌ ସିମ୍ବୁ ନବଲରୁ ୬ ଜଣ ଏବଂ…
ଅଧିକ ଖବର ଦେଖନ୍ତୁ...

ଦେଶରେ ସର୍ବାଧିକ: ସହିଦ ସିଆର୍‌ପିଏଫ୍‌ ଯବାନ ପରିବାରକୁ ୧ କୋଟି ଟଙ୍କା ଅନୁକମ୍ପାମୂଳକ ରାଶି ଦେଲେ ମଧ୍ୟପ୍ରଦେଶ ସରକାର

ଭୋପାଳ: ଜମ୍ମୁ-କଶ୍ମୀରର ପୁଲଓ୍ଵାମାଠାରେ ଗୁରୁବାର ହୋଇଥିବା ଆତ୍ମଘାତୀ ଆକ୍ରମଣରେ ୪୦ରୁ ଊର୍ଧ୍ୱ ଯବାନ ସହିଦ ହେବା ଘଟଣା ସମଗ୍ର ଦେଶରେ ଶୋକର ଛାୟା ଖେଳାଇଛି। ଗତ ଦୁଇ ଦିନ ହେବ ଗଣମାଧ୍ୟମଗୁଡ଼ିକରେ ଦେଖିବାକୁ ମିଳୁଛି ଏହି ଦୁଃଖଦ ଖବର। ସହିଦ ଯବାନଙ୍କ ଉଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କଠାରୁ ନେଇ…
ଅଧିକ ଖବର ଦେଖନ୍ତୁ...

ଦିଲ୍ଲୀରେ ପହଞ୍ଚିଲା ସହିଦଙ୍କ ମରଶରୀର: ମନ୍ତ୍ରିମଣ୍ଡଳର ବରିଷ୍ଠ ସଦସ୍ୟଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ଓ ତିନି ବାହିନୀର…

ନୂଆଦିଲ୍ଲୀ: ଗୁରୁବାର ଆତଙ୍କବାଦୀ ଆକ୍ରମଣରେ ସହିଦ୍‌ ହୋଇଥିବା ୩୮ ସିଆର୍‌ପିଏଫ୍‌ ଯବାନଙ୍କ ମରଶରୀର ଶ୍ରୀନଗରରୁ ଆସି ନୂଆଦିଲ୍ଲୀର ପାଲାମ୍‌ ବିମାନ ବନ୍ଦରରେ ପହଞ୍ଚିଛି। ଏଠାରୁ ସହିଦ ଯବାନଙ୍କ ମରଶରୀରକୁ ସେମାନଙ୍କ ଘରକୁ ପଠାଯିବାର ବ୍ୟବସ୍ଥା କରାଯିବ। ପାଲାମ୍‌ ବିମାନ ବନ୍ଦରରେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କାର୍ଯ୍ୟ କ୍ଷେତ୍ରରେ ପରିସୀମା ବୃଦ୍ଧି ଲାଗି ନୂଆ ସୁଯୋଗ ମିଳିବ। କୌଣସି ମିତ୍ରଙ୍କ ସହାୟତାରେ ଆରାମରେ ନିଶ୍ବାସ ନେବେ। ମିଚ୍ୟୁଆଲ୍‌ଫଣ୍ତରେ ନିବେଶ କରନ୍ତୁ; ଭବିଷ୍ୟତରେ ଲାଭ ମିଳିବ। ପ୍ରିୟ ବନ୍ଧୁଙ୍କ ସହିତ ନାଟକ ଦେଖିବାକୁ ଯିବେ। ଶୁଭରଙ୍ଗ: ଧଳା। ଆରାଧନା: ହର ପାର୍ବତୀ।…
ଅଧିକ ଖବର ଦେଖନ୍ତୁ...

ଆତଙ୍କବାଦୀ ଆକ୍ରମଣ ଶାସକ ଓ ବିରୋଧୀଙ୍କୁ ଏକ କଲା, ସରକାରଙ୍କୁ ପୂର୍ଣ୍ଣ ସମର୍ଥନ ଘୋଷଣା କଲେ ରାହୁଲ

ପୁଲୱାମା: ଗତକାଲି ପୁଲୱାମା ଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୩୮ଜଣ ଯବାନ ସହିଦ ହେବା ଖବର ସମଗ୍ର ଦେଶକୁ ସ୍ତବ୍ଧ କରିଛି। ଏହି ଘଟଣାକୁ ନେଇ ବିଭିନ୍ନ ରାଜନୈତିକ ଦଳ ଏକ ହୋଇଛନ୍ତି । ଆତଙ୍କବାଦୀଙ୍କ  ମୁକାବିଲା ପାଇଁ ଶାସକ ଓ ବିରୋଧୀ କାନ୍ଧକୁ କାନ୍ଧ ମିଳାଇ ଭାରତୀୟ ସେନାଙ୍କ ସହ…
ଅଧିକ ଖବର ଦେଖନ୍ତୁ...

ରବର୍ଟ ଭଦ୍ରାଙ୍କ କମ୍ପାନିର ୪.୬ କୋଟିର ସଂପତ୍ତି ଜବତ କଲା ଇଡି

ନୂଆଦିଲ୍ଲୀ : ଗାନ୍ଧି ପରିବାରର ଜାମାତା ରବର୍ଟ ଭଦ୍ରାଙ୍କ ସହ ସଂପୃକ୍ତ ସ୍କାଏଲାଇଟ ହସପିଟାଲିଟିର ପ୍ରାୟ ୪.୬୨ କୋଟି ଟଙ୍କାର ସଂପତ୍ତିକୁ ଏନଫୋର୍ସମେଣ୍ଟ ଡାଇରେକ୍ଟରୋଟ (ଇଡି) ଆଜି ଜବତ କରିଛି । ସେହିପରି ବିକାନୀର ଜମି ଦୁର୍ନୀତିରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କ ସଂପତ୍ତିକୁ ମଧ୍ୟ ଇଡି…
ଅଧିକ ଖବର ଦେଖନ୍ତୁ...

ରାଜ୍ୟର ପ୍ରତି ନିର୍ବାଚନ ମଣ୍ଡଳୀରେ ମହିଳା ମତଦାନ କେନ୍ଦ୍ର ଖୋଲିବାକୁ ନିର୍ବାଚନ କମିସନରଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ନିର୍ବାଚନ କମିସନର ଅଶୋକ ଲାଭାସା ଶୁକ୍ରବାର ରାଜ୍ୟର ପ୍ରତି ନିର୍ବାଚନ ମଣ୍ଡଳୀରେ ମହିଳା ମତଦାନ କେନ୍ଦ୍ର ବ୍ୟବସ୍ଥା କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ଏକ ବା ଏକାଧିକ ମତଦାନ କେନ୍ଦ୍ରକୁ ସଂପୂର୍ଣ୍ଣ ରୂପେ ମହିଳା କର୍ମଚାରୀଙ୍କ…
ଅଧିକ ଖବର ଦେଖନ୍ତୁ...

ପାକିସ୍ତାନକୁ ଏକଘରକିଆ କରିବାକୁ ବଡ଼ ଧରଣର କୂଟନୈତିକ ଅଭିଯାନ ଆରମ୍ଭ କଲା ଭାରତ

ନୂଆଦିଲ୍ଲୀ : ପାକିସ୍ତାନକୁ କୂଟନୈତିକ ସ୍ତରରେ ଏକଘରକିଆ କରିବାକୁ ଓ ତାହାର ଅସଲ ମୁଖା ଖୋଲିବାକୁ ଭାରତ ପକ୍ଷରୁ ଏକ ବଡ଼ ଧରଣର କୂଟନୈତିକ ଅଭିଯାନ ଆରମ୍ଭ କରାଯାଇଛି । ପ୍ରଥମେ ଆଜି ପାକିସ୍ତାନରେ ଅବସ୍ଥାପିତ ଭାରତର ଉଚ୍ଚାୟୁକ୍ତ ଅଜୟ ବିସାରିଆଙ୍କୁ କେନ୍ଦ୍ର ସରକାର ନୂଆଦିଲ୍ଲୀ…
ଅଧିକ ଖବର ଦେଖନ୍ତୁ...

ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା କହି ଫଟୋ ହେଲା ଭାଇରାଲ, ପରେ ଯବାନ କହିଲେ-‘ମୁଁ ଜୀବିତ ଅଛି’

ନୂଆଦିଲ୍ଲୀ: ସୋସିଆଲ ମିଡିଆ ସାଇଟ୍‌ ଓ ଇନ୍‌ଷ୍ଟାଣ୍ଟ ମେସେଜିଂ ଆପ୍‌ ହ୍ଵାଟସ୍‌ଆପ୍‌ରେ ଆସାମର ଜଣେ ସିଆରପିଏଫ୍‌ ଯବାନଙ୍କ ଫଟୋ ପ୍ରସାରିତ କରାଯାଇଥିଲା। ଯବାନ ଜୈଶ୍‌-ଇ-ମହମ୍ମଦ(ଜେଏମ୍‌) ଆତଙ୍କବାଦୀ ସଂଗଠନ ସମୂହର ଜଣେ ଅତ୍ମଘାତୀ ଆକ୍ରମଣରେ ସହିଦ ହୋଇଥିବା ୪୦ରୁ ଊର୍ଧ୍ୱ ସିଆରପିଏଫ ଜବାନଙ୍କ…
ଅଧିକ ଖବର ଦେଖନ୍ତୁ...

“ଆମେ ପ୍ରସ୍ତୁତ” ମୋଦିଙ୍କୁ ପତ୍ର ଲେଖି ଜଣାଇଲେ ଋଷିଆ ରାଷ୍ଟ୍ରପତି ପୁଟିନ

ନୂଆଦିଲ୍ଲୀ : କାଲିର ଭୟଙ୍କର ଆତଙ୍କବାଦୀ ଆକ୍ରମଣକୁ ନେଇ ସାରା ଭାରତ ସ୍ତବ୍ଧ ଥିବାବେଳେ ବିପଦର ଏହି ଘଡିରେ ଭାରତ ସହିତ ଛିଡା ହୋଇଛି ସବୁଠୁ ଭରସାଯୋଗ୍ୟ ବନ୍ଧୁ ଋଷିଆ । କାଲିର ଏହି ଆକ୍ରମଣ ପରେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରଧାନମନ୍ତ୍ରୀ ମୋଦି ଏକ…
ଅଧିକ ଖବର ଦେଖନ୍ତୁ...