Daily Archives

March 8, 2019

କ୍ୟାପିଟାଲ ହସପିଟାଲରେ ଖୋଲିଲା କର୍କଟ ବିଭାଗ, କାର୍ଯ୍ୟକ୍ଷମ ହେଲା ଚକ୍ଷୁ ବିଭାଗର ନୂତନ ଓଟି

ଭୁବନେଶ୍ୱର: କ୍ୟାପିଟାଲ ହସପିଟାଲରେ ଖୋଲିଲା ଶୁକ୍ରବାର କର୍କଟ ବିଭାଗ ଖୋଲିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଆଇନ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରତାପ ଜେନା ଏହି ନୂତନ ବିଭାଗର ଉଦ୍‌ଘାଟନ କରିଛନ୍ତିା ପ୍ରକାଶ ଥାଉକି କର୍କଟ ରାଜ୍ୟରେ ୨୦୧୬ ମସିହାରୁ କମ୍ପ୍ରେହେନ୍‌ସିଭ୍‌ କ୍ୟାନସର…
ଅଧିକ ଖବର ଦେଖନ୍ତୁ...

ରାହୁଲ ଗାନ୍ଧୀଙ୍କୁ ସମର୍ଥନ କରି ଟୁଇଟ୍‌ କରିବା ପରେ ମଧ୍ୟ ରାଲିରେ ବକ୍ତାଙ୍କ ସୂଚୀରୁ ନାଁ ହଟାଯିବାରୁ ସିଦ୍ଧୁ କହିଲେ;…

ଚଣ୍ଡିଗଡ଼ : ଗତକାଲି ପଞ୍ଜାବର ମୋଗାରେ କଂଗ୍ରେସ ତରଫରୁ ଏକ ରାଲିର ଆୟୋଜନ କରାଯାଇଥିଲା । ଆଗାମୀ ଲୋକସଭା ନିର୍ବାଚନକୁ ଆଖି ଆଗରେ ରଖି କଂଗ୍ରେସ ଅଧ୍ୟକ୍ଷ ଏହି ରାଲିର ଆୟୋଜନ କରିଥିବା ବେଳେ ରାଲି ଆରମ୍ଭ ହେବା ପୂର୍ବରୁ ପୂର୍ବତନ କ୍ରିକେଟର ନବଜୋତ୍‌ ସିଂହ ସିଦ୍ଧୁ ଏକ ଟୁଇଟ୍‌ କରିଥିଲେ ।…
ଅଧିକ ଖବର ଦେଖନ୍ତୁ...

ଟ୍ରକକୁ ପଛରୁ ପିଟିଲା ବସ୍‌: ୪୦ ଆହତ, ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି

ସମ୍ବଲପୁର/ବରଗଡ଼: ବରଗଡ଼ ଜିଲ୍ଲା ଗୋଡ଼ଭଗା ନିକଟରେ ୫୩ ନମ୍ବର ଜାତୀୟ ରାଜପଥରେ ଟ୍ରକକୁ ଏକ ବରଯାତ୍ରୀ ବସ୍‌ ପଛପଟୁ ଧକ୍କା ଦେବା ଫଳରେ ୪୦ ଜଣ ବରଯାତ୍ରୀ ଆହତ ହୋଇଥିବା ଜଣା ପଡ଼ିଛି। ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଗୁରୁତରମାନଙ୍କୁ ବୁର୍ଲା ଡାକ୍ତରଖାନାକୁ ପଠାଇଛି। ରିପୋର୍ଟ ଅନୁସାରେ…
ଅଧିକ ଖବର ଦେଖନ୍ତୁ...

ଏୟାର ଷ୍ଟ୍ରାଇକ୍‌କୁ ନେଇ ପ୍ରମାଣ ମାଗୁଥିବା ଲୋକମାନଙ୍କୁ ଏଭଳି ଜବାବ ଦେଇ ଚୁପ୍‌ କରାଇଲେ ଅକ୍ଷୟ କୁମାର

ମୁମ୍ବାଇ : ପୁଲଓ୍ଵାମା ଆକ୍ରମଣର କଡ଼ା ଜବାବ ଦେବାକୁ ଯାଇ ଭାରତୀୟ ବାୟୁସେନା ଭାରତ-ପାକ୍‌ର ନିୟନ୍ତ୍ରଣ ରେଖା ପାର୍‌ କରି ଜୈସ୍‌-ଇ-ମହମ୍ମଦର ପ୍ରଶିକ୍ଷଣ ଶିବିର ଉପରେ ଏୟାର୍‌ ଷ୍ଟ୍ରାଇକ୍‌ କରିଥିଲେ । ଏହି ଆକ୍ରମଣରେ ୩୦୦ଆତଙ୍କବାଦୀ ନିହତ ହେବା ନେଇ ଖବର ଆସିବା ପରେ କିଛି ଲୋକ ପ୍ରକୃତରେ…
ଅଧିକ ଖବର ଦେଖନ୍ତୁ...

ରାଞ୍ଚି ଦିନିକିଆ: ପାଣିରେ ପଡ଼ିଲା କୋହଲିଙ୍କ ଶତକ, ଅଷ୍ଟ୍ରେଲିଆ ୩୨ ରନ୍‌ରେ ବିଜୟୀ, ଭାରତ ଶୃଙ୍ଖଳାରେ ୨-୧ରେ ଅଗ୍ରଣୀ

ରାଞ୍ଚିି: ବିରାଟ କୋହଲିଙ୍କ ଶତକ (୧୨୩ ରନ୍‌, ୯୫ ବଲ୍‌, ୧୬ ଚୌକା ଓ ୧ ଛକା) ସତ୍ତ୍ୱେ ଭାରତ ଶୁକ୍ରବାର ଅଷ୍ଟ୍ରେଲିଆ ଠାରୁ ୩୨ ରନ୍‌ରେ ପରାସ୍ତ ହୋଇଛି। ଫଳରେ ଭାରତ ଶୃଙ୍ଖଳାର ୨-୧ରେ ଅଗ୍ରଣୀ ରହିଛି। ଭାରତ ୪୮.୨ ଓଭରରେ ସମସ୍ତ ଓ୍ଵିକେଟ ହରାଇ ୨୮୧ ରନ୍‌ କରିଛି। ଝାଡ଼ଖଣ୍ଡ ଷ୍ଟେଟ…
ଅଧିକ ଖବର ଦେଖନ୍ତୁ...

ସେଲ୍‌ସ ଗର୍ଲରୁ ଭାରତର ପ୍ରଥମ ମହିଳା ପ୍ରତିରକ୍ଷା ମନ୍ତ୍ରୀ: ଅନ୍ତର୍ଜାତୀୟ ମହିଳା ଦିବସରେ ଜାଣନ୍ତୁ ନିର୍ମଳା…

ନୂଆଦିଲ୍ଲୀ : ଆଜି ସାରା ବିଶ୍ୱରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଉଛି । ପ୍ରତିଟି ମହିଳାଙ୍କୁ ସମ୍ମାନ ଦିଆଯାଇ ସେମାନେ ହାସଲ କରିଥିବା ସଫଳତା ପାଇଁ ସେମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଉଥିବା ବେଳେ ଆଜି ଆମେ ଭାରତର ପ୍ରଥମ ମହିଳା ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆଜି ଆପଣଙ୍କ କାମ ଲାଗି ସ˚ଘର୍ଷ କରିବାକୁ ପଡ଼ିବ। ସନ୍ଧ୍ୟା ସୁଦ୍ଧା କୌଣସି ଶୁଭ ଖବର ପାଇପାରନ୍ତି। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରନ୍ତୁ। ମହିଳାଙ୍କ ଭାବନା ପ୍ରତି ବିଶେଷ ଧୢାନ ଦିଅନ୍ତୁ। ଶୁଭରଙ୍ଗ: ଧୂସର। ଆରାଧନା: ବାବା ଚନ୍ଦନେଶ୍ବର। ବୃଷ: ଦିନଟି ଆପଣଙ୍କ…
ଅଧିକ ଖବର ଦେଖନ୍ତୁ...

ସତ ଧରାପଡ଼ିବା ଭୟରେ ଗଣମାଧ୍ୟମକୁ ବାଲାକୋଟ ବାରଣ କରିଛି ପାକିସ୍ତାନ

ନୂଆଦିଲ୍ଲୀ: ପୁଲୱମା ଆତଙ୍କୀ ହମଲା ପରେ ଭାରତ ଆତଙ୍କବାଦୀଙ୍କୁ ଉଚିତ ଶିକ୍ଷାଦେବାକୁ ବାଲାକୋଟରେ ଜୈସ୍‌ ଇ ମହମ୍ମଦର ଆତଙ୍କୀ ଆଡ୍ଡା ଉପରେ ଏୟାରଷ୍ଟ୍ରାଇକ୍‌ କରିଥିଲା। ହେଲେ ପାକିସ୍ତାନ ସାରା ବିଶ୍ୱଠାରୁ ସତ ଲୁଚାଉଥିବା କୁହାଯାଉଛି। କେବଳ ସେତିକି ନୁହେଁ, ପଡୋଶୀ ରାଷ୍ଟ୍ରଗୁଡିକୁ ଏହାକୁ…
ଅଧିକ ଖବର ଦେଖନ୍ତୁ...

ପଦାକୁ ଆସିଲା ଚୀନ୍‌ର ଆଝାର ପ୍ରୀତି ପଛର ରହସ୍ୟ; ଜାଣନ୍ତୁ କୁଖ୍ୟାତ ଆତଙ୍କବାଦୀ ଆଝାର ପ୍ରତି ଚୀନ୍‌ର କାହିଁକି ଏତେ…

ବେଜିଂ/ ନୂଆଦିଲ୍ଲୀ: କୁଖ୍ୟାତ ଆତଙ୍କବାଦୀ ସଂଗଠନ ଜୈସ୍‌-ଇ-ମହମ୍ମଦ (ଜେଇଏମ୍‌)ର ମୁଖିଆ ମୌଲାନା ମାସୁଦ୍‌ ଆଝାରକୁ ଅନ୍ତର୍ଜାତିକ ଆତଙ୍କବାଦୀ (ଗ୍ଲୋବାଲ ଟେରୋରିଷ୍ଟ) ରୂପେ ଘୋଷଣା କରିବା ପାଇଁ ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି) ପକ୍ଷରୁ ବାରମ୍ବାର ଉଦ୍ୟମ କରା ଯାଉଥିବା…
ଅଧିକ ଖବର ଦେଖନ୍ତୁ...

କେନ୍ଦ୍ରାପଡାର ବର ଚାଲିଚାଲି କନ୍ୟା ଘରେ ଆସି ପହଞ୍ଚିଲେ, ସରଳତାର ସହ ଜୀବନସାଥିଙ୍କ ହାତ ଧରି ଚାରାଗଛ ବାଣ୍ଟିଥିଲେ

କେନ୍ଦ୍ରାପଡା: ପ୍ରତ୍ୟେକ ଯୁବକ/ଯୁବତୀ ନିଜ ବିବାହରେ କିଛି ଅଲଗା କରି ଦେଖାଇବାକୁ ଚାହାନ୍ତି। ତେବେ କେନ୍ଦ୍ରାପଡାରେ ଏକ ନିଆରା ବାହାଘର ଦେଖିବାକୁ ମିଳିଛି। ଏହି ବାହାଘରରେ ନାଥିଲା ବାଣବାଜା ନା ରୋଶଣୀ। ବର ଚାଲିଚାଲି ଆସି କନ୍ୟା ଘରେ ଆସି ପହଞ୍ଚିଥିଳେ। କେବଳ ଏତିକି ନୁହେଁ ପରିବେଶ…
ଅଧିକ ଖବର ଦେଖନ୍ତୁ...