Daily Archives

March 9, 2019

ମହିଳା ଦିବସରେ ଛାତ୍ରୀଙ୍କୁ ଅସଦାଚରଣ : ହାତ କଟା ପୋଷାକ ପିନ୍ଧି ଥିବାରୁ ର୍ଦୁବ୍ୟବହାରର କଲେ କଲେଜର ଛାତ୍ର

କୋଲକାତା : ଗତକାଲି ସାରା ବିଶ୍ୱରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରିଥିବା ବେଳେ ମହିଳାମାନଙ୍କୁ ସମ୍ମାନ ଏବଂ ସମ୍ବର୍ଦ୍ଧନା ଦିଆ ଯାଇଥିଲା । କିନ୍ତୁ ଏହି ଦିନ ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ଯେଉଁ ଘଟଣା ଘଟିଥିଲା, ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଅନ୍ତର୍ଜାତୀୟ ମହିଳା…
ଅଧିକ ଖବର ଦେଖନ୍ତୁ...

କର୍କଟ ଚିକିତ୍ସା କରିବା ପରେ ଲଣ୍ଡନରୁ ମୁମ୍ବାଇ ଫେରିଲେ ଇର୍‌ଫାନ୍‌ ଖାନ୍‌

ମୁମ୍ବାଇ : ବଲିଉଡ୍‌ ଅଭିନେତା ଇର୍‌ଫାନ୍‌ ଖାନ୍‌ କିଛି ମାସ ତଳେ ନିଜ କର୍କଟ ରୋଗ ବିଷୟରେ ସୋସିଆଲ ମିଡିଆ ଜରିଆରେ ସମସ୍ତଙ୍କୁ ଜଣାଇଥିଲେ । ଏହି ଖବର ଆସିବା ପରେ ତାଙ୍କ ପ୍ରଶଂସକମାନେ ଇର୍‌ଫାନ୍‌ଙ୍କ ଆରୋଗ୍ୟ କାମନାରେ ଲାଗି ପଡ଼ିଥିଲେ । ଏବେ ଇର୍‌ଫାନଙ୍କ ପ୍ରଶଂସକମାନଙ୍କ ପାଇଁ ଏକ  ଖୁସି…
ଅଧିକ ଖବର ଦେଖନ୍ତୁ...

ଛାତ୍ରୀଙ୍କୁ ଅସଦାଚରଣ ଘଟଣା: ଭାରପ୍ରାପ୍ତ ପ୍ରଧାନଶିକ୍ଷକଙ୍କୁ ବାନ୍ଧିଲା ପୁଲିସ, ଜିଲ୍ଲାପାଳ କଲେ ନିଲମ୍ବିତ

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଫୁଲବାଣୀ ବ୍ଳକ ମଂଗଳ ବିଭାଗ ଦ୍ଵାରା ପରିଚାଳିତ ପକାନାଗାଁ ବାଳିକା ହାଇସ୍କୁଲରେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ମାମଲାରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ କାଶିନାଥ ବେହେରାଙ୍କୁ ପୁଲିସ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି। ଜିଲ୍ଲାପାଳ ଡା.ବୃନ୍ଦା ଡି…
ଅଧିକ ଖବର ଦେଖନ୍ତୁ...

ଆଜି ବିବାହ ବନ୍ଧନରେ ଆବଦ୍ଧ ହେଲେ ଶ୍ଲୋକା-ଆକାଶ ଅମ୍ବାନୀ : ବିଶ୍ୱର ଏହି ପ୍ରସିଦ୍ଧ ବ୍ୟକ୍ତିମାନେ ବିବାହରେ ହେଲେ…

ମୁମ୍ବାଇ : ବିଶ୍ୱର ଜଣାଶୁଣା ଧନୀ ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ପୁଅ ଆକାଶ ଅମ୍ବାନୀ ଆଜି ଶ୍ଲୋକା ମେହେତାଙ୍କୁ ବିବାହ ହୋଇଛି । ଦୁହିଁଙ୍କ ବିବାହରେ ବିଶ୍ୱର ସବୁ ବଡ଼ ବଡ଼ ବ୍ୟକ୍ତି ଯୋଗ ଦେଉଥିବା ଜଣା ପଡ଼ିଛି । ସେମାନଙ୍କ ମଧ୍ୟରେ ଅଛନ୍ତି ବଡ଼ ବଡ଼ ବ୍ୟବସାୟୀ,…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି, ସୋମ ଓ ମଙ୍ଗଳବାର: ନୂଆ କାମ ଆରମ୍ଭ କରିବେ। ବୁଧ ଓ ଗୁରୁବାର: ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ହେବ। ଶୁକ୍ର ଓ ଶନିବାର: ବିଦ୍ୟାର୍ଥୀଙ୍କର ପଢ଼ିବା ଲେଖିବାରେ ମନ ଲାଗିବ। ରବି, ସୋମ ଓ ମଙ୍ଗଳବାର: ବିଦେଶ ଯାତ୍ରାର ଯୋଗ ରହିଛି। ବୁଧ ଓ ଗୁରୁବାର: ସାମାଜିକ ପଦ…
ଅଧିକ ଖବର ଦେଖନ୍ତୁ...

ବିଜେପିରେ ଯୋଗ ଦେବେ କିି ଦାମ! ଦିଲ୍ଲୀ ଯାତ୍ରା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର: ବିଜେପିରେ ବୈଜୟନ୍ତ ପଣ୍ଡା ଯୋଗ ଦେବା ପରେ ଏବେ ଦାମ ରାଉତଙ୍କୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ବିଜେପିରେ ଯୋଗଦେବା ନେଇ ଇସାରା ଇସାରାରେ ଦାମ କହିଛନ୍ତି, କଂଗ୍ରେସ କିମ୍ବା ବିଜେପିରେ ସେ ଯୋଗ ଦେଇପାରନ୍ତି । ସେଥିପାଇଁ ପ୍ରସ୍ତାବ ଆସିଲେ, ସେ ବିଚାର କରିବେ। ନବୀନଙ୍କ ବିରୋଧରେ…
ଅଧିକ ଖବର ଦେଖନ୍ତୁ...

ଲଣ୍ଡନରେ ବିଳାସମୟ ଜୀବନ ବିତାଉଥିବା ନିରବ ମୋଦିଙ୍କ ପ୍ରତ୍ୟାର୍ପଣ ଲାଗି ଭାରତର ଅନୁରୋଧକୁ ଗ୍ରହଣ କଲା ଇଂଲଣ୍ଡ

ନୂଆଦିଲ୍ଲୀ: ପଳାତକ ହୀରା ବ୍ୟବସାୟୀ ନିରବ ମୋଦିଙ୍କୁ ଦେଶକୁ ପ୍ରତ୍ୟାର୍ପିତ କରିବା ପାଇଁ ଭାରତ କରିଥିବା ଅନୁରୋଧକୁ ଗ୍ରହଣ କରିଛି ଇଂଲଣ୍ଡ। ଇଂଲଣ୍ଡର ଗୃହ ସଚିବ ସଜିଦ ଜାଭିଦ ଏହି ଅନୁରୋଧକୁ ଗ୍ରହଣ କରି ୧୩,୪୦୦ କୋଟି ଟଙ୍କାର ପଞ୍ଜାବ ନେସ୍‌ନାଲ୍‌ ବ୍ୟାଙ୍କ୍‌ ଠକେଇ ଅଭିଯୁକ୍ତ ନିରବଙ୍କୁ…
ଅଧିକ ଖବର ଦେଖନ୍ତୁ...

କୋଣାର୍କ: କୁକୁର ଭୟରେ କୋଣାର୍କର ଏକ ଲଜ ଭିତରେ ପଶିଲା ହରିଣ

କେଣାର୍କ: ଶନିବାର ସନ୍ଧ୍ୟାରେ କୋଣାର୍କ ଅଞ୍ଚଳରେ ଏକ ହରିଣକୁ କୁକୁର ଗୋଡାଇ ଥିଲା। କୁକୁର କାମୁଡିବା ଭୟରେ ହରିଣଟି ଜୀବନବିକଳରେ ପ୍ରାଣ ବଞ୍ଚାଇବା ପାଇଁ କୋଣାର୍କସ୍ଥିତ ଏକ ଲଜ ଭିତକୁ ପଶି ଆସିଥିଲା। ହରିଣ ପଶିବା ପରେ  ଲଜ୍‌ ପରିଚାଳକ ବନବିଭାଗକୁ ଖବର ଦେଇଥିଲେ। ବନବିଭାଗ ଖବର ପାଇ…
ଅଧିକ ଖବର ଦେଖନ୍ତୁ...

ଭୁଲବଶତଃ ଭାରତ ସୀମା ଭିତରକୁ ପଶି ଆସିଥିବା ପାକିସ୍ତାନୀ ବୃଦ୍ଧଙ୍କୁ ଛାଡ଼ି ଦେଲା ସେନା

ନୂଆଦିଲ୍ଲୀ: ଦୁଇଦେଶ ମଧ୍ୟରେ ଶାନ୍ତି ଓ ସଦ୍‌ଭାବନା ବଜାୟ ରଖିବା ପାଇଁ ବିଏସ୍‌ଏଫ୍‌  ପ୍ରଶଂସାଯୋଗ୍ୟ କାମ କରିଛି । ଗତ ଶୁକ୍ରାବର ଜମ୍ମୁ-କଶ୍ମୀର ସାମ୍ବା ଜିଲ୍ଲାର ଅନ୍ତର୍ଜାତୀୟ ସୀମା ଟପି ଭାରତ ଭିତରକୁ ଜଣେ ପାକିସ୍ତାନ ନାଗରିକ ଭୁଲବଶତଃ ପଶି ଆସିଥିଲେ। ବିଏସ୍‌ଏଫ୍‌ ଯବାନମାନେ ତାଙ୍କୁ…
ଅଧିକ ଖବର ଦେଖନ୍ତୁ...

ସୁନ୍ଦରଗଡ଼: ୬୦ ହଜାର ଟଙ୍କାରେ ନାବାଳିକାକୁ ବିକିଦେଲେ ଦଲାଲ, ଉତ୍ତରପ୍ରଦେଶରୁ ଉଦ୍ଧାର, ଦଲାଲ ଦମ୍ପତ୍ତି ସମେତ ୩ ଗିରଫ

ସୁନ୍ଦରଗଡ଼: ଟଙ୍କା ଲୋଭରେ ଦଲାଲ ମାନେ ଜଣେ ଓଡ଼ିଆ ନାବାଳିକାକୁ ୬୦ ହଜାର ଟଙ୍କାରେ ବିକି ଦେଇଛନ୍ତି। ଦୀର୍ଘ ଦିନ ନିଖୋଜ ରହିବା ଏବଂ ଏନେଇ ଥାନାରେ ଅଭିଯୋଗ ହେବା ପରେ ସୁନ୍ଦରଗଡ଼ ଟାଉନ୍‌ ଥାନା ଓ ଲେଫ୍ରିପଡ଼ା ଥାନା ପୁଲିସ ସଂପୃକ୍ତ ନାବାଳିକାକୁ ଉତ୍ତର ପ୍ରଦେଶରୁ ଉଦ୍ଧାର କରିଛି। ସାମ୍ବାଦିକ…
ଅଧିକ ଖବର ଦେଖନ୍ତୁ...