Daily Archives

April 9, 2019

ଗଜପତି: ପାଣିଗଣା କଲଭର୍ଟ ତଳୁ ୫୦ କିଲୋ ଲ୍ୟାଣ୍ଡମାଇନ ଉଦ୍ଧାର

ପାରଳାଖେମୁଣି: ଗଜପତି ଜିଲ୍ଲା ପୁଲିସକୁ ମଙ୍ଗଳବାର ଏକ ବଡ଼ ଧରଣର ସଫଳତା ମିଳିଛି। ମାଓବାଦୀ ଦ୍ୱାରା ମୋହନା ବ୍ଲକର ଅଡ଼ବା ଥାନା ଅନ୍ତର୍ଗତଃ ପାଣିଗଣା- ଅଡ଼ବା ରାସ୍ତାର କୋଲଭର୍ଟ ତଳେ ଖଂଜା ଯାଇଥିବା ୫୦ କିଲୋ ଲ୍ୟାଣ୍ଡମାଇନକୁ ଉଦ୍ଧାର କରାଯାଇଛି। ପୁଲିସ ଏକ ବଡ ଧରଣର଼ ବିପଦକୁ ଟାଳି ଦେବାରେ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌ ୧୨: ରସେଲକୁ ଆଉଟ୍‌ କରିପାରିଲାନି ଚେନ୍ନାଇ, ୧୦୮ ରନ୍‌ ନିୟନ୍ତ୍ରଣରେ ରହିଲା କୋଲକାତା

ଚେନ୍ନାଇ: ବିପୁଳ ଉଦ୍ୟମ ସତ୍ତ୍ୱେ ମଙ୍ଗଳବାର କୋଲକାତା ଟିମ୍‌ର ଆନ୍ଦ୍ରେ ରସେଲ (ଅପରାଜିତ ୫୦ ରନ, ୪୪ ବଲ, ୫ ଚୌକା, ୩ ଛକା)ଙ୍କୁ ଚେନ୍ନାଇ ସୁପର କିଙ୍ଗସ୍‌ ଆଉଟ କରି ପାରି ନାହିଁ। ଏକଦା ଚେନ୍ନାଇର ତ୍ରୁଟି ଯୋଗୁଁ ରସେଲ ଏକ ଜୀବନଦାନ ପାଇ ଯାଇଥିଲେ। ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌…
ଅଧିକ ଖବର ଦେଖନ୍ତୁ...

ପ୍ରଥମ ଥର ପାଇଁ ମତଦାନ କରିବାକୁ ଯାଉଥିବା ଭୋଟରମାନଙ୍କୁ ଏଭଳି ଆହ୍ଵାନ ଦେଲେ ମୋଦୀ

ମୁମ୍ବାଇ : ନିର୍ବାଚନରେ ମତଦାନ ପାଇଁ  ତାରିଖ ପାଖେଇ ଆସୁଥିବା ବେଳେ ସବୁ ଦଳ ଏବେ ନିଜର ପ୍ରଚାରକୁ ଜୋରଦାର କରି ଦେଇଛନ୍ତି । ଏ ମଧ୍ୟରେ ସୋମବାର ପ୍ରଧାନମନ୍ତ୍ରୀ ମୋଦୀ ମହାରାଷ୍ଟ୍ରର ଲାତୁରରେ ଯାଇ ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ । ଯେଉଁଠି ସେ ପ୍ରଥମ ଥର ମତଦାନ କରିବାକୁ ଯାଉଥିବା…
ଅଧିକ ଖବର ଦେଖନ୍ତୁ...

ନକଲି ଆକାଉଣ୍ଟ ତିଆରି କରି ବିଜ୍ଞାପନ କମ୍ପାନିର ସିଇଓଙ୍କ ବିରୋଧରେ ଆଣିଥିଲେ ଯୌନ ଶୋଷଣର ଆରୋପ, ଗିରଫ ହେବା ପରେ…

ମୁମ୍ବାଇ : ସୋମବାର ଜଣେ ୨୫ବର୍ଷୀୟ ଯୁବକଙ୍କୁ ଗିରଫ କରିଛି ମୁମ୍ବାଇ ପୁଲିସ । # ମି ଠୁ ଅଭିଯାନର ଫାଇଦା ଉଠାଇବାକୁ ଯାଇ ଜଣେ ଯୁବକ ନିଜର ନକଲି ଆକାଉଣ୍ଟ କରିଥିଲେ । ପରେ ଏହା ଜରିଆରେ ଜଣେ ବିଜ୍ଞାପନ କମ୍ପାନିର ସିଇଓଙ୍କ ବିରୋଧରେ ଯୌନ ଶୋଷଣର ଅଭିଯୋଗ ଆଣି ସୋସିଆଲ ମିଡିଆରେ ଏକ ପୋଷ୍ଟ…
ଅଧିକ ଖବର ଦେଖନ୍ତୁ...

‘ସେମାନେ କହୁଥିଲେ ଚୌକିଦାର ଚୋର୍‌ ହୈ, କିନ୍ତୁ ଦେଖନ୍ତୁ ଟଙ୍କା କେଉଁଠୁ ମିଳିଲା ’ : ମୁଖ୍ୟମନ୍ତ୍ରୀ କମଲ ନାଥଙ୍କ…

ମୁମ୍ବାଇ : ମଙ୍ଗଳବାର କଂଗ୍ରେସକୁ ସମାଲୋଚନା କରିବାକୁ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ବୟାନ ଏବେ ଚର୍ଚ୍ଚାର ବିଷୟ ପାଲଟଛି । ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କମଲ ନାଥଙ୍କ ଅତି ବିଶ୍ୱସ୍ତ ସହଯୋଗୀଙ୍କ ଘରେ ଆୟକର ବିଭାଗ ଚଢ଼ାଉ କରିବାକୁ ନେଇ ମୋଦୀଜୀ ବିପକ୍ଷ ଦଳକୁ କଟାକ୍ଷ…
ଅଧିକ ଖବର ଦେଖନ୍ତୁ...

ଦିନକ ପରେ ୪ ଲୋକସଭା ଓ ୨୮ ବିଧାନସଭା ଆସନରେ ଭୋଟ୍‌; ୨୧୭ ପ୍ରାର୍ଥୀଙ୍କ ଛାତି ଧଡ୍‌ ଧଡ୍‌ !

ଭୁବନେଶ୍ୱର (ସୁବ୍ରତ ଦାସ) : ବହୁ ପ୍ରତୀକ୍ଷିତ ୨୦୧୯ ସାଧାରଣ ନିର୍ବାଚନ ପାଇଁ ଅବଗଣନା ଆରମ୍ଭ ହୋଇଯାଇଛି। ଓଡ଼ିଶାରେ ୪ ପର୍ଯ୍ୟାୟରେ ଅନୁଷ୍ଠିତ ହେଉଥିବା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଆଉ ଦିନକ ପରେ ଆରମ୍ଭ ହେବାକୁ ଯାଉଥିବାରୁ ରାଜନୈତିକ ବାତାବରଣ ସରଗରମ ହୋଇପଡ଼ିଛି। ଶାସକ ବିଜୁ…
ଅଧିକ ଖବର ଦେଖନ୍ତୁ...

ପଞ୍ଚମ ଦିନରେ ମା’ ଜାଗୁଳାଇଙ୍କ ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବ: ସ୍କନ୍ଦ ମାତା ବେଶରେ ଦର୍ଶନ ଦେଲେ ମା’

ଜଟଣୀ: ଖୋର୍ଦ୍ଧା ଜିଲ୍ଲାର ଜଟଣୀ ଉପକଣ୍ଠ କୁଦିଆରୀ ଗ୍ରାମରେ ଗ୍ରାମଦେବୀ ମା’ ଜାଗୁଳାଇଙ୍କ ଶକ୍ତିପୀଠରେ ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବ ମଙ୍ଗଳବାର ପଞ୍ଚମ ଦିନରେ ପହଂଚିଛି। ଏହି ଅବସରରେ ଆଜି ସକାଳେ ସୂର୍ଯ୍ୟ ପୂଜା କରାଯାଇ ସଂଧ୍ୟାରେ ମହାସ୍ନାନ ପରେ ମା’ଙ୍କୁ ଦୁର୍ଲଭ ସ୍କନ୍ଦ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଦିନଟି ମହତ୍ତ୍ବପୂର୍ଣ୍ଣ ରହିବ। ଅଫିସରେ ବଡ଼ ଅଧିକାରୀଙ୍କ ସହଯୋଗ ମିଳିବ। କୋର୍ଟ କଚେରି ମାମଲା ଆପଣଙ୍କ ପକ୍ଷରେ ହୋଇପାରେ। ଉନ୍ନତି ପାଇଁ ବିଭିନ୍ନ ମାର୍ଗ ଆପଣଙ୍କ ସାମନାକୁ ଆସିବ। ଶୁଭରଙ୍ଗ: କଫି। ଆରାଧନା: ମାଆ ସମଲେଶ୍ବରୀ। ବୃଷ: ଆପଣଙ୍କ ଶୌର୍ଯ୍ୟକୁ ବଳ ମିଳିବ।…
ଅଧିକ ଖବର ଦେଖନ୍ତୁ...

ସକାଳେ କଂଗ୍ରେସ ଛାଡ଼ିଲେ, ସଂଧ୍ୟାରେ ବିଜେଡିରେ ଯୋଗ ଦେଲେ ସୁମିତ୍ରା ଜେନା

ଭୁବନେଶ୍ବର: ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା ଆଜି ସକାଳେ ଦଳରୁ  ଇସ୍ତଫା ଦେବାପରେ ସଂଧ୍ୟାରେ ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି। କଂଗ୍ରେସରେ ମହିଳାଙ୍କୁ ଟିକେଟ୍ ଦିଆଯାଉନି ବୋଲି ହାଇକମାଣ୍ଡଙ୍କୁ ଅଭିଯୋଗ କରିଥିଲେ ସୁମିତ୍ରା ।ଏପରିକି ମହିଳାଙ୍କୁ ପ୍ରାଧାନ୍ୟ…
ଅଧିକ ଖବର ଦେଖନ୍ତୁ...

ଋଣ ସୁଧହାର କମାଇଲା ଷ୍ଟେଟ ବ୍ୟାଙ୍କ, ଶସ୍ତା ହେବ ଗୃହଋଣ କିସ୍ତୀ

ମୁମ୍ବାଇ : ଭାରତୀୟ ଷ୍ଟେଟବ୍ୟାଙ୍କ ନିଜର ଋଣ ସୁଧହାର ୦.୦୫ ପ୍ରତିଶତ ବା ୫ ବେସିସ ପଏଣ୍ଟ ହ୍ରାସ କରିଛି । ପ୍ରାୟ ସବୁ ପ୍ରକାରର ମିଆଦୀ ଋଣ ପାଇଁ ଏହି ହ୍ରାସ ଲାଗୁ ହେବ । ଏହି ହ୍ରାସ ପରେ ଏକ ବର୍ଷ ମିଆଦ ପାଇଁ ବ୍ୟାଙ୍କର ଏମସିଏଲଆର ( ମାର୍ଜିନାଲ କଷ୍ଟ ବେସଡ ଲେଣ୍ଡିଂ ରେଟ) ୮.୫୦…
ଅଧିକ ଖବର ଦେଖନ୍ତୁ...