Daily Archives

May 1, 2019

ଦିଲ୍ଲୀରେ ମହିଳା ଡ଼ାକ୍ତରଙ୍କ ଗଳା କାଟି ହତ୍ୟା, ୨ସନ୍ଦିଗ୍ଧ ବନ୍ଧୁ ଫେରାର

ନୂଆଦିଲ୍ଲୀ : ଉତ୍ତର ଦିଲ୍ଲୀରେ ରହୁଥିବା ଜଣେ ୨୫ବର୍ଷୀୟ ମହିଳା ଡ଼ାକ୍ତରଙ୍କ ଗଳା କାଟି ହତ୍ୟା କରାଯାଇଛି । ମଙ୍ଗଳବାର ରାତିରେ ଏହି ଘଟଣା ଘଟିଥିବା ବେଳେ ମୃତ ମହିଳାଙ୍କ ଘର ପାଖରେ ରହୁଥିବା ଦୁଇ ଯୁବକ ଫେରାର ଅଛନ୍ତି । ମୃତ ମହିଳାଙ୍କ ନାଁ ଗରିମା ମିଶ୍ରା ବୋଲି ଜଣା ପଡ଼ିଛି । ତେବେ ଫେରାର…
ଅଧିକ ଖବର ଦେଖନ୍ତୁ...

ମୋଦୀଙ୍କୁ ନେଇ ବିବାଦୀୟ ବୟାନ ଦେଲେ କମାଲ ଆର୍‌ ଖାନ୍‌, କହିଲେ; ପୁଣି ଥରେ ମୋଦୀ ପ୍ରଧାନମନ୍ତ୍ରୀ ହେଲେ କୋଟିପତି ସବୁ…

ନୂଆଦିଲ୍ଲୀ : ନିର୍ବାଚନର ତାରିଖ ଘୋଷଣା ହେବା ପରଠାରୁ ରାଜନୀତି ସହ ଜଡ଼ିତ ବିଭିନ୍ନ ବିଷୟକୁ ନେଇ କଟାକ୍ଷ କରି ଆସିଛନ୍ତି ବଲିଉଡ୍‌ ଅଭିନେତା କମାଲ ଆର୍‌ ଖାନ୍‌ । ଏବେ ସେ ପୁଣି ଥରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରିଥିବା ଦେଖା ଯାଇଛି । ଗୋଟେ ପରେ ଗୋଟେ ଟୁଇଟ୍‌ କରି, ମୋଦୀ ପୁଣି…
ଅଧିକ ଖବର ଦେଖନ୍ତୁ...

ପାଟନା ସାହିବ୍‌ରୁ କଂଗ୍ରେସର ଲୋକସଭା ପ୍ରାର୍ଥୀ ଶତ୍ରୁଘ୍ନ ସିହ୍ନାଙ୍କ ବିରୋଧରେ ମାମଲା ରୁଜୁ

ପାଟନା : ବିଜେପି ଛାଡ଼ି ଏପ୍ରିଲ ୬ରେ କଂଗ୍ରେସର ହାତ ଧରିଥିଲେ ଅଭିନେତା ଶତ୍ରୁଘ୍ନ ସିହ୍ନା । ଯାହା ପରେ ତାଙ୍କୁ ପାଟ୍‌ନା ସାହିବ୍‌ର ଲୋକସଭା ପ୍ରାର୍ଥୀ କରିଥିଲା କଂଗ୍ରେସ । ତେବେ ଏପ୍ରିଲ ୨୯ରେ ପ୍ରାର୍ଥୀପତ୍ର ଦାଖଲ କରିବା ପରେ ସେ ଯେଉଁ ଭୁଲ କରିଥିଲେ, ଏବେ ସେ ନେଇ ତାଙ୍କ ବିରୋଧରେ…
ଅଧିକ ଖବର ଦେଖନ୍ତୁ...

ଦିଗ୍‌ବିଜୟ ସିଂହଙ୍କୁ ଟାର୍ଗେଟ କଲେ ମୋଦୀ : ଯେଉଁ ଜାକିର ନାଏକ ପାଇଁ ଶ୍ରୀଲଙ୍କାରେ ଏତେ ବଡ଼ ବିସ୍ଫୋରଣ ହେଲା, ତାକୁ…

ନୂଆଦିଲ୍ଲୀ : ବୁଧବାର ମଧ୍ୟପ୍ରଦେଶର ଇତାରାସିରେ ନିର୍ବାଚନୀ ରାଲି କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ରାଲିରେ ମୋଦୀଜୀ କଂଗ୍ରେସକୁ ଟାର୍ଗେଟ କରିବା ସହ ଦିଗ୍‌ବିଜୟ ସିଂହଙ୍କୁ ନେଇ ଚାଞ୍ଚଲ୍ୟକର ବୟାନ ଦେଇଥିଲେ । ରାଲିକୁ ସାମ୍ବୋଧନ କରି, କଂଗ୍ରେସ ସବୁ ବେଳେ ଆତଙ୍କବାଦକୁ ସମର୍ଥନ…
ଅଧିକ ଖବର ଦେଖନ୍ତୁ...

ଆଇପିଏଲ୍‌: ରାଇନାଙ୍କ ଅର୍ଦ୍ଧଶତକ ଦିଲ୍ଲୀକୁ ୧୮୦ ରନ୍‌ ଟାର୍ଗେଟ ଦେଲା ଚେନ୍ନାଇ

ଚେନ୍ନାଇ: ସୁରେଶ ରାଇନାଙ୍କ ଅର୍ଦ୍ଧଶତକ ବଳରେ ଚେନ୍ନାଇ ସୁପର କିଙ୍ଗସ୍‌ ବୁଧବାର ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଦିଲ୍ଲୀ କ୍ୟାପିଟାଲସ୍‌ ବିପକ୍ଷରେ ୧୭୯ ରନ୍‌ କରିଛି। ଚେନ୍ନାଇ ୪ଟି ଓ୍ଵିକେଟ ହରାଇ ଏହି ରନ୍‌ କରିବା ପରେ ଦିଲ୍ଲୀକୁ ୧୮୦ ରନ୍‌ ଟାର୍ଗେଟ ମିଳିଛି। ଏମ୍‌ଏ…
ଅଧିକ ଖବର ଦେଖନ୍ତୁ...

କେରଳରୁ ଗିରଫ ହୋଇଥିବା ଆଇଏସ୍‌ ସନ୍ଦିଗ୍ଧର ବାପାଙ୍କ ବୟାନ : ଯଦି ମୋ ପୁଅ ଆତଙ୍କବାଦୀ, ତାକୁ ଜେଲ୍‌ରେ ମରିବାକୁ ଦିଅ

ନୂଆଦିଲ୍ଲୀ : କେରଳରେ ଆତ୍ମଘାତୀ ଆକ୍ରମଣ କରିବାକୁ ଷଡ଼ଯନ୍ତ୍ର କରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ଗତକାଲି ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି ଗିରଫ କରିଥିଲା । ଯୁବକଙ୍କ ନାଁ ରିୟାସ ଅବୁବକର ବୋଲି ଜଣା ପଡ଼ିଥିବା ବେଳେ ପଚରାଉଚରା ସମୟରେ ଯୁବକଜଣଙ୍କ ଶ୍ରୀଲଙ୍କାର ମାଷ୍ଟରମାଇଣ୍ଡ ଜହରାନ୍‌ ହସିମ୍‌…
ଅଧିକ ଖବର ଦେଖନ୍ତୁ...

ତେଜ ବାହାଦୂରଙ୍କ ପ୍ରାର୍ଥୀପତ୍ର ରଦ୍ଦକୁ ନେଇ ଅଖିଳେଶଙ୍କ ପ୍ରତିକ୍ରିୟା : ରାଷ୍ଟ୍ରବାଦର କଥା କହୁଥିବା ଲୋକଙ୍କୁ ଜଣେ…

ବାରଣାସୀ : ବହିଷ୍କୃତ ବିଏସ୍‌ଏଫ୍‌ ଯବାନ ତଥା ସମାଜବାଦୀ ପାର୍ଟିର ପ୍ରାର୍ଥୀ ତେଜ ବାହାଦୁର ଯାଦବଙ୍କ ପ୍ରାର୍ଥୀପତ୍ର ରଦ୍ଦ ହେବା ନେଇ ପୂର୍ବରୁ ଆଶଙ୍କା କରାଯାଉଥିବା ବେଳେ ଆଜି ମଧ୍ୟାହ୍ନରେ ତାଙ୍କ ପ୍ରାର୍ଥୀପତ୍ର ରଦ୍ଦ ହୋଇ ଯାଇଥିବା ନେଇ ଖବର ମିଳିଥିଲା । ପ୍ରାର୍ଥୀପତ୍ର ରଦ୍ଦ ହେବା ପରେ…
ଅଧିକ ଖବର ଦେଖନ୍ତୁ...

‘ପ୍ରଧାନମନ୍ତ୍ରୀ ମୋଦି ଜାପାନରେ ଢ଼ୋଲ ବଜାନ୍ତି; ପାକିସ୍ତାନରେ ବିରିୟାନିର ମଜା ନିଅନ୍ତି! ହେଲେ, ଦେଶର ସମସ୍ୟା ବୁଝି…

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ କଂଗ୍ରେସର ଦାୟିତ୍ୱ ମୁଣ୍ଡାଇଥିବା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆଜି ପୁଣି ଥରେ ତାଙ୍କର ଶାଣିତ ଅନ୍ଦାଜରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତୀବ୍ର କଟାକ୍ଷ କରିଛନ୍ତି। ଉତ୍ତରପ୍ରଦେଶରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ…
ଅଧିକ ଖବର ଦେଖନ୍ତୁ...

ଯୌତୁକ ନିର୍ଯାତନା ମାମଲାରେ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ ! ଏବେ ଯେ କୌଣସି ସ୍ଥାନରୁ ପୀଡିତାଙ୍କ ସମେତ ସଂପର୍କୀୟ…

ନୂଆଦିଲ୍ଲୀ : ଯୌତୁକ ଉତ୍ପୀଡନ ଆଇନକୁ ନେଇ ସୁପ୍ରିମକୋର୍ଟ ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ଏବେ ପୀଡିତା ମହିଳାଙ୍କ କୌଣସି ସଂପର୍କୀୟ ତାଙ୍କ ଶାଶୂଘର ଲୋକ ଏବଂ ସ୍ୱାମୀଙ୍କ ବିରୋଧରେ ଯୌତୁକ ଉତ୍ପୀଡନର ମାମଲା ରୁଜୁ କରି ପାରିବେ। ସୁପ୍ରିମକୋର୍ଟରେ ଏହି ନିଷ୍ପତ୍ତି ଜଷ୍ଟିସ୍‌ ଅଶୋକ…
ଅଧିକ ଖବର ଦେଖନ୍ତୁ...

ଅଗ୍ରୀମ ଟିକେଟ କ୍ରୟ କରିଥିବା ଯାତ୍ରୀମାନଙ୍କୁ କାହିଁକି ଅର୍ଥ ଫେରସ୍ତ ଦେଉନାହଁ? ଜେଟ୍‌ ଏୟାରେଓ୍ଵଜ୍‌ ଉପରେ ନୋଟିସ…

ନୂଆଦିଲ୍ଲୀ: ଘୋର ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇ ଜେଟ୍‌ ଏୟାରେଓ୍ଵଜ୍‌ ସଂସ୍ଥା ବନ୍ଦ ହୋଇ ସାରିଥିଲେ ସୁଦ୍ଧା ଏହାର ସଙ୍କଟ ଟଳିବାର ନାଁ ନେଉନାହିଁ। ଗୋଟିଏ ପଟେ ଜେଟ୍‌ ଏୟାରେଓ୍ଵଜ୍‌ ବନ୍ଦ ହୋଇଯିବା ପରେ ଏହାର କର୍ମଚାରୀମାନେ ବକେୟା ବେତନ ନ ପାଇ ହନ୍ତସନ୍ତ ହେଉଛନ୍ତି। ଅନ୍ୟପଟେ ଯେଉଁ…
ଅଧିକ ଖବର ଦେଖନ୍ତୁ...