Daily Archives

August 7, 2019

କୋରାପୁଟ: ଲଗାଣ ବର୍ଷାରେ ଲକ୍ଷ୍ମୀପୁର ବେହାଲ୍‌, ଭାଙ୍ଗିଲା ୨୦ ବଖରା ଘର

ଲକ୍ଷ୍ମୀପୁର: ଲଗାଣ ବର୍ଷାରେ କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକ ବେହାଲ ହୋଇଛି। ଗତ ଜୁଲାଇ ୨୦ ତାରିଖ ପର୍ଯ୍ୟନ୍ତ ଜମାରୁ ବର୍ଷା ହୋଇନଥିବା ବେଳେ ୨୫ ତାରିଖରୁ ଲଗାଣ ବର୍ଷା ଲକ୍ଷ୍ମୀପୁର ବ୍ଲକ ବାସିନ୍ଦାଙ୍କୁ ଅସ୍ତବ୍ୟସ୍ତ କରିଛିା ଲଗାଣ ବର୍ଷା ଯୋଗୁଁ ବୁଧବାର ସୁଧା ତହସିଲ୍‌…
ଅଧିକ ଖବର ଦେଖନ୍ତୁ...

ଯୌନ ଶୋଷଣର ଅଭିଯୋଗ ଲାଗିଥିବା କୌଣସି କଳାକାର ସହ ମୁଁ କାମ କରିବି ନାହିଁ : ଦୀପିକା ପାଦୁକୋନ୍‌

ମୁମ୍ବାଇ : ବଲିଉଡ୍‌ର ଲୋକପ୍ରିୟ କଳାକାରଙ୍କ ମଧ୍ୟରେ ଦୀପିକା ପାଦୁକୋନଙ୍କ ନାଁ ଅନ୍ୟତମ । କୌଣସି ଗଡ୍‌ଫାଦର ନଥାଇ ମଧ୍ୟ ସେ ଆଜି ବଲିଉଡ୍‌ରେ ନିଜର ସ୍ୱତନ୍ତ୍ର ସ୍ଥାନ ତିଆରି କରି ପାରିଛନ୍ତି । ପୂର୍ବରୁ ସେ ନିଜର ଅବସାଦ ବିଷୟରେ ଖୋଲା ଖୋଲି ଭାବରେ କଥା ହୋଇ ଏକ ନୂଆ ଉଦାହରଣ ସୃଷ୍ଟି…
ଅଧିକ ଖବର ଦେଖନ୍ତୁ...

ଠକାମିର ଶିକାର ହେଲେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଅମ୍ରିନ୍ଦର ସିଂହଙ୍କ ପତ୍ନୀ, ଆକାଉଣ୍ଟରୁ ଚାଲିଗଲା ୨୩ଲକ୍ଷ ଟଙ୍କା

ନୂଆଦିଲ୍ଲୀ : ପଞ୍ଜାବରେ ସାଇବର କ୍ରାଇମ୍‌କୁ ନେଇ ଏକ ବଡ଼ ମାମଲା ସାମ୍ନାକୁ ଆସିଛି । ଅପରାଧୀମାନଙ୍କ ସାହାସ ଦିନକୁ ଦିନ ବଢ଼ିବାକୁ ଲାଗୁଥିବା ଦେଖା ଯାଇଛି । ପୂର୍ବରୁ ସାଧାରଣ ଲୋକ ଠକାମିର ଶିକାର ହେଉଥିବା ଖବର ମିଳୁଥିଲା । ଏବେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଅମ୍ରିନ୍ଦର ସିଂହଙ୍କ ପତ୍ନୀ ତଥା…
ଅଧିକ ଖବର ଦେଖନ୍ତୁ...

ସବୁ ଦିନ ପାଇଁ ସୁଷମା ସ୍ୱରାଜଙ୍କ ଋଣୀ ହୋଇ ରହିବ ବଲିଉଡ୍‌, ଅଣ୍ଡରଓ୍ଵାର୍ଲଡ୍‌ ଠାରୁ ଦେଇଥିଲେ ମୁକ୍ତି…

ମୁମ୍ବାଇ: ବଲିଉଡ୍‌ ଓ ଅଣ୍ଡରଓ୍ଵାର୍ଲଡ୍‌ ମଧ୍ୟରେ ପୁରୁଣା ସଂପର୍କ ରହିଛି । ଗୋଟେ ସମୟରେ ବଲିଉଡ୍‌ ଅଣ୍ଡରଓ୍ଵାର୍ଲଡ୍‌ ଅଧିନରେ ଥିଲା । ଗ୍ୟାଙ୍ଗଷ୍ଟରମାନେ ଫିଲ୍ମରେ ଟଙ୍କା ଲଗାଉଥିବା ବେଳେ ନିର୍ଦ୍ଦେଶକମାନେ ସେମାନଙ୍କୁ ଟଙ୍କା ଦେଉଥିଲେ । ତେବେ ବଲିଉଡ୍‌ର ଏତେ ବଡ଼ ସମସ୍ୟାକୁ ସମାଧାନ…
ଅଧିକ ଖବର ଦେଖନ୍ତୁ...

୩୭ଦିନରୁ ୨୮ ଦିନ ଅନୁପସ୍ଥିତ, ମୋଦୀଙ୍କ ତାଗିଦ୍‌ ପରେ ମଧ୍ୟ ସଂସଦରେ ଉପସ୍ଥିତ ରହୁ ନାହାନ୍ତି ସନ୍ନି ଦେଓଲ

ନୂଆଦିଲ୍ଲୀ : କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପି ସଂସଦୀୟ ଦଳ ବୈଠକରେ ସଂସଦରେ ସାଂସଦମାନଙ୍କ ଅନୁପସ୍ଥିତିକୁ ନେଇ ଆଲୋଚନା କରିଥିଲେ । ଆଗାମୀ ଦିନରେ ସଂସଦରେ ଅନୁପସ୍ଥିତ ରହିବାର କୌଣସି ବାହାନା ଶୁଣାଯିବ ନାହିଁ ବୋଲି କହିଥିଲେ ମୋଦୀ । କିନ୍ତୁ ମୋଦୀଙ୍କ ତାଗିଦ୍‌ ପରେ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କ ଆଖପାଖରେ ସୁଖଦ ଓ ମଧୁର ବାତାବରଣ ରହିବ। ବାକ୍ ସ˚ଯମ ରଖନ୍ତୁ। କାହାରିକୁ ଅପଶଦ୍ଦ କୁହନ୍ତୁ ନାହିଁ। କୌଣସି କାମରେ ଅଧିକ ପରିଶ୍ରମ ଓ ସମୟ ଲାଗିବ। ବୈବାହିକ ଜୀବନରେ ମଧୁରତା ବଢ଼ିବ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଲିଙ୍ଗରାଜ। ବୃଷ: ଦିନଟି ଆପଣଙ୍କ ଲାଗି ଅନୁକୂଳ।…
ଅଧିକ ଖବର ଦେଖନ୍ତୁ...

ହରିଣ ଶିକାର କରି ତିନ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ପାଇକସାହିସ୍ଥିତ ସାତକୋଶିଆରୁ ୩ଜଣ ହରିଣ ଶିକାରଙ୍କୁ ବୁଧବାର ବନବିଭାଗ ଟିକରପଡ଼ା କମ୍ପାଟମେଣ୍ଟ ୧ରୁ ଗିରଫ କରିଛି। ଗିରଫ ଶିକାରୀଙ୍କ ନାମ ଶରତ ପ୍ରଧାନ (୩୦), ଜୁମର ଭୋଇ (୪୦) ଓ ସାମଲ ଜାହ୍ନି ବୋଲି ଜଣାପଡ଼ିଛି। ଏମାନଙ୍କଠାରୁ ବନବିଭାଗ ଗୋଟିଏ ହରିଣ ମୁଣ୍ଡ, ତିନି…
ଅଧିକ ଖବର ଦେଖନ୍ତୁ...

ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା-ବନ୍ୟା, ଜଳବନ୍ଦୀ ହେଲେ ଶତାଧିକ ପରିବାର

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଶତାଧିକ ପରିବାର ପାଣିଘେରରେ ଥିବା ବେଳେ, ପ୍ରଶାସନ ପକ୍ଷରୁ ସେମାନଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ବନ୍ୟା ପ୍ରଭାବିତ ଅଂଚଳରେ ପ୍ରଶାସନ ତରଫରୁ ରନ୍ଧା ଖାଦ୍ୟ…
ଅଧିକ ଖବର ଦେଖନ୍ତୁ...

ଆଇଏଏସ୍‌ ଅଫିସର ସ୍ତରରେ ବଡ଼ଧରଣର ଅଦଳବଦଳ: ୧୭ ଜଣ ଅଧିକାରୀଙ୍କ ମଧ୍ୟରେ ଅଦଳବଦଳ

ଭୁବନେଶ୍ୱର: ରାଜ୍ୟ ସରକାର ସର୍ବ ଭାରତୀୟ ସେବା (ଆଇଏଏସ୍‌) ଅଫିସର ସ୍ତରରେ ବୁଧବାର ଏକ ବଡ଼ଧରଣର ଅଦଳବଦଳ କରିଛନ୍ତି। ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ପ୍ରମୁଖ ଶାସନ ସଚିବ ପାହ୍ୟାର ୧୭ ଜଣ ଆଇଏଏସ୍‌ ଅଧିକାରୀଙ୍କ ମଧ୍ୟରେ ଅଦଳବଦଳ କରାଯାଇଛି। ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ଉନ୍ନୟନ…
ଅଧିକ ଖବର ଦେଖନ୍ତୁ...

ଧାରା ୩୭୦ ହଟିବା ପରେ କଶ୍ମୀର ମହିଳା ଜମି ବିକ୍ରି ପାଇଁ ଦେଲେ ଅଫର

ସୁରଟ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟିବା ପରେ ସମଗ୍ର ଦେଶରେ ଖୁସିର ଲହରି ଦେଖିବାକୁ ମିଳିଛି। ମୋଦି ସରକାରଙ୍କ ଏହି ଐତିହାସିକ ନିଷ୍ପତ୍ତି ପରେ କିଛି ଲୋକ ଜମ୍ମୁ-କଶ୍ମୀରରେ ଜମି ଓ ସମ୍ପତ୍ତି କିଣିବାର ସ୍ୱପ୍ନ ବି ଦେଖି ସାରିଲେଣି। ଏହି କ୍ରମରେ ସୁରଟରେ ରହୁଥିବା ଜମ୍ମୁ-କଶ୍ମୀରର ଜଣେ…
ଅଧିକ ଖବର ଦେଖନ୍ତୁ...