Daily Archives

October 11, 2019

କିନ୍ନର ବୋଲି ଜାଣି ପରିବାର ଲୋକେ ହାତ ଛାଡ଼ିବା ପରେ ସହାୟତାର ହାତ ବଢ଼ାଇଲେ ସରକାର, ପୂରଣ ହେବ ଆଦାମ୍‌ଙ୍କ ପାଇଲଟ ହେବା…

ଥିରୁବନନ୍ତପୁରମ୍‌ : ଛୋଟ ବେଳୁ ନିଜ ଲିଙ୍ଗକୁ ନେଇ ସନ୍ଦେହରେ ଥିଲେ ମଧ୍ୟ କେବେ ବି ସେ ନିଜ ସ୍ୱପ୍ନକୁ ନେଇ ସନ୍ଦେହ କରି ନ ଥିଲେ । ବଡ଼ ହୋଇ ସେ ଜଣେ ପାଇଲଟ୍‌ ହେବେ ବୋଲି ଇଚ୍ଛା ରଖିଥିବା ବେଳେ ତାକୁ ପୂରା କରିବା ପାଇଁ ସେ ଅନେକ ସଂଘର୍ଷ କରିଥିଲେ । ଯାହା ଆଜି ସଫଳ ହୋଇଛି । ଆଜି ଆମେ…
ଅଧିକ ଖବର ଦେଖନ୍ତୁ...

କୁନି କୁନି ପିଲାମାନେ ମଧ୍ୟାହ୍ଣ ଭୋଜନରେ ଖାଇଲେ ଭାତ-ଡାଲି, ଚିକେନ୍‌ ଖାଇ ନିଲମ୍ବିତ ହେଲେ ବଣାଇ ବ୍ଲକ ଶିକ୍ଷା…

ରାଉରକେଲା: ମଧ୍ୟାହ୍ଣ ଭୋଜନ ସମୟରେ କୁନି କୁନି ପିଲାମାନେ ଭାତ-ଡାଲି ଖାଇଥିବା ବେଳେ ଜଣେ ବ୍ଲକ ଶିକ୍ଷା ଅଧିକାରୀ ଚିକେନ୍‌ ଖାଇ ଚାକିରିରୁ ନିଲମ୍ବିତ ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲାର ବଣାଇ ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ବିନୟ କୁମାର ସଏଙ୍କୁ ଜିଲ୍ଲାପାଳ ନିଖିଳ କୁମାର କଲ୍ୟାଣ।…
ଅଧିକ ଖବର ଦେଖନ୍ତୁ...

କ୍ରିକେଟ ବ୍ୟାଟ୍‌ ବଦଳରେ ଜ୍ୟାକେଟ୍‌ ଦେଇଥିବାରୁ ୧ଲକ୍ଷ ଟଙ୍କାର ଜରିମାନା ଦେବ ଫ୍ଲିପ୍‌କାର୍ଟ

ଶିବାମୋଗ୍ଗା : ଆଜିକାଲି ଅନ୍‌ଲାଇନ୍‌ ଜିନିଷ କିଣିବାକୁ ଲୋକେ ଅଧିକ ପ୍ରାଧାନ୍ୟ ଦେଲେଣି । କିନ୍ତୁ ବେଳେ ବେଳେ ଭୁଲ ଜିନିଷ ଡେଲିଭର ହେଉଥିବାରୁ କିଛି ଲୋକେ ଅନ୍‌ଲାଇନ୍‌ ଜିନିଷ କିଣିବା ପାଇଁ ଡ଼ରିଥାନ୍ତି । ପୂର୍ବରୁ ଆମେ ଆପଣଙ୍କୁ ଏଭଳି ଘଟଣା ବିଷୟରେ ଜଣାଇଛୁ । ମୋବାଇଲ ଅର୍ଡର କଲେ ଇଟା…
ଅଧିକ ଖବର ଦେଖନ୍ତୁ...

ଦିଅର ସହ ଶାରୀରିକ ସଂପର୍କ ରଖୁଥିଲା ସ୍ତ୍ରୀ, ଦୁହିଁଙ୍କୁ ଖଟ ଉପରେ ଦେଖି ଏଭଳି କାମ କଲା ସ୍ୱାମୀ

କାନପୁର : ଉତ୍ତରପ୍ରଦେଶର କାନପୁର ଜିଲ୍ଲାରେ ଏକ ହୃଦୟ ଥରାଇ ଦେବା ଭଳି ଘଟଣା ଘଟିଛି । ବିବାହ ପରେ ସ୍ତ୍ରୀ ନିଜ ଦିଅର ସହ ଶାରୀରିକ ସଂପର୍କ ରଖୁଥିବା ଜାଣି ସ୍ୱାମୀ ଯେଉଁ ପଦକ୍ଷେପ ନେଇଛି, ତାହା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ନିଜ ସ୍ତ୍ରୀକୁ ନିଜ ଭାଇ ସହ ଖଟ ଉପରେ ଦେଖି…
ଅଧିକ ଖବର ଦେଖନ୍ତୁ...

ଏହି ଭୁଲ ପାଇଁ ନିଜ ଉପରେ ୫,୦୦୦ଟଙ୍କାର ଜରିମାନା ଲଗାଇଲେ ଜିଲ୍ଲାପାଳ

ମୁମ୍ବାଇ : ଥରେ ବ୍ୟବହାର ଉପଯୁକ୍ତ ପ୍ଲାଷ୍ଟିକ୍‌ କପ୍‌ରେ ଚା’ ପିଇଥିବାରୁ ମହାରାଷ୍ଟ୍ରର ବିଦର  ଜିଲ୍ଲାପାଳ ଅସିତ୍‌ କୁମାର ପାଣ୍ଡେ ନିଜ ଉପରେ ୫,୦୦୦ଟଙ୍କାର ଜରିମାନା ଲଗାଇଛନ୍ତି । ଅଜାଣତରେ ତାଙ୍କ କାର୍ଯ୍ୟାଳୟ ଦ୍ୱାରା ଏହି ଭୁଲ କରାଯାଇଥିବା ବେଳେ ଭୁଲକୁ ସୁଧାରିବା ପାଇଁ ସେ ନିଜ ଉପରେ…
ଅଧିକ ଖବର ଦେଖନ୍ତୁ...

ଅଣ୍ଡା ପାଇଁ ଆନ୍ଧ୍ରକୁ ଭରସା କରୁଛି ଓଡ଼ିଶା

ଭୁବନେଶ୍ୱର: ଆମ ରାଜ୍ୟ ଅଣ୍ଡା ଉତ୍ପାଦନରେ ଦେଶରେ ୧୧ତମ ସ୍ଥାନରେ ରହିଛି । ଦେଶରେ ମୁଣ୍ଡପିଛା ଉପଲବ୍ଧତା ୬୯ଟି ଅଣ୍ଡା ରହିଛି, ଏବଂ ଓଡିଶାରେ ବାର୍ଷିକ ଉପଲବ୍ଧତା ୪୮ ଗୋଟି ଅଣ୍ଡା ରହିଛି । ତେବେ ଏହି ପରିସ୍ଥିତିରେ ଖୁବଶୀଘ୍ର ପରିବର୍ତ୍ତନ ଆସିବ ଏବଂ ଆଗାମୀ ବର୍ଷ ରାଜ୍ୟ ଏହାର ସମସ୍ତ…
ଅଧିକ ଖବର ଦେଖନ୍ତୁ...

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ପରିବାରର ପୂର୍ଣ୍ଣ ସ୍ନେହ ଓ ସହଯୋଗ ପାଇବେ। ଦୂରସ୍ଥାନକୁ ଯାତ୍ରାରେ ଯିବେ। ଅଫିସରେ ଆପଣଙ୍କର କାମ କରିବା ଶୈଳୀ ଦେଖି କତୃପକ୍ଷ ପ୍ରସନ୍ନ ହେବେ। ଶୁଭରଙ୍ଗ: କଫିରଙ୍ଗ। ଶୁଭସ˚ଖ୍ୟା: ୮। ବୃଷ: ଆପଣ ବହୁତ ବ୍ୟସ୍ତ ଓ ଚିନ୍ତିତ ରହିବେ। ନିଜେ କଥା କହିବା ବେଳେ ଅନ୍ୟର କଥାକୁ ଧୢାନ ଦେଇ…
ଅଧିକ ଖବର ଦେଖନ୍ତୁ...

ରାଜନାଥଙ୍କ ରାଫେଲ ପୂଜାକୁ ସୀତାରମଣଙ୍କ ସମର୍ଥନ

ନୂଆଦିଲ୍ଲୀ : ଗତ ୮ ତାରିଖ ଦିନ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ରାଫେଲ ବିମାନ ଗ୍ରହଣ କରିବା ବେଳେ କରିଥିବା ଶସ୍ତ୍ରପୂଜାକୁ ସମର୍ଥନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସେ କହିଛନ୍ତି ଯେ ତାହା ଏକ ଅନ୍ଧବିଶ୍ୱାସ ନୁହେଁ, ବରଂ ଏକ ଭାରତୀୟ ପରମ୍ପରା ଓ ବିଶ୍ୱାସ । ଏହାକୁ ଆପଣ…
ଅଧିକ ଖବର ଦେଖନ୍ତୁ...

ମଝି ଆକାଶରେ ତାରରେ ଛନ୍ଦି ହୋଇଗଲା ବିମାନ ! ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: କଳ୍ପନା କରନ୍ତୁ ତ ଆପଣ ବିମାନ ଯାତ୍ରା କରୁଛନ୍ତି ଏବଂ ସେ ବିମାନ ମଝି ଆକଶରେ ତାରରେ ଛନ୍ଦି ହୋଇଯିବେ। ଏମିତି ଘଟଣା ଭାବିଲା ବେଳକୁ ମନରେ ଭୟ ଆସି ଯାଉଛି। କିନ୍ତୁ ଏମିତି ଏକ ଘଟଣା ଇଟାଲିର ଉତ୍ତର ମିଲାନ୍‌ ସହରରେ ଘଟିଛି। ଇଟାଲିର ଉତ୍ତର ମିଲାନ୍‌ ସହରରେ ଏକ ଯାତ୍ରୀ ବିମାନ…
ଅଧିକ ଖବର ଦେଖନ୍ତୁ...

ଦୁର୍ଘଟଣାରୁ ବର୍ତ୍ତିଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ, କାଦୁଅରେ ଫସିଲା ହେଲିକପ୍ଟର

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରଚାରରେ ଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣବୀସ ଶୁକ୍ରବାର ହେଲିକପ୍ଟର ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ରାୟଗଡ଼ ଜିଲ୍ଲାର ପେଣରେ ମୁଖ୍ୟମନ୍ତ୍ରୀ ଫଡଣବୀସ ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି। ମହାରାଷ୍ଟ୍ରର ଅହମଦନଗର ଜିଲ୍ଲାରେ ସଭା…
ଅଧିକ ଖବର ଦେଖନ୍ତୁ...