Daily Archives

November 17, 2019

ବନ ବିଭାଗର ବୋଲ ମାନୁନାହାନ୍ତି ହାତୀ, ପାଚିଲା ଧାନର ବାସ୍ନାରେ ହାତୀ ମତୁଆଲା

ବାଙ୍ଗିରିପୋଷି (ପ୍ରଭାତ କୁମାର ହୋତା): ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ରେଞ୍ଜ ଓ ପିଠା ବଟା ରେଞର ସୀମା ଭୂଆଶୁଣୀ, ବାଲିଖଣି ଅଂଚଳରେ ୭ରୁ ଉର୍ଦ୍ଧ୍ଵ ହାତୀ ଧାନ ଫସଲ ନଷ୍ଟ କରୁଛନ୍ତି। ହାତୀ ଘଉଡାଇବା ପାଇଁ ବନ ବିଭାଗ ନାକେ ଦମ ହେଲାଣି। ବନ ବିଭାଗର ବୋଲ ମାନୁ ନାହାନ୍ତି ବୋଲି ଚାଷୀ…
ଅଧିକ ଖବର ଦେଖନ୍ତୁ...

ଇଡେନ ଗାର୍ଡେନ ଦିବା-ରାତ୍ର ଟେଷ୍ଟ ପାଇଁ ପ୍ରସ୍ତୁତ, ଖେଳାଳିଙ୍କୁ ଅପେକ୍ଷା କରିଛି ପିଚ୍‌: ଷ୍ଟାଡିୟମ କ୍ୟୁରେଟର

କୋଲକାତା: ଭାରତୀୟ କ୍ରିକେଟ ଟିମ୍‌ ବାଂଲାଦେଶ ବିପକ୍ଷ ଶୃଙ୍ଖଳାର ଦ୍ୱିତୀୟ ମ୍ୟାଚ୍‌ କୋଲକାତାର ଐତିହାସିକ ଇଡେନ ଗାର୍ଡେନରେ ନଭେମ୍ବର ୨୨ରୁ ଖେଳିବ। ଏହି ୨ଟି ମ୍ୟାଚ୍‌ର ଟେଷ୍ଟ ଶୃଙ୍ଖଳାର ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ଦିବା-ରାତ୍ର ଆୟୋଜନ ହେଉଥିବାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ କୁହାଯାଉଛି।…
ଅଧିକ ଖବର ଦେଖନ୍ତୁ...

ମାଂସପେଶୀ ଦୁର୍ବଳ ହେବା ଭଳି ଲାଗୁଛି କି? ଶୀଘ୍ର ହୋଇପାରେ ମୃତ୍ୟୁ! ଜାଣନ୍ତୁ କେମିତି କରିବେ ମାଂସପେଶୀକୁ ଶକ୍ତ

ଯେଉଁ ଲୋକମାନଙ୍କର ମାଂସପେଶୀ ଦୁର୍ବଳ ହୋଇଥାଏ, ସେମାନେ ଅନ୍ୟମାନଙ୍କ ତୁଳନାରେ ଶୀଘ୍ର ମୃତ୍ୟୁବରଣ କରିଥାନ୍ତି ବୋଲି ଏକ ଗବେଷଣାରୁ ଜଣାପଡ଼ିଛି । ଶରୀରକୁ ଆଜୀବନ ସୁସ୍ଥ ରଖିବା ପାଇଁ ଶରୀରର ମାଂସପେଶୀ ଶକ୍ତ ହେବା ନିହାତି ଆବଶ୍ୟକ । କିଛି ଲୋକ ନିଜର ଓଜନ ନିୟନ୍ତ୍ରଣ କରିବା ନିଶାରେ ଠିକ୍‌…
ଅଧିକ ଖବର ଦେଖନ୍ତୁ...

୧୦ଟଙ୍କା ପାଇଁ ସାଙ୍ଗ ସାଜିଲା ସାଙ୍ଗର ହତ୍ୟାକାରୀ, ଛୁରୀ ଭୁଷି କଲା ହତ୍ୟା

ମିରଟ: ବନ୍ଧୁ ପାଇଁ ଜଣେ ବନ୍ଧୁ ନିଜର ଜୀବନ ବି ଦେବାକୁ ପଛାଉ ନଥିବା ବେଳେ ଉତ୍ତରପ୍ରଦେଶର ମିରଟରେ ଏହାର ବିପରୀତ ଦୃଶ୍ୟ ଦେଖିବାକୁ ମିଳିଛି। ଜଣେ ବନ୍ଧୁ ଆଉ ଜଣେ ବନ୍ଧୁର ଜୀବନ ନେଇଥିବା ଘଟଣା ସାମ୍ନାକୁ ଆସିଛି। ମାତ୍ର ୧୦ଟଙ୍କା ପାଇଁ ଜଣେ ଯୁବକ ହତ୍ୟା ଭଳି ଅପରାଧ କରିବା ଘଟଣା ଏବେ…
ଅଧିକ ଖବର ଦେଖନ୍ତୁ...

ଖଣ୍ଡା ଚୋଟରେ ୩ ଗୁରୁତର, ହସ୍‌ପିଟାଲରେ ଭର୍ତ୍ତି

କବିସୂର୍ଯ୍ୟନଗର: ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ନଗର ସହରର ଲୋକନାଥ ବଜାର ଆଜି ଅଶାନ୍ତ ହୋଇପଡିଥିଲା। ବଜାରରେ ଥିବା ଏକ ଫାଷ୍ଟଫୁଡ ଦୋକାନରେ ତିନି ଜଣ ଯୁବକ ଅଣ୍ଡା ଖାଉଥିବା ବେଳେ ହଠାତ ତିନୋଟି ମୋଟରସାଇକେଲରେ ଛଅ ଜଣ ଦୁର୍ବୃତ୍ତ ଆସି ଖଣ୍ଡାରେ ଆକ୍ରମଣ କରି ଫେରାର ହୋଇଯାଇଛନ୍ତି। ତେବେ…
ଅଧିକ ଖବର ଦେଖନ୍ତୁ...

ପାଣି ପିଇବାକୁ ଆସି ପାଣି ଟାଙ୍କିରେ ଖସି ପଡ଼ିଲେ ମା’ ଓ ଛୁଆ ହାତୀ, ଏଭଳି ବଞ୍ଚାଇଲେ ସେନା ଓ ବନ ବିଭାଗ କର୍ମଚାରୀ

ଗୌହାଟୀ: ଭାରତୀୟ ସେନା ଯୁଦ୍ଧ ଭୂମିରେ ରହି ଦେଶ ରକ୍ଷା କରିଥାନ୍ତି। ଶତ୍ରୁର ଗୁଳିକୁ ନ ଡ଼ରି ସେମାନେ ନିଜ ଜୀବନକୁ ବାଜି ଲଗାଇ ଦେଶର ରକ୍ଷା କରିଥାନ୍ତି। ସେମାନଙ୍କର ଏଭଳି କାମ ପାଇଁ ଦେଶର ଜନତାଙ୍କ ମନରେ ସମ୍ମାନ ରହିଥିବା ବେଳେ ଏବେ ଗୌହାଟୀରେ ଘଟିଥିବା ଏକ ଘଟଣା ସେହି ସମ୍ମାନକୁ…
ଅଧିକ ଖବର ଦେଖନ୍ତୁ...

ଡାକ୍ତରଖାନାରେ ଭର୍ତ୍ତି ହେବା ଖବରକୁ ନେଇ ପ୍ରତିକ୍ରିୟା ରଖିଲେ ଡିମ୍ପଲ କପାଡିଆ; ମୁଁ ଜୀବିତ ଅଛି, କିନ୍ତୁ…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ତଥା ଲେଖିକା ଟ୍ବିଙ୍କଲ ଖାନ୍ନା ଗତକାଲି ଡାକ୍ତରଖାନା ବାହାରେ ନଜର ଆସିଥିଲେ। ଯେଉଁଥିରୁ ତାଙ୍କ ମା’ ଡିମ୍ପଲ କପାଡିଆଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ଅଭିନେତା ଅକ୍ଷୟ କୁମାରଙ୍କୁ ଡାକ୍ତରଖାନା ବାହାରେ ଦେଖିବା ପରେ ଚର୍ଚ୍ଚାକୁ…
ଅଧିକ ଖବର ଦେଖନ୍ତୁ...

ବନ୍ଦ ଘରେ ବିଧବା ମହିଳାଙ୍କ ସହ ଆପତ୍ତିଜନକ ଅବସ୍ଥାରେ ଥିଲେ ପୁଲିସକର୍ମୀ, ନିସ୍ତୁକ ଛେଚିଲେ ଗାଁ ଲୋକେ

ପଟନା: ବିହାର ପୁଲିସ ନିଜର ପୁଲିସକର୍ମୀମାନଙ୍କ କାମ ପାଇଁ ବାରମ୍ବାର ଲଜ୍ଜିତ ହେବାରେ ଲାଗିଛି। କିଛି ଦିନ ତଳେ ଏସଡିଓର ଗାର୍ଡ ଜଣେ ଯୁବତୀଙ୍କ ସହ ଅସଦାଚରଣ କରିବାର ଘଟଣା ସାମ୍ନାକୁ ଆସିଥିବା ବେଳେ ଏବେ ମଧେପୁରାରେ ସେଭଳି ଏକ ଘଟଣା ବିହାର ପୁଲିସକୁ ପୁଣି ଥରେ ଲଜ୍ଜିତ କରାଇଛି। ଜଣେ…
ଅଧିକ ଖବର ଦେଖନ୍ତୁ...

ସହ କଳାକାର ହୋଇ ମଧ୍ୟ କୋଟି କ‌ୋଟି ଟଙ୍କା ଆୟ କରନ୍ତି ଏହି ବଲିଉଡ୍ କଳାକାର, ଜାଣନ୍ତୁ କେତେ କରନ୍ତି ଆୟ

ବଲିଉଡ୍ ଫିଲ୍ମରେ ସହ କଳାକାର ଭାବରେ ନଜର ଆସୁଥିବା ଅଭିନେତା-ଅଭିନେତ୍ରୀମାନେ ମଧ୍ୟ ଭଲ ଆୟ କରନ୍ତି। କିଛି ଏଭଳି ଅଭିନେତା ବଲିଉଡରେ ଅଛନ୍ତି, ଯେଉଁ ସହ କଳାକାର ଭାବରେ କାମ କରି ମଧ୍ୟ କୋଟି କୋଟି ଟଙ୍କା ଆୟ କରିଥାନ୍ତି। ଆଜି ଆମେ ବଲିଉଡର ସେଭଳି କିଛି କଳାକାର ଓ ସେମାନଙ୍କ ଆୟ ବିଷୟରେ…
ଅଧିକ ଖବର ଦେଖନ୍ତୁ...

ଦୁଇ ବାଇକ୍‌ ମଧ୍ୟରେ ଧକ୍କା: ଜଣେ ମୃତ, ତିନି ଗୁରୁତର

ବାଙ୍ଗିରିପୋଷି: ମୟୂରଭଂଜ ଜିଲ୍ଲାର ବାଙ୍ଗିରିପୋଷି ଥାନା ପଥୁରୀ ଗ୍ରାମର କାଜଲ ପୁଟୀ (୪୫) ନିଜ ବାଇକ୍‌ରେ ବାରିପଦାରୁ ସ୍ତ୍ରୀ ଓ ଛୁଆ ସହିତ ଘରକୁ ଫେରୁଥିବା ବେଳେ ଘର ଠାରୁ ମାତ୍ର କିଛି ଦୂରରେ ଏକ ଦୃତଗାମୀ ବାଇକ୍‌ ଧକ୍କା ଦେଇଥିଲା। ଘଟଣାସ୍ଥଳରେ କାଜଲ ସହିତ ଅନ୍ୟ ମୋଟରସାଇକେଲରେ ଥିବା…
ଅଧିକ ଖବର ଦେଖନ୍ତୁ...