Daily Archives

November 22, 2019

ଲକ୍ଷ୍ନୌରେ ଦାଦନ ଶ୍ରମିକଙ୍କ ଅତ୍ମହତ୍ୟା ଘଟଣା: ୫ ଦିନ ପରେ ଘରକୁ ଫେରିଲା ମୃତଦେହ

ନୂଆପଡ଼ା: କୋମନା ଥାନା ଅନ୍ତର୍ଗତ ସମରସିଂ ଗ୍ରାମର ପାଣ୍ଡବ ବିଭାର (୪୨) ଲକ୍ଷ୍ନୌର ନିଗାଓ ଥାନା ବରବଙ୍ଗ ଠାରେ ଇଟାଭାଟିରେ କାମକରିବାକୁ ଯାଇଥିବା ବେଳେ ସେଠାରେ ଏକ ଗଛରେ ୧୭ ତାରିଖ ଦିନ ଆତ୍ମହତ୍ୟା। କରିଥିଲେ। ହେଲେ ଦାଦନ ଶ୍ରମିକଙ୍କ ୫ ଦିନ ପରେ ଶୁକ୍ରବାର ସଦ୍ଧ୍ୟାରେ ନିଜ ଗାଁକୁ…
ଅଧିକ ଖବର ଦେଖନ୍ତୁ...

କଂଟାବାଞ୍ଜି: ଗୁହୁରିଆପଦର ଗାଁରେ ଘର ଭିତରୁ ନବ ବିବାହିତା ମହିଲାଙ୍କ ମୃତଦେହ ଉଦ୍ଧାର

କଂଟାବାଞ୍ଜି: ବଙ୍ଗୋମୁଣ୍ଡା ଥାନା ଗୁହୁରିଆପଦର ଗାଁରେ ଜଣେ ନବ ବିବାହିତା ଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ମହିଲା ଜଣକ ହେଲେ ସମ୍ବଲପୁର ଜଏରପଡା ର ମଧୁ ବାଗ । ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିବା ସହ ମୃତ ମହିଲା ଙ୍କ ସ୍ୱାମୀ କୁ ଥାନା ରେ ଅଟକ ରଖୀ ଅଧିକ ତଦନ୍ତ ଆରମ୍ଭ କରି…
ଅଧିକ ଖବର ଦେଖନ୍ତୁ...

୯ଜଣ ମୁସଲିମ୍ ପୁଲିସ କର୍ମୀଙ୍କୁ ଦାଢ଼ି କାଟିବାକୁ କହି ଦିନକ ପରେ ଆଦେଶ ଫେରାଇ ନେଲେ ପୁଲିସ ଅଧ୍ୟୀକ୍ଷକ

ଜୟପୁର: ଗୁରୁବାର ରାଜସ୍ଥାନର ଅଲୱର ଜିଲ୍ଲା ପୁଲିସ ୯ଜଣ ମୁସଲିମ୍ ପୁଲିସକର୍ମୀଙ୍କୁ ଦାଢ଼ି କାଟିବାକୁ ଆଦେଶ ଦେଇଥିବା ବେଳେ ଶୁକ୍ରବାର ଆଦେଶକୁ ଫେରାଇ ନେଇଥିବା ଜଣା ପଡ଼ିଛି। ଧର୍ମ ନିରପେକ୍ଷତାମୂଳକ ପଦକ୍ଷେପ ଦର୍ଶାଇ ୯ଜଣ ପୁଲିସକର୍ମୀଙ୍କୁ ଏଭଳି ଆଦେଶ ଦିଆଯାଇଥିଲା। କିନ୍ତୁ ଖବରଟି ପ୍ରସାର…
ଅଧିକ ଖବର ଦେଖନ୍ତୁ...

ଖରିଆର ରୋଡ଼ ରେ ଜୁଆଖେଳ ଉପରେ ଚଢ଼ାଉ, ୩ ଗିରଫ ୪ ବାଇକ ଜବତ

ନୂଆପଡ଼ା ଜିଲ୍ଲା ଖରିଆର ରୋଡ଼ ଜ‌ୋଙ୍କ ପୁଲିସ ଗତ ରାତ୍ରରେ ଏକ ଜୁଆଖେଳ ଉପରେ ଚଢ଼ାଉ କରି ସେଠାରେ ୪ଟି ବାଇକ ୩ଟି ମୋବାଇଲ, ୬୭୮୦ ଟଙ୍କା ଜବତ କରିବା ସହ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛନ୍ତି। ଖରିଆର ରୋଡ଼ ଜୋଙ୍କ ପୁଲିସ ଠାରୁ ପ୍ରକାଶ ଯେ ଖରିଆର ରୋଡ଼ ସହରରେ ଜୁଆଖେଳ ଯାଉଥିବା…
ଅଧିକ ଖବର ଦେଖନ୍ତୁ...

ଚୋରି କରିବାର ଭିନ୍ନ ଉପାୟ: ଏକା ସାଙ୍ଗରେ ୮ଟି ଜିନ୍ସ ପିନ୍ଧି ଦୋକାନରୁ ବାହାରୁଥିବା ବେଳେ ଧରା ପଡ଼ିଲେ ଯୁବତୀ,…

ନୂଆଦିଲ୍ଲୀ: ଆଜିକାଲି ଯୁବପିଢ଼ି ମଧ୍ୟରେ ସ୍କିନଫିଟ୍ ଜିନ୍ସର ଚାହିଦା ବଢ଼ୁଥିବାର ଦେଖାଯାଉଛି। ସମସ୍ତେ ଏହାକୁ ପିନ୍ଧିବାକୁ ପସନ୍ଦ କରୁଛନ୍ତି। କିନ୍ତୁ ଜଣେ ମହିଳା ଜିନ୍ସ ପ୍ୟାଣ୍ଟ ଚୋରି କରିବାକୁ ଯାଇ କରିଥିବା କାମ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଗୋଟେ ସ୍କିନ୍ ଫିଟ୍ ଜିନ୍ସ…
ଅଧିକ ଖବର ଦେଖନ୍ତୁ...

ଦୁଷ୍କର୍ମ ପରେ ୧୬ବର୍ଷୀୟା ପୀଡ଼ିତାଙ୍କୁ ଜିଅନ୍ତା ଜାଳିଲା ଅଭିଯୁକ୍ତ ପଡ଼ୋଶୀ

ସମ୍ଭଲ(ଉ‌ତ୍ତରପ୍ରଦେଶ): ଦୁଷ୍କର୍ମର ଅନେକ ଘଟଣା ସାମ୍ନାକୁ ଆସୁଥିଲେ ମଧ୍ୟ ତାହା ‌ବନ୍ଦ ହେବାର ନାଁ ନେଉ ନାହିଁ। ଏବେ ଉ‌ତ୍ତରପ୍ରଦେଶର ସମ୍ଭଲ ଜିଲ୍ଲାରେ ପୁଣି ଏକ ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି। ଘରେ ଏକା ପାଇ ପୀଡ଼ିତାଙ୍କ ସହ ଦୁଷ୍କର୍ମ ଓ ପରେ ଧରା ପଡ଼ିଯିବା ଡ଼ରରେ ଜିଅନ୍ତା ଜାଳିଦେବା…
ଅଧିକ ଖବର ଦେଖନ୍ତୁ...

ବିଗ୍ ବସ୍ ପ୍ରଶଂସକଙ୍କ ପାଇଁ ବଡ଼ ଖବର: ଅଧିକ ଦିନ ହେବ ଦର୍ଶକଙ୍କ ମନେ‌ାରଞ୍ଜନ, ଜାନୁଆରିରେ ଶେଷ ହେବ ନାହିଁ ସୋ’

ମୁମ୍ବାଇ: ଆରମ୍ଭ ହେବା ଦିନଠାରୁ ଚର୍ଚ୍ଚାରେ ରହିଛି ରିୟାଲିଟି ସୋ’ ବିଗ୍ ବସ୍-୧୩। ପ୍ରଥମେ ସୋ’ରେ ଅଶ୍ଲୀଳତା ଦେଖାଯାଉଥିବା ନେଇ କିଛି ଲୋକ ଏହାକୁ ବନ୍ଦ କରିବା ପାଇଁ ଅଭିଯାନ ଆରମ୍ଭ କରିଥିବା ବେଳେ ଏବେ ଏହି ସୋ’ ଟିଆରପି ସୂଚୀରେ ରାଜ୍ କରୁଛି। ଗୋଟିଏ  ଫାଇନାଲ ଶେଷ ହୋଇ ସାରିଥିବା…
ଅଧିକ ଖବର ଦେଖନ୍ତୁ...

ନିଆରା ଢ଼ଙ୍ଗରେ ୩୪,୦୦୦ ଫୁଟ୍ ଉଚ୍ଚରେ ବିବାହ କଲେ ଅଷ୍ଟ୍ରେଲିଆର ଯୁବକ ଓ ନ୍ୟୁଜିଲାଣ୍ଡର ଯୁବତୀ

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡରେ ରହୁଥିବା ଯୁବତୀ ଓ ଅଷ୍ଟ୍ରେଲିଆରେ ରହୁଥିବା ଜଣେ ଯୁବକ ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ୩୪,୦୦୦ଫୁଟ୍ ଉଚ୍ଚରେ ବିବାହ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ‌ଏହି ନବଦମ୍ପତ୍ତି। ଯୁବକଙ୍କ ନାଁ ଡେଭିଡ୍ ଭାଲିଆଣ୍ଟ ବୋଲି ଜଣା ପଡ଼ିଥିବା ବେଳେ ଯୁବତୀଙ୍କ…
ଅଧିକ ଖବର ଦେଖନ୍ତୁ...

ଖୋଲୁଛି ଶିକ୍ଷା ବିଭାଗର ଗୁମର: ଇସ୍ତଫା ଦେଲେ ଆଉ ୨ ଜଣ ଜାଲ୍‌ ଶିକ୍ଷକ, ସଂଖ୍ୟା ପହଂଚିଲା ୯

କୋଦଳା/ବ୍ରହ୍ମପୁର: ଜାଲ୍‌ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତି ଘଟଣାକୁ ନେଇ ଗଂଜାମ ଜିଲ୍ଲା ଶିକ୍ଷା ବିଭାଗ ଏବେ ସରଗରମ ଥିବା ବେଳେ ଶୁକ୍ରବାର ବେଗୁନିଆପଡ଼ା ବ୍ଳକର ମଂଗଳପୁର ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ପରମାନନ୍ଦ ସାହୁ ତାଙ୍କର ପଦବୀରୁ ଇସ୍ତଫା ଦେଇଥିବା ଗୋଷ୍ଠୀ ଶିକ୍ଷା…
ଅଧିକ ଖବର ଦେଖନ୍ତୁ...

କାଜୋଲଙ୍କ ଏହି ଅଭ୍ୟାସ ପାଇଁ ତାଙ୍କ ଉପରେ ସବୁବେଳେ ବିରକ୍ତ ହୋଇଥାନ୍ତି ଅଜୟ

ମୁମ୍ବାଇ: ବଲିଉଡର ଏକ ଚର୍ଚ୍ଚିତ ଯୋଡ଼ି ହେଉଛି ଅଭିନେତା ଅଜୟ ଦେବଗନ ଓ ଅଭିନେତ୍ରୀ କାଜୋଲଙ୍କ ଯୋଡ଼ି । ବିବାହକୁ ୨୦ବର୍ଷ ହୋଇ ସାରିଥିଲେ ମଧ୍ୟ ଏବେ ବି ଦୁହିଁଙ୍କ ମଧ୍ୟରେ ଭଲ ପାଇବା ପୂର୍ବ ଭଳି ରହିଛି। ତେବେ ସବୁ ଦମ୍ପତ୍ତିଙ୍କ ଭଳି ଦୁହିଁଙ୍କ ମଧ୍ୟରେ ଅନେକ ଥର କଥା କଟାକଟି ହୋଇଥିଲେ…
ଅଧିକ ଖବର ଦେଖନ୍ତୁ...