ନୂଆପଡ଼ା: ୨ ଦିନ ପରେ ନିଖୋଜ ୨ ଯୁବତୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଠାବ

ନୂଆପଡ଼ା: ଦୁଇ ଦିନ ତଳେ ନିଖୋଜ ହୋଇଥିବା ୨ ଜଣ ଯୁବତୀଙ୍କ ମୃତଦେହକୁ ପୁଲିସ ଶନିବାର ଅପରାହ୍ଣରେ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଛି। ସୂଚନା ଅନୁସାରେ ନୂଆଁପଡ଼ା ଜିଲ୍ଲାର ଲଖନା ଥାନା ଅନ୍ତର୍ଗତ ପୁଟକେଲପଡା ଗ୍ରାମ ନିକଟ ଜଙ୍ଗଲରୁ ୨ ଯୁବତୀଙ୍କ ମୃତଦେହ ଜବତ ହୋଇଛି। ଉଭୟ ଯୁବତୀ ଏପ୍ରିଲ ୧୧ରେ ଏକ ସାପ୍ତାହିକ ବଜାରକୁ ଯାଇ ଘରକୁ ଫେରି ନଥିଲେ।

ସମ୍ବନ୍ଧିତ ଖବର